Browsing Category

ସ୍ପେଶାଲ୍ ରିପୋର୍ଟ

ମାତ୍ର ଅଷ୍ଟମ ଶ୍ରେଣୀ ପାସରେ କରନ୍ତୁ ସରକାରୀ ଚାକିରି ! ମାସିକ ଦରମା ୧୦ ହଜାର ଟଙ୍କା

ସୂଚନା ମୁତାବକ, ଚଣ୍ଡିଗଡର ନଗର ନିଗମ ସଫେଇ କର୍ମଚାରୀ ପଦବୀ ପାଇଁ ଏଭଳି ସୁଯୋଗ ଦିଆଯାଇଛି । ତେବେ ଏନେଇ ସଂସ୍ଥା ପକ୍ଷରୁ ମଧ୍ୟ ଆବେଦନ କରିବାର ସମସ୍ତ ପ୍ରକାର ସୂଚନା ଦିଆଯାଇ ସାରିଛି । ଏହି ପଦବୀ ପାଇଁ ପାଖାପାଖି ୫୩୨ ଜଣ ଆଶାୟୀଙ୍କୁୁ ଚୟନ କରାଯିବ । ଏବଂ ହରିୟାଣାରେ ସେମାନଙ୍କୁ…
Read More...

ଭୟଙ୍କର ତଥା କଦର୍ଯ୍ୟ ନିୟମ ! ସାଉଦି ଆରବରେ ଦୁଷ୍କର୍ମର ଶିକାର ମହିଳାଙ୍କୁ ମିଳେ ଦଣ୍ଡ

ଦୁନିଆରେ ଏମିତି ଅନେକ ଦେଶ ଅଛି ଯେଉଁଠି ଏବେ ବି ମହିଳା ମାନେ ବହୁତ କଦର୍ଯ୍ୟ ତଥା ଦୟନୀୟ ଅବସ୍ଥାରେ ଗତି କରୁଛନ୍ତି । ଏମିତି ଦେଶ ମାନଙ୍କ ମଧ୍ୟରୁ ଏକ ଦେଶ ହେଲା ସାଉଦି ଆରବ । ଏହି ଦେଶରେ ମହିଳାଙ୍କୁ କୌଣସି ସାଧାରଣ ତଥା ଜରୁରୀ ସୁବିଧା ମଧ୍ୟ ମିଳେ ନାହିଁ । ଏହି କଥା ସୋସିଆଲ ମିଡିଆରେ…
Read More...

ଇନଷ୍ଟାଗ୍ରାମରେ ଫଟୋ ଛାଡି ରୋଜଗାର ୫ଲକ୍ଷ ଟଙ୍କା ! ଚର୍ଚ୍ଚାରେ ଏହି ଦମ୍ପତ୍ତି

ଦୁନିଆରେ ଏମିତି ଲୋକ ଅଛନ୍ତି କୈାଣସି ଚାକିରୀ ନକରି ବି ସହଜରେ ଅର୍ଥ ଉପାର୍ଜନ କରିଥାନ୍ତି । ସେମାନଙ୍କ ଦକ୍ଷତା ଓ ଧୀଶକ୍ତି ଦ୍ୱାରା ହିଁ ଏପରି କରିପାରିଥାନ୍ତି । ଏମିତି ଦୁଇ ଦଂପତ୍ତି ଅଛନ୍ତି ,ଯିଏ କୈାଣସି କାମ ନକରି ବି ଲକ୍ଷ ଲକ୍ଷ ଟଙ୍କା କମାଇପାରୁଛନ୍ତି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ…
Read More...

ସଡକରେ ବୈଜ୍ଞାନିକ ! ବିଶ୍ୱ ରେକର୍ଡ ନିଶାରେ ୪୦୪ ଜଣ ଲୋକ ହେଲେ ଆଇନଷ୍ଟାଇନଙ୍କ ବେଶ

କାନାଡା : ନିକଟରେ କାନାଡାର ଟୋରଣ୍ଟୋ ସହରରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । ଶହ ଶହ ଲୋକଙ୍କ ଭିଡ ଲାଗିଥିଲା ସେହି ସହରର ରାସ୍ତାରେ । ସେମାନଙ୍କ ମଧ୍ୟରେ ୪୦୪ ଜଣ ଲୋକ ପ୍ରସିଦ୍ଧ ବୈଜ୍ଞାନିକ ଅଲବର୍ଟ ଆଇନଷ୍ଟାଇନଙ୍କ ବେଶ ହୋଇଥିଲେ । ତାଙ୍କ ଭଳି ପୋଷାକ ପିନ୍ଧିବା ସହ କେଶ ,ଦାଢି…
Read More...

୧୫ ଅପ୍ରେଲ ଯାଏଁ ଜାରି ରହିବ ଜିଓର ପ୍ରାଇମ୍ ସବସ୍କ୍ରିପସନ ! କିିନ୍ତୁ ମିଳିବ ନାହିଁ ସମର ସରପ୍ରାଇଜ ଅଫର

ରିଲାଏନ୍ସ ଜିଓ ସମର ସରପ୍ରାଇଜ ଅଫରକୁ ଫେରେଇ ନେବା ପାଇଁ ଘୋଷଣା କରିଛି । ଏହି ନିଷ୍ପତି ପଛର କାରଣ ଜିଓର ଏହି ଅଫର ଭାରତୀୟ ଦୂରସଞ୍ଚାର ବିନିୟାମକ ପ୍ରାଧୀକରଣ(ଟ୍ରାଇ)ର ନିୟମକୁ ବିରୋଧ କରୁଛି । ଟ୍ରାଇର ଚେୟାରମ୍ୟାନ ଆର ଏସ ଶର୍ମା କହିଛନ୍ତି ଟ୍ରାଇ ଜିଓର ସେବାକୁ ବନ୍ଦ କରିବା ପାଇଁ ଆଦେଶ…
Read More...

ବନ୍ଦ ହେବାକୁ ଯାଉଛି ମୋବାଇଲ ନମ୍ବର ! ଆପଣ ବି ଅସୁବିଧାରେ ପଡିପାରନ୍ତି

ଦେଶରେ ଖୁବ୍ ଶୀଘ୍ର ପ୍ରିପେଡ୍ ମୋବାଇଲ୍ ନମ୍ବରଗୁଡିକର ଯାଂଚ ପ୍ରକ୍ରିୟା ଆରମ୍ଭ ହେବ । ପ୍ରମାଣ ସଠିକ ଥିଲେ ଗ୍ରାହକ ପାଇପାରିବେ ନିଜ ନମ୍ବର । ସିମ୍ କାର୍ଡର ଦୁର୍ବ୍ୟବହାର ରୋକିବା ପାଇଁ ଶୀଘ୍ର କେନ୍ଦ୍ର ସରକାର ଏହାକୁ ନେଇ ଏକ ପଲିସ୍ କରିବାକୁ ଯାଉଛନ୍ତି । ସୁପ୍ରିମ କୋର୍ଟ ବି କେନ୍ଦ୍ର…
Read More...

କର୍ମ ଘେନି ଜନ୍ମ ! ମୃତ୍ୟୁ ପରେ ମଣିଷର କେଉଁ ଗତି ହୁଏ ?

ଜନ୍ମ- ମୃତ୍ୟୁର ରହସ୍ୟ ବିଷୟରେ ଗୀତାରେ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ସବୁବେଳେ ମଣିଷ ମନରେ ଥାଏ ମୃତ୍ୟୁ ପରେ ଆତ୍ମାର କେଉଁ ଗତି ହୁଏ । ମଣିଷ ପୁଣି କେଉଁ ଜନ୍ମ ନିଏ ? ମୃତ୍ୟୁ ସମୟରେ ସତ୍ତ୍ୱଗୁଣର ବୃ୍ତ୍ତି ତାତ୍କାଳିକ ରୂପେ ବଢିଲେ ମନୁଷ୍ୟ ସ୍ୱର୍ଗାଦି ଉଚ୍ଚ ଲୋକକୁ ଯାଏ ।…
Read More...

ପରୀକ୍ଷାରେ ଫେଲ୍ : ଜୀବନରେ କିନ୍ତୁ ପାଇଛନ୍ତି ଅନେକ ସଫଳତା

ବିଲ୍ ଗେଟ୍ସ – ପ୍ରଖ୍ୟାତ କମ୍ପୁଟର କଂପାନୀ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ବିଲ୍ ଗେଟ୍ସ ସାରା ପୃଥିବୀରେ କମ୍ପୁଟରର ପ୍ରଚଳନ କରି ଏକବିଂଶ ଶତାଦ୍ଦୀର ପୃଥିବୀରେ କର୍ମ ସଂସ୍କୃତିର ଧାରା ବଦଳାଇଦେଲେ । ଗତ ଏକ ଦଶନ୍ଧି ଧରି ସେ ପୃଥିବୀରେ ସବୁଠାରୁ ଧନଶାଳୀ ବ୍ୟକ୍ତି…
Read More...

ସ୍ୱାମୀ ନା ସଇତାନ ! ସାଙ୍ଗମାନଙ୍କ ଶଯ୍ୟାସଙ୍ଗିନୀ ହେବାକୁ କରୁଥିଲେ ବାଧ୍ୟ

କନକ ବ୍ୟୁରୋ : ସ୍ୱାମୀ ବିରୋଧରେ ସ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ । ଯାହା ଶୁଣିଲେ ସଭ୍ୟ ସମାଜରେ ଯେ କେହି ବିସ୍ମିତ ହେବେ । ସ୍ତ୍ରୀର ଇଜ୍ଜତ ସହ ଖେଳ ଖେଳୁଥିଲା ସଇତାନ ସ୍ୱାମୀ । ସାଙ୍ଗମାନଙ୍କ ଶଯ୍ୟାସଙ୍ଗିନୀ ହେବାକୁ ବାଧ୍ୟ କରୁଥିଲା । ରାଜି ନହେଲେ ସ୍ୱାମୀ ଦେଉଥିଲା ଅକଥନୀୟ…
Read More...

ଶାରୀରିକ ସମ୍ପର୍କ ପାଇଁ ମନାକଲେ ମହିଳା! ବିବାହର ମାତ୍ର ୫ ଘଣ୍ଟା ପରେ ସ୍ୱାମୀ ଦେଲା ଛାଡପତ୍ର

ବିବାହର ପାଞ୍ଚ ଘଣ୍ଟା ପରେ ସ୍ୱାମୀ ଦେଲା ଛାଡପତ୍ର । କାନପୁରର ଅଶୋକ ନଗର ଅଞ୍ଚଳରେ ରହୁଥିବା ଜଣେ ମହିଳା ଏପରି ଅଭିଯାଗ ଆଣିଛନ୍ତି । ସେ କହିଛନ୍ତିି କି ତାଙ୍କ ସ୍ୱାମୀ ବିବାହର ମାତ୍ର ୫ ଘଣ୍ଟା ପରେ ତାଙ୍କୁ ଛାଡପତ୍ର ଦେବା ପାଇଁ କହିଛନ୍ତି । ଏହାର କାରଣ ମହିଳା ଜଣଙ୍କ ତାଙ୍କ ସହ ଶାରୀରିକ…
Read More...