Browsing Category

ସ୍ପେଶାଲ୍ ରିପୋର୍ଟ

ତ୍ରିରଙ୍ଗା ପଛର ପୁରା କାହାଣୀ! ଜାଣନ୍ତୁ କିପରି ରାଷ୍ଟ୍ରୀୟ ଧ୍ୱଜ ହେଲା ତ୍ରିରଙ୍ଗା ।

ରାଷ୍ଟ୍ରୀୟ ଧ୍ୱଜ ତ୍ରିରଙ୍ଗାକୁ ଆମେ ସଲାମ କରିଥାଉ । ତ୍ରିରଙ୍ଗାର ସମ୍ମାନ ରକ୍ଷା କରିବା ପାଇଁ ଆମେ ଆମର ଜୀବନ ମଧ୍ୟ ଉତ୍ସର୍ଗ କରିଦେଇଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଯେଉଁ ତ୍ରିରଙ୍ଗାକୁ ସମସ୍ତେ ଏତେ ଭଲ ପାଆନ୍ତି ସେହି ତ୍ରିରଙ୍ଗାକୁ ଡିଜାଇନିଂ କେଉଁ ବ୍ୟକ୍ତି କରିଛନ୍ତି । ତେବେ…
Read More...

ଜାରି ହେବାକୁ ଯାଉଛି ମୋଦି ସରକାରଙ୍କ ନୂଆ ଯୋଜନା ! ଏଣିକି ଶସ୍ତାରେ ପ୍ରତି ପରିବାରକୁ ମିଳିବ ୨ କିଲୋ ଡାଲି ।

ନିର୍ବାଚନ ଯେଉଁ ଯେଉଁ ପାଖେଇ ଆସୁଛି ସରକାରଙ୍କର ଦରଦ ଲୋକମାନଙ୍କ ପ୍ରତି ସେତିକି ବଢିବାରେ ଲାଗିଛି । ରାଜ୍ୟ ସରକାର ଲୋକମାନଙ୍କୁ ଗୋଟିଏ ସୁବିଧା ଯୋଗାଇ ଦେବା ବେଳେ କେନ୍ଦ୍ର ସରକାର ଲୋକମାନଙ୍କୁ ଆଉ ଦୁଇଟି ସୁବିଧା ଯୋଗାଇ ଦେଉଛନ୍ତି । ଟଙ୍କିକିଆ ଚାଉଳ ସ୍କିମକୁ ନେଇ ଓଡ଼ିଶା ସମେତ ବିଭିନ୍ନ…
Read More...

ପାକଶାଳାରୁ ବାହାରିଲା ୫ ଫୁଟର ଅଜଗର ! ଅଳ୍ପକେ ବର୍ତ୍ତିଲା ମହିଳାଙ୍କ ଜୀବନ । 

ବୁଧବାର ଗୁରୁଗ୍ରାମରେ ରହୁଥିବା ସୁମନ ଗୌତମଙ୍କ ରୋଷେଇ ଘରୁ ୫ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ସକାଳୁ ଚା କରିବା ପାଇଁ ସୁମନ ରୋଷେଇ ଘରକୁ ଯାଉଥିବା ବେଳେ ଏତେ ବଡ଼ ସାପକୁ ଘର ଭିତରେ ଦେଖି ତାଙ୍କ ହୋସ ଉଡ଼ି ଯାଇଥିଲା । ଗ୍ୟାସ୍ର ଲାଇଟର ଧରି ଗ୍ୟାସ୍ ଲଗାଇବା ସମୟରେ ତଳେ କିଛି…
Read More...

ପାକିସ୍ଥାନୀ କହି ଜଣେ ଯୁବକଙ୍କ ଦାଢୀ କାଟିଦେଲେ ଦୁର୍ବୃତ୍ତ ! ୩ ଦୁର୍ବୃତ୍ତଙ୍କୁ ଠାବ କଲା ପୋଲିସ୍ । 

ସମାଜରେ ସମସ୍ତ ବର୍ଗ,ତଥା ଲୋକଙ୍କୁ ନିଜ ଢାଞ୍ଚାରେ ବଞ୍ଚିବାର ସମ୍ପୁର୍ଣ୍ଣ ଅଧିକାର ରହିଅଛି । କିନ୍ତୁ ବେଳେବେଳେ ଏମିତି କିଛି ଖବର ଆମ ଆଖି ଆଗକୁ ଆସେ ଯାହା ଲୋକଙ୍କ ନିମ୍ନ ଚିନ୍ତାଧାରାକୁ ଦର୍ଶାଇଥାଏ । ଏଭଳି ଏକ ଘଟଣା ଏବେ ସାମ୍ମାକୁ ଆସିଛି । ଘଟଣାଟି ଘଟିଛି ହରିୟାଣାର…
Read More...

ଭାରତ ପରୀକ୍ଷଣ କଲା ସ୍ୱଦେଶୀ ରକ୍ଷା କବଚ ! ଶତ୍ରୁ ରାଷ୍ଟ୍ରର ମିଶାଇଲକୁ ୪୦ କିଲୋମିଟର ଦୂରରୁ ହିଁ ଦେବ ମାତ୍ ।

ସୁରକ୍ଷା ଦୃଷ୍ଟିରୁ ଭାରତ ଏକ ବଡ ସଫଳତା ହାସଲ କରିଛି । ଓଡିଶା କୋଷ୍ଟରୁ ଭାରତର ବେଲେଷ୍ଟିକ ମିସାଇଲ୍ ଶିଲ୍ଡର ସଫଳ ପରୀକ୍ଷଣ ହୋଇଯାଇଛି । ଏହି ଶିଲ୍ଡର ସହାୟତାରେ ଶତ୍ରୁଦେଶର ଯେ କୌଣସି ମିଶାଇଲକୁ ୪୦ କିଲୋମିଟର ରେଞ୍ଜ ଭିତରେ ହିଁ ଶେଷ ହୋଇଯିବ । ବାୟୁ ରକ୍ଷାବାହିନୀଙ୍କ କହିବାନୁସାରେ ଏହା…
Read More...

ବାସ୍ତବରୁ ବଲିଉଡ୍, ରିଲ୍ ଲାଇଫରୁ ରିୟଲ ଲାଇଫ ! ଉଦାହରଣ ସୃଷ୍ଟି କରିଛି ବନ୍ଧୁତାର ସମ୍ପର୍କ ।

ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍ ଡେ କିମ୍ବା ବନ୍ଧୁତା ଦିବସ ରୂପେ ପାଳନ କରାଯାଏ । ବନ୍ଧୁତ୍ୱର ଏହି ପବିତ୍ର ବନ୍ଧନ ଆଜି କି କାଲି ନୁହେଁ ବରଂ ବହୁ ପୁରାତନ କାଳରୁ ଚାଲିଆସିଛି ।  ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତା କୁହାଯାଏ ।…
Read More...

ବାରମ୍ବାର ଛଣା ହେଉଥିବା ତେଲ ଉପରେ ପଡିଲା ଖାଦ୍ୟ ନିୟାମକଙ୍କ ନଜର : ତେଲର ମାନ ଖରାପ ବାହାରିଲେ ଦୋକାନୀ ବିରୋଧରେ ହେବ…

ଆମ ଦେଶରେ ଲୋକମାନେ ତେଲଛଣା ଖାଦ୍ୟ ଖାଇବାକୁ ଟିକିଏ ଅଧିକ ପସନ୍ଦ କରନ୍ତି । ରାସ୍ତାକଡ଼ରେ ମିଳୁଥିବା ବରା, ଆଳୁଚପ, ସିଙ୍ଗଡା ଆଦି ଦେଖିଲେ ଲୋକମାନଙ୍କ ପାଟିରୁ ଲାଳ ଗଡ଼େ । ତେବେ କେବେ ଭାବିଛନ୍ତି କିଏସବୁ ଖାଦ୍ୟ ଆମ ପାଇଁ କେତେ ନିରାପଦ ? ନିୟମିତ ତେଲଛଣା ଖାଦ୍ୟ ତ ଆମ ଶରୀର ପାଇଁ ହିତକାରୀ…
Read More...

ଆସୁଛି ବନ୍ଧୁତା ଦିବସ ! ‘ଫ୍ରେଣ୍ଡସିପ୍ ଡେ’: ଇତିହାସରୁ ବର୍ତ୍ତମାନ, ଜାଣନ୍ତୁ ଏହି ଦିବସ ପାଳନର ବିଶେଷତ୍ତ୍ୱ ।

ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ବନ୍ଧୁତାରେ ନଥାଏ ଆବିଳତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି ବନ୍ଧୁତାକୁ ବଜାୟ ରଖିବା…
Read More...

ସୀମାରେ ମୁତୟନ ହେବ ରୋବଟ୍ ! ଯବାନଙ୍କ ସହ ମିଶି କରିବେ ଶତ୍ରୁସଂହାର

ଯବାନଙ୍କ ସହ ମିଶି ସୀମାରେ ଯୁଦ୍ଧ କରିବ ରୋବଟ୍ । ଦେଶକୁ ଶତ୍ରୁ ହାତରରୁ ରକ୍ଷା କରିବାରେ ସାହଯ୍ୟ କରିବେ ରୋବଟ୍ । ବୈଜ୍ଞାନିକ ମାନେ ବିଜୟର ଶେଷ ସୀମାକୁ ଛୁଇଁ ସାରିଲେଣି କହିଲେ ଭୁଲ ହେବ ନାହିଁ । ସୀମାରେ ମଣିଷ ସହିତ ରୋବର୍ଟ ମଧ୍ୟ ଶତ୍ରୁ ମାନଙ୍କ ଠାରୁ ପ୍ରତିଶୋଧ ନେବେ । ଏହାର ଅର୍ଥ…
Read More...

ଫେସବୁକ୍ ଏବଂ ଇନଷ୍ଟାଗ୍ରାମ କବଳରେ ଫସିରହୁଛନ୍ତି କି ? ନିଶ୍ଚିନ୍ତ ହୋଇଯାଆନ୍ତୁ ସୋସିଆଲ୍ ସାଇଟ୍ ନିଶା ଛଡାଇବା ପାଇଁ…

ଆପଣ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ କେତେ ସମୟ ବିତାଉଛନ୍ତି ତାହା ତ ନିଶ୍ଚୟ ଜାଣିିଥିବେ । ଏହି ସାଇଟ୍ ଯେ ଆପଣଙ୍କ ସମୟ ଅପଚୟ କରିବାର ଏକ ମାଧ୍ୟମ ଏହା ଜାଣି ମଧ୍ୟ ଏହାର କବଳରୁ ଆପଣ ମୁକ୍ତ ହୋଇ ପାରୁନାହାନ୍ତି । ତେବେ ଏହି ସୋସିଆଲ୍ ମିଡିଆ ନାମକ ଜାଲରୁ ମୁକୁଳିବା ପାଇଁ ଫେସବୁକ୍ ୟୋର…
Read More...