Browsing Category

ସ୍ପେଶାଲ୍ ରିପୋର୍ଟ

ସ୍କୁଲରେ ଅଚେତ ଅବସ୍ଥାରେ ପଡିଥିଲା ସାପ : ନିଜ ଜୀବନକୁ ବାଜି ଲଗାଇ ସାପର ଜୀବନ ବଂଚାଇଲେ ଆୟକର ଅଧିକାରୀ 

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଜୀବନଠୁ ବେଶୀ ଜୀବଜନ୍ତୁଙ୍କୁ ଭଲ ପାଆନ୍ତି । ଏମିତି ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି ଜଣେ ଆୟକର ବିଭାଗ ଅଧିକାରୀ ଶେର ସିଂହ ଗିନ୍ନାରେ । ଯିଏ ଇନ୍ଦୋରର ଏକ ପ୍ରାଇଭେଟ୍ ସ୍କୁଲରେ ପହଂଚି ସାପର ଜୀବନ ବଂଚାଇଛନ୍ତି । ସୂଚନାଯୋଗ୍ୟ,…
Read More...

ମାଲିକ ଉପରେ ବାଘ କଲା ଆକ୍ରମଣ, ବାଘ ସହ ଲଢ଼େଇ କରି ନିଜ ମାଲିକର ଜୀବନ ବଂଚାଇଲା କୁକୁର

ମଧ୍ୟପ୍ରଦେଶର ସିବାନୀରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ଉପରେ ବାଘ ଆକ୍ରମଣ କରିବାରୁ ତାଙ୍କ ପୋଷା କୁକୁର ମାଲିକର ଜୀବନ ବଂଚାଇଛି । ୨୨ବର୍ଷୀୟ ପଂଚମ ଗଜବେ ନାମକ ଜଣେ ଯୁବକ ଶନିବାର ସକାଳ ସମୟରେ ଶୌଚ ହେବାକୁ ଯାଇଥିବାବେଳେ ବାଘଟି ତାଙ୍କ ଉପରକୁ ଆକ୍ରମଣ…
Read More...

ଏହି ଘଟଣାରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ କୋହଲି ! କାନ୍ଦି କାନ୍ଦି ଖେଳିଥିଲେ ମ୍ୟାଚ୍, ବିପକ୍ଷୀ ଦଳକୁ ଦେଇଥିଲେ…

ବିରାଟ କୋହଲି । ଭାରତୀୟ କ୍ରିକେଟ ଦଳର ଆନ୍, ବାନ୍ ଆଉ ଶାନ୍ ଭାବେ ପରିଚିତ । ତାଙ୍କ ନାଁରେ ଯେଭଳି ଚମକ ରହିଛି ସେମିତି ତାଙ୍କ କାମରେ ବି ରହିଛି ଚମକ । ନିଜର ଦମଦାର ତଥା ଚମତ୍କାର ପ୍ରଦର୍ଶନ ଯୋଗୁଁ ଆଜି ସେ ଭାରତୀୟ କ୍ରିକେଟ୍ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।…
Read More...

ଫେରିଲା ମାରାତ୍ମକ ନିପାହ ଭାଇରସ୍ : ଖାଇବା ପୂର୍ବରୁ ଭାଇରସ ବ୍ୟାପୁଥିବା ଫଳ ଓ ପନିପରିବାର କରିନିଅନ୍ତୁ ଚିହ୍ନଟ

କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାରେ ନିପାହ ଭାଇରସ୍ ମାମଲା ସାମନାକୁ ଆସିଛି । ନିପାହ ଭାଇରସର ଲକ୍ଷଣ ଥିବା ରୋଗୀଙ୍କୁ ଯାଂଚ କରାଯାଇଛି । ଗତବର୍ଷ ମଧ୍ୟ ଏହି ସମୟରେ କେରଳରେ ନିପାହ ଭାଇରସ୍ ବ୍ୟାପିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିପାହକୁ ଏକ ବିପଦଜନକ ରୋଗ କହିଥିଲା । ଡବ୍ଲ୍ୟୁଏଚଓ…
Read More...

‘ଫୋନି’ର ଏକ ମାସ ପରେ ବି କ୍ଷତିଗ୍ରସ୍ତ ଗାଁରେ ସୁଧୁରିନି ସ୍ଥିତି । ପହଁଚିନି ବିଜୁଳି, ମୁଣ୍ଡ ଉପରେ ଛାତ ନାହିଁ, ଘର…

କନକ ବ୍ୟୁରୋ : ବାତ୍ୟା ଫୋନିକୁ ଆଜି ପୁରିଛି ଠିକ୍ ଗୋଟିଏ ମାସ । ମେ’ ୩ ଆଜିର ଦିନରେ ପ୍ରଳୟ ନେଇ ଆସିଥିଲା ବାତ୍ୟା । ଉଜାଡ଼ି ଦେଲା ଧନଜୀବନ । ପୁରୀ ଏବଂ ଭୁବନେଶ୍ୱର ସହର ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଆଜି ଗୋଟିଏ ମାସ ପରେ ବାତ୍ୟା ପ୍ରଭାବିତ ଅଂଚଳରେ କେମିତି ଅଛି ଅବସ୍ଥା । ସ୍ଥିତି…
Read More...

ବ୍ରାହ୍ମଣଙ୍କୁ ଭିକାରୀ କହି ଅଡୁଆରେ ଟିଭି ପ୍ରବଚକ ଜିତୁ ଦାଶ । ପୁରୀ ସିଂହଦ୍ୱାର ଥାନାରେ ମାମଲା ରୁଜୁ, ସ୍ଥିତି…

କନକ ବ୍ୟୁରୋ : ବ୍ରାହ୍ମଣଙ୍କ ସଂପର୍କରେ ଅପମାନ ସୂଚକ ମନ୍ତବ୍ୟ ଦେଇ ଏବେ ଅଡୁଆରେ ପ୍ରବଚକ ଜିତୁ ଦାଶ । ଓଡ଼ିଶାର ଏକ ଲୋକପ୍ରିୟ ଆଧ୍ୟାତ୍ମିକ ଚ୍ୟାନେଲରେ ପ୍ରବଚନ ଦେଉଥିବ ଜିତୁ ଦାଶ, ବ୍ରାହ୍ମଣଙ୍କୁ ଭିକାରୀ କହି ଏବେ ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି । ଜିତୁ ଦାଶଙ୍କ ଏହି ପ୍ରବଚନର ସେହି…
Read More...

ପିଲାଦିନୁ ହ୍ୱିଲ ଚେୟାରରେ କିନ୍ତୁ ହାର ମାନିଲେନି ଲତିଶା । ଅକ୍ସିଜେନ୍ ସିଲିଣ୍ଡର ଲଗାଇ ଦେଲେ ଆଇଏଏସ ପରୀକ୍ଷା ।

କନକ ବ୍ୟୁରୋ: କଥାରେ ଅଛି ଯଦି ଇଚ୍ଛାଶକ୍ତି ଦୃଢ଼ ଥିବ , ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସେ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିବ । ଏଭଳି କିଛି ଉକ୍ତିକୁ ବାସ୍ତବରେ ପରିଣତ କରିଛନ୍ତି କେରଳର ୨୪ ବର୍ଷୀୟା ଛାତ୍ରୀ ଲତିଶା ଅଂସାରୀ । ଜଟିଳ ହାଡ଼ ଜନିତ ସମସ୍ୟା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ…
Read More...

ଜନସଂଖ୍ୟା ବୃଦ୍ଧି ଯୋଗୁଁ ଛାତ୍ର ବିହୀନ ହେଲା ସ୍କୁଲ : ସ୍କୁଲରେ ପିଲାଙ୍କ ସଂଖ୍ୟା କମିବାରୁ ବୃଦ୍ଧାଙ୍କୁ ଦେଲା ଆଡମିସନ

ଦକ୍ଷିଣ କୋରିଆରେ ଦ୍ରୁତ ଗତିରେ ବଢ଼ୁଛି ଜନସଂଖ୍ୟା । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ନିଜ ପରିବାର ସହିତ ଅନ୍ୟ ଦେଶକୁ ଯାଉଛନ୍ତି । ପିଲାଙ୍କ ସଂଖ୍ୟା କମିଯିବାରୁ ଅନେକ ସ୍କୁଲ ବନ୍ଦ ହେବା ଅବସ୍ଥାକୁ ଆସୁଛି । ଏଥିରୁ ମୁକ୍ତି ପାଇବା ପାଇଁ ସ୍କୁଲଗୁଡିକ ନୂଆ ଉପାୟ ବାହାର କରିଛନ୍ତି ।…
Read More...

ବିଶ୍ୱର ତୃତୀୟ ବଡ ଧନୀ ବ୍ୟକ୍ତିଙ୍କ ସହ ଭୋଜନ କରିବାକୁ ଅନଲାଇନ ନିଲାମ : ୱାରେନଙ୍କ ସହ ଖାଇବା ପାଇଁ ଖର୍ଚ୍ଚ କରିବେ ୩୨…

କନକ ବ୍ୟୁରୋ : ବିଶ୍ୱର ତୃତୀୟ ବଡ ଧନୀ ବ୍ୟକ୍ତି ୱାରେନ ବଫେଟଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାକୁ ଜଣେ ବ୍ୟକ୍ତି ପାଖାପାଖି ୩୨କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିପାଇଁ ଇବେ ପକ୍ଷରୁ କରାଯାଇଥିବା ଅନଲାଇନ ନିଲାମରେ ଜଣେ ବ୍ୟକ୍ତି ଏହି ଅର୍ଥ ଦେବାକୁ ରାଜି ହୋଇଛନ୍ତି । ତେବେ ସମ୍ପୃକ୍ତ…
Read More...

ସାହସୀ କଳ୍ପନାଙ୍କୁ ଶେଷ ସଲାମ୍ । ସ୍ୱର୍ଗଦ୍ୱାରରେ ପାହାଡ଼ ରାଣୀଙ୍କ ଶେଷକୃତ୍ୟ, କାନ୍ଦି କାନ୍ଦି କଳ୍ପନାଙ୍କୁ ବିଦାୟ…

କନକ ବ୍ୟୁରୋ : ଅଶ୍ରୁଧାରରେ ପାହାଡ଼ ରାଣୀଙ୍କୁ ବିଦାୟ ଦେଲା ଓଡ଼ିଶା । ସ୍ୱର୍ଗଦ୍ୱାରରେ ଶେଷ ହେଲା କଳ୍ପନା ଦାସଙ୍କ ଶେଷକୃତ୍ୟ । ପଞ୍ଚଭୂତରେ ଲୀନ ହୋଇଛନ୍ତି ଏଭରେଷ୍ଟ ବିଜୟିନୀ କଳ୍ପନା ଦାସ । ଏହି ବୀର ଓଡିଆ ଝିଅଙ୍କୁ ଝୁରୁଛି ସାରା ଭାରତ । ଦ୍ୱିତୀୟ ଥର ଏଭରେଷ୍ଟ ଶିଖର ବିଜୟ କରିବା ପରେ ଗତ…
Read More...