Browsing Category

ସ୍ପେଶାଲ୍ ରିପୋର୍ଟ

ମୋଦିଙ୍କୁ ସିଧାସଳଖ କିପରି କହିବେ ମନର କଥା ? ଜାଣନ୍ତୁ କିଛି ସହଜ ଉପାୟ

ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବାକୁ ମୋଦି ପ୍ରଥମ ଥର ପାଇଁ ମନ କି ବାତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ପ୍ରାୟ ସମସ୍ତ ଲୋକଙ୍କ ସହ ଯୋଗସୁତ୍ର ସ୍ଥାପନ କରି ପାରୁଛନ୍ତି ମୋଦି । ଏଭଳି ଏକ ନିଆରା ପ୍ରୟାସ ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ କରିଛି ।…
Read More...

ଦିନେ ଥିଲେ ଶିକ୍ଷକ, ଆଜି କିନ୍ତୁ ଭିକ୍ଷୁକ ! କ୍ଲାସରେ ଗଣିତ କଷୁଥିଲେ ଶିକ୍ଷୟତ୍ରୀ ଆଜି ଜୀବନ ଗଣିତର ଦୋଛକିରେ

ଅନ୍ଧାରରୁ ଆଲୋକକୁ ଆଣିବାରେ ତାଙ୍କର ଥାଏ ମୁଖ୍ୟ ଭୂମିକା । ଦେଶରେ ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ ତଥା ଦେଶ ନିର୍ମାଣରେ ତାଙ୍କର ଥାଏ ପ୍ରଚ୍ଛନ୍ନ ହାତ । ସେ ହେଉଛନ୍ତି ‘ଗୁରୁ’ । ସେ ହିଁ ବ୍ରହ୍ଣା, ବିଷ୍ଣୁ ଓ ମହେଶ୍ୱର । ଛାତ୍ରଟିଏ ଦେଖିଦେଲେ ଭକ୍ତିପୂତ ଭାବେ ତାଙ୍କ ପାଦତଳେ ମଥାନତ କରିଥାଏ ।…
Read More...

ଓଡିଆ… ଓଡିଆ… ଓଡିଆ… ନବୀନଙ୍କ ମନର କଥା ଜିତିଲା ହୃଦୟ । ଘୋଷଣା ଆଉ ଶପଥ ସହ ନବୀନ ଦେଖାଇଲେ…

ରାଜ୍ୟସ୍ତରୀୟ ଶିଶୁଦିବସ କାର୍ଯ୍ୟକ୍ରମ । ସମସ୍ତଙ୍କର ନଜର ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ । କଣ କହିବେ, କେଉଁ ଭାଷାରେ କହିବେ, କଣ ଘୋଷଣା କରିବେ, ପିଲାଙ୍କ ସହ କିଭଳି କରିବେ ବାର୍ତ୍ତାଳାପ । ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିଲା । ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ…
Read More...

ରସଗୋଲା ଲଢ଼େଇରେ ବାଜି ମାରିଲା ପଶ୍ଚିମବଙ୍ଗ ! ରସଗୋଲା ପାଇଁ ହାସଲ କଲା ଜିଆଇ ଟାଗ୍

କନକ ବ୍ୟୁରୋ : ରସଗୋଲା ଯୁଦ୍ଧରେ ବାଜି ମାରିଲା ପଶ୍ଚିମବଙ୍ଗ । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଅନେକ ଦିନ ଧରି ଚାଲିଥିବା ରସଗୋଲା ଯୁଦ୍ଧରେ ଜିତିଲା ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍ । ଓଡିଶା ପଶ୍ଚିମବଙ୍ଗ ମଧ୍ୟରେ ରସଗୋଲାକୁ ନେଇ ଏକ ପ୍ରକାର ଯୁଦ୍ଧ ଚାଲିଥିଲା । କିନ୍ତୁ…
Read More...

ମିଶନ ମୁନ ଅଭିମୁଖେ ଭାରତର ପ୍ରଥମ ଘରୋଇ ରୋବର୍ଟ ! ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ‘ଏ ଲିଟିଲ ହୋପ’

ମିଶନ ମୁନ ଅଭିମୁଖେ ଭାରତର ପ୍ରଥମ ଘରୋଇ ରୋବର୍ଟ । ଚନ୍ଦ୍ରପୃଷ୍ଠକୁ ଯିବା ଓ ସେଠାରେ ଗବେଷଣାକରିବା ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ମହତ୍ତ୍ୱପୂର୍ଣ୍ଣ ବିଷୟ ଅଟେ । ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଚନ୍ଦ୍ର ପୃଷ୍ଠକୁ ଯାଇ ଗବେଷଣା କରିନାହାନ୍ତି । ଭାରତର ପଠାଇଥିବା ଚନ୍ଦ୍ରାୟନ ଅଭିଯାନ…
Read More...

ବିନା କାର୍ଡରେ ବି ଏଟିଏମରୁ ଉଠାଇ ପାରିବେ ଟଙ୍କା ! କିପରି ଜାଣନ୍ତୁ

ସାଧାରଣତଃ ବ୍ୟାଙ୍କ ଖାତାରେ ଦରମା ଆସିଛି କି ନାହିଁ ଜାଣିବା ପାଇଁ ହେଉ କିମ୍ବା ଏଟିଏମ ମେସିନରୁ କିଛି ଟଙ୍କା ଉଠାଇବାକୁ ହେଉ . . ଏହି ଦୁଇଟି କାମ ପାଇଁ ଆପଣଙ୍କୁ ଏଣିକି ଏଟିଏମ କାର୍ଡର ଆବଶ୍ୟକତା ପଡିନପାରେ । କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏଟିଏମ ମେସିନରୁ ଆପଣ ବିନା ଏଟିଏମ…
Read More...

ଫିଟିଲା ଜିଓ ମାଲିକଙ୍କ ଗୁମର ! ଜାଣନ୍ତୁ ଘରର ଆବର୍ଜନାକୁ କଣ କରନ୍ତି ଅମ୍ବାନୀ ପରିବାର

ସାଧାରଣତଃ ସୋସିଆଲ ମିଡିଆରେ ଯେଉଁ ଖବର ଗୁଡିକ ଲୋକଙ୍କୁ ଅଧିକ ଆଶ୍ଚର୍ଯ୍ୟ ଚକିତ କରିଦେଇଥାଏ ସେହି ଖବର ହିଁ ଭାଇରାଲ ହୋଇଥାଏ । ଏଭଳି ଏକ ଖବର ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଛି ଆଉ ସେ ହେଲା ଦେଶର କୋଟିପତି ଶିଳ୍ପ ଉଦ୍ୟେଗୀ ତଥା ଜିଓ ମାଲିକ ମୁକେଶ ଅମ୍ବାନୀଙ୍କ ସଂପର୍କରେ…
Read More...

ଦୁଃସାହସିକ ନାବାଳକ କିଶୋର! ସମୁଦ୍ର ପଥରେ ମିଆଁମାରରୁ ବାଂଲାଦେଶ ଯାତ୍ରା ! ପ୍ଲାଷ୍ଟିକ ଡ୍ରମ ଦେଲା ନୂଆ ଜୀବନ

ତେର ବର୍ଷିୟ ନାବାଳକର ସାହସିକ ପ୍ରଦର୍ଶନ । ପହଁରା ନଜାଣି ସମୁଦ୍ରର ଅତଳ ଜଳରାଶିରେ ହାରି ନଯାଇ ନିଜ ଜୀବନ ବଂଚାଇ ପାରିଛନ୍ତି । ରୋହିଙ୍ଗ୍ୟା ମୁସଲିମ କିଶୋର ନବୀ । ବୟସ ୧୩ । ତାଙ୍କୁ ପହଁରା ଜଣାନଥିଲା । ମିଆଁମାର ର ନିଜଗାଁ ଛାଡିବା ଆଗରୁ ସେ କେବେ ବି ସମୁଦ୍ର ଦେଖିନଥିଲେ । ସେ କିନ୍ତୁ…
Read More...

ମଝି ଆକାଶରେ ନିଆଁ ! ବିମାନ ମଧ୍ୟରେ ହୁତୁହୁତୁ ହୋଇ ଜଳି ଉଠିଲା ଲ୍ୟାପଟପ

ଦିନକୁ ଦିନ ଦେଶର ସ୍ଥିତି ସଙ୍ଗୀନ ସ୍ଥିତିରେ ପହଂଚିଲାଣି । କେଉଁଠି ଭୂମିକମ୍ପରେ ଶହ ଶହ ଲୋକଙ୍କର ପ୍ରାଣ ଗଲାଣି ତ ପୁଣି କେଉଁଠି ଆତଙ୍କବାଦୀ ହମଲା । ସେହିପରି କେଉଁଠି ଡଙ୍ଗା ବୁଡି ହେଲାଣି ତ ପୁଣି କେଉଁଠି ଚଳନ୍ତା ବିମାନରେ ଲାଗିଲାଣି ନିଆଁ । ତେବେ ଏହି ପ୍ରସଙ୍ଗ ଆଲୋଚନା କରିବାର ମୁଖ୍ୟ…
Read More...

ଆଜି ଶିଶୁ ଦିବସ

ଆଜି ସାରାଦେଶ ପାଳୁଛି ଶିଶୁ ଦିବସ । ଦେଶର କୋଣଅନୁକୋଣରେ , ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ଏହି ମହାନ ଦିବସ । ଦେଶର ପ୍ରତ୍ୟେକ ବିଦ୍ୟାଳୟରେ ଏହି ମହାନ…
Read More...