କନକ ବ୍ୟୁରୋ: ବିଜୟ ମୁକୁଟ ପିନ୍ଧିଲେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ । ଉତ୍ତର ପ୍ରଦେଶ ଆମେଠି ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଛରେ ପକାଇ ଜିତ୍ ହାସଲ କରିଛନ୍ତି ସ୍ମୃତି ଇରାନୀ ।
ଆମେଠି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ମୈଦାନକୁ ଓହ୍ଲାଇଥିଲେ । ତେବେ କଂଗ୍ରେସ ଗଡ କୁହାଯାଉଥିବା ଆମେଠିରେ ରାହୁଲ ଗାନ୍ଧୀ ନିଜର ହାରକୁ ସ୍ୱିକାର କରିଛନ୍ତି ଏବଂ ସ୍ମୃତି ଇରାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ବିଜୟ ମୁକୁଟ ପିନ୍ଧିଲେ ସ୍ମୃତି ଇରାନୀ । ଅଭିନନ୍ଦନ ଜଣାଇଲେ ରାହୁଲ
/kanak/media/post_attachments/wp-content/uploads/2019/05/exit_poll_2019_rahul_gandhi_and_smriti_irani_tough_competition_in_amethi_lok_sabha_seat_1558406447.jpg)