Browsing Category

Top 2

କଳିଙ୍ଗ ଷ୍ଟାଡିୟମରେ କମାଲ କଲେ କିଙ୍ଗଖାନ୍, ବାରବାଟୀରେ ଦୁଲକାଇବେ ସୁଲତାନ ।

କନକ ବ୍ୟୁରୋ : ବାରବାଟୀରେ ଜଲୱା ଦେଖାଇବେ ସଲମାନ୍ ଖାନ୍ । ହକି ବିଶ୍ୱକପ ସେଲିବ୍ରେସନରେ ଦର୍ଶକଙ୍କ ମନୋରଞ୍ଜନ କରିବେ ବଲିଉଡର ଦବଙ୍ଗ ଖାନ୍ । ଭାଇଜାନଙ୍କ ଏଣ୍ଟ୍ରିକୁ ଚାତକ ଭଳି ଚାହିଁ ରହିଛନ୍ତି ପ୍ରଂଶସକ । ସଲମାନଙ୍କୁ ନେଇ ଏତେ କ୍ରେଜ ରହିଛି ଯେ, ଦର୍ଶକ ଷ୍ଟାଡିୟମ ଖୋଲିବା ପୂର୍ବରୁ…
Read More...

କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ହକି ବିଶ୍ୱକପ୍। ପ୍ରଥମ ମ୍ୟାଚ୍ ପୂର୍ବରୁ ବେଲଜିୟମ୍ ଦଳର ଚାଲିଛି ଜୋରଦାର ପ୍ରାକ୍ଟିସ

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ ଉତ୍ସବ ପରେ ଏବେ ସମସ୍ତଙ୍କ ନଜର କଳିଙ୍ଗ ହକି କମ୍ପେ୍ସସରେ ଷ୍ଟିକ ଚାଳନା ଉପରେ । ଆଜି ପ୍ରଥର ଦିନରୁ ହିଁ ଭାରତ ତାର ଅଭିଯାନ ଆରମ୍ଭ କରିବ । ନୀଳ ଟର୍ଫରେ ଧଳା ବଲକୁ ନେଇ ପୁଲ ସିର ଉଭୟ ମ୍ୟାଚ ଖେଳାଯିବ । ସନ୍ଧ୍ୟା ୫ଟାରେ ବେଲଜିୟମ ବନାମ…
Read More...

ଆଜିି ବାରବାଟୀରେ ଜଲୱା ଦେଖାଇବେ ଭାଇଜାନ୍ । କଟକ ଆସୁଥିବା ନେଇ ଭିଡିଓ ବାର୍ତ୍ତା ଜରିଆରେ ସୂଚନା ଦେଲେ ସଲମାନ୍ ଖାନ

କନକ ବ୍ୟୁରୋ: ବାରବାଟୀ ଆସିବେ ଭାଇଜାନ୍ । ବିଶ୍ୱକପ୍ ହକି ସେଲିବ୍ରେସନ ପାଇଁ ଆଜି କଟକ ଆସୁଛନ୍ତି ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ । କଟକ ଆସିବା ନେଇ ସଲମାନଙ୍କୁ ଗତ ସପ୍ତାହରେ ଯୋଗାଯୋଗ କରାଯାଇଥିଲା, କିନ୍ତୁ ଗତକାଲି ସଲମାନ ଆସିବା ନେଇ ସୂଚନା ଦେଇଛନ୍ତି । ମିଲେନିୟମ ସିଟି କଟକ…
Read More...

ହକି ମହାକୁମ୍ଭ ଉଦଘାଟନୀ ଉତ୍ସବ : ୧୯୭୫ ବିଶ୍ୱକପ୍ ବିଜୟୀ ଟିମକୁ ସମ୍ବର୍ଦ୍ଧନା

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିଅମରେ ବିଶ୍ୱକପ୍ ହକି ଉଦଘାଟନୀ ଉତ୍ସବର ଶୁଭାରମ୍ଭ କରିଥିଲେ ଓଲିଉଡର ସୁପରଷ୍ଟାର ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ହଜାର ହଜାର ଦର୍ଶକଙ୍କ ଗହଣରେ ହକି ବିଶ୍ୱକପକୁ ସାରା ବିଶ୍ୱକୁ ସ୍ୱାଗତ କରିଥିଲେ । ତେବେ ଆଜିର ଏହି ଉଦଘାଟନୀ ଉତ୍ସବରେ ଦେଶ ପାଇଁ ପ୍ରଥମ ଥର…
Read More...

ସତ ହେଲା ଦୌଡରାଣୀ ଦୂତୀ ଚାନ୍ଦଙ୍କ ସ୍ୱପ୍ନ ! କିଣିଲେ ବିଏମଡବ୍ଲୁ କାର୍ ।

କନକ ବ୍ୟୁରୋ : ଦୌଡରାଣୀ ଦୂତି ଚାନ୍ଦ କିଣିଲେ ବିଏମଡବ୍ଲୁ କାର୍ । ନିଜ ଟଙ୍କାରେ ଗୋଟିଏ ଲଗଜୁରିଅସ୍ କାର କିଣିବାକୁ ପିଲାଦିନରୁ ସ୍ୱପ୍ନ ଦେଖିଥିଲେ ଦୂତି । ଏସିଆଡରେ ଶହେ ଓ ଦୁଇଶହ ମିଟରରେ ରୌପ୍ୟ ପଦକ ଜିତିବା ପରେ ରାଜ୍ୟ ସରକାର ଦୂତିଙ୍କୁ ୩ କୋଟି ଟଙ୍କା ପୁରସ୍କାର ଦେଇଥିଲେ । ସେହି…
Read More...

ହକି ପାଇଁ କଟକଣା: ଜାଣନ୍ତୁ ଷ୍ଟାଡିୟମ ଭିତରକୁ କଣ ନେଇ ଯାଇପାରିବେନି ଦର୍ଶକ ? କେଉଁଠି ରଖିବାକୁ ପଡିବ ଗାଡି

କନକ ବ୍ୟୁରୋ: ଆଜି ଉଦଘାଟିତ ହେବ ବିଶ୍ବକପ୍ ହକି। ହକି ମହାସମର ଦେଖିବା ପାଇଁ ହଜାର ହଜାର ଦର୍ଶକ ଆସୁଥିବା ବେଳେ କୌଣସି ପ୍ରକାର ଅଘଟଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଛି। ଷ୍ଟାଡିୟମର ୩ଟି ଷ୍ଟାଣ୍ଡରେ ସ୍ବାସ୍ଥ୍ୟ ବିଭାଗ ଫାଷ୍ଟାଏଡ୍ କିଓସ୍କ ଖୋଲିବ। ଖେଳାଳି ଓ…
Read More...

ହାଇଟେକ ହେବ କାଳିଆ ଦର୍ଶନ ! ଅନଲାଇନରେ ଭକ୍ତ ପାଇବେ ଟିକେଟ 

କନକ ବ୍ୟୁରୋ : ହାଇଟେକ୍ ହେବ କାଳିଆ ଦର୍ଶନ । ଏଣିକି  ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଅନଲାଇନରେ ମିଳିବ ଟିକେଟ । ଅନଲାଇନରେ ୬୦ ପ୍ରତିଶତ ଟିକେଟ ବିକ୍ରି ହେବ  । ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପ୍ରଦୀପ୍ତ ମହାପାତ୍ର ।…
Read More...

ଦିଲ୍ଲୀପ ଦଳ ଛାଡିପାରନ୍ତି, ହେଲେ ସେ ଉଠାଇଥିବା ପ୍ରସଙ୍ଗ ବିଜେପିର ପିଛା ଛାଡିବନି ।

୨୦୧୪ରେ କିଏ କଣ ପ୍ରତିଶ୍ରୁତି ଦେଇଥିଲା, କେତେ ପୂରଣ ହେଲା କେତେ ଅଧୁରା ରହିଗଲା ତାର ସମୀକ୍ଷା ଭିତରେ ଏବେ ରାଉରକେଲାରୁ ଉଠିଥିବା ଯୁକ୍ତି ବିଜେପି ପାଇଁ ଅଶ୍ୱସ୍ତିକର ବାତାବରଣ ସୃଷ୍ଟି କରିଛି । ଏଠି କଥାଟି ଭିନ୍ନ କାରଣ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ମାଟିରେ ଠିଆ ହୋଇ…
Read More...

ନଭେମ୍ବର ଶେଷ ସୁଦ୍ଧା ଦିଲ୍ଲୀପ ନେଇପାରନ୍ତି ଚରମ ନିଷ୍ପତି । ରାଉରକେଲା ସ୍ୱାର୍ଥ ଦୃଷ୍ଟିରୁ ବିଧାୟକ ପଦରୁ ଇସ୍ତଫା…

କନକ ବ୍ୟୁରୋ : ଚଳିତ ମାସ ଶେଷ ସୁଦ୍ଧା ଚରମ ନିଷ୍ପତି ନେଇପାରନ୍ତି ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟ । ଏନେଇ ଜୋର ଧରିଛି ଚର୍ଚ୍ଚା । କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଦିଲ୍ଲୀପ ଯେଉଁ ବୟାନ ଦେଇଛନ୍ତି ସେଥିରୁ ଆଗାମୀ ୫ ଦିନ ମଧ୍ୟରେ ଏକ ବଡ ନିଷ୍ପତି ନେବେ ବୋଲି ଦିଲ୍ଲୀପ…
Read More...

ଶିଳ୍ପପତିଙ୍କ ଇସାରାରୁ ବୁଝିବା ସହଜ, ୨୦୧୯ରେ ଓଡ଼ିଶାରେ କିଏ ସରକାର ଗଢ଼ିବ ।

କନକ ବ୍ୟୁରୋ: ୨୦୧୯ ନିର୍ବାଚନରେ କିଏ ଗଢ଼ିବ ସରକାର ଆଉ କାହା ସପକ୍ଷରେ ଯିବ ଜନାଦେଶ ତାକୁ ନେଇ ଏବେଠୁ ରାଜ୍ୟରେ ଚାଲିଛି ଚର୍ଚ୍ଚା । କାରଣ ଅନେକ ସମୟରେ ବିଭିନ୍ନ ସର୍ଭେ ରିପୋର୍ଟ କେତେବେଳେ ବିରୋଧୀ ତ କେତେବେଳେ ଶାସକ ଦଳର ବଢ଼ାଉଛି ଚିନ୍ତା । କିନ୍ତୁ କିଛି ରାଜ୍ୟରେ ଦୀର୍ଘ ୧୮ ବର୍ଷ ଧରି…
Read More...