Browsing Category

ସ୍ପେଶାଲ୍ ରିପୋର୍ଟ

ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀଙ୍କ ବ୍ରିଫକେସରେ କଣ ଥାଏ ?

ଆପଣ ଦେଖିଥିବେ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖେ ପାଖେ କିଛି ଅଙ୍ଗରକ୍ଷୀ ଥାନ୍ତି । ଯେଉଁ ସ୍ଥାନକୁ ପ୍ରଧାନମନ୍ତ୍ରୀ ଯାଆନ୍ତୁ ନା କାହିଁକି ଏହି ଅଙ୍ଗରକ୍ଷୀମାନେ ପାଖେ ପାଖେ ଥାଆନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ‘ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ’ ନାମକ ଏକ ସଂସ୍ଥା…
Read More...

ପ୍ରାଚୀନ କଳାକୁ ମିଳିବ ପରିଚୟ ! ତାଳପତ୍ର ପୋଥିକୁ ଜିଆଇ ପଞ୍ଜୀକରଣ ପାଇଁ ଯୋଜନା

ଓଡିଶା ବାସୀଙ୍କ ପାଇଁ ଖୁସିଖବର । ପ୍ରାଚୀନ କଳାକୁ ମିଳିବ ପରିଚୟ । ତାଳପତ୍ର ପୋଥିର ଭୌଗଳିକ ସଙ୍କେତ ପଞ୍ଜୀକରଣ ବା ଜିଆଇ ପାଇଁ ଆଦେଦନ ପତ୍ର ଦାଖଲ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଓଡିଶା ସରକାର । ଏନେଇ ରିପୋର୍ଟ ପ୍ରକାଶ ପାଇଛି ଟାଇମ୍ସ ଅଫ ଇଣ୍ଡିଆରେ । ଏହି ଭୌଗଳିକ ସଙ୍କେତ ପୁରୁଣା…
Read More...

ରାକ୍ଷୀରେ କଳଙ୍କ ! ସାଙ୍ଗମାନଙ୍କ ସହ ମିଶି ଭାଇ କଲା ଭଉଣୀର ଗଣଦୁଷ୍କର୍ମ

ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟତାଥ ଶାସନ ଭାର ସମ୍ଭାଳିବା ପରେ ମହିଳାଙ୍କ ସୁରକ୍ଷା ପାଇଁ ଆଣ୍ଟି ରୋମିଓ ଦଳ ତିଆରି କରିଛନ୍ତି । ତଥାପି ଏବେ ସେଠାରେ ସୁରକ୍ଷିତ ନୁହଁନ୍ତି ମହିଳା । ସୂଚନା ଅନୁସାରେ ଆଜମଗଡ ଜିଲ୍ଲାରେ ଏକ ନାବାଳିକା ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଆପଣ ଜାଣିକି…
Read More...

କାହିଁକି ମିଶିଲାନି ନିଜ ମୁହଁ ସହ ପୁଅର ମୁହଁ ? ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲେ ସ୍ୱାମୀ !

କର୍ଣ୍ଣାଟକ : ମଣିଷ ବେଳେବେଳେ ଅନ୍ଧବିଶ୍ୱାସ ଆଉ ଅଜ୍ଞାନତାର ଶିକାର ହୋଇ କେତେ ଯେ ମାରାତ୍ମକ କାମ କରିପାରେ । ଏହା ହେଉଛି ତାର ଉଦାହରଣ । ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ହତ୍ୟା କରିଛନ୍ତି ନିଜ ସ୍ତ୍ରୀଙ୍କୁ । ପୁଲିସ ଦ୍ୱାରା ଏନେଇ ହୋଇଛନ୍ତି ଗିରଫ । ଘଟଣାଟି ଘଟିଛି କର୍ଣ୍ଣାଟକର…
Read More...

ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ! ହ୍ୱାର୍ଟସଆପ ଜରିଆରେ ପ୍ରସବ କରାଇଲେ ଡାକ୍ତରୀ ଛାତ୍ର

ଆମେ ହ୍ୱାର୍ଟସଆପରେ ମେସେଜ ଚାର୍ଟ, ଭଏସ କଲ, ଭିଡିଓ କଲ ଆଦି କରିଥାଉ । କିନ୍ତୁ ହ୍ୱାର୍ଟସଆପରେ ପ୍ରସବ କରାଇବା କଥା କେବେ ଶୁଣିଛନ୍ତି କି ? ବୋଧହୁଏ ନାଁ । ଏମିତି ଏକ ଘଟଣା ଘଟିଛି ଅହମଦାବାଦ-ପୁରୀ ଏକ୍ସପ୍ରେସରେ । ଏଠାରେ ଚଳନ୍ତା ଟ୍ରେନରେ ଜଣେ ଡାକ୍ତରୀ ଛାତ୍ର ‘ଥ୍ରୀ ଇଡିୟଟସ୍’ ସିନେମା…
Read More...

ସୀତା ଥିଲେ ରାବଣର ଝିଅ ! ସ୍ୱୟଂବରରେ ସୀତାଙ୍କୁ ମନ୍ଦୋଦରୀ ପରି ଦେଖି ରାବଣ ହୋଇଥିଲେ ଚକିତ

ରାବଣ ମନ୍ଦୋଦରୀଙ୍କ ହୋଇଥିଲା ବିବାହ । ମିଳନ ପୂର୍ବରୁ ରାବଣ ଚାଲିଯାଇଥିଲେ ପାତଳପୁରୀ ଯୁଦ୍ଧରେ । ସେଠାରୁ ୩ଦିନ ପରେ ଖବର ଆସିଲା ରାବଣ ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି । ଏକଥା ଶୁଣି ମନ୍ଦୋଦରୀଙ୍କୁ ଚଡକ ପଡିଲା । ନଣନ୍ଦ ସୁପଣଖା ଏଥିପାଇଁ ଦୋଷ ଦେଲେ ମନ୍ଦୋଦରୀଙ୍କୁ । କହିଲେ , ମୋ ଭାଇର…
Read More...

ଜୀବନକୁ ପୂର୍ଣ୍ଣଉପଭୋଗ କରିବା ପାଇଁ ରାଜା ଯଯାତି ପୁଅଠୁ ନେଇଥିଲେ ଯୌବନ!

ରାଜା ଯଯାତିଙ୍କ ବିବାହ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀଙ୍କ ସହ ହୋଇଥିଲା । ଏକଦା ଦେବଯାନୀଙ୍କ ସହ ରାଜା ବୃଷପର୍ବଙ୍କ କନ୍ୟା ଶର୍ମିଷ୍ଠା ଅନ୍ୟ ଦାସୀମାନଙ୍କ ଗହଣରେ ସ୍ନାନ କରୁଥିଲେ । ସ୍ନାନ ଶେଷ କରି ସେମାନେ ଯେତେବେଳେ ବସ୍ତ୍ର ପରିଧାନ କରୁଥିଲେ, ଭୁଲକ୍ରମେ ଶର୍ମିଷ୍ଠା ଦେବଯାନୀଙ୍କ…
Read More...

ରବିବାର ମିଳିବନି ପେଟ୍ରୋଲ ! ଧମକ ଦେଲା ସଂଘ, ଦାବି ମାନ ନଚେତ …

ତୈଳ କମ୍ପାନୀ ମାନଙ୍କର ଲଗାତାର ଅଣଦେଖାରେ ନାରାଜ ହୋଇ ପେଟ୍ରୋଲ ମାଲିକ ସଂଘ ଧମକ ଦେଇଛି ସବୁ ରବିବାର ପେଟ୍ରୋଲ ପମ୍ପ ବନ୍ଦ ରହିବ । ମେ ୧୦ ରୁ ଏପରି କରିବେ ବୋଲିି ସେମାନେ ସଂଘ ଧମକ ଦେଇଛି । ଯଦି ସଂଘ ଏହି ଦାବିରେ ଅଡି ବସନ୍ତି ତେବେ ଗାଡି ଚାଳକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ ।…
Read More...

ଅଜବ ପରମ୍ପରାର ନିଆରା ଅନ୍ଧବିଶ୍ୱାସ ! ନବଜାତ ଶିଶୁକୁ ତଳେ ଶୁଆଇ ଡିଆଁ ଯାଏ

ସ୍ପେନ : ଦୁନିଆରେ ଅନେକ ପରମ୍ପରା ଦେଖିବାକୁ ମିଳେ । ଆଉ ଏହି ପରମ୍ପରା ଆଳରେ ଅନେକ ରୀତିନୀତି ପାଳନ କରାଯାଏ । ଏହା ଆମକୁ ଅନ୍ଧବିଶ୍ୱାସ ଭଳି ଲାଗେ । କେତେବେଳେ ଏହା ମନୋରଂଜନ ପରି ମନେ ହୁଏତ କେତେବେଳେ ଏହା ଆଶ୍ଚର୍ଯ୍ୟ ବି କରେ ସମସ୍ତଙ୍କୁ । ଏହିଭଳି ଏକ ପରମ୍ପରା ସ୍ପେନରେ ପାଳନ କରାଯାଏ ।…
Read More...

ସତରେ ଅଛନ୍ତି କି ଶିବ ! ଗୁଗୁଲ୍ ମ୍ୟାପ୍ ଦେଖାଇଲା କୈଳାଶପତିଙ୍କ ପ୍ରତିଛବି

ଭଗବାନ୍ ଭୋଳାନାଥଙ୍କ ବାସସ୍ଥାନ ହେଉଛି କୈଳାଶ ପର୍ବତ । ତେଣୁ ଶିବଙ୍କ ଅନ୍ୟନାମ କୈଳାଶପତି । କିନ୍ତୁ ଏକଥା ଆମେ କେବଳ ଶୁଣିଛେ । ହେଲେ କଣ ଆପଣ ଜାଣନ୍ତି କି କିଛି ମାସ ତଳେ ଏହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା । ଅର୍ଥାତ୍ କୈଳାଶ ପର୍ବତରେ ଦେଖିବାକୁ ମିଳିଛି ଭଗବାନ ଶିବଙ୍କ ପ୍ରତିମା…
Read More...