Browsing Category

ସ୍ପେଶାଲ୍ ରିପୋର୍ଟ

ଓଲା ଏବେ ଭଡ଼ାରେ ଯୋଗାଇବ ସାଇକେଲ ! ଜାଣନ୍ତୁ ଏହି ସେବାର ସ୍ୱତନ୍ତ୍ରତା

ଦେଶର ପୁରୁଣା ପରିବହନ ସେବା ଯୋଗାଣକାରୀ ସଂସ୍ଥା ଓଲା ଏବେ ଭଡ଼ାରେ ଦେବ ସାଇକେଲ । ଓଲା ସାଇକେଲ ଚଳାନ୍ତୁ ଆଉ ସ୍ୱସ୍ଥ୍ୟ ଭଲ ରଖନ୍ତୁ । କ୍ୟାବ ଓ ଅଟୋ ପରେ ସାଇକେଲ ଭଡ଼ାରେ ଯୋଗାଇବ ଓଲା । ତେବେ ଓଲା କମ୍ପାନୀ ତରଫରୁ ଏପରି ପଦକ୍ଷେପ ଯୋଗୁଁ ପରିବେଶ ଉପରେ ମଧ୍ୟ କୌଣସି କୁପ୍ରଭାବ ପଡ଼ିବ ନାହିଁ ।…
Read More...

ମାତ୍ର ୩୦ ଟଙ୍କାରେ ଆଂଟି ଭାଇରସ୍ କିଣି ବର୍ଷକ ପାଇଁ ହୋଇଯାଆନ୍ତୁ ଚିନ୍ତା ମୁକ୍ତ

ସ୍ମାର୍ଟଫୋନକୁ ନେଇ ଲୋକଙ୍କଠାରେ ଉକ୍ରଣ୍ଠା ଦିନକୁ ଦିନ ବୃଦ୍ଧିପାଇପାରେ ଲାଗିଛି । ଏହା ସଙ୍ଗେ ସଙ୍ଗେ ବି ଫୋନର ସୁରକ୍ଷାକୁ ନେଇ ବିପଦମାନ ସୃଷ୍ଟି ହେବାରେ ଲାଗିଛି । ଆଉ ଏଭଳି ପରିସ୍ଥିତିରେ ଏୟାରସେଲ ନିଜର ଗ୍ରାହକଙ୍କ ପାଇଁ ଏକ ଉତ୍ତମ ମୋବାଇଲ ସେବା ଏବଂ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶାରେ…
Read More...

ସଂଘର୍ଷରୁ ସଫଳତା ! ତାରାଙ୍କ ଗହଣରେ ପହଂଚିଲେ ବସ୍ତିର ପୁଅ । ମୁମ୍ବାଇର ପ୍ରଥମ ଇସ୍ରୋ ବୈଜ୍ଞାନିକ ।

ଚନ୍ଦ୍ରକୁ ଯିବା ପାଇଁ ସ୍ୱପ୍ନ ଦେଖ । ଯଦି ଯାଇନପାରିବ ତେବେ ତାରାମାନଙ୍କ ଗହଣରେ ଓହ୍ଲାଇବ । କିନ୍ତୁ ଉଭୟରେ ସଫଳତା ପାଇଥିଲେ ପାର୍ଥମେଶ ହିରଭେ । ମୁମ୍ବାଇରୁ ଇଂଜିନିୟରିଂ ପାସ କରିଥିବା ୨୫ ବର୍ଷିୟ ହିରଭେ ପାୱାଇ ନିକଟସ୍ଥ ଫିଲଟରପଡା ବସ୍ତିରେ ରହନ୍ତି । କିନ୍ତୁ ଏହି ଛୋଟିଆ ଘରର ଚାରି…
Read More...

ପୁଣି ଥରେ ହୋଇପାରେ ବିମୁଦ୍ରାକରଣ । ବ୍ୟାଙ୍କରେ ସଂଚିଥିବା ଧନ ହୋଇଯିବ ଗାଏବ

ନିଜର କାର୍ଯ୍ୟକାଳ ମଧ୍ୟରେ ମୋଦି ସରକାର ଦେଶର ଆର୍ଥିକ ଜଗତରେ ଅନେକ ବଡ ବଡ ନିଷ୍ପତି ନେଇଛନ୍ତି । ଆଉ ନିଷ୍ପତି ମଧ୍ୟରେ ରହିଛି ବିମୁଦ୍ରାକରଣ ଭଳି ମହାନ ପଦକ୍ଷେପ । ଏଥିସହିତ ଏହି ଯୁଗାନ୍ତକାରୀ ନିଷ୍ପତି ଆଧାରରେ ଦେଶର ୮୬ ପ୍ରତିଶତ ମୁଦ୍ରାକୁ ବନ୍ଦ କରାଯିବା ଏବଂ ତା ସ୍ଥାନରେ ନୂଆ ନୋଟ୍…
Read More...

ଆପଣଙ୍କ ନିକଟରେ କୌଣସି ଚିରାଫଟା କିମ୍ବା ନଷ୍ଟ ହୋଇଯାଇଥିବା ନୋଟ୍ ରହିଛି କି ? ତେବେ ଜାଣନ୍ତୁ କେଉଁଠି ଏବଂ କେଉଁ ନିୟମ…

ବ୍ୟାଙ୍କରୁ ଉଠାଇଥିବା ଟଙ୍କା କିମ୍ବା ଘରେ ରହି ରହି ନଷ୍ଟ ହୋଇଯାଇଥିବା କାଗଜ ନୋଟ୍, ଯାହାକୁ କି ଆପଣଙ୍କଠାରୁ କେହି ବି ଗ୍ରହଣ କରୁନାହାଁନ୍ତି ତେବେ ଏଥିପାଇଁ ବିଚଳିତ ହେବା ଅନୁଚିତ । କାରଣ ଆଜି ଆମେ ଆପଣଙ୍କୁ ଯେଉଁ ସୂଚନା ଦେବାକୁ ଯାଉଛୁ ତାକୁ ଜାଣିବା ପରେ ବୋଧହୁଏ ଆପଣଙ୍କୁ ଆଶ୍ୱସ୍ତି…
Read More...

ମୋବାଇଲ ନମ୍ବରକୁ ଆଧାର ଲିଙ୍କ କରିବା ହେଲା ଆହୁରି ସହଜ ! ଗୋଟିଏ କଲରେ ମୋବାଇଲ ନମ୍ବର ସହ ହେବ ଆଧାର ଲିଙ୍କ

ମୋବାଇଲ ନମ୍ବରରେ ଆଧାର ଲିଙ୍କ କରିବା ନେଇ ୬ ଫେବୃଆରି ୨୦୧୮ ରହିଛି ଡେଡଲାଇନ । ଏହି ସମୟସୀମା ମଧ୍ୟରେ ମୋବାଇଲ ନମ୍ବରକୁ ଆଧାର କାର୍ଡ ସହ ଲିଙ୍କ କରିବା ଜରୁରୀ । ଏଥିପାଇଁ ଉଭୟ ଗ୍ରାହକ ଓ ଟେଲିକମ କମ୍ପାନି ଚିନ୍ତାରେ । ଏପରିକି ଟେଲିକମ କମ୍ପାନୀ ଗୁଡିକ ୧ ଡିସେମ୍ବରରୁ ୱାନ ଟାଇମ ପାସୱାର୍ଡ…
Read More...

ଓଡିଆ ଯୁବକଙ୍କ ନୂଆ ଉଦ୍ଭାବନ । ଷ୍ଟ୍ରିଟ୍ ରୋମିଓଙ୍କୁ ସାବାଡ଼ କରିବାକୁ ତିଆରି କଲେ ରିଷ୍ଟ-ୱାଚ୍

କନକ ବ୍ୟୁରୋ: ଯୁବତୀମାନଙ୍କ ପ୍ରତି ଅସଦାଚରଣ କରୁଥିବା ଲୋକଙ୍କୁ ଏବେ ସାବଧାନ ହେବାକୁ ପଡ଼ିବ । ଷ୍ଟ୍ରିଟ୍ ରୋମିଓମାନଙ୍କୁ ସାବାଡ଼ କରିବା ପାଇଁ ଜଣେ ଓଡ଼ିଆ ଯୁବକ ବାହାର କରିଛନ୍ତି ସି-ୱାଚ୍ ଡିଭାଇସ୍ । ଜଣେ ଉଦ୍ଭାବକରୁ ଉଦ୍ୟୋଗୀ ପାଲଟିିଥିବା ଯୁବକଙ୍କ ଏହି ଡିଭାଇସ୍ ଖୁବ୍ ଶୀଘ୍ର ବଜାରକୁ ଆସିବ…
Read More...

ମାର୍ଚ୍ଚରୁ ମିଳିବ ଫ୍ରିଡମ ୨୫୧ । ଗ୍ରାହକଙ୍କ ହାତକୁ ଆସିବ ବିଶ୍ୱର ସବୁଠାରୁ ଶସ୍ତା ସ୍ମାର୍ଟଫୋନ

ଗତ ବର୍ଷ ବିଶ୍ୱର ସବୁଠାରୁ ଶସ୍ତା ସ୍ମାର୍ଟଫୋନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହା ଫ୍ରିଡମ-୨୫୧ ନାଁରେ ବେଶ୍ ଚର୍ଚ୍ଚିତ ହୋଇଥିଲା । ଆଉ ଏହି ଫୋନଟିକୁ କିଣିବା ଆଶାରେ ବିଭିନ୍ନ ସାଇବର କୈଫରେ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ହେଲେ ଲୋକଙ୍କର ଏହି ଶସ୍ତା ସ୍ମାର୍ଟଫୋନର ଆଶା ଆଶାରେ…
Read More...

ମୋହାଲି ଦିନିକିଆ ମ୍ୟାଚ ପରେ ଅବସର ନେବେ ଧୋନି ! ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ଆରମ୍ଭ

ଅବସର ନେବେ ଧୋନି । ମୋହାଲିରେ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ ପରେ ଅବସର ନେବେ ଧୋନି । ଶୁଣିକି ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଆଉ ମାତ୍ର ଦିନ ୯ଟା ପରେ ଆଉ ପଡିଆରେ ଧୋନିଙ୍କୁ ଦେଖିବାକୁ ମିଳିବନି । ଅଥାର୍ତ ଡିସେମ୍ବର ୧୩ ତାରିଖରେ ଧୋନି ନେବେ ଅବସର । ଏପରକି…
Read More...

ବିଜେଡିକୁ ଆସିବେ କି ଦିଲ୍ଲୀପ ରାୟ? ବ୍ରାହ୍ମଣୀ ସେତୁ ମାଧ୍ୟମ, ଟାର୍ଗେଟ କିନ୍ତୁ ବିଜୁ ପରିବାର । କେନ୍ଦ୍ର ଅବହେଳା…

କନକ ବ୍ୟୁରୋ :  ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ, ରାଉରକେଲାର ଏହି ପ୍ରସଙ୍ଗ ଏବେ ରାଜ୍ୟ ରାଜନୀତିର ସେଂଟର ଷ୍ଟେଜରେ । ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦ୍ୱିତୀୟ ସେତୁ ବାବଦରେ ଆଲୋଚନା…
Read More...