Browsing Category

ଦେଶ ବିଦେଶ

ରାହୁଲ, ଫ୍ଲାଇଂ କିସ୍ ଓ ବିବାଦ : ଚର୍ଚ୍ଚାରେ କଂଗ୍ରେସ ବିଧାୟିକାଙ୍କ ବୟାନ । ସ୍ମୃତି ଇରାନୀଙ୍କୁ କଲେ ଟାର୍ଗେଟ,…

କନକ ବ୍ୟୁରୋ : ଗୋଟେ ପଟେ ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଫ୍ଲାଇଂ କିସ୍ ଦେଇଥିବା ଅଭିଯୋଗ ଆସିବା ପରେ ତୁମ୍ବିତୋଫାନ ଚାଲିଛି । ଶାସକ ଓ ବିରୋଧୀ ଘଟଣାକୁ ନେଇ ମୁହାଁମୁହିଁ ମଧ୍ୟ ଜାରି ରହିଛି । ଅନ୍ୟପଟେ ଏବେ କଂଗ୍ରେସ ବିଧାୟିକା ନିତୁ ସିଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ…
Read More...

ଅଧୀର ରଂଜନ ଚୌଧୁରୀଙ୍କୁ ନିଲମ୍ବନ ଘଟଣା । ଅସ୍ଥିର ହୋଇପଡିଛି କଂଗ୍ରେସ, ବିରୋଧୀଙ୍କ ମିଳିତ ପ୍ରଦର୍ଶନ

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ସାଂସଦ ଏବଂ ବିରୋଧୀ ଦଳ ନେତା ଅଧିର ରଂଜନ ଚୌଧୁରୀ । ଯାହାକୁ ନେଇ ପୁଣି ଆରମ୍ଭ ହୋଇଛି ବିରୋଧ । ଶୁକ୍ରବାର ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ ଥିଲା ଓ ଏହି ସମୟରେ ସମସ୍ତ ବିରୋଧୀଦଳ ଏକାଠି ହୋଇ ଅଧୀର ରଂଜନଙ୍କ…
Read More...

ବଦଳିବ ବ୍ରିଟିଶ ଅମଳର ଆଇନ୍ । ଅପରାଧିକ ନ୍ୟାୟ ପ୍ରଣାଳୀରେ ବଡ଼ ପରିବର୍ତ୍ତନ । ହଟିବ ଆଇପିସି, ସିଆରପିସି ଏବଂ ଆଇଇଏ

କନକ ବ୍ୟୁରୋ: ୧୮୬୦ରୁ ଏପର୍ଯ୍ୟନ୍ତ ଦେଶରେ ଚାଲି ଆସିଥିବା ଆଇପିସି, ସିଆରପିସି ଏବଂ ଆଇଇଏ ବା ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ହଟାଇ ଦିଆଯିବ । ଏହା ବଦଳରେ ଲୋକସଭାରେ ଆଗତ ହୋଇଛି ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା -୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଧେୟକ -୨୦୨୩ ।…
Read More...

ଅଡୁଆରେ ପୂର୍ବତନ ସାଂସଦ ଜୟା ପ୍ରଦା । ଏହି ମାମଲାରେ କୋର୍ଟ ଶୁଣାଇଲେ ୬ମାସ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା

କନକ ବ୍ୟୁରୋ : ଚଳଚିତ୍ର ଅଭିନେତ୍ରୀ ତଥା ରାମପୁର ଲୋକସଭା ନିର୍ବାଚନମଣ୍ଡଳୀର ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ମାସ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଚେନ୍ନାଇର ରାୟପେଟା ଠାରେ ଥିବା ଏକ ମୋଭି ଥିଏଟରର ଜଣେ କର୍ମଚାରୀଙ୍କ ଦ୍ୱାରା ଦାଖଲ ହୋଇଥିବା…
Read More...

୧୨ ଜୁଲାଇରେ ହେବାକୁ ଥିଲା ଭାରତୀୟ କୁସ୍ତିସଂଘ ନିର୍ବାଚନ, ଭୋଟିଂର ଗୋଟିଏ ଦିନ ପୂର୍ବରୁ ରୋକ୍ ଲଗାଇଲେ ହାଇକୋର୍ଟ

କନକ ବ୍ୟୁରୋ : ପଞ୍ଜାବ – ହରିୟାଣା ହାଇକୋର୍ଟ ଭାରତୀୟ କୁସ୍ତି ସଂଘର ନିର୍ବାଚନ ଉପରେ ରୋକ୍ ଲଗାଇଛନ୍ତି । କୋର୍ଟ କହିଛନ୍ତି କି ଆଗାମୀ ଆଦେଶ ଆସିବା ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିବ ନାହିଁ । କୁସ୍ତିସଂଘ ପାଇଁ ଆସନ୍ତା କାଲି ଅର୍ଥାତ ଅଗଷ୍ଟ ୧୨ ତାରିଖରେ ନିର୍ବାଚନ ହେବାକୁ ଥିଲା । ଏନେଇ…
Read More...

ଲୋକସଭାରେ ଗୃହମନ୍ତ୍ରୀ ଆଣିଲେ ଆଇନ ପରିବର୍ତ୍ତନ ନେଇ ୩ଟି ବିଲ୍ । ଜାଣନ୍ତୁ ଆଇପିସି ଓ ସିଆରପିସି ଧାରାରେ କଣ ହେବ…

କନକ ବ୍ୟୁରୋ : ଲୋକସଭାରେ ସଂସଦୀୟ ସ୍ଥାୟୀ କମିଟିକୁ ୩ଟି ବିଧେୟକ ପଠାଯାଇଛି । ଯାହାର ଉଦ୍ଦେଶ୍ୟ ରହିଛି ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର କରିବା । ଏହି ଉଦ୍ଦେଶ୍ୟରେ ଗୃହମନ୍ତ୍ରୀ ଅମିତ୍ ଶାହା ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଉପସ୍ଥାପନ କରିଥିଲେ । ଭାରତୀୟ…
Read More...

ଦଳରେ କିଏ ପାଇବ ସ୍ଥାନ, ତାହାର କିଛି ଗ୍ୟାରେଣ୍ଟି ନାହିଁ । କାହିଁକି ଅଧିନାୟକ ରୋହିତ ଶର୍ମା କହିଲେ ଏମିତି କଥା?

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ସିରିଜ ଖେଳୁଥିବା ଟିମ୍ ଇଣ୍ଡିଆରେ ଏବେ ଜୋରଦାର ଏକ୍ସପେରିମେଣ୍ଟ ଚାଲିଛି । ପ୍ରତି ଫର୍ମାଟରେ ନୂଆ ନୂଆ ଖେଳାଳୀଙ୍କୁ ସୁଯୋଗ ଦେଉଛି ଟିମ୍ ମ୍ୟାନେଜମେଣ୍ଟ । ଏପରିକି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ କିଛି ଏଭଳି ଦେଖିବାକୁ ମିଳିଥିଲା…
Read More...

ସେନା ଚାହିଁଥିଲେ ୨ ଦିନରେ ମଣିପୁର ହିଂସା ରୋକିପାରିଥାନ୍ତା । ହେଲେ ପ୍ରଧାନମନ୍ତ୍ରୀ ମଣିପୁରକୁ ଜଳିବାକୁ ଛାଡିଦେଲେ ।…

କନକ ବ୍ୟୁରୋ: ମଣିପୁର ମୁଦ୍ଦା ଉପରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଲୋକସଭାରେ କାଟ୍ ଖାଇବା ପରେ ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଲୋକସଭାରେ ୨ ଘଣ୍ଟା ୧୩ ମିନିଟ୍ ଭାଷଣ ଦେଲେ, ହେଲେ ଏହା…
Read More...

ଦେଶରୁ ହଟିଯିବ ଦେଶଦ୍ରୋହ ମାମଲା! ମୃତ୍ୟୁଦଣ୍ଡାଦେଶ ବଦଳିଯିବ ଆଜୀବନ କାରାଦଣ୍ଡ ।

କନକ ବ୍ୟୁରୋ: ବଦଳିଯିବ ବ୍ରିଟିଶ ଆଇନ । ଦେଶରୁ ହଟିବ ଆଇପିସି, ସିଆରପିସି ଏବଂ ଆଇଇଏ । ଏହାକୁ ନେଇ ଲୋକସଭାରେ ତିନୋଟି ବିଲ୍ ଆଗତ କରିଛନ୍ତି କେନ୍ଦ୍ର ସରକାର । ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରୀକ ସୁରକ୍ଷା ସଂହିତା -୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଧେୟକ -୨୦୨୩ ବିଲକୁ ଆଜି…
Read More...

ସମ୍ପତ୍ତି ବିକି ଫେରାର ହୋଇଗଲେ ଦୁଇ ପୁଅ, ଝିଅ ବି ଘରେ ପୁରାଇଲାନି…  କନ୍ଦେଇଦେବ ରାସ୍ତାରେ ବୁଲୁଥିବା ଏ ମା’ର…

କନକ ବ୍ୟୁରୋ: ୮୦  ବର୍ଷର ବୃଦ୍ଧା ବର୍ଷାରେ ଭିଜୁଥିଲେ ଏବଂ କଇଁକଇଁ ହୋଇ କାନ୍ଦୁଥିଲେ । ଏହା କିଛି ସହୃଦୟ ଲୋକଙ୍କ ଆଖିରେ ପଡିଥିଲା ଏବଂ ସେମାନେ ପୁଲିସକୁ ଖବର ଦେଇଥିଲେ । ତୁରନ୍ତ ଜଣେ ଥାନାଧିକାରୀ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ବୃଦ୍ଧାଙ୍କୁ ପ୍ରଥମେ ଖାଇବାକୁ ଦେଇ ହସ୍ପିଟାଲ…
Read More...