Browsing Category

ଦେଶ ବିଦେଶ

ଆସିଲା ମୋଦିଙ୍କ ଅତିଥିଙ୍କ ତାଲିକା । ପ୍ରଧାନମନ୍ତ୍ରୀଙ୍କ ଶପଥ ସମାରୋହରେ କମଲ ହାସନଙ୍କୁ କରାଗଲା ଆମନ୍ତ୍ରଣ

ଚଳିତ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ଏବେ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ଚାଲିଛି ଜୋରିଦାର ପ୍ରସ୍ତୁତି । ତେବେ କୁହାଯାଉଛି କି ଏଥରକ ମୋଦିଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବ ଅପେକ୍ଷା ବହୁତ ଧୂମଧାମରେ କରାଯିବ । ଯାହାର ପ୍ରସ୍ତୁତି ଏବେଠୁ ଆରମ୍ଭ ହୋଇଗଲାଣି ।…
Read More...

ଜୀବନ ସଂଗ୍ରାମରେ ହାରିଗଲେ ବଲିଉଡ ଜଗତର ଫାଇଟ୍ ମାଷ୍ଟର । ୮୫ ବର୍ଷରେ ଆଖି ବୁଜିଦେଲେ ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ…

କନକ ବ୍ୟୁରୋ: ଆଖି ବୁଜିଲେ ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ବାପା ତଥା ବଲିଉଡ଼ ଫାଇଟ୍ ମାଷ୍ଟର ବୀରୁ ଦେବଗନ । ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ବୀରୁ ଦେବଗନ ମୁମ୍ବାଇରର ଏକ ଘରୋଇ ହସ୍ପିଟାଲରେ ୮୫ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ଚଳଚିତ୍ର ସମୀକ୍ଷକ ତରନ…
Read More...

ମହଙ୍ଗା ପଡିଲାକି ‘ଚୌକିଦାର ଚୌର୍ ହେ’ ନାରା ? ପରାଜୟ ପରେ କାରଣ ଖୋଜୁଛି କଂଗ୍ରେସ । ବସୁଛି ବୈଠକ, ଚାଲିଛି ମାନସ…

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ ବଡ ପରାଜୟ ପରେ, ପରାଜୟର କାରଣ ଖୋଜୁଛି କଂଗ୍ରେସ । ବସୁଛି ବୈଠକ, ଚାଲିଛି ମାନସ ମନ୍ଥନ । ଆଉ ଏହାରି ଭିତରେ ଚର୍ଚ୍ଚା ହେଉଛି, ନିର୍ବାଚନୀ ରଣାଙ୍ଗନରେ ଯେଉଁ ନାରା ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଇଦାନକୁ ଓହ୍ଲାଇଥିଲେ, ତାହା ହିଁ…
Read More...

ମୋଦିଙ୍କ ଭାଷଣକୁ ବି ବୁଝି ପାରିଲାନି ପାକିସ୍ତାନୀ ମିଡିଆ । ପ୍ରଧାନମନ୍ତ୍ରୀଙ୍କ ‘ଅଭିନନ୍ଦନ’ର ଅର୍ଥକୁ ଏଭଳି କହି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣକୁ ବି ବୁଝି ପାରିଲାନି ପାକିସ୍ତାନ । ମୋଦିଙ୍କ ଭାଷଣର ଅଲଗା ଅର୍ଥ ବାହାର କରି ଟିଭିରେ ତାକୁ ବାରମ୍ବାର ପ୍ରସାରଣ କରିଛି ପାକିସ୍ତାନ ଗଣମାଧ୍ୟମ । ଆଉ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ତେବେ…
Read More...

ବିଶ୍ୱକପ ପୂର୍ବରୁ ଭାରତର ଶକ୍ତି ପରୀକ୍ଷା । କାଲି ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ଖେଳିବ ବିରାଟ…

କନକ ବ୍ୟୁରୋ : ଆଉ ମାତ୍ର ଦୁଇ ଦିନର ଅପେକ୍ଷା । ଅର୍ଥାତ ମେ’ ମାସ ୨୯ ତାରଖରୁ ବିଶ୍ୱ ଦେଖିବ କ୍ରିକେଟ୍ ମହାକୁମ୍ଭ । ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ହେବ ଜୋରଦାର ଟକ୍କର । ତେବେ ବିଶ୍ୱକପ ପୂର୍ବରୁ ଚାଲିଛି ଅଭ୍ୟାସ ମ୍ୟାଚ୍ । ଆଉ ଆସନ୍ତାକାଲି ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ…
Read More...

ଚର୍ଚ୍ଚାରେ ନବନିର୍ବାଚିତ ଗ୍ଲାମରସ ସାଂସଦ: ଟିଏମସି ଟିକେଟରେ ନିର୍ବାଚନ ଲଢି ବିଜୟୀ ହେଲେ ଅଭିନେତ୍ରୀ ମିମୀ ଚକ୍ରବର୍ତୀ

କନକ ବ୍ୟୁରୋ: ସରିଛି ୨୦୧୯ ଲୋକସଭା ନିର୍ବାଚନ । ଫଳାଫଳ ମଧ୍ୟ ପ୍ରକାଶ ପାଇ ସାରିଛି । କିନ୍ତୁ ଏହାରି ଭିତରେ ନୂଆ କରି ଲୋକସଭାକୁ ନିର୍ବାଚିତ ହୋଇଥିବା ଜଣେ ଗ୍ଲାମରସ ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ତାଙ୍କ କ୍ରେଜ ଦେଖିବାକୁ ମିଳୁଛି । ୨୦୧୯ ଲୋକସଭା ନିର୍ବାଚନରେ…
Read More...

କାଶୀ ବିଶ୍ୱନାଥଙ୍କ ମନ୍ଦିରରେ ରୁଦ୍ରାଭିଷେକ ପରେ ବିଜେପି କର୍ମୀଙ୍କୁ ମୋଦିଙ୍କ ସମ୍ବୋଧନ: କହିଲେ, ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ୨୦୧୯ ନିର୍ବାଚନରେ ମହାବିଜୟ ପରେ କାଶୀ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ନରେନ୍ଦ୍ର ମୋଦି । ସେ କହିଛନ୍ତି ମୁଁ ବିଜେପି କାର୍ଯ୍ୟକର୍ତାଙ୍କ ଆଦେଶକୁ ପାଳନ କରେ । ସେମାନଙ୍କ ସନ୍ତୋଷ ମୋ ଜୀବନମନ୍ତ୍ର । ପ୍ରଧାନମନ୍ତ୍ରୀ ହେଲେ ବି ମୁଁ ଦଳର ସାଧାରଣ କର୍ମୀ । ସଭାରେ ମୋଦି…
Read More...

ଉଠିଲା ଆଦର୍ଶ ଆଚରଣ ବିଧି କଟକଣା: ଏଣିକି ହୋଇପାରିବ ଅଟକି ରହିଥିବା ଏହି ସମସ୍ତ କାମ

କନକ ବ୍ୟୁରୋ: ୨୦୧୯ ନିର୍ବାଚନର ଫଳାଫଳ ଆସିବା ପରେ ହିଁ ମଡେଲ କୋର୍ଡ ଅଫ କଣ୍ଡକ୍ଟ ତଥା ଆଦର୍ଶ ଆଚରଣ ସଂହିତା ଉଠିଛି । ଏଥିସହିତ ହିଁ ବର୍ତ୍ତମାନ ସେ ସମସ୍ତ କାମ ହୋଇପାରିବ, ଯାହା ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରତିବନ୍ଧକ ଲାଗୁକରାଯାଇଥିଲା । ଏବେଠାରୁ ସମସ୍ତ ସରକାରୀ ଯୋଜନାଗୁଡିକର…
Read More...

ବଂଶବାଦ ରାଜନୀତିକୁ ଦୋହଲାଇଦେଲା ମୋଦି ସୁନାମୀ : ମୁଲାୟମଙ୍କ ଭାଇ ଶିବପାଲ ଓ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ପରାଜିତ,…

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ବଂଶବାଦ ରାଜନୀତିକୁ ଦୋହଲାଇ ଦେଇଛି । ମୋଦୀ ଲହରରେ ଉତ୍ତରପ୍ରଦେଶ, ବିହାର, ମଧ୍ୟପଦେଶ, ହରିୟାଣାରେ ବଂଶବାଦ ରାଜନୀତି ଉପରେ ପ୍ରଚଣ୍ଡ ପ୍ରହାର ହୋଇଛି । ଉତ୍ତରପ୍ରଦେଶରେ ମୁଲାୟମ ସିଂହ ଯାଦବଙ୍କ ପରିବାରକୁ ଏଥର ନିର୍ବାଚନରେ ଶକ୍ତ ଝଟ୍କା ଲାଗିଛି ।…
Read More...

ବିଶ୍ୱକପ୍ ପୂର୍ବରୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ସନନ୍ଥ ଜୟସୂର୍ଯ୍ୟାଙ୍କ ମୃତ୍ୟୁ ଖବର ! ବ୍ୟତିବ୍ୟସ୍ତ ହେଲା…

୧୯୯୬ ବିଶ୍ୱକପରେ ଶ୍ରୀଲଙ୍କାକୁ ଚ୍ୟାମ୍ପିୟନ୍ କରିବାରେ ମୁଖ୍ୟ ଭୂମିକା ନିଭାଇଥିବା ବିସ୍ଫୋଟକ ବ୍ୟାଟସମ୍ୟାନ୍ ସନନ୍ଥ ଜୟସୂର୍ଯ୍ୟାଙ୍କ ମୃତ୍ୟୁ ଖବର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହାପରେ କ୍ରିକେଟ୍ ବିଶ୍ୱକପରେ ଝଡ ସୃଷ୍ଟି ହୋଇଯାଇଛି । ସୋସିଆଲ୍ ମିଡିଆରେ ଏଭଳି ଏକ…
Read More...