Browsing Category

ଦେଶ ବିଦେଶ

ଗାଲେ ଟେଷ୍ଟର ଆଜି ତୃତୀୟ ଦିନ! ମ୍ୟାଚରେ ଭାରତୀୟ ବୋଲରଙ୍କ ଦବଦବା, ପ୍ରଥମ ପାଳିରେ ଭାରତ କରିଛି ୬ଶହ ରନ୍

କନକ ବ୍ୟୁରୋ : ଗାଲେ ଟେଷ୍ଟ୍‌ ଏକପ୍ରକାର ଭାରତ ଆୟତକୁ ଆସିଯାଇଛି । ସାମନ୍ତରାଳ ଭାବେ ଶ୍ରୀଲଙ୍କାର ସଙ୍କଟ ବି ବଢ଼ି ବଢ଼ି ଚାଲିଛି । ମାତ୍ର ଦୁଇ ଦିନ ଭିତରେ ଜବରଦସ୍ତ ବ୍ୟାଟିଂ ସହ ଜମାଣିଆ ବୋଲିଂ କରି ଭାରତୀୟ ଖେଳାଳି ଘରୋଇ ଦଳକୁ ପୂରା ଘାଇଲା କରି ଦେଇଛନ୍ତି । ଫଳରେ ଅସହାୟ ସିଂହଳ ବାହିନୀ…
Read More...

ପୁରୁଣା ବନ୍ଧୁ, ନୂଆ ସରକାର ! ବିହାର ରାଜନୀତିରେ ହାଇଭୋଲଟେଜ୍ ପଲିଟିକାଲ୍ ଡ୍ରାମା

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ମାତ୍ର ୧୪ ଘଂଟା ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ବିଜେପିର ସମର୍ଥନ ନେଇ ୧୩୨ ବିଧାୟକଙ୍କ ଲିଖିତ ସମର୍ଥନରେ ଆଜି ସକାଳ ୧୦ଟାରେ ଶପଥ ନେଇଛନ୍ତି ନୀତିଶ । ବିଜେପି ନେତା ସୁଶୀଲ ମୋଦି…
Read More...

୧୦୦ କୋଟି ଟପିଲେ ହ୍ୱାଟ୍ସଆପ ଗ୍ରାହକ!

ସୋସିଆଲ ମିଡ଼ିଆର ସବୁଠାରୁ ବଡ଼ ନେଟୱର୍କ ଫେସବୁକ ଏକ ତଥ୍ୟ ପ୍ରଦାନ କରିଛି । ଏହି ତଥ୍ୟ ମୁତାବକ ଦୁନିଆ ସାରା ଇନଷ୍ଟାଂଟ ମେସେଜିଂ ଆପ ହ୍ୱାଟ୍ସଆପରେ ୧୦୦ କୋଟିରୁ ମଧ୍ୟ ଅଧିକ ଆକ୍ଟିଭ ୟୁଜର ଅଛନ୍ତି । ଏହି ଆପର ମାସିକ ୟୁଜର ୧.୩ ବିଲିୟନ । କମ୍ପାନୀ ଅନୁସାରେ ହ୍ୱାଟ୍ସଆପରେ ୫୫ ବିଲିୟନ ମେସେଜ…
Read More...

ବିହାର ରାଜନୀତି ନେଇ ନୀତିଶଙ୍କ ବିରୋଧରେ ବିଷ ଓଗାଳିଲେ ଲାଲୁ ! କହିଲେ, ସେ ଜଣେ ହତ୍ୟାକାରୀ ଓ ସୁବିଧାବାଦୀ

କନକ ବ୍ୟୁରୋ : ବିଜେପି ସହ ମେଂଟ କରି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରତିକ୍ରିୟା ରଖିଛନ୍ତି । ମୋଦି ଓ ନୀତିଶଙ୍କ ଉପରେ ବର୍ଷିଛନ୍ତି ଲାଲୁ । ସେ କହିଛନ୍ତି, ନୀତିଶ ବିହାରକୁ ଧୋକ୍କା ଦେଇଛନ୍ତି । ସେ ସୁବିଧାବାଦୀ ବୋଲି ପୁଣି ଥରେ…
Read More...

ବିହାରରେ ଭାଙ୍ଗିଲା ମହାମେଂଟ! ନୀତିଶ କୁମାର ଏନଡିଏର ସମର୍ଥନ ନେବା ପରେ ଆଜି ବିଶ୍ୱାସଘାତକ ଦିବସ ପାଳନ କରୁଛି ଆରଜେଡି

କନକ ବ୍ୟୁରୋ : ବିହାରରେ ମହାମେଂଟ ଭାଙ୍ଗିବା ପରେ ଏବେ ରାଜରାସ୍ତାକୁ ଓହ୍ଳାଇଛି ଆରଜେଡି । ନୀତିଶ  କୁମାର ଏନଡିଏର ସମର୍ଥନ ନେବା ପରେ ଆଜି ବିଶ୍ୱାସଘାତକ ଦିବସ ପାଳନ କରୁଛି ଆରଜେଡି । ନୀତିଶ କୁମାର ତାଙ୍କ ସ୍ୱାର୍ଥ ପାଇଁ ମହାମେଂଟ ଭାଙ୍ଗି ବିଶ୍ୱାସଘାତକତା କରିଛନ୍ତି ବୋଲି ଆରଜେଡି କହିଛି…
Read More...

ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଡା.ଏ.ପି.ଜେ ଅବଦୁଲ କାଲାମଙ୍କ ରାଷ୍ଟ୍ରୀୟ ସ୍ମାରକର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ…

ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କାଲାମଙ୍କ ସ୍ମୃତିରେ ଆଜି ଅବଦୁଲ କାଲାମ ରାଷ୍ଟ୍ରୀୟ ସ୍କାରକର ଉଦଘାଟନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲାମଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରାମେଶ୍ୱରମରେ ଆଜି ରାଷ୍ଟ୍ରୀୟ ସ୍ମାରକର ଊଦଘାଟନ କରିଛନ୍ତି । ଡା.ଏ.ପି.ଜେ ଅବଦୁଲ…
Read More...

କାଲି ଇସ୍ତଫା, ଆଜି ଶପଥ ଗ୍ରହଣ ! ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

କନକ ବ୍ୟୁରୋ :  ବିହାରରେ ରାଜନୀତିରେ ବିରାଟ ନାଟକ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତିଶ  କୁମାର । ଏନଡିଏ ସମର୍ଥନରେ ବିହାରରେ ସ୍ଥିର ସରକାର ଗଠନ କରିବେ ନୀତିଶ  । ଗତକାଲି ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନୀତିଶ ଆଜି ପୁଣି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ…
Read More...

ଆଜି ଚୀନ ଯିବେ ଏନଏସଏ ଅଜିତ ଡୋଭାଲ : ବେଞ୍ଜିଂରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ହେବେ ସାମିଲ

କନକ ବ୍ୟୁରୋ : ଭାରତ-ଚୀନ ବିବାଦ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ଚୀନ ଯାଉଛନ୍ତି । ଚୀନର ଆୟୋଜିତ ହେଉଥିବା ବ୍ରିକସ ସମ୍ମିଳନୀର ଏନଏସଏସ୍ତରୀୟ ଆଲୋଚନାରେ ଭାଗ ନେବେ ଡୋଭାଲ । ଆଜି ଓ ଆସନ୍ତାକାଲି ଦୁଇଦିନ ସେ ବେଜିଂରେ ରହିବେ । ଦୁଇଦେଶ ମଧ୍ୟରେ ବିବାଦ ବଢୁଥିବା…
Read More...

ବିହାରରେ ଭାଙ୍ଗିଲା ମହାମେଂଟ ସରକାର : ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର

କନକ ବ୍ୟୁରୋ : ବିହାରରେ ରାଜନୀତିରେ ଆସିଛି ଭୂମିକମ୍ପ । ୨୪ ଘଂଟା ପୂର୍ବରୁ ଅର୍ଥାତ ଗତକାଲି ଏହି ସମୟରେ ଲାଲୁଙ୍କ ସହଯୋଗୀ ଥିଲେ ନୀତିଶ କୁମାର । କିନ୍ତୁ ଆଜି ଅର୍ଥାତ ଠିକ୍ ୨୪ ଘଂଟା ପରେ ମୋଦିଙ୍କ ପ୍ରଂଶସକ ହୋଇଯାଇଛନ୍ତି ନୀତିଶ କୁମାର । ଗତକାଲି ଏକ ନାଟକୀୟ ଘଟଣା କ୍ରମରେ ବିହାର…
Read More...

ରାଜନୀତିରେ ନୀତିଶ୍ !

ନୀତିଶ୍ କୁମାର । କେବଳ ବିହାର ନୁହେଁ ଦେଶର ରାଜନୀତିରେ ଏକ ବଡ଼ ନାଁ । ଜୟପ୍ରକାଶ ନାରାୟଣଙ୍କ ପ୍ରେରଣାରେ ରାଜନୀତିକୁ ଆସିଥିଲେ ଏହି ୬୬ ବର୍ଷୀୟ ନେତା । ୧୯୭୭ ମସିହାରେ ନିର୍ବାଚନ ରାଜନୀତିରେ ପ୍ରବେଶ କରିବା ପରେ ଜନତା ପାର୍ଟି ଟିକେଟରୁ ନିର୍ବାଚନ ଲଢିଥିଲେ ନୀତିଶ୍ । ତେବେ ଭିପି ସିଂହଙ୍କ…
Read More...