ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀଙ୍କ ବ୍ରିଫକେସରେ କଣ ଥାଏ ?

70

ଆପଣ ଦେଖିଥିବେ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖେ ପାଖେ କିଛି ଅଙ୍ଗରକ୍ଷୀ ଥାନ୍ତି । ଯେଉଁ ସ୍ଥାନକୁ ପ୍ରଧାନମନ୍ତ୍ରୀ ଯାଆନ୍ତୁ ନା କାହିଁକି ଏହି ଅଙ୍ଗରକ୍ଷୀମାନେ ପାଖେ ପାଖେ ଥାଆନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ‘ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ’ ନାମକ ଏକ ସଂସ୍ଥା ତୁଲାଇଥାଏ ।

main-qimg-2fdcbf0647cbcccdb46026b8e0c76173-c (1)କେବଳ ବର୍ତ୍ତମାନ ନୁହେଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାର ଧ୍ୟାନ ମଧ୍ୟ ଏହି ସଂସ୍ଥା ରଖିଥାଏ । ତେବେ ଯଦି ସେ ଚାହିଁବେ ତାହେଲେ ଏହି ସୁରକ୍ଷା ନେବାକୁ ମନା ମଧ୍ୟ କରିପାରିବେ । ତେବେ ଏହି ଅଙ୍ଗରକ୍ଷୀଙ୍କ ହାତରେ ଏକ ଛୋଟ ବ୍ରିଫକେସ୍ ଥାଏ । କିନ୍ତୁ କେବେ ଭାବିଛନ୍ତି ଏହି ବ୍ରିଫକେସରେ ପ୍ରକୃତରେ ଥାଏ କଣ ।

img_201611113725375837d529c4a62 (2)ଅଙ୍ଗରକ୍ଷୀଙ୍କ ହାତରେ ଯେଉଁ ବ୍ରିଫକେସ୍ ଥାଏ ପ୍ରକୃତରେ ଏହା ଏକ ନ୍ୟୁକ୍ଲିୟର୍ ବଟନ ଯାହାକୁ ପ୍ରଧାନମନ୍ତ୍ରୀଠାରୁ ମାତ୍ର କିଛି ଦୂରତାରେ ରଖାଯାଏ । ଏହା ଏକ ‘ପୋର୍ଟେବଲ୍ ଫୋଲ୍ଡଆଉଟ୍ ବେଲିଷ୍ଟିକ୍ ସ୍ଲିଡ୍’ ଯାହା ଏନଆଇଜି ଲେବଲ୍ – ୩ର ସୁରକ୍ଷା ପ୍ରଦାନ କରିଥାଏ । ଏହା ଦେଖିବାକୁ ଖୁବ୍ ପତଳା । ଯଦି ସୁରକ୍ଷାରେ ଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର ବିପଦର ସୂଚନା ମିଳିଥାଏ ତେବେ ସେମାନେ ଏହାକୁ ତଳ ଆଡକୁ ଖୋଲି ଦେଇଥାନ୍ତି । ଯାହା ସାଙ୍ଗେ ସାଙ୍ଗେ ଏକ ପ୍ରକାର ଢାଲ ପରି କାମ କରିଥାଏ ।

ଏସପିଜି ସହ ଏକ କାଉଂଟର ଆଟାକ୍ ଟିମ୍ ବି ଥାଏ ଯାହା ସୁରକ୍ଷାର ଅଲଗା ଅଲଗା ତରିକା ଆପଣେଇଥାନ୍ତି । କୌଣସି ପ୍ରକାର ଆକ୍ରମଣରୁ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଏମାନଙ୍କୁ କଠିନ ଟ୍ରେନିଙ୍ଗ୍ ଦିଆଯାଇଥାଏ ।

ଏହା ସହ ଦେଖନ୍ତୁ ଫାଶୀ ଦଣ୍ଡାଦେଶ ପରେ କାହିଁକି କଲମ ଭାଙ୍ଗନ୍ତି ବିଚାରପତି ! ଜାଣନ୍ତୁ ଏହାର କାରଣ