Browsing Category

ଦେଶ ବିଦେଶ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ୬ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ: ପ୍ରଥମେ ଖେଳି ୧୫୨ର ରନ୍ କରିଥିଲା…

କନକ ବ୍ୟୁରୋ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ୱିତୀୟ ପାଳିରେ ଦିଲ୍ଲୀ ୧୫୩ ରନର ଲକ୍ଷ୍ୟକୁ ପିଛା କରି ୧୯ ଓଭରରେ ୪ ୱିକେଟ ହରାଇ ଏହି ବିଜୟ ହାସଲ କରିଛି । ଦିଲ୍ଲୀ ପକ୍ଷରୁ ଶିଖର ଧାୱନ ୪୧ ବଲରେ ୫୪ ରନ୍ କରିଥିବାବେଳେ ଅଜିଙ୍କ୍ୟ…
Read More...

ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ରେକର୍ଡ । ୧୧ ନୂଆ ସାଂସଦ ନିର୍ବାଚିତ ସହ ୯୨ରେ ପହଁଞ୍ଚିଲା ବିଜେପିର ମୋଟ୍…

କନକ ବ୍ୟୁରୋ: ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ରେକର୍ଡ । ସୋମବାର ସଂସଦର ଉପର ସଦନକୁ ୧୧ ଜଣ ବିଜେପି ପ୍ରାର୍ଥୀ ନିର୍ବାଚିତ ହେବା ପରେ ଦଳୀୟ ସଦସ୍ୟଙ୍କ ସଂଖ୍ୟା ୯୨ରେ ପହଁଚିଛି । ଏଥିସହ ବିଜେପିର ଅନ୍ୟ ସହଯୋଗୀ ଦଳଙ୍କର ୧୮ ଜଣ ସଦସ୍ୟ ରହିଛନ୍ତି । ଅର୍ଥାତ ରାଜ୍ୟସଭାରେ ବର୍ତମାନ ଏନଡିଏର…
Read More...

ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୯୪ଟି ଆସନ ପାଇଁ ହେବ ଭୋଟ୍ ଗ୍ରହଣ; ୧୪୬୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ…

କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ଟି ଆସନରେ ହେବ ଭୋଟ ଗ୍ରହଣ । ୧୪୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨କୋଟି ୮୫ଲକ୍ଷ ଭୋଟର । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।…
Read More...

ଆଜି ସର୍ବୋଚ୍ଚ ନେତା ବାଛିବ ସୁପରପାୱାର । ଟ୍ରମ୍ପ ଓ ବାଇଡେନଙ୍କ ଭିତରୁ କାହାକୁ ବାଛିବେ ଆମେରିକାବାସୀ । ନିର୍ବାଚନ…

କନକ ବ୍ୟୁରୋ: ଆଜି ସର୍ବୋଚ୍ଚ ନେତା ବାଛିବ ସୁପରପାୱାର ଆମେରିକା । ଆମେରିକୀୟ ସମୟ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ଆମେରିକାରେ ପ୍ରାୟ ୨୪ କୋଟି ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭ କୋଟିରୁ ଅଧିକ ଭୋଟର ମେଲ୍ ଜରିଆରେ ଭୋଟ ଦେଇ ସାରିଛନ୍ତି । ଅବଶିଷ୍ଟ ଭୋଟର ଆଜି…
Read More...

ରାତି ପାହିଲେ ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବ ଆମେରିକା । ଟ୍ରମ୍ପ ଓ ବାଇଡେନଙ୍କ ଭିତରୁ କାହାକୁ ବାଛିବେ ଆମେରିକା ଜନତା…

କନକ ବ୍ୟୁରୋ: ରାତି ପାହିଲେ ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବ ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ବିରୋଧରେ ଥିବା ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କ ମଧ୍ୟରୁ ଜଣେ ବନିବ ଆମେରିକାରର ୪୬ତମ ରାଷ୍ଟ୍ରପତି । ତେବେ ଭାରତ ସହ ଆମେରିକାର ପଲିସି ଠାରୁ ଆରମ୍ଭ କରି କୋଭିଡ…
Read More...

କ୍ରିକେଟକୁ ବାଏ ବାଏ କହିଲେ ସେନ ୱାଟସନ । କ୍ରିକେଟର ସବୁ ଫର୍ମାଟରୁ ନେଲେ ସନ୍ୟାସ । ୨୦୨୧ରେ ଖେଳିବେନି ଆଇପିଏଲ

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗସ୍ ଦୁର୍ଦ୍ଦଶ ଖେଳାଳି ସେନ ୱାଟସନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି । ଚେନ୍ନାଇର ଏହି ଅଲରାଉଣ୍ଡର ୨୦୨୧ରୁ ଆଉ ହଳଦିଆ ଜର୍ସିରେ ନଜର ଆସିବେନି । ସେ ଟ୍ୱିଟ କରି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେନ ୱାଟସନ…
Read More...

ଭାରତୀୟ ସେନାର ଡାକ୍ତରଙ୍କୁ ବଡ ସଫଳତା । ୧୬ ହଜାର ଫୁଟ୍ ଉଚ୍ଚତାରେ କଲେ ବିରଳ ଅସ୍ତ୍ରୋପଚାର । ଯବାନଙ୍କ ପେଟରୁ ବାହାର…

କନକ ବ୍ୟୁରୋ : ଚୀନସେନାଙ୍କର ଅନୁପ୍ରବେଶ ରୋକିବାକୁ ସିଆଚିନର ବରଫ୍ ପାହାଡ ଉପରେ ଜଗି ରହିଛି ଭାରତୀୟ ସେନା । ଏହା ମଧ୍ୟରେ ୧୬ ହଜାର ଫୁଟ ଉଚ୍ଚତା ଉପରେ ଭାରତୀୟ ସେନା ଡାକ୍ତରଙ୍କୁ ମିଳିଛି ବଡ ସଫଳତା । ପୂର୍ବ ଲଦାଖର ସର୍ଜିକାଲ ସେଣ୍ଟରରେ ଜଣେ ଯବାନଙ୍କ ବିରଳ ଅସ୍ତ୍ରୋପଚାର କରାଯାଇଛି ।…
Read More...

ହନିଟ୍ରାପ୍ କୁ ନେଇ ଭାରତୀୟ ସେନାର ଚିନ୍ତା । ଟ୍ରାପ୍ ରୋକିବାକୁ ସେନା ଆପଣାଇଲା ଅଭିନବ ଉପାୟ । କେମିତି ରହିବେ…

କନକ ବ୍ୟୁରୋ : ଶତ୍ରୁରାଷ୍ଟ୍ରର ହନିଟ୍ରାପ ରୋକିବାକୁ ଭାରତୀୟ ସେନାର ନୂଆ ଯୋଜନା । ଶତୃରାଷ୍ଟ୍ର ଦ୍ୱାରା ହନିଟ୍ରାପ ମାଧ୍ୟମରେ ଫସୁଥିବା ଯବାନ ମାନଙ୍କୁ ଦିଆଯିବ ନୂତନ ଜ୍ଞାନ କୌଶଳର ଶିକ୍ଷା । ଭାରତୀୟ ସେନା ଆଣିଲା ଫେସ୍କାଲ ପ୍ରୋଫାଇଲ କ୍ଳୋନିଂ ବନ୍ଦ କରିବାର ବ୍ୟବସ୍ଥା । ଏହାଦ୍ୱାରା ଯବାନ…
Read More...

ପାଡିକଲଙ୍କ ଅର୍ଦ୍ଧଶତକ । ୧୫୨ ରନ କଲା ବାଙ୍ଗାଲୋର । ଦିଲ୍ଲୀ ଆଗରେ ୧୫୩ ରନ ଟାର୍ଗେଟ 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ପାଡିକଲ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ଫଳରେ ବାଙ୍ଗାଲୋର ଏହି ମ୍ୟାଚରେ ୧୫୨ ରନ କରିବାରେ ସକ୍ଷମ ହୋଇଛି । ଏବେ ଦିଲ୍ଲୀ ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ବାଙ୍ଗାଲୋର ବୋଲରଙ୍କୁ ସାମ୍ନା କରିବାକୁ…
Read More...

ଜିଏସଟି ଆଦାୟ, ପେଟ୍ରୋଲ-ଡିଜେଲର ବିକ୍ରି ଓ ଗାଡ଼ି ବିକ୍ରିକୁ ନେଇ ବିଶେଷଜ୍ଞଙ୍କ ଆକଳନ । ଟ୍ରାକକୁ ଫେରୁଛି ଦେଶର…

କନକ ବ୍ୟୁରୋ : କରୋନା ମହାମାରୀର ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା ରାଜ୍ୟ ତଥା ଦେଶର ଅର୍ଥନୀତି । ସବୁଠାରୁ ଅଧିକ ଦିନ ଧରି ଲକ୍ ଡାଉନ ହେବା ଫଳରେ ଶିଳ୍ପ ଓ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଚାକିରୀଆଙ୍କ ବେତନକାଟ ଯୋଗୁ ଅର୍ଥନୀତି ଏକ ରକମ ସ୍ଥାଣୁ ପାଲଟି ଯାଇଥିଲା । କିନ୍ତୁ ଏବେ…
Read More...