Browsing Category

ସ୍ପେଶାଲ୍ ରିପୋର୍ଟ

ବାପାଙ୍କ ମୃତ୍ୟୁରେ ବ୍ୟାଣ୍ଡ ବାଜା ବଜାଇ ନାଚିଲେ ଝିଅ ! ଜାଣନ୍ତୁ କାହିଁକି ?

ନୋଏଡାର ରାଜରାସ୍ତାରେ ବ୍ୟାଣ୍ଡ ବାଜାର ତାଳେ ତାଳେ ଝୁମୁଥିଲେ ଚାରି ଯୁବତୀ । ନାଚି ନାଚି ପାଦ ଅଧିର ହୋଇ ଯାଉଥିଲା । ସାଙ୍ଗରେ ଥିଲା ସୁସଜ୍ଜିତ ଗାଡିର ବିରାଟ ପଟୁଆର । ଯୁବତୀଙ୍କ ନାଚ ଦେଖିବା ପାଇଁ ରାସ୍ତାରେ ମଧ୍ୟ ଭିଡ ଲାଗି ରହିଥିଲା । ଲାଗୁଥିଲା ଯେମିତି କୌଣସି ବାହାଘର ଶୋଭାଯାତ୍ରା…
Read More...

ଆଖି ସାମ୍ନାରେ ତାସଘର ଭଳି ଭୁଷୁଡିପଡିଲା ତିନିମହଲା କୋଠା ! ଭିଡିଓ ଭାଇରାଲ

ଚାହୁଁ ଚାହୁଁ ଆଖି ଆଗରେ ତାସ ପତା ଭଳି ଭୁଷିଡି ପଡିଲା ତିନି ମହଲା କୋଠା । କୌଣସି ଭୂମିକମ୍ପର ପ୍ରଭାବରେ ନୁହେଁ ବରଂ ତିନି ମହଲା କୋଠାଟି ଆପଣା ଛାଏଁ ଭୁଷୁଡିପଡିଲା । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଆନ୍ଧ୍ରପଦେଶର ଗୁଣ୍ଟୁର ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି…
Read More...

ପାନ, ସିମ ପରେ ଏବେ ଆଉ ଏକ ସେବା ହେଲା ସାମିଲ ! ତୁରନ୍ତ ଆଧାର ସହ ଲିଙ୍କ କରିବାକୁ ନିର୍ଦ୍ଦେଶ, ନଚେତ ମିଳିବ ନାହିଁ…

ବିଭିନ୍ନ ଜନହିତକର ଯୋଜନା ଏବଂ ସେବାଗୁଡିକ ପାଇଁ ଏବେ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ତେବେ ସେ ରାସନ କାର୍ଡ ହେଉ କିମ୍ବା ଆପଣ ବ୍ୟବହାର କରୁଥିବା ମୋବାଇଲ ସିମ । ଏବେ ସବୁକିଛି ଆଧାର ବିନା ଅଚଳ ହୋଇଯିବ । ମୋଟ ଉପରେ କହିଲେ ଆଧାର ବିନା ଏବେ ସବୁ ଅଚଳ । ତେବେ ଏଥିରେ ସାମିଲ ହୋଇଛି…
Read More...

ମାଙ୍କଡ଼ର ଅଜବ ସଉକ ! ମୋଟରସାଇକେଲରୁ ଚୋରାଇ ପିଉଛି ପେଟ୍ରୋଲ

ପେଟ୍ରୋଲ ଦର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ପେଟ୍ରାଲ ସ ଡିଜେଲ ମୂଲୃ କ୍ରମାଗତ ବୃଦ୍ଧି ହେଉଥିବା ଯୋଗୁଁ ଲୋକଙ୍କ ମବନରେ ତୀବ୍ର ଅସନ୍ତୋଷ ଦେଖାଦେଉଛି । ଏପରି ଅସନ୍ତୋଷ ମଧ୍ୟରେ ଯଦି ଆଣଙ୍କ ପେଟ୍ରୋଲ କିଏ ଚୋରୀ କରି ନେଇଯାଏ, ତେବେ ଆପଣଙ୍କୁ କିପରି ଲାଗିବ । ତେବେ ବତ୍ତର୍ମାନ…
Read More...

ଗ୍ରାହକଙ୍କ ପାଇଁ ଖୁସି ଖବର ! ୧୫୦୦ ଟଙ୍କାରୁ କମ୍ ମୂଲ୍ୟରେ ମିଳୁଛି ଚାରୋଟିି ୪ଜି ସ୍ମାର୍ଟଫୋନ୍

ରିଲାଏନ୍ସ ଜିଓର ଜିଓ ଫୋନ୍ ଆସିବା ପରେ ମୋବାଇଲ ଓ ଟେଲିକମ୍ କମ୍ପାନୀ ବଜାରରେ ଶସ୍ତା ସ୍ମାଟଫୋନ୍ ଲଂଚ ହେବାର ଏକ ଟ୍ରେଣ୍ଡ ଚାଲିଛି । ଜିଓ ଫିଚର ଫୋନକୁ ଟକ୍କର ଦେବା ପାଇଁ ଏୟାରଟେଲ, ବିଏସଏନଏଲ୍ ଓ ଭୋଡ଼ାଫୋନ୍ ଆଣିଛନ୍ତି ଶସ୍ତା ସ୍ମାର୍ଟଫୋନ୍ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା…
Read More...

ଏସବିଆଇ କମାଇଲା ସୁଧ ଦର । ଜାଣନ୍ତୁ ଆପଣଙ୍କର କିସ୍ତି ଉପରେ କେତେ ପଡିଲା ଏହାର ପ୍ରଭାବ

ଭାରତୀୟ ଷ୍ଟେଟ ବ୍ୟାଙ୍କ ୧୦ ମାସରେ ପ୍ରଥମ ଥର ପାଇଁ ସଂପୂର୍ଣ୍ଣ ମ୍ୟାଚ୍ୟୁରିଟିରେ ୫ଟି ବେସିସ ପଏଂଟ୍ସ (ବିପିଏସ) ପର୍ଯ୍ୟନ୍ତ ଲୋନ ଦରରେ ହ୍ରାସତା ଆଣିଛି । ଏଥିପାଇଁ ନୂଆ ବର୍ଷର ଏମସିଏଲଆର ଏବେ ୭.୯୫ ପ୍ରତିଶତକୁ ହୋଇଛି ।  ଯାହାକି ପୂର୍ବରୁ ୮ ପ୍ରତିଶତ ରହିଥିଲା । ତେବେ ନଭେମ୍ବର ପହିଲାରୁ…
Read More...

ଏୟାରସେଲର ଧମାକାଦାର କ୍ୟାସବ୍ୟାକ୍ ଅଫର । ଅସୀମ କଲ ସହ ଦେଉଛି ୫ଜିବି ଡାଟା

ଏୟାରସେଲ ନୂଆ କ୍ୟାସବ୍ୟାକ ଅଫର ଘୋଷଣା କରିଛି । ଯାହାକି କଂପାନୀର ଅସୀମ ପ୍ଲାନ ଆମାଜନ ପେ’ ବାଲାନ୍ସ ଜରିଆରେ କିଣିବା ଉପରେ ଗ୍ରାହକଙ୍କୁ କ୍ୟାସବ୍ୟାକ ଆଧାରରେ ମିଳିବ । ଏହି ଅଫର ସେହି ସମସ୍ତ ସର୍ବଶ୍ରେଷ୍ଠ ପ୍ଲାନଗୁଡିକ ପାଇଁ ବୈଧତା ଅଟେ ଯାହାକୁ ଆମାଜନ ସାଇଟରୁ ପେ’ ବାଲାନ୍ସ ଜରିଆରେ…
Read More...

ଦୁର୍ବଳ ଇଂଟରନେଟ ସିଗନାଲକୁ ନେଇ ଚିନ୍ତିତ କି ? ତେବେ ଆପଣାନ୍ତୁ ମାତ୍ର ୫ଟି ତରିକା ଆଉ ବଢାନ୍ତୁ ଇଂଟରନେଟର ବେଗ

ଘର ହେଉ କିମ୍ବା ଅଫିସରେ ଅଧିକାଂଶ ସ୍ଥାନରେ ୱାଇଫାଇ ଜରିଆରେ ଅନେକ କାମ କରାଯାଇଥାଏ । ହେଲେ ଏଭଳିି ପରିସ୍ଥିତି କଣ ହୁଏନା ସିଗନାଲ ବହୁତ କମ ଆସିଥାଏ କିମ୍ବା ମଝିରେ ମଝିରେ ସିଗନାଲ ବ୍ରେକ୍ ହେଉଥିବା ଭଳି ସମସ୍ୟା ଦେଖାଦେଇଥାଏ । ଯାହାର ପ୍ରଭାବ ସିଧା ଆପଣଙ୍କ କାମ ଉପରେ ପଡିଥାଏ । ତେଣୁ…
Read More...

ବଜାରକୁ ଆସିଲା ୮୯୯ ଟଙ୍କିଆ ମୋବାଇଲ । ଡୁଆଲ ଡିଜିଟାଲ କ୍ୟାମେରା ସହିତ ଫୋନରେ ରହିଛି ଅନେକ ଆକର୍ଷଣୀୟ ଫିଚର

ଦମଦାର ମୋବାଇଲ ଫୋନ ତିଆରି କରୁଥିବା କଂପାନୀ ତଥା ଏମ-ଟେକ ଶୁକ୍ରବାରକୁ ଏକ ନୂଆ ଫିଚର ଫୋନ ଲଂଚ କରିଛି । ଯାହାର ନାଁ ରହିଛି ଏମ-ଟେକ୍ ଜି ୨୪ ଆଉ ଏହି ଫୋନର ମୂଲ୍ୟ ରହିଛି ମାତ୍ର ୮୯୯ ଟଙ୍କା । ତେବେ ଏହି ଫୋନଟି ବ୍ୟାକ୍, ରେଡ, ବ୍ଲୁ, ଗ୍ରେ ଏବଂ ବ୍ରାଉନ କଲରରେ ବଜାରରେ ଉପଲବ୍ଧ ହେବ । ଖାଲି…
Read More...

ଜିଓର ୩୯୯ଟଙ୍କା ରିଚାର୍ଜରେ ମିଳିବ ୭୫ ପ୍ରତିଶତ ରିହାତି

ରିଲାଏନ୍ସ ଜିଓ ନିଜର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଅଫରର ଘୋଷଣା କରିଛି । ଜିଓ ୩୯୯ଟଙ୍କାର ରିଚାର୍ଜ ଉପରେ ଏକ ସତନ୍ତ୍ର ଅଫର ଆରମ୍ଭ କରିଛି । ଏହି ଅଫର ଜରିଆରେ ୩୯୯ଟଙ୍କାର ରିଚାର୍ଜ କଲେ ୭୫ ପ୍ରତିଶତ ରିହାତି ମିଳିବ । ଏହି ରିଚାର୍ଜରେ ଜିଓ ବ୍ୟବହାରକାରୀ ୩୦୦ଟଙ୍କା ପର୍ଯ୍ୟନ୍ତ…
Read More...