Browsing Category

ସ୍ପେଶାଲ୍ ରିପୋର୍ଟ

ଗାଡ଼ି ଚଳାଇବା ସମୟରେ ଡ୍ରାଇଭରଙ୍କୁ ଆସିବନି ନିଦ : ବିଟେକ ଛାତ୍ର ବାହାର କଲେ ସ୍ୱତନ୍ତ୍ର ଯନ୍ତ୍ର

ପ୍ରତିବର୍ଷ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଆମ ଦେଶରେ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବଢ଼ିଚାଲିଛି । ସଚେତନାତା ବାର୍ତ୍ତା ମଧ୍ୟ କିଛି କାମ ଦେଉନି । ଆଜିକାଲି ଆପଣ ଦେଖୁଥିବେ ସଡ଼କରେ ଦୁର୍ଘଟଣା ଘଟାଇବା ପରେ ଅତ୍ୟନ୍ତ ଅମାନବିକତାର କାର୍ୟ୍ୟ କରୁଛନ୍ତି ଲୋକେ ।…
Read More...

ସଇତାନ ମଣିଷ ! ସ୍ୱାମୀକୁ କାରରେ ବନ୍ଦି କରି ୮ ମାସର ଗର୍ଭବତୀଙ୍କୁ ୮ ଜଣ ଦୁର୍ବୃତ୍ତ କଲେ ଗଣଦୁଷ୍କର୍ମ ।

ସମାଜରେ ମଣିଷ ଏଭଳି ଅଶୋଭନୀୟ ଏବଂ ଅକଳ୍ପନୀୟ କାର୍ଯ୍ୟ କରିଥାଏ ଯେଉଁଥିରେ ମଣିଷ ଉପରୁ ଭରସା ନାମକ ଶବ୍ଦ ଉଠିଯାଏ । କାମନା,ବାସନା କବଳରେ ମଣିଷ ଏଭଳି ଅନ୍ଧ ହୋଇଯାଏ ଯେ କେଉଁଟା ଠିକ୍ ଏବଂ କେଉଁଟା ଭୁଲ୍ ତାହା ଜାଣିପାରିନଥାଏ । ଆମେ ଆପଣଙ୍କୁ ଏଠାରେ ମହାରାଷ୍ଟ୍ର ସାଙ୍ଗଲୀ ଜିଲ୍ଲାରେ ଘଟିଥିବା…
Read More...

ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀକୁ ନିଲାମ କଲା ଭାରତୀୟ ରେଳବାଇ : କ’ଣ ରହିଛି ପୁରା ଘଟଣା, ଜାଣନ୍ତୁ . .

ବିନା ଟିକେଟରେ ଯାତ୍ରା କଲେ ରେଳଯାତ୍ରୀଙ୍କ ଜୋରିମାନା ଦେବାପାଇଁ ପଡ଼େ । ଏକଥା ସମସ୍ତେ ଜାଣନ୍ତି । ତେବେ ନିକଟରେ ଜଣେ ବିନା ଟିକେଟ ଯାତ୍ରୀଙ୍କୁ ନିଲାମ କରିଦେଇଛି ଭାରତୀୟ ରେଳବାଇ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ । ଜରିମାନା ବାବଦ ଅର୍ଥ ଭରଣା କରିବାକୁ ଜରିମାନା…
Read More...

କଳିଯୁଗର ଆଉ ଜଣେ ଶ୍ରବଣ କୁମାର ! ୨୧ବର୍ଷ ହେବ କାନ୍ଧରେ ଧରି ମା’ଙ୍କୁ କରାଉଛନ୍ତି ତୀର୍ଥଯାତ୍ରା।

ଆପଣ ପ୍ରାୟ ୫୦୦୦ବର୍ଷ ପୁରୁଣା ରାମାୟଣ ପଢିଥିବେ । ଯେଉଁଥିରେ ମାତୃପିତୃ ଭକ୍ତ ଶ୍ରବଣ କୁମାରଙ୍କ ବିଷୟ ଉଲ୍ଲେଖ ରହିଛି । କିପରି ନିଜ ଚକ୍ଷୁହୀନ ମାତା ପିତାଙ୍କୁ କାଉଡିରେ ବସାଇ କାନ୍ଧରେ ପୁରା ଦେଶ ବୁଲାଇଥିଲେ ଶ୍ରବଣ କୁମାର । ଦଶରଥଙ୍କ ବାଣରେ ଯଦିଓ ତାଙ୍କର ମୃତ୍ୟୁ ହୋଇଥିଲା ତେବେ ଆଜି ବି…
Read More...

ଟଳିଗଲା ବଡ଼ ରେଳ ଦୁର୍ଘଟଣା : ନିଜ ଜୀବନ କଥା ଚିନ୍ତା ନକରି ନାଲି ଗାମୁଛା ଧରି ଟ୍ରେନ ଆଗକୁ ଦୌଡ଼ିଲେ ମାଛଧରାଳି

ଆଜିକାଲି କେତେ ଜଣ ଅନ୍ୟକଥା ଚିନ୍ତା କରୁଛନ୍ତି । ସମସ୍ତେ ନିଜକୁ ନେଇ ମସଗୁଲ । ତେବେ ଆଜିକା ଦୁନିଆରେ ବି ଏପରି ଲୋକ ଅଛନ୍ତି, ଯେଉଁମାନେ ନିଜ କଥା ଚିନ୍ତା ନକରି ପ୍ରଥମେ ଅନ୍ୟ କଥା ଚିନ୍ତା କରନ୍ତି । ମଙ୍ଗଳବାର ପଶ୍ଚମବଙ୍ଗର ଜଲପାଇଗୁଡ଼ିରେ ଥିବା ନନ୍ଦନପୁର କେରାରପୁରା ହଲଟ୍‌ ଷ୍ଟେସନରେ ଏକ…
Read More...

୧୬ ବର୍ଷ ବୟସରେ ବାପାଙ୍କ ଠାରୁ ୩୫ ହଜାର ଟଙ୍କା ଧାର ନେଇ ଆରମ୍ଭ କରିଥିଲେ ବିଜନେସ ! ଏବେ ଛଅ ହଜାର କୋଟି ଟଙ୍କାର…

୧୬ ବର୍ଷ ବୟସରେ ପ୍ରାୟ ସମସ୍ତେ ପାଠ ପଢ଼ିବାକୁ ଚାହିଁଥାନ୍ତି । କିନ୍ତୁ ଏହି ବୟସରେ ପାଠ ପଢ଼ିବା ପରିବର୍ତ୍ତେ ଜଣେ ଭାରତୀୟ ଯୁବକ ନିଜ ବାପାଙ୍କଠାରୁ ୩୫ ହଜାର ଟଙ୍କା ନେଇ ବ୍ୟବସାୟ ଆରମ୍ଭ କରିବାକୁ ଭାବିଥିଲେ । ଏହି ବ୍ୟବସାୟ ଏତେ ସଫଳ ହୋଇଗଲା ଯେ ଚୀନର ଏକ କମ୍ପାନି ଏହାକୁ ୬ ହଜାର କୋଟିରେ…
Read More...

ମହିଳାଙ୍କର ଏପରି ଦୁଃସାହସିତା କାର୍ଯ୍ୟ ଦେଖି ମେଡିକାଲ କର୍ମଚାରୀ ହୋଇଗଲେ ଆଶ୍ଚର୍ଯ୍ୟ ! ଗୋଟିଏ ହାତରେ ସାପକୁ ଧରି…

ସାପ ଗୋଟେ ପେରି ଜୀବ ଯାହାକୁ ଦଖିଲେ ସମସ୍ତଙ୍କ ମନରେ ଛନକା ପସିଯାଏ । କାରଣ ସମସ୍ତେ ଜାଣନ୍ତି ସାପ କାମୁଡିଲେ ଯଦି ଠିକ ସମୟରେ ଚିକିତ୍ସା ନହୁଏ ତେବେ ମୃତ୍ୟୁ ନିଶ୍ଚିନ୍ତ ହୋଇଥାଏ । ଅନେକ ସମୟରେ ଏପରି ମଧ୍ୟ ଦେଖାଦେଇଛି କି, ସାପ କାମୁଡିବା ପରେ ଠିକ ସମୟରେ ଚିକିତ୍ସା ହୋଇଥାଏ କିନ୍ତୁ…
Read More...

ମିଶାଣ, ଫେଡାଣ, ଗୁଣନ ଓ ହରଣ ସବୁ କରୁଛି ‘କଟକ’ର କୁକୁର ! ଜ୍ୟୋତିଷ ବିଦ୍ୟାରେ ବି ମାହିର, ଜାଣନ୍ତୁ ପୋଲିସ ବିଭାଗର…

ମିଶାଣ, ଫେଡ଼ାଣ, ହରଣ ଓ ଗୁଣନ କରିପାରୁଛି। ଜ୍ୟୋତିଷ ବିଦ୍ୟା ଜାଣିଛି। ମଞ୍ଚ ଉପରେ ଅତିଥିଙ୍କୁ ଫୁଲତୋଡ଼ା ଦେଉଛି। ଇଏ ହେଉଛି ରାଜ୍ୟ ପୁଲିସ ବିଭାଗର ଗୋଳାବାରୁଦ ସନ୍ଧାନୀ କୁକୁର ‘କାଜଲ’ର କାରନାମା। ରାଜ୍ୟ ପୁଲିସର ‘କେ-୯ ସ୍କ୍ଵାଡ୍’ରେ ଏଭଳି ଧୁରନ୍ଧର ଓ ବୁଦ୍ଧିଆ କୁକୁର ଯୋଗ ଦେଇଥିବା ବେଳେ…
Read More...

ରିଲିୟାନ୍ସ ଜିଓ ଏବଂ ଏସବିଆଇର ପାର୍ଟନରସିପ ! ଆରମ୍ଭ ହେବ ଡିଜିଟାଲ ବ୍ୟାଙ୍କିଙ୍ଗ, ଉପଭୋକ୍ତାଙ୍କୁ ମିଳିବ ଅନେକ ସୁବିଧା…

ଡିଜିଟାଲ ବ୍ୟାଙ୍କିଙ୍ଗ ଦିଗରେ ରିଲିୟାନ୍ସ ଜିଓ ଏବଂ ଏସବିଆଇ ହାତ ମିଳାଇଛନ୍ତି । ଏବେ ଜିଓ ଏବଂ ଏସବିଆଇ ନିଜ ଗ୍ରାହକ ମାନଙ୍କ ପାଇଁ ଡିଜିଟାଲ ପେମେଣ୍ଟ ଏବଂ ବ୍ୟାଙ୍କଙ୍ଗ ସେବା ଆରମ୍ବ କରିବାକୁ ଯାଉଛି । ଜିଓ ଏବଂ ଏସବିଆଇ ଡିଜିଟାଲ ଦୁନିଆକୁ ଉନ୍ନତି କରିବା ପାଇଁ ଏଥିରେ ପାଦ ଦେଇଛନ୍ତି ।…
Read More...

ତ୍ରିରଙ୍ଗା ପଛର ପୁରା କାହାଣୀ! ଜାଣନ୍ତୁ କିପରି ରାଷ୍ଟ୍ରୀୟ ଧ୍ୱଜ ହେଲା ତ୍ରିରଙ୍ଗା ।

ରାଷ୍ଟ୍ରୀୟ ଧ୍ୱଜ ତ୍ରିରଙ୍ଗାକୁ ଆମେ ସଲାମ କରିଥାଉ । ତ୍ରିରଙ୍ଗାର ସମ୍ମାନ ରକ୍ଷା କରିବା ପାଇଁ ଆମେ ଆମର ଜୀବନ ମଧ୍ୟ ଉତ୍ସର୍ଗ କରିଦେଇଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଯେଉଁ ତ୍ରିରଙ୍ଗାକୁ ସମସ୍ତେ ଏତେ ଭଲ ପାଆନ୍ତି ସେହି ତ୍ରିରଙ୍ଗାକୁ ଡିଜାଇନିଂ କେଉଁ ବ୍ୟକ୍ତି କରିଛନ୍ତି । ତେବେ…
Read More...