Browsing Category

ସ୍ପେଶାଲ୍ ରିପୋର୍ଟ

ସହିଦ୍ ହୋଇ ପାରିଲେନି ଶୁଭେନ୍ଦୁ ! ମା’ ମନରେ ରହିଗଲା ଅବଶୋଷ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଇନ୍ଦୋର-ପାଟନା ରେଳ ଦୁର୍ଘଟଣା କାହା ସିନ୍ଦୁର ଛଡାଇ ନେଇଛି ତ କାହା କୋଳ ଖାଲି କରିଛି । ହେଲେ ଏହି ଦୁର୍ଘଟଣା ଛଡାଇ ନେଇଛି ଦେଶର ଜଣେ ସଚ୍ଚା ବୀରକୁ । ଯିଏ ପଣ କରିଥିଲା ଶତ୍ରୁଠାରୁ ମାଟିମାଆକୁ ସୁରକ୍ଷା ଦେବ । ସେନା ଅଧିକାରୀ କ୍ୟାପଟେନ୍ ଶୁଭେନ୍ଦୁ…
Read More...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ଘଟଣା ! ୨୨ ବର୍ଷଧରି ଶରୀର ମଧ୍ୟରେ ରହିଥିଲା ଛୁଂଚି

ସାଧାରଣତଃ ଛୁଂଚି ଶରୀରରେ ଫୋଡି ହୋଇଗଲେ କଷ୍ଟ ହୁଏ, ଏବଂ ତୁରନ୍ତ ଆମେ ତାକୁ କେମିତି ଶରୀର ମଧ୍ୟରୁ ବାହାର କରିପାରିବା ସେ ଚେଷ୍ଟାରେ ଲାଗିପଡୁ । କିନ୍ତୁ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଜଣେ ବ୍ୟକ୍ତିଙ୍କ ଶରୀର ଭିତରେ ଏକ ଛୁଂଚି ୨୨ବର୍ଷ ପର୍ଯ୍ୟନ୍ତ ରହିଥିବାର ଦେଖିବାକୁ ମିଳିଛିି,…
Read More...

ନିଆରା ଏକ ବଜାର ! ଯେଉଁଠି ବିବାହ ପାଇଁ ବିକ୍ରି ହୁଅନ୍ତି କନ୍ୟା

ସାଧାରଣତଃ ଆମେ ବଜାରକୁ ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଯାଇଥାଉ । କିନ୍ତୁ କନ୍ୟା ବିକ୍ରି ପାଇଁ ବଜାର ଶୁଣିଲେ ଟିକେ ଅସ୍ୱଭାବିକ ଲାଗୁଛି । ହେଲେ ଏମିତି ଏକ ବଜାର ଅଛି ବୁଲଗେରିଆର ଷ୍ଟାରା ଜାଗୋର ନାମକ ଏକ ସ୍ଥାନରେ । ପ୍ରତି ୩ ବର୍ଷରେ ଥରେ କନ୍ୟା ବିକ୍ରି ପାଇଁ ଏଠି ବଜାର ଖୋଲେ । ଆଉ…
Read More...

କର୍ମ କ୍ଷେତ୍ରରେ ପହଂଚି ପାରିଲେନି ସୁଭେନ୍ଦୁ ! ୟୁପି ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ଓଡିଆ ଯବାନଙ୍କ ଜୀବନ

ଅକାଳରେ ଚାଲିଗଲା ଯବାନଙ୍କ ଜୀବନ । ଭାରତୀୟ ସେନାରେ କାର୍ଯ୍ୟରତ ଓଡିଆ ଯବାନ ସୁଭେନ୍ଦୁ ମିଶ୍ର ଟ୍ରେନ ଦୁର୍ଘଟଣାରେ ଆଖି ବୁଜିଛନ୍ତି । ରବିବାର ଇନ୍ଦୋର-ପାଟନା ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଏହି ଯୁବ କ୍ୟାପଟେନ୍ । ନୟାଗଡ ବିନାୟକପୁରର ବାସିନ୍ଦା ସୁଭେନ୍ଦୁଙ୍କ ପରିବାର…
Read More...

ବିଶ୍ୱ ରେକର୍ଡ ବୁକରେ ବାମନ ଦମ୍ପତ୍ତି

ରେକର୍ଡ ମାୟାରେ ବାୟା ସମସ୍ତେ । ଆଉ ଏହି ରେକର୍ଡ ପାଇଁ ଅନେକ ଲୋକ ଅଦ୍ଭୂତ କାମ କରିବା ସହ ,କଷ୍ଟ ସହିବା ପାଇଁ ମଧ୍ୟ ପ୍ରସ୍ତୁତ ଥାଆନ୍ତି । କିନ୍ତୁ ବ୍ରାଜିଲରେ ଏମିତି ଏକ ଦମ୍ପତି ଅଛନ୍ତି ଯିଏ ଅଜବ ରୋଗରେ ଶିକାର ହୋଇ ହିିଁ ସୃଷ୍ଟି କରିଛନ୍ତି ରେକର୍ଡ । ବିଶ୍ୱର ସବୁଠାରୁ ଛୋଟ ଦମ୍ପତିର…
Read More...

ବାପାଙ୍କୁ ଖୋଜୁଛି ଝିଅ : ଇନ୍ଦୋର-ପାଟନା ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ପରେ ବାପାଙ୍କ ପତ୍ତା ମିଳୁନି

କନକ ବ୍ୟୁରୋ : ବାପାଙ୍କୁ ଖୋଜୁଛି କନିଆଁ । ଆଗାମୀ ଡିସେମ୍ବର ୧ରେ ବାହାଘର । ସେଥିପାଇଁ ବାପା ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆଜମଗଡର ମହୁ ଯାଉଥିଲେ ରୁବି ଗୁପ୍ତା । ହେଲେ ଇନ୍ଦୋର-ପାଟନା ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ପରେ ବାପାଙ୍କ ପତ୍ତା ମିଳୁନି । ଟ୍ରେନ ଦୁର୍ଘଟଣା ଛଡାଇ ନେଇଛି ବାପା…
Read More...

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ : ପୁରୁଷ ପେଟରୁ ବାହାରିଲା ଭ୍ରୁଣ

କନକ ବ୍ୟୁରୋ : ଜଣେ ପୁରୁଷର ପେଟରୁ ବହାରିଲା ଭ୍ରୁଣ । ଅବିଶ୍ୱାସ ଲାଗୁଥିଲେବି ଘଟଣାଟି ସତ୍ୟ । ଭୁବନେଶ୍ୱର ଏମ୍ସର ଡାକ୍ତରମାନଙ୍କ ଏହି ବିରଳ ଅସ୍ତ୍ରୋପଚାରକୁ ସଫଳ ଭାବେ ସଂପୂର୍ଣ୍ଣ କରିଛନ୍ତି । ବିରଳ ଘଟଣାକ୍ରମରେ ଯଦି ମା ପେଟରେ ଯାଆଁଳା ଭ୍ରୁଣ ରହିଯାନ୍ତି, ଯମଜ ସନ୍ତାନ ଜନ୍ମ…
Read More...

ଝିଅର ମୃତ୍ୟୁ ପୂର୍ବରୁ ସେଲଫି ନେଇଥିଲେ ମା : ଫଟୋରେ କଏଦ ହେଲେ ଜଣେ ଦେବଦୂତ

କୁହାଯାଏ ଯେତେବେଳେ ମଣିଷର ମୃତ୍ୟୁ ବେଳ ଆସେ , ଦେବଦୂତ ନେବାକୁ ଆସିଥାନ୍ତି । କିନ୍ତୁ କେହି ଆଜି ପର୍ଯ୍ୟନ୍ତ ଏହି ଦୂତଙ୍କୁ ଦେଖି ନାହାଁନ୍ତି । ଖାଲି ଯାହା ଏହା ଆମେ ପୁରୁଷ ପୁରୁଷ ଧରି ଶୁଣି ଆସିଛେ । ଏହି ଦେବଦୂତ ଆସିବା ନେଇ ଏକ ଆଶ୍ଚର୍ଯ୍ୟକର ଖବର ପତ୍ରିକାରେ ପ୍ରକାଶ ପାଇଛି । ଜଣେ…
Read More...

ସ୍ୱୀକୃତି ମିଳିଲା କ୍ୟାନସର ପୀଡିତା ଶେଷ ଇଚ୍ଛାକୁ : ପୁଣି ଥରେ ବଂଚିବା ପାଇଁ ଝିଅର ଶବକୁ ରଖାହେଲା ସାଇତା

ସାଧାରଣତଃ ମରିବା ପରେ ଶବକୁ ପୋଡି ଦିଆଯାଏ ବା ସମାଧି ଦିଆଯାଏ । ଯେତେ ପ୍ରିୟ ପରିଜନ ଓ ନିଜର ଥାଆନ୍ତୁ ,କେହି କେବେ ମୃତଦେହକୁ ଘରେ ରଖିନଥାନ୍ତି । କିଛି ଦିନର ମୋହ କୋହ ପୁଣି ନିତିଦିନିଆ ଚଳନୀ ପାଲଟି ଯାଏ । କେବେ ଆପଣ ଶୁଣିଛନ୍ତି ବା ଦେଖିଛନ୍ତି କି । ପୁଣିଥରେ ବଂଚିବାର ଆଶା ରଖି…
Read More...

ବକିଙ୍ଗହାମ୍ ପ୍ୟାଲେସରୁ ଆସିଲା ଚିଠି ! କୋହିନୂର ହୀରା ପ୍ରସଙ୍ଗରେ ହସ୍ତକ୍ଷେପ କରିବେନି ଇଂଲଣ୍ଡ ରାଣୀ

କୋହିନୂର ହୀରା ଫେରାଇବା ଲାଗି ଇଂଲଣ୍ଡର ରାଣୀ କୌଣସି ସହଯୋଗ କରିପାରିବେ ନାହିଁ । ଏହି ବ୍ୟାପାରରେ ରାଣୀ ହସ୍ତକ୍ଷେପ କରିପାରିବେ ନାହିଁ । ଏ ନେଇ ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ପାଖକୁ ବକିଙ୍ଗହାମ୍ ପ୍ୟାଲେସରୁ ଆସିଥିବା ଚିଠିରେ ପରାମର୍ଶ ଦିଆଯାଇଛି ।…
Read More...