Browsing Category

ଦେଶ ବିଦେଶ

ଦିଲ୍ଲୀରେ ୨ ଘଂଟା ପାଇଁ ବାଣକୁ ଅନୁମତି : ଦୀପାବଳି, ଛଟପୂଜା, ବଡ଼ ଦିନକୁ ଦୃଷ୍ଟିରେ ରଖି ପରିବେଶ ଉପଯୋଗୀ ବାଣକୁ…

କନକ ବ୍ୟୁରୋ : ଦିଲ୍ଲୀରେ ୨ ଘଂଟା ପାଇଁ ବାଣକୁ ଅନୁମତି । ଦୀପାବଳି, ଛଟପୂଜା, ବଡ଼ ଦିନକୁ ଦୃଷ୍ଟିରେ ରଖି ପରିବେଶ ଉପଯୋଗୀ ବାଣକୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ନିର୍ଦ୍ଦେଶରେ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ସହମତି ପ୍ରକାଶ କରିଛନ୍ତି । ତେଲେଙ୍ଗାନା ବାଣ…
Read More...

କ’ଣ ଥିଲା ଆମେରିକା, କ’ଣ ହେଲା : ଚର୍ଚ୍ଚାରେ ଜନ୍ ମ୍ୟାକେନ୍‌ଙ୍କ ପରାଜୟ ସ୍ୱୀକାରୋକ୍ତି ଭାଷଣ

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଏବେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବଡ଼ ଝଟ୍‌କା ଲାଗିଛି । ଦେଶର ଶାସନକୁ ନିୟନ୍ତ୍ରଣ କରୁଥିବା ବିଭିନ୍ନ ପ୍ରତିଷ୍ଠାନର ଗରିମା କ୍ଷୁର୍ଣ୍ଣ ହୋଇଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପ୍ରାୟ ୧୦ ଦିନ…
Read More...

କରୋନା ତଥ୍ୟ ଚୋରାଇବାକୁ ବିଦେଶରୁ ହ୍ୟାକର କରୁଛନ୍ତି ଷଡଯନ୍ତ୍ର : ଋଷ ଓ ଉତ୍ତର କୋରିଆ ହ୍ୟାକରଙ୍କ ଟାର୍ଗେଟରେ କରୋନା…

କନକ ବ୍ୟୁରୋ : କରୋନା ଟିକାକୁ ନେଇ ଭାରତରେ ଉଦ୍ୟମ ଜାରି ରହିବା ସମୟରେ ଆସିଛି ଏକ ଚିନ୍ତା ଜନକ ଖବର । ଋଷିଆ ଓ ଉତର କୋରିଆ ହ୍ୟାକରଙ୍କ ରାଡାରରେ ଭାରତୀୟ ଫାର୍ମା କମ୍ପାନୀ ରହିଛି । ଏନେଇ ମାଇକ୍ରୋସଫ୍ଟ ସୂଚନା ଦେଇଛି । ତେବେ କିଏ ଏହି ଟାର୍ଗେଟ୍ କରିଛି ମାଇକ୍ରୋସଫ୍ଟ ପ୍ରକାଶ କରିନାହିଁ ।…
Read More...

ଦୀପର ଆଲୋକରେ ଝଲସିଲା ଅଯୋଧ୍ୟାନଗରୀ : ସରଜୁ ତଟରେ ୬ ଲକ୍ଷ ୬ ହଜାରରୁ ଅଧିକ ଦୀପଜାଳି ଯୋଗୀ ସରକାରଙ୍କ ଗିନିଜ ବୁକ୍ ଅଫ୍…

କନକ ବ୍ୟୁରୋ : ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧକାର ଉପରେ ବିଜୟ ହାସଲର ପର୍ବ ଦୀପାବଳି । ଏହି ଅବସରରେ ଦୀପ ଆଲୁଅରେ ଝଲସିଛି ରାମଙ୍କ ନଗରୀ ଅଯୋଧ୍ୟା । ଉତରପ୍ରଦେଶର ଅଯୋଧ୍ୟା ସହରରୁ ନେଇ ରାମ ଜନ୍ମଭୂମୀ ସବୁ ହୋଇଉଠିଛି ଆଲୋକମୟ । ତେବେ ସରଜୁ ନଦୀ ତଟରେ ଆଲୋଜନ ହୋଇଛି ଦୀପୋତ୍ସବ । ଏକାଠି…
Read More...

କୌନ ବନେଗା କରୋଡପତିରେ କୋଟିଏ ଜିତିଲେ ଆଇପିଏସ ଅଧିକାରୀ ମୋହିତା ଶର୍ମା । ୭ କୋଟ ପ୍ରଶ୍ନ ଶୁଣି, ରିସ୍କ ନନେଇ ଖେଳରୁ…

କନକ ବ୍ୟୁରୋ : ଆଇପିଏସ ଅଫିସର ମୋହିତା ଶର୍ମା । କୌନ ବନେଗା କରୋଡପତି ଦ୍ୱାଦଶତମ ସିଜିନର ଦ୍ୱିତୀୟ କୋଟିପତି । ମୋହିତ ଶର୍ମା ହେଉଛନ୍ତି କୌନ ବନେଗା କରୋଡପତି, ଚଳିତ ସିଜିନରେ ଦ୍ୱିତୀୟ ପ୍ରତିଦ୍ୱନ୍ଦି, ଯିଏକି କୋଟିଏ ଟଙ୍କା ପାଇଁ ଥିବା ପ୍ରଶ୍ନର ସଠିକ ଉତ୍ତର ଦେଇ ଏହି ସଫଳତା ପାଇଛନ୍ତି ।…
Read More...

ସୀମାରେ ବଡ଼ ଧରଣର ସଂଘର୍ଷ : ସିଜ୍ ଫାୟାର ଉଲଂଘନ ପରେ ଭାରତୀୟ ସେନାର କଡ଼ା ଜବାବ । ପ୍ରତି-ଆକ୍ରମଣରେ ଟଳି ପଡ଼ିଲେ ୮ ପାକ୍…

କନକ ବ୍ୟୁରୋ : ପାକିସ୍ତାନକୁ ମହଙ୍ଗା ପଡିଲା ସୀମାରେ ଅସ୍ତ୍ରବିରତି ଉଲଂଘନ । ପାକିସ୍ତାନ ସୀମାରେ ଥିବା ବଙ୍କର ଧ୍ୱଂସ କରିବା ସହ ୮ ପାକିସ୍ତାନୀ ଯବାନଙ୍କୁ ନିପାତ କରିଛି ଭାରତୀୟ ସେନା । ଉତ୍ତର ଜମ୍ମୁକାଶ୍ମୀରର ଏଲଓସିକୁ ଲାଗି ରହିଥିବା ତିନୋଟି ସେକ୍ଟରରେ ପାକିସ୍ତାନୀ ଯବାନମାନେ…
Read More...

ସୁପ୍ରିମକୋର୍ଟଙ୍କୁ ସମାଲୋଚନା କରିବା ମାମଲାରେ ବିଚାରପତିଙ୍କୁ କୁନାଲ କାମ୍ରାଙ୍କ ଖୋଲା ଚିଠି । କହିଲେ, କ୍ଷମା…

କନକ ବ୍ୟୁରୋ : ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବା ନେଇ ପ୍ରଶ୍ନ ଉଠାଇଥିଲେ ହାସ୍ୟାଭିନେତା କୁନାଲ କାମରା । ସିରିଜ୍ ଟ୍ୱିଟ କରି ପ୍ରଶ୍ନ ଉଠାଇଥିଲେ । ଏହାକୁ ବିରୋଧ କରି କୁନାଲଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ରୁଜୁ କରିବାକୁ…
Read More...

ଚର୍ଚ୍ଚାରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଆତ୍ମଜୀବନୀ । ଓବାମାଙ୍କ ନଜରରେ ରାହୁଲ ରାଜନୀତିରେ ଜଣେ…

କନକ ବ୍ୟୁରୋ : ଆମେରିକାରେ ପ୍ରାୟ ଦୁଇ ମାସ ଲାଗି ରହିଥିବା ନିର୍ବାଚନୀ ମାହୋଲ ଏବେ ଧିରେ ଧିରେ କମ ହେବାରେ ଲାଗିଛି  । ଏଭଳି ସମୟରେ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ଏକ ନୂଆ ବହି ଉନ୍ମୋଚିତ ହୋଇଛି । ରାଷ୍ଟ୍ରପତି ପଦରୁ ବିଦାୟ ନେବା ପରେ ଓବାମା ତାଙ୍କ ଆତ୍ମକଥା ଏ ପ୍ରୋମିଜ୍ଡ…
Read More...

ଦୀପର ଆଲୋକରେ ଝଲସୁଛି ରାମନଗରୀ ଅଯୋଧ୍ୟା । ସରାୟୁ ତଟରେ ଜଳୁଛି ୫ଲକ୍ଷରୁ ଅଧିକ ଦୀପ ।

କନକ ବ୍ୟୁରୋ: ଦୀପୋତ୍ସବରେ ଝଲସୁଛି ଅଯୋଧ୍ୟା ନଗରୀ । ୫ଲକ୍ଷ ୫୧ ହଜାର ଦୀପର ଆଲୋକରେ ଝଲସୁଛି ସରଜୁ ତଟ । ଦୀପର ଦୀପାଳିରେ ସରଜୁ ନଦୀର ପାଣି ଆହୁରି ମନୋରମ ହୋଇଉଠିଛି । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅଯୋଧ୍ୟା ନଗରୀର ସୌନ୍ଦର୍ଯ୍ୟକୁ ବହୁ ଗୁଣିତ କରିଛି । ଲେଜର ଲାଇଟରେ ରାମକଥାକୁ…
Read More...

ପାକିସ୍ତାନକୁ ଅସ୍ତ୍ରବିରତୀ ଉଲ୍ଲଘଂନର କଡା ଜବାବ । ଭାରତୀୟ ଯବାନଙ୍କ ଗୁଳିରେ ୭ରୁ ୮ ପାକିସ୍ତାନୀ ଯବାନ ନିହତ, ୧୦ରୁ…

କନକ ବ୍ୟୁରୋ : ଆଜି ଉତ୍ତର କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଥିବା ତିନୋଟି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଭାରତୀୟ ସେନାର ତିନିଜଣ ଯବାନ ସହିଦ ହୋଇଥିଲେ। ଏଥିସହ ହୋଇଥିବା ଗୁଳି ବିନିମୟରେ ତିନିଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ। ଏବେ ପାକିସ୍ତନର…
Read More...