Browsing Category

ଦେଶ ବିଦେଶ

ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନାର ବଡ଼ ଅପରେସନ

କନକ ବ୍ୟୁରୋ: ଜମ୍ମୁ ଅନନ୍ତନାଗରେ ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସେନାର ବଡ଼ ଅପରେସନ । ବଡଗାମରେ ଦୀର୍ଘ ୧୦ ଘଂଟାର ଏନକାଉଂଟର ପରେ ହିଜିବୁଲ ମୁଜ୍ଜାହିଦ୍ଦିନର ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ଗତକାଲି ସଂଧ୍ୟାରୁ ସେନା ଏହି…
Read More...

ପ୍ରାକ୍ ସୂଚନା ସତ୍ୱେ ଅମରନାଥ ଯାତ୍ରୀଙ୍କୁ ରକ୍ଷା କରିପାରିଲେନି ସୁରକ୍ଷାକର୍ମୀ ! ଆତଙ୍କବାଦୀ ଆକ୍ରମଣ ନେଇ ପୂର୍ବରୁ…

କନକ ବ୍ୟୁରୋ: ପ୍ରାକ୍ ସୂଚନା ସତ୍ୱେ ଅମରନାଥ ଯାତ୍ରୀଙ୍କୁ ରକ୍ଷା କରିପାରିଲେନି ସୁରକ୍ଷାକର୍ମୀ । ଆତଙ୍କବାଦୀ ଆକ୍ରମଣ ନେଇ ପୂର୍ବରୁ ଥିଲା ଗୁଇନ୍ଦା ସୂଚନା । ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣଙ୍କୁ ଏଡାଇ ଯାଇପାରିଥାନ୍ତା । ସୁରକ୍ଷାକର୍ମୀଙ୍କ ଢ଼ିଲାପଣ ଯୋଗୁଁ…
Read More...

ଭାରତ ମାଟିରେ ଆକ୍ରମଣ ପାଇଁ ପାକିସ୍ତାନରେ ରଚା ଯାଇଥିଲା ବ୍ଲୁ ପ୍ରିଣ୍ଟ : ପୁଲିସ କହିଲା ,ଅନନ୍ତନାଗ ଆତଙ୍କବାଦୀ ହମଲା…

କନକ ବ୍ୟୁରୋ : ଅମରନାଥ ଯାତ୍ରୀଙ୍କୁ ଆକ୍ରମଣ ପଛରେ ଲସ୍କର ଆତଙ୍କବାଦୀଙ୍କ ହାତ । ପାକିସ୍ତାନ ମାଟିରେ ବସି ଲକ୍ସର କମାଣ୍ଡର ଅବୁ ଇସମାଇଲ ରଚିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡର ବ୍ଲୁପ୍ରିଂଟ । ଯେଉଁଥିରେ ୭ଜଣ ନିରୀହ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେବାସହ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା…
Read More...

ଟିମ୍ ଇଣ୍ଡିଆ କୋଚ୍ ନିଯୁକ୍ତି ନେଇ ଦ୍ୱନ୍ଦ୍ୱ ! ରବି ଶାସ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଖବରକୁ ଖଣ୍ଡନ କଲା…

କନକ ବ୍ୟୁରୋ : ଟିମ୍ ଇଣ୍ଡିଆ କୋଚ୍ ନିଯୁକ୍ତ ନେଇ ଦ୍ୱନ୍ଦ୍ୱ । କିଛି ସମୟ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ପୂର୍ବତନ ଅଲରାଉଣ୍ଡର ରବି ଶାସ୍ତ୍ରୀଙ୍କୁ କୋଚ୍ ଦାୟିତ୍ୱ ଦିଆଯାଇଛି ବୋଲି ଖବର ପ୍ରସାରଣ କରାଯାଇଥିଲା । ତେବେ ବିସିସିଆଇ ପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯାଇଛି । ଏଯାଏଁ କୌଣସି…
Read More...

ଜିଓ ପୁଣି କଲା ଧମାକା ! ‘ଧନ୍ ଧନା ଧନ୍’ ଅଫର୍ ଶେଷ ହେବା ପୂର୍ବରୁ ଆଣିଲା ନୂଆ ପ୍ଲାନ୍

ଆଉ କିଛି ଦିନ ପରେ ଶେଷ ହେଉଛି ଜିଓର ‘ ଧନ୍ ଧନା ଧନ୍’ ଅଫର୍ । ତେଣୁ ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ରଖି ନୂଆ ଏକ ଧମାକାଦାର ଅଫର୍ ସହ ଆସିଛି କମ୍ପାନୀ । ଏହି ପ୍ଲାନ୍ ଉଭୟ ପ୍ରିିପେଡ୍ ଏବଂ ପ୍ରୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ । ତେବେ କମ୍ପାନୀର ଏହି ନୂଆ ପ୍ଲାନର ନାଁ ‘ଧନ୍ ଧନା ଧନ୍’ ହିଁ…
Read More...

ସଲାମ୍ ସଲିମ୍ ! ଦେବଦୂତ ହୋଇ ୫୦ ଅମରନାଥ ଯାତ୍ରୀଙ୍କ ଜୀବନ ବଂଚାଇଲେ ଜଣେ ଡାଇଭର୍

ଗତକାଲି ଅମରନାଥରେ ମୃତ୍ୟୁର ତାଣ୍ଡବ ଚଳାଇଥିଲେ ଆତଙ୍କବାଦୀ । ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ବସ୍ ଉପରେ ଆକ୍ରମଣ କରି ନେଇଥିଲେ ୭ ନୀରିହ ଜୀବନ । କିନ୍ତୁ ଏସବୁ ମଧ୍ୟରେ ଅନ୍ୟ ଯାତ୍ରୀ ମାନଙ୍କ ପାଇଁ ଦେବଦୂତ ସାଜିଥିଲେ ଡାଇଭର୍ ସଲିମ୍ ଶେଖ୍  …
Read More...

ରିକ୍ସା ଚାଳକଙ୍କ ଝିଅ ଏସିୟା ବିଜୟିନୀ ! ପଢନ୍ତୁ ସ୍ୱପ୍ନାଙ୍କ ସ୍ୱର୍ଣ୍ଣ ପଦକ ଯାତ୍ରାର କାହାଣୀ

ଶେଷ ହୋଇଛି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୨ତମ ଏସିୟ ଦୌଡ଼କୁଦ ପ୍ରତିଯୋଗୀତା  । ଏଥିରେ ସମୁଦାୟ ୨୯ଟି ପଦକ ଜିତି ସବୁଠାରୁ ଶୀର୍ଷରେ ରହିଛି ଭାରତ  । ଏହି ୨୯ ଟି ପଦକ ମଧ୍ୟରେ ରହିଛି ୧୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୧୨ଟି ବ୍ରୋଞ୍ଜ୍  । ତେବେ ୧୨ଜଣ ସ୍ୱର୍ଣ୍ଣ ବିଜେତାଙ୍କ ମଧ୍ୟରୁ ଜଣେ…
Read More...

ଅମରନାଥରେ ମୃତ୍ୟୁର ତାଣ୍ଡବ ! ଆତଙ୍କିଙ୍କ ଆତଙ୍କରେ ଆତଙ୍କିତ ସାରା ଦେଶ

ଆତଙ୍କିଙ୍କ ଆତଙ୍କରେ ଅତଙ୍କିତ ସାରା ଦେଶ । ଦିନକୁ ଦିନ ବଢିଚାଲିଛି ଆତଙ୍କବାଦୀଙ୍କ ଆତଙ୍କରାଜ୍  ।  ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ନୀରିହ ତୀର୍ଥଯାତ୍ରୀ । ତୀର୍ଥକ୍ଷେତ୍ରରେ ଚାଲିଛି ‘ଜିହାଦ୍ ଯୁଦ୍ଧ’ । ମୃତ୍ୟୁର ତାଣ୍ଡବ ରଚିଛନ୍ତି ଆତଙ୍କବାଦୀ । ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ୨୦ ମିନିଟ୍…
Read More...

ଦୋକାନ ଓ ଅଫିସ ଘର ଭଡ଼ାରୁ ୨୦ ଲକ୍ଷ ଟଙ୍କା ଆୟ କରୁଛନ୍ତି କି ? ତେବେ ତୁରନ୍ତ କରାନ୍ତୁ ଜିଏସଟି ପଞ୍ଜୀକରଣ

ନିଜର ଆବାସିକ ସମ୍ପତିରୁ ଭଡ଼ା ଆସୁଥିଲେ ଆପଣଙ୍କୁ ଜିଏସଟିରୁ ରିହାତି ମିଳିବ । କିନ୍ତୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ଦିଆଯାଇଥିବା ଭଡ଼ାରୁ ବର୍ଷକୁ ୨୦ ଲକ୍ଷ ଟଙ୍କା ଆୟ ଉପରେ ଲାଗିବ ଜିଏସଟି । ରାଜସ୍ୱ ସଚିବ ହସମୁଖ ଆଧିୟା କହିଛନ୍ତି କି ଯଦି ଆବାସିକ ସମ୍ପତି ଯଥା ଦୋକନ କିମ୍ବା କାର୍ଯ୍ୟାଳୟ ପାଇଁ…
Read More...

ଉପରାଷ୍ଟ୍ରପତି ନିର୍ବାଚନ : ଗୋପାଳକୃଷ୍ଣ ଗାନ୍ଧି ହୋଇପାରନ୍ତି ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

କନକ ବ୍ୟୁରୋ: ଗୋପାଳକୃଷ୍ଣ ଗାନ୍ଧି ହୋଇପାରନ୍ତି ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀ । ମହାତ୍ମା ଗାନ୍ଧିଙ୍କ ନାତି ଭାବେ ସ୍ୱତନ୍ତ୍ର ପରିଚୟ ଥିବା ଗୋପାଳକୃଷ୍ଣଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ମିଳିତ ବିରୋଧୀଦଳ ବୈଠକରେ ନିଷ୍ପତି ନିଆଯାଇଛି । ଆଜି ଦିଲ୍ଲୀରେ ବସିଥିବା ଅଣ ଏନଡିଏ ଦଳ…
Read More...