Browsing Category

ସ୍ପେଶାଲ୍ ରିପୋର୍ଟ

ଜିଓ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା ! ୧୫ ଅପ୍ରେଲ ପରେ ବନ୍ଦ ହୋଇପାରେ ଆପଣଙ୍କ ନମ୍ବରର ସେବା

୧. ଟ୍ରାଇର ଆଦେଶ ପରେ ଜିଓ ନିଜର “ସମର ସରପ୍ରାଇଜ” ଅଫରକୁ ଫେରେଇ ନେଇଛି । ଏହାସହ ଏବେ ଜିଓ ଗ୍ରାହକଙ୍କୁ ଆଉ ଏକ ଉପହାର ତଥା ନୂଆ ଅଫର ‘ଧନ ଧନା ଧନ’ର ଘୋଷଣା କରିଛି । ୨. ଜିଓର ‘ଧନ ଧନା ଧନ’ଅଫରର ଲାଭ ସେହି ଗ୍ରାହକମାନେ ଉଠାଇ ପାରିବେ ଯେଉଁମାନେ ପ୍ରାଇମ ମେମ୍ବରସିପ କରିନାହାନ୍ତି । ଜିଓର…
Read More...

ବାସ୍ତବିକ୍ ନା’ କାଳ୍ପନିକ ! ଜାଣନ୍ତୁ କମ୍ପ୍ୟୁଟର୍ ୱାଲପେପର ଭାବରେ ବ୍ୟବହୃତ ଏହି ଫଟୋ ପଛର ସତ୍ୟତା

କିଏ ନ ଚିହ୍ନିଛି ଏହି ଫଟୋକୁ । ଯେଉଁମାନେ କମ୍ପ୍ୟୁଟର ବ୍ୟବହାର କରନ୍ତି ସେମାନଙ୍କ ମନ ଏବଂ ମୁଣ୍ଡରେ ଏହି ଫଟୋ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଅଫିସ୍ ହେଉ ବା ଘର । ଯେତେବେଳେ ଆପଣ ଆପଣଙ୍କ ଦିନର ଆରମ୍ଭ କରନ୍ତି ସେତେବେଳେ ପ୍ରଥମେ ଏହି ଫଟୋକୁ ହିଁ ଦେଖୁଥିବେ । ଯଦି ଆପଣଙ୍କ…
Read More...

ବନ୍ଦ ହୋଇପାରେ ବ୍ୟାଙ୍କ ଆକାଉଣ୍ଟ ! ୩୦ ଅପ୍ରେଲ ମଧ୍ୟରେ ଆଧାର ସହ କରନ୍ତୁ ସଂଯୋଗ

ଆଧାର ସହ ସଂଯୋଗ କରନ୍ତୁ ବ୍ୟାଙ୍କ ଆକାଉଣ୍ଟ । ନହେଲେ ବନ୍ଦ ହୋଇପାରେ ନେଣଦେଣ । ଜୁଲାଇ ୨୦୧୪ ଠାରୁ ଅଗଷ୍ଟ ୨୦୧୫ ମଧ୍ୟରେ ଖୋଲା ଯାଇଥିବା ଖାତାଗୁଡିକ ୩୦ ଅପ୍ରେଲ ମଧ୍ୟରେ ଆଧାର କାର୍ଡ ସହ ସଂଯୋଗ କରିବା ବାଧ୍ୟତାମୂଳକ ଅଟେ ବୋଲି ସବୁ ବ୍ୟାଙ୍କକୁ ସୂଚନା ଦେଇଛି ଆୟକର ବିଭାଗ । ଏହାସହ କୁହା…
Read More...

ଏଚଆଇଭିରୁ ରକ୍ଷା ପାଇବା ପାଇଁ ଗୋଟିଏ ମିସଡକଲ୍ ! ରୋଗୀଙ୍କ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନୂଆ ଉପାୟ

ଉତ୍ତରପ୍ରଦେଶ ବାଗପତରେ ଯକ୍ଷ୍ମା ଓ ଏଡସ୍ ପୀଡିତଙ୍କ ନିୟମିତ ଉପଚାର ପାଇଁ ସ୍ୱାସ୍ଥ୍ୟ ବିଭାଗ ମିସିଡକଲର ସୁବିଧା ଆରମ୍ଭ କରିଛନ୍ତି । ରୋଗୀଙ୍କୁ ଔଷଧ ଖାଇବା ପରେ ଦିଆଯାଇଥିବା ନମ୍ବରରେ ମିସଡକଲ କରିବାକୁ ପଡିବ । ଯଦି ମିସଡକଲ୍ ନଆସିଲା ଜଣାପଡିବ ରେଗୀ ଔଷଧ ଖାଇ ନାହାନ୍ତି । ଏହାପରେ…
Read More...

ନବବିବାହିତାଙ୍କ ନାରକୀୟ କାଣ୍ଡ ! ଅସୁନ୍ଦର ବୋଲି ସ୍ୱାମୀଙ୍କୁ ପଥରରେ ଛେଚି ହତ୍ୟା

ସ୍ୱାମୀ ସ୍ତ୍ରୀର ସମ୍ପର୍କ ସ୍ନେହ, ପ୍ରେମ ଓ ବିଶ୍ୱାସରେ ଗଢା ହୋଇଥାଏ । ବିବାହ ପରେ ଦୁହେଁ ଦୁହିଁଙ୍କ ଯତ୍ନ ନେବା ସହ ଉଭୟେ ଉଭୟଙ୍କ ଉପରେ ନିର୍ଭଳଶୀଳ ହୋଇଯାଆନ୍ତି । କିନ୍ତୁ ଏପରି ଏକ ପବିତ୍ର ସଂପର୍କକୁ ରୂପକୁ ନେଇ ତଉଲିଲେ ଏହାର ଭବିଷ୍ୟତ କ’ଣ ହେବ ଆପଣ ଅନୁମାନ କରିପାରୁଥିବେ । ସୁନ୍ଦର…
Read More...

ସର୍ପଙ୍କ ମଧ୍ୟରେ ବିଷ୍ଣୁଙ୍କ ଶୟନ ! ଜାଣନ୍ତୁ ଏହାର ପ୍ରକୃତ କାରଣ

ହିନ୍ଦୁ ଧର୍ମ ଅନୁସାରେ,ଭଗବାନ ବିଷ୍ଣୁଙ୍କ ସାପଙ୍କ ଉପରେ ଶୟନକୁ ଅନନ୍ତ ଶୟନ ବୋଲି କୁହାଯାଇଥାଏ । ତେବେ ଏହି ବିଶାଳକାୟ ସର୍ପ ହେଉଛନ୍ତି ଶେଷନାଗ । ଏବଂ ଭଗବାନ ବିଷ୍ଣୁ ତାଙ୍କ ଉପରେ ବିଶ୍ରାମ ନିଅନ୍ତି । ଗରୁଡକୁ ସାଧାରଣତଃ ଭଗବାନ ବିଷ୍ଣୁଙ୍କ ବାହନ ବୋଲି କୁହାଯାଏ, କିନ୍ତୁ ଶେଷନାଗ ମଧ୍ୟ…
Read More...

କାହିଁକି ସୀତା ମାତାକୁ ଅପହରଣ କରି ନିଜ ମହଲରେ ରଖି ନଥିଲା ରାବଣ ? ଜାଣନ୍ତୁ ଏହା ପଛର ରହସ୍ୟ

ରାମାୟଣରେ ମାତା ସୀତାଙ୍କୁ ଯେତେବେଳେ ରାବଣ ଅପହରଣ କରି ନିଜ ସାଥୀରେ ଆଣି ଆସିଥିଲା ସେତେବେଳେ ସେ ତାଙ୍କୁ ନିଜ ବିଳାଷମୟ ରାଜ ପ୍ରାସାଦରେ ନ ରଖି ବରଂ ବନ ତଥା ଅଶୋକ ବାଟିକାରେ ବନ୍ଦୀ ବନାଇ ରଖିଥିଲା । ତେବେ ରାବଣ ଏପରି କାହିଁକି କରିଥିଲା ? ଏହା ପଛର ପ୍ରକୃତ କାରଣ କଣ ଥିଲା ? କେବେ…
Read More...

ଯାହାକୁ ରଖିବେ ଅନନ୍ତ ! ଟ୍ରେନରୁ ପଡି ଅଳ୍ପକେ ବର୍ତ୍ତିଲେ ଶିଶୁ

ଟ୍ରେନରେ ଚଢିବା ସମୟରେ ଗଳିପଡିଲେ ଶିଶୁ । ୨ ବର୍ଷିୟ ଶିଶୁ ଏଡେନ ତା’ର ପରିବାର ଲୋକଙ୍କ ସହ ଟ୍ରେନ ଓ ଟ୍ରେନରେ ଯିବା ସମୟରେ ଧାରଣା ମଧ୍ୟରେ ଥିବା ଫାଙ୍କରେ ଗଳିପଡିଥିଲେ । ଉକ୍ତ ଦୃଶ୍ୟର ଭିଡିଓ ଏବେ ଭାଇରାଲ ହୋଇଛି । ଏମିତି ଏକ ଖବର ପ୍ରକାଶ ପାଇଛି ଏନଡିଟିଭିରେ । ସୂଚନା ଅନୁସାରେ ଏଡେନ…
Read More...

ସପିଂ ମଲରେ ସାପ ! ରେଫ୍ରିଜିରେଟରରୁ ଉଦ୍ଧାର ହେଲା ୧୨ ଫୁଟର ଅଜଗର

ସପିଂ ମଲରେ ସାପ । ରେଫ୍ରିଜିରେଟର ଭିତରୁ ଉଦ୍ଧାର ହେଲା ୧୨ ଫୁଟର ବିଶାଳ ଅଜଗର । ଘଟଣାଟି ଘଟିଛି ସାଉଥ୍ ଅଫ୍ରିକାର ଏକ ସପିଂ ମଲରେ । ଏନଡିଟିଭିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଜଣେ ମହିଳା ରେଫ୍ରିଜିରେଟର ମଧ୍ୟରୁ ଗ୍ରୋସେରୀ ଜିନିଷ ଆଣିବା ବେଳେ ଏହି ଅଜଗର ଶରୀରରେ ହାତ ବାଜିଥିଲା…
Read More...

ଜିଓର ବଡ ଧମାକା ! ଆସିଲା ‘ଧନ ଧନା ଧନ ଅଫର’, ଜାଣନ୍ତୁ କ’ଣ ରହିଛି ପୁରା ଯୋଜନା

ଟ୍ରାଇର ଆଦେଶ ପରେ ରିଲାଏନ୍ସ ଜିଓ ସମର ସରପ୍ରାଇଜ ଅଫର ଫେରେଇ ନେଇଛି । କିନ୍ତୁ ଉକ୍ତ ଅଫର ଫେରେଇ ନେବା ପରେ କମ୍ପାନୀ ଏବେ ୩୦୯ ଟଙ୍କାରେ ତିନ ମାସ ପର୍ଯ୍ୟନ୍ତ ଏକ ନୂଆ ଅଫର ଆରମ୍ଭ କରିଦେଇଛି । ଏହି ନୂଆ ଅଫରର ନାମ ହେଲା ‘ଧନ ଧନା ଧନ ଯୋଜନା’ । ଏହି ଯୋଜନାରେ ତିନି ମାସ ପାଇଁ ଅସୀମିତ…
Read More...