Browsing Category

ସ୍ପେଶାଲ୍ ରିପୋର୍ଟ

ରେଳବାଇ କର୍ମଚାରୀଙ୍କ ପାଇଁ ଖୁସିଖବର : ୩ ଲକ୍ଷ ରେଲୱେ କର୍ମଚାରୀଙ୍କ ହେବ ପଦୋନ୍ନତି । ଘର, ଗାଡି ସହିତ ମିଳିବ ଆହୁରି…

ରେଳବାଇ ଗ୍ରୁପ୍-ସି ପଦ ପାଇର୍ କାମ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଅଫିସର କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି । ରେଳବାଇ ବୋର୍ଡ କର୍ମଚାରୀଙ୍କୁ ପଦୋନ୍ନତି କରି ଗ୍ରୁପ୍-ବି ଅଧିକାରୀ ସ୍ଥାନ ଦେବା ପାଇଁ ଉଚ୍ଚ ସ୍ତରୀୟ କମିଟିର ଗଠନ କରିଛି । ଗୋଟିଏ ମାସ ପରେ କମିଟିର ସୁପାରିଶ ଲାଗୁ…
Read More...

ଏହି କମ୍ପାନୀରେ କାଉଙ୍କୁ ଚାକିରୀ ମିଳିବା ସହିତ କରିପାରିବେ ରୋଜଗାର : ଜାଣନ୍ତୁ କି କାମ କରିବାକୁ ପଡିବ

ରିପୋର୍ଟ ମୁତାବକ, ଦୁନିଆରେ ସିଗାରେଟ୍ ଟାଣୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି । ଏହା ଦ୍ୱାରା ପ୍ରକୃତିକୁ ଦୁଇଗୁଣା ଅଧିକ କ୍ଷତି ହୋଇଥାଏ । ଗୋଟିଏ ତ ସିଗାରେଟ୍ ରୁ ବାହାରୁଥିବା ଧୁଆଁ ଓ ଅନ୍ୟଟି ହେଲା ସିଗାରେଟ୍ ର ବଂଚିଥିବା ଭାଗ । ଯାହାର ରିସାଇକ୍ଲିଙ୍ଗ ହୋଇପାରେନି । ପ୍ରଶ୍ନ…
Read More...

ତାମିଲନାଡୁର ଅନୁକ୍ରିତୀ ଭାସ ହେଲେ ମିସ୍ ଇଣ୍ଡିଆ ୱର୍ଲ୍ଡ-୨୦୧୮: ଆୟୋଜିତ କାର୍ଯ୍ୟକ୍ରମରେ ପରଫର୍ମ କଲେ କରୀନା,…

କନକ ବ୍ୟୁରୋ : ମୁମ୍ବାଇ ଠାରେ ଅନୁଷ୍ଠିତ ମିସ ଇଣ୍ଡିଆ ୱାଲର୍ଡ-୨୦୧୮ ପ୍ରତିଯୋଗିତାରେ ତାମିଲନାଡୁର ଅନୁକ୍ରିତୀ ଭାସ ବିଜୟୀ ହୋଇଛନ୍ତି । ସେ ୨୯ଜଣ ପ୍ରତିଯୋଗୀଙ୍କୁ ହରାଇ ଏହି ପ୍ରତିଯୋଗିତା ଜିତିଥିଲେ । ଏହି ପ୍ରତିଯୋଗିତାରେ ହରିଆଣାର ମୀନାକ୍ଷୀ ଚୌଧୁରୀ ପ୍ରଥମ ରନର୍ସ ଅପ ଏବଂ…
Read More...

ଏମିତି ଏକ ଗାଁ, ଯେଉଁଠି ପ୍ରତିବର୍ଷ ଜନ୍ମ ନିଅନ୍ତି ୩୦ ଲକ୍ଷ ବିଷାକ୍ତ ସାପ

ଏମିତି ଏକ ଗାଁ, ଯେଉଁଠି ପ୍ରତିବର୍ଷ ୩୦ ଲକ୍ଷ ବିଷାକ୍ତ ସାପ ଚାଷ କରାଯାଏ, ଯେଭଳି ଆମ ଦେଶରେ ଚିକେନ୍ ଏବଂ ଅଣ୍ଡା ପାଇଁ କୁକୁଡା ପାଳନ କରାଯାଏ । ସେହିଭଳି ଚୀନର ଏକ ଗାଁ ‘ଜିସିକିୟାଓ’ ରେ ସାପ ଚାଷ କରାଯାଏ । ଏକ ଅନୁମାନ ମୁତାବକ, ଏହି ଗାଁରେ ପ୍ରତିବର୍ଷ ୩୦ ଲକ୍ଷ ସାପ ଜନ୍ମ ନିଅନ୍ତି ,…
Read More...

ଭୂତ କଣ୍ଢେଇର ଦ୍ୱୀପପୁଞ୍ଜ ! ଦିନବେଳେ ସ୍ୱାଭାବିକ,ରାତିହେଲେ ଶୁଭେ ଅସ୍ୱାଭାବିକ ବିକଟାଳ ଚିତ୍କାର

ଭୁତ ସତରେ ଅଛି କି ନାହିଁ ଏନେଇ ଅନେକ ତର୍କବିତର୍କ ହୁଏ । କିଏ ଭୂତ ଅଛନ୍ତି କହନ୍ତି ତ ଆଉ କିଏ ନାହିଁ । ଭୂତ ନାଁ ଶୁଣିଲେ କିଛି ଲୋକଙ୍କ ମନରେ ଛନକା ପଶେ । ଭାରତରେ ଭୂତ ପ୍ରେତକୁ ନେଇ ଆପଣ ଅନେକ କାହାଣୀ ଶୁଣିଥିବେ । ଏହାସହ କିଛି ଲୋକ ଭୂତର ଅବସ୍ଥିତି ଅନୁଭବ କରିଛନ୍ତି ବୋଲି ମଧ୍ୟ ଦାବି…
Read More...

ଔଷଧ କିଣିବା ସମୟରେ MRP ଠାରୁ ଅଧିକ ଦାମ୍ ନେଇଯାଉଛନ୍ତି କି ? ଯଦି ହଁ, ତେବେ ଏମିତି କରନ୍ତୁ ଅଭିଯୋଗ

ଯେତେବେଳେ ଆପଣ ଔଷଧ ଦୋକାନରୁ ଔଷଧ ନେବା ପାଇଁ ଯାଆନ୍ତି, ସେତେବେଳେ ଦୋକାନୀ ଆପଣଙ୍କୁ MRPଠାରୁ ଅଧିକ ମୁଲ୍ୟରେ ଔଷଧ ଦିଏ । ଏଥିପାଇଁ ଲୋକଙ୍କୁ ଜଣା ନଥାଏ କି ସେମାନେ ଅଭିଯୋଗ କେଉଁଠି କରିବେ । ସର୍ବପ୍ରଥମେ ଆମେ ଆପଣଙ୍କୁ ଜଣାଇ ଦେବାକୁ ଯାଉଛୁ ଯେ, ଦେଶରେ ଔଷଧ ଗୁଡିକ ୧୫୦୦ ପ୍ରତିଶତ…
Read More...

୩ ଇଂଜିନିୟର ମିଶି ଖୋଲିଲେ ଚା’ ଦୋକାନ, ୫୦ ପ୍ରକାରର ଚା’ ବିକ୍ରି କରି ଏବେ ଚର୍ଚ୍ଚାରେ

ଇଞ୍ଜିନିୟରିଂ ପାଠ ପଢ଼ି କିଛି ଅଲଗା ବୃତ୍ତିରେ ପଶିବା ଆଜିକାଲି କଛି ନୂଆ କଥା ନୁହେଁ । କିଛି ପିଲା ଇଞ୍ଜିନିୟରିଂ ପାଠ ସାରି ବଡ଼ କମ୍ପାନିରେ ଚାକିରି କରିବା ଅପେକ୍ଷା ଜନସେବାରେ ମନ ଦେଇଥାନ୍ତି । ଏଭଳି ଅନେକ ଖବର ଆମେ ଆପଣଙ୍କୁ ଦେଇ ସାରିଛୁ । ଆଜି ଆମେ ଯେଉଁ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ…
Read More...

ଭାରତୀୟ ଡାକ୍ତରଙ୍କ କମାଲ ! ଦୁନିଆର ସବୁଠାରୁ ବିରଳ ରୋଗର କଲେ ଚିକିତ୍ସା, ଶରୀରରୁ ବାହାରେ ଥିବା ଯକୃତର ଅପରେସନ କରି…

ତାଞ୍ଜାନିଆର ୧୯ବର୍ଷିୟ ସାଉଦା ସୁଲେମାନ ଏମୋରଙ୍କୁ ଭାରତରେ ନୂଆ ଜୀବନ ମିଳିଛି । ଏକ ବିରଳ ରୋଗରେ ପୀଡ଼ିତ ଥିବା ସାଉଦାଙ୍କର ଅନେକ ସ୍ଥାନରେ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କୁ ସମାଧାନର ବାଟ ମିଳି ନ ଥିଲା । ଶେଷରେ ଭାରତ ଆସି ସେ ନିଜର ଚିକିତ୍ସା କରାଇବା ପରେ ଏବେ ତାଙ୍କୁ ନୂଆ ଜୀବନ…
Read More...

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଆମାଜନର ସିଇଓ ଜେଫ ବେଜୋସ ! ବିଲ ଗେଟସଙ୍କୁ ପକାଇଲେ ପଛରେ

ଆମାଜନର ଫାଉଣ୍ଡର ଏବଂ ସିଇଓ ଜେଫ ବେଜୋସ ୧୪୧.୯ ଅରବ ଡଲାର ସମ୍ପତି ସହ ଦୁନିଆର ସବୁଠାରୁ ଧନୀ ଲୋକ ଭାବରେ ପରିଗଣିତ ହେଲେ । ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟସଙ୍କୁ ପଛରେ ପକାଇ ଧନୀ ଲୋକ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜେଫ ବେଜୋସ । ଜୁନ ୧ ତାରିଖରୁ ବେଜୋସଙ୍କ ସମ୍ପତିର…
Read More...

୧୧୦୦ କୋଟି ଖର୍ଚ୍ଚରେ ମୋଦିଙ୍କ ବିମାନର ନବକଳେବର ! ଧ୍ୱଂସ କରିପାରିବନି ମିସାଇଲ

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ମୋଦିଙ୍କ ବିଦେଶ ଯାତ୍ରାରେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ତାହାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥାଏ । ଏବେ ପୁଣିଥରେ ମୋଦିଙ୍କ ବିମାନକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ…
Read More...