Browsing Category

ସ୍ପେଶାଲ୍ ରିପୋର୍ଟ

ଇଣ୍ଟରନେଟ୍ ରେ ଛୋଟ ପିଲାଙ୍କ ସୁରକ୍ଷା ପାଇଁ ଗୁଗଲ ଆରମ୍ଭ କରିଛି ଏକ ନୂଆ ପ୍ରୟାସ : ପିଲାଙ୍କ ପାଇଁ ଆଣିଛି…

ଆଜିର ସମୟରେ ସୋସିଆଲ ମିଡିଆ ସମାଜର ଏକ ଗରୁତ୍ୱପୂର୍ଣ୍ଣ ଓ ଆବଶ୍ୟକୀୟ ଅଙ୍ଗ କହିଲେ ଭୁଲ ହେବ ନାହିଁ । ସୋସିଆଲ ମିଡିଆ ବିନା କୌଣସି କାମ କରିବା କଥା ମଧ୍ୟ ଭାବି ହେଉନାହିଁ । ତେବେ କେବଳ ବୟସ୍କ ମାନେ ନୁହଁନ୍ତି ବରଂ ଛୋଟ ପିଲାମାନେ ମଧ୍ୟ ଏହା ସହିତ ଓତଃପ୍ରୋତ ଭାବରେ ଜଡ଼ିତ ହେବାରେ…
Read More...

ଟ୍ରମ୍ପ ପ୍ରସ୍ତୁତ କରିବେ ‘ସ୍ପେଶ ଫୋର୍ସ’ ! ମହାକାଶରେ ଆଧିପତ୍ୟ ଦେଖାଇବାକୁ ପ୍ରସ୍ତୁତ ହେଉଛି ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ମନ୍ତ୍ରାଳୟକୁ ଆମେରିକୀୟ ସ୍ପେଶ ଫୋର୍ସ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ହେଲେ ଏହା ଆମେରିକା ସେନାର ୬ଷ୍ଠ ଶାଖା ହେବ । ସବୁଠୁ ବଡ଼ କଥା ହେଲା, ଏହି ସ୍ପେର୍ଶ ଫୋର୍ସ ମହାକାଶରେ ଆମେରିକାର ଦବଦବାକୁ ସୁନିଶ୍ଚିତ କରିବ ।…
Read More...

ବ୍ୟବହୃତ ‘ସାନିଟାରୀ ପ୍ୟାଡ’ ଠାରୁ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଆସିଯାଇଛି ଏକ ବିକଳ୍ପ : ବ୍ୟବହୃତ…

ବ୍ୟବହାର କରିବା ପରେ ସାନିଟାରୀ ପ୍ୟାଡର କ’ଣ ହୁଏ ? ସାନିଟାରୀ ପ୍ୟାଡ୍ କୁ ନଷ୍ଟ ହେଉନଥିବା ଜିନିଷରେ ଗଣା ହୁଏ ଏବଂ ସେଥିପାଇଁ ତାହାକୁ ସୁରକ୍ଷିତ ଭାବେ ନଷ୍ଟ କରିବା ସବୁବେଳେ ଏକ ବଡ ଚ୍ୟାଲେଂଜ ରହିଛି । ନାଗପୁର ସ୍ଥିତ ଜାତୀୟ ପରିବେଶ ଅନୁସନ୍ଧାନ ସଂସ୍ଥା ‘ନିରୀ’ ର ନେତୃତ୍ୱରେ ଏହାର…
Read More...

କେଉଁ ଦେଶ ପାଖରେ ରହିଛି କେତେ ସଂଖ୍ୟାରେ ପରମାଣୁ ବୋମା ! ଋଷ ପ୍ରସ୍ତୁତ କରୁଛି ପାୱାରଫୁଲ ନ୍ୟୁକ୍ଲିୟର…

ବିଶ୍ୱର ଅଧିକାଂଶ ଦେଶ ମଧ୍ୟରେ ଏବେ ତିକ୍ତତା ବଢ଼ିବାରେ ଲାଗିଛି । ଏପରିକି ଅନେକ ସମୟରେ ଦେଶ ଗୁଡ଼ିକ ମଧ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟ ଦେଖାଦେଉଛି । ଏପରିକି କିଛି ଦେଶ ଗୁଡ଼ିକ ପରମାଣୁ ଆକ୍ରମଣ କରିବାକୁ ମଧ୍ୟ ଧମକ ଦେବାକୁ ପଛାଉ ନାହାନ୍ତି । ପରମାଣୁ ଆକ୍ରମଣର ବିଭୀଷିକା ପୂରା ବିଶ୍ୱ…
Read More...

ସାବଧାନ ! ପ୍ଲାଷ୍ଟିକ ବୋତଲ ଓ ଟିଫିନ୍ ବକ୍ସ କରୁଛି ଆପଣଙ୍କୁ ରୋଗିଣା, କ୍ୟାନସର ଭଳି ଅସାଧ୍ୟ ରୋଗର ହୋଇପାରେ କାରଣ

ଆଜିକାଲି ପ୍ରତ୍ୟେକଙ୍କ ଘରେ ପ୍ଲାଷ୍ଟିକର ରଙ୍ଗ ବେରଙ୍ଗ ଭିନ୍ନ ଭିନ୍ନ ଡିଜାଇନ୍ ର ବାସନକୁସନ ଦେଖିବାକୁ ମିଳେ, ଯେଉଁଥିରେ ଭୋଜନ କରିବା ଲୋକଙ୍କୁ ଫ୍ୟାଶନ ଲାଗେ । କିନ୍ତୁ ଯେଉଁ ବାସନରେ ଭୋଜନ କରିବା ଆପଣ ସମ୍ମାନ ଭାବୁଛନ୍ତି, ତାହା ଆପଣଙ୍କ ଶରୀରରେ ଅନେକ ରୋଗକୁ ନିମନ୍ତ୍ରଣ କରୁଛି । ଯଦି…
Read More...

ଭାରତୀୟ ରେଳବାଇ ସମସ୍ତ ଟ୍ରେନରେ ଯୋଗାଇବ ଏହି ସ୍ୱତନ୍ତ୍ର ସୁବିଧା : ଟ୍ରେନରେ ଲଗାଇବ ବିମାନ ଭଳି ଶୌଚାଳୟ

ଭାରତୀୟ ରେଳବାଇ ସମସ୍ତ ରେଳଗାଡିରେ ବାୟୋ-ଟଏଲେଟ୍ (ଜୈବ ଶୈାଚାଳୟ) ଲଗାଇବାର ସମୟ ସୀମାକୁ ୨୦୨୨ରୁ କମାଇ ୨୦୧୮ କରିଦିଆଯାଇଛି । ଏହା ସହିତ ବାୟୋ-ଟଏଲେଟ୍ ବ୍ୟତୀତ ବାୟୋ-ଭାକ୍ୟୁମ୍ ଟଏଲେଟ୍ ଆଣିବାର ବି ପ୍ରସ୍ତୁତି ଆରମ୍ଭ କରିଦେଇଛି । ଟ୍ରେନର ବଗିଗୁଡ଼ିକରେ ଲାଗିଥିବା ଅଢ଼େଇ ଲକ୍ଷ ଶୌଚାଳୟକୁ…
Read More...

ଏଣିକି ପିଏଫ ଆକାଉଂଟରୁ ଟଙ୍କା ଉଠାଇପାରିବେ ନାହିଁ କର୍ମଚାରୀ: ନୂଆ କଟକଣା ଜାରି କଲେ ସରକାର

ଇପିଏଫଓ ଆଧାରରେ ଖୁବ ଶୀଘ୍ର ଆପଣ ଆପଣଙ୍କର ସଂପୂର୍ଣ୍ଣ ଜମା ରାଶିରୁ ମାତ୍ର ୬୦ ପ୍ରତିଶତର ଟଙ୍କା ହିଁ ଉଠାଇ ପାରିବେ । ତେବେ ଯେଉଁ କର୍ମଚାରୀଙ୍କ ଚାକିରି ଚାଲିଯାଇଥିବ ତାଙ୍କ ଉପରେ ବି ଏହି ଏହି ନିୟମ ଲାଗୁ କରାଯିବ । ଅର୍ଥାତ୍ ଚାକିରି ଯିବା ପରେ ମଧ୍ୟ ଆପଣ ଆପଣଙ୍କର ପିଏଫ ଆକାଉଂଟରୁ…
Read More...

ଚିହ୍ନିପାରିଲେ ଏହି ବ୍ୟକ୍ତିଙ୍କୁ ! ପିଲାବେଳେ ଟି.ଭିରେ ଦେଖି ଯାହାଙ୍କୁ ଆପଣ ଡରୁଥିଲେ ।

ପିଲାବେଳେ ରାମାୟଣ ସିରିଜ୍ ତ ନିଶ୍ଚିତ ଦେଖିଥିବେ । ଏହି ସିରିଜର ଗୋଟିଏ ଗୋଟିଏ କଳାକାର ଯେଭଳି ରାମ,ସୀତା,ଲକ୍ଷ୍ମଣ,ହନୁମାନ ଏବଂ ରାବଣ ସବୁ ଚରିତ୍ର ଆମ ଆଖିରେ ଯେଭଳି ସାଇତା ହୋଇ ରହିଛନ୍ତି । ରହିବେନି ବା କିପରି ପିଲାବେଳୁ ଏହି ଚରିତ୍ରଙ୍କୁ ଦେଖି ହିଁ ଆମେ ବଡ ହୋଇଛେ । ତେବେ ପୁରୁଣା…
Read More...

ପତ୍ନୀଙ୍କ ମୁହଁରେ ଦାଢ଼ି, ଛାଡ଼ପତ୍ର ଆବେଦନ କଲେ ବ୍ୟକ୍ତି : କୋର୍ଟଙ୍କ ନିର୍ଦ୍ଦେଶ ମିଳିବ ନାହିଁ ଛାଡ଼ପତ୍ର

ପତ୍ନୀଙ୍କ ମୁହଁରେ ଦାଢ଼ି ଯୋଗୁଁ ଛାଡ଼ପତ୍ର ଆବେଦନ କରିଛନ୍ତି ଜଣେ ବ୍ୟକ୍ତି । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଅହମଦାବାଦରେ । ଅହମଦାବାଦର ଏକ ଅଦାଲତରେ ଜଣେ ବ୍ୟକ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଛନ୍ତି । ପତ୍ନୀଙ୍କ ମୁହଁରେ ଦାଢ଼ି ଥିବା ସହ ପତ୍ନୀଙ୍କ ସ୍ୱର ପୁରୁଷ ପରି ବୋଲି କହି…
Read More...

ବାରମ୍ବାର ଆଖିପତା ପକାଇବା ପଛରେ ରହିଛି ଏହି ରହସ୍ୟ ! କ’ଣ ଜାଣିଛନ୍ତି କି ?

ଆପଣ ଦିନସାରା କେତେଥର ଆଖିପତା ପକାନ୍ତି ତାହାର ଗଣତି କେବେ କରିଛନ୍ତି କି? ଆପଣ କହିବେ ଏଥିରେ ଗଣତି କରିବାର କ’ଣ ଅଛି ଏହା ତ ପ୍ରକୃତି ପ୍ରଦତ୍ତ ଯାହା ଆପେ ଆପେ ହୋଇଥାଏ । ତେବେ ଆମେ ଯଦି କହିବୁ ଯେ ଏହା ପଛରେ ରହିଛି ଏକ ରହସ୍ୟ ତେବେ କ’ଣ ଆପଣ ମାନିବେ । ଏହି ପ୍ରଶ୍ନ ଉପରେ ଆପଣ ହସି…
Read More...