କନକ ବ୍ୟୁରୋ: ଚାଲିଛି ଭୋଟ ଗଣତି । ଆଗରେ ରହିଛନ୍ତି ମହାରାଷ୍ଟ୍ର ନାଗପୁର ଲୋକସଭା ଆସନରୁ ଲଢିଥିବା ବିଜେପି ପ୍ରାର୍ଥୀ ନିତିନ ଗଡକରୀ । ୩୪୧ ଆସନରେ ବିଜେପି ଆଗରେ ଥିବା ବେଳେ ନାଗପୁର ଲୋକସଭା ଆସନରେ ନିତିନ ଗଡକରୀ ୨ ଲକ୍ଷ ୮୩ ହଜାର ୩୩୨ ଭୋଟରେ ଆଗୁଆ ଅଛନ୍ତି ।
ପ୍ରଥମ ଚରଣରୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ପ୍ରାୟ ୧୦ ହଜାର ଭୋରରେ ଆଗୁଆ ରହିଥିବା ବେଳେ କଂଗ୍ରେସ ପ୍ରତିଦ୍ୱନ୍ଦି ନାନା ପଟୋଲେ ପଛରେ ରହିଛନ୍ତି ।
ଜନାଦେଶ ୨୦୧୯: ୨ ଲକ୍ଷରୁ ଉଦ୍ଧ୍ୱର୍ ଭୋଟରେ ଆଗୁଆ ନାଗପୁର ବିଜେପି ଲୋକସଭା ପ୍ରାର୍ଥୀ ନିତିନ ଗଡକରୀ ।
/kanak/media/post_attachments/wp-content/uploads/2019/05/nitin_gadkari_1558427827_618x347.jpeg)