Browsing Category

ଦେଶ ବିଦେଶ

ନାଗପୁରର ବିଜେପି ନେତ୍ରୀ ସାନା ଖାନଙ୍କୁ ହତ୍ୟା, ୫୦ଲକ୍ଷ ଟଙ୍କା ପାଇଁ ସ୍ୱାମୀ ହତ୍ୟା କରିଥିବା ସୂଚନା

କନକ ବ୍ୟୁରୋ : ନାଗପୁରର ବିଜେପି ନେତ୍ରୀ ସାନା ଖାନଙ୍କ ହତ୍ୟା ମାମଲା ଉପରୁ ପରଦା ହଟିବାରେ ଲାଗିଛି । ସାନାଙ୍କୁ ତାଙ୍କ ସ୍ୱାମୀ ଅମିତ୍ ଓରଫ ପପୁ ସାହୁ ହତ୍ୟା କରିଛନ୍ତି । ହତ୍ୟା ପରେ ପପୁ ସାନାଙ୍କ ମୃତଦେହକୁ ହିରଣ ନଦୀରେ ଭସାଇଦେଇଥିଲେ । ଏବେ ପୋଲିସ ନଦୀ ଭିତରୁ ସାନାଙ୍କ ମୃତଦେହ…
Read More...

ଦିଲ୍ଲୀ ସେବା ବିଲକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି । ବନିଗଲା ନୂଆ ଆଇନ

କନକ ବ୍ୟୁରୋ: ଆଇନରେ ପରିଣତ ହେଲା ଦିଲ୍ଲୀ ବିଲ୍ । ଏହି ବିଲକୁ ମିଳିଛି ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଭାରତ ସରକାର ଏନେଇ ଅଧିସୂଚନା ଜାରି କରିଛନ୍ତି । ଦିଲ୍ଲୀ ସେବା ବିଲକୁ ରାଷ୍ଟ୍ରପତି ମଂଜୁୁରୀ ଦେବା ପରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର ଅଧିନିୟମ ୨୦୨୩କୁ ଲାଗୁ କରିବାକୁ…
Read More...

ଏସିଆ କପ୍ ପାଇଁ ଦଳ ଘୋଷଣା କଲା ବାଲାଂଦେଶ । ସାକିବ୍ ଅଲ୍ ହାସନଙ୍କୁ ଅଧିନାୟକ ଭାର, ବାଦ୍ ପଡିଲେ ଏହି ଷ୍ଟାର…

କନକ ବ୍ୟୁରୋ: ଏସିଆ କପ୍ ପାଇଁ ଦଳ ଘୋଷଣା କଲା ବାଂଲାଦେଶ । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଘୋଷଣା କରିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ । ଏହି ଦଳରେ ଅଭିଜ୍ଞ ସକିବ୍ ଅଲ ହାସନଙ୍କୁ ଅଧିନାୟକ ଭାର ଦିଆଯାଇଥିବାବେଳେ, ଷ୍ଟାର…
Read More...

ଧକ୍କା ଦେଇ ଚାଲିଗଲେ ନିସ୍ତାର ନାହିଁ । ହିଟ୍ ଆଣ୍ଡ ରନ୍ ମାମଲାରେ ମିଳିବ କଠୋର ଦଣ୍ଡ

କନକ ବ୍ୟୁରୋ: କାହାକୁ ଗାଡି ଧକ୍କା ଦେଇ ଯଦି ଚାଳକ ଭାବେ ଫେରାର ହୋଇଯିବ ବୋଲି , ଏଣିକି ତାହା ଆଉ ସମ୍ଭବ ନୁହେଁ । କାରଣ ଏ ମାମଲାରେ ଆଇନ ସଂଶୋଧନ ହେବାକୁ ଯାଉଛି । ଯଦି ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇଗଲା ତେବେ ସ୍ଥିତି ଆହୁରି ସଙ୍ଗୀନ । କାରଣ ଭାରତୀୟ ଦଣ୍ଡ ସଂହିତା ମୁତାବକ,…
Read More...

କର ବା ମର ସ୍ଥିତିରେ ଭାରତ : ଆଜି ୱେଷ୍ଟଇଣ୍ଡିଜ୍ ସହ ଚତୁର୍ଥ ଟି-୨୦ ମୁକାବିଲା; ମ୍ୟାଚ ଜିତି ସିରିଜ ବରାବର କରିବା…

କନକ ବ୍ୟୁରୋ : କର ବା ମର ସ୍ଥିତିରେ ଭାରତ । ଆଜି ୱେଷ୍ଟଇଣ୍ଡିଜ୍ ସହ ଚତୁର୍ଥ ଟି-୨୦ ମୁକାବିଲା । ମ୍ୟାଚ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଫ୍ଲୋରିଡାର ଲୌଡରହିଲ୍‌ଠାରେ ଏହି ମ୍ୟାଚ୍‌ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ଆମେରିକାରେ ମାତ୍ର ଏହି ଗୋଟିଏ…
Read More...

ଋଷର ମିଶନ ମୁନ : ୪୭ବର୍ଷ ପରେ ଋଷିଆ ଲଞ୍ଚ କଲା ଚନ୍ଦ୍ର ମିଶନ ଲୁନା-୨; ଭାରତର ଚନ୍ଦ୍ରଯାନ ଥ୍ରୀ ପୂର୍ବରୁ ଋଷର…

କନକ ବ୍ୟୁରୋ : ଭାରତର ଚନ୍ଦ୍ରଯାନ-୩ ଅଭିଯାନ ଉପରେ ସାରା ବିଶ୍ୱର ନଜର ରହିଛି । ଏପରି ସମୟରେ ଦୀର୍ଘ ୪୭ ବର୍ଷ ପରେ ଋଷିଆ ଚନ୍ଦ୍ରପୃଷ୍ଠକୁ ପଠାଇଛି ଚନ୍ଦ୍ରଯାନ । ଭାରତୀୟ ସମୟ ଅନୁସାରେ ଭୋର ୪ଟା ୪୦ ମିନିଟରେ ଋଷର ବସ୍ତୋନି କସମୋଡ୍ରୋମରୁ ଲୁନା-୨୫ ଲାଣ୍ଡର ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ…
Read More...

ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୬୭ ମୃତ : ନିଆଁରେ ଜଳିଗଲା ହଜାରେରୁ ଅଧିକ ବିଲ୍ଡିଂ

କନକ ବ୍ୟୁରୋ : ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ । ବର୍ତ୍ତମାନ ସୁଦ୍ଧା ୬୭ ଜଣଙ୍କ ଜୀବନ ଗଲାଣି । ନିଆଁରେ ହଜାରେରୁ ଅଧିକ ବିଲ୍ଡିଂ ଜଳି ଯାଇଛି । ଘର ଆସବାବପତ୍ର ସହ ବହୁ କାର ପୋଡି ପାଉଁଶ ହୋଇଯାଇଛି । ନିଆଁ ବ୍ୟାପୁଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା…
Read More...

ଏକ ଗୁପ୍ତ ଦସ୍ତାବିଜ ଆଧାରରେ ଆମେରିକା ଗଣମାଧ୍ୟମର ବଡ ଖୁଲାସା, ଇମ୍ରାନଙ୍କ ସରକାର ଭାଙ୍ଗିବା ପଛରେ ରହିଥିଲା ଆମେରିକାର…

କନକ ବ୍ୟୁରୋ : ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାର ଭାଙ୍ଗିବା ପଛରେ ଆମେରିକାର ହାତ ଥିଲା । ଆମେରିକା ଏକ ଗଣମାଧ୍ୟମ ସଂସ୍ଥା ପାକିସ୍ତାନ ସରକାରଙ୍କ ଏକ ଗୁପ୍ତ ଦସ୍ତାବିଜ ଆଧାରରେ ଏହି କଥା ପ୍ରଘଟ କରିଛି । ନିଜେ ଇମ୍ରାନ ଖାନ ମଧ୍ୟ ଏକଥାକୁ ପୂର୍ବରୁ ଅନେକ ଥର କହିଥିଲେ । ତାଙ୍କୁ…
Read More...

ମୋଦୀ ଡିଗ୍ରୀ ମାମଲାରେ ବଢିଲା କେଜ୍ରିୱାଲଙ୍କ ପାଇଁ ଅଡୁଆ, ଅନ୍ତରୀଣ ରୋକ ଲଗାଇବାକୁ ମନାକଲା ଗୁଜରାଟ ହାଇକୋର୍ଟ

କନକ ବ୍ୟୁରୋ : ମୋଦୀ ଡିଗ୍ରୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ ସାଂସଦ ସଂଜୟ ସିଂଙ୍କୁ ଝଟକା । ଗୁଜରାଟ ହାଇକୋର୍ଟ ଅପରାଧିକ ମାନାହାନି ମାମଲାରେ ଅନ୍ତରୀଣ ରୋକ ଲଗାଇବାକୁ ମନା କରିଛନ୍ତି । ଗୁଜରାଟ ବିଶ୍ୱବିଦ୍ୟାଳୟଙ୍କ ଦ୍ୱାରା ଅପରାଧିକ ମାନହାନି ମାମଲା ରୁଜୁ…
Read More...

ଦିଲ୍ଲୀରେ ବିଦ୍ୟାଳୟରେ ମୋବାଇଲ ମନା । ନିର୍ଦ୍ଦେଶନାମା ଜାରି କଲେ ଦିଲ୍ଲୀ ସରକାର

କନକ ବ୍ୟୁରୋ : ଦିଲ୍ଲୀ ବିଦ୍ୟାଳୟ ପାଇଁ ଲାଗିଲା ନୂଆ କଟକଣା । ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ସ୍ମାଟ ଫୋନ ନେଇ କି ଆସୁଛନ୍ତି ଏବେ ସେମାନଙ୍କୁ ବାରଣ କରାଯିବ । କାରଣ ଦିଲ୍ଲୀ ଶିକ୍ଷା ବିଭାଗ ଉଭୟ ସରକାରୀ ଓ ଘରୋଇ ବିଦ୍ୟାଳୟରେ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମୋବାଇଲ…
Read More...