Browsing Category

ସ୍ପେଶାଲ୍ ରିପୋର୍ଟ

ବିବାଦିତ ଅଯୋଧ୍ୟା ଭୂଇଁରେ ଧାର୍ମିକ ଏକତାର ପ୍ରତୀକ ! ରାମ ଲଲାଙ୍କ ବସ୍ତ୍ର ତିଆରି କରନ୍ତି ମୁସଲମାନ !

ବିବାଦୀୟ ବାବ୍ରି ମସଜିଦ୍ ଢାଂଚା ଭାଙ୍ଗିବା ଆଜିର ଦିନରେ ଅର୍ଥାତ୍ ୬ଡିସେମ୍ବରରେ ହୋଇଥିଲା । ୨୫ବର୍ଷର ଏହି ପୂରୁଣା ବିବାଦ ସମ୍ବନ୍ଧରେ ସମସ୍ତେ ଅବଗତ, ମାତ୍ର ରାମ ଲଲାଙ୍କ ସହ ଜଡିତ କିଛି ତଥ୍ୟ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଏଭଳି ଘଟଣା ଅଟେ ଯାହାକି ଧାର୍ମିକ ଏକତାର…
Read More...

ବେକାର ଯୁବକ ଯୁବତୀଙ୍କୁ ଆୟ କରିବାର ସୁଯୋଗ ଦେଉଛନ୍ତି ସରକାର ! ୧୧ ଡିସେମ୍ବର ପର୍ଯ୍ୟନ୍ତ କରନ୍ତୁ ଆବେଦନ

ଭାରତରେ ବେକାରି ସମସ୍ୟା ହୁତୁ ହୁତୁ ହୋଇ ବଢ଼ୁ ଚାଲିଛି । ଆମ ଦେଶରେ ଏବେ ଏହା ଏକ ପ୍ରମୁଖ ସମସ୍ୟା । ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ମିଳୁନି ଚାକିରି । ତେବେ କେବଳ ଚାକରି କରି ଯେ ଆୟ କରିହେବ ସେପରି ନୁହେଁ, ଭଲ ରୋଜଗାର ପାଇଁ ଅନେକ ରେଜାଗାର ପନ୍ଥା ରହିଛି । ଭାରତରେ ବତ୍ତର୍ମାନ…
Read More...

ହର୍ଣ୍ଣ ନ ବଜାଇ ୧୮ ବର୍ଷ ହେଲା ଚଳାଉଛନ୍ତି ଗାଡି ! ‘ମାନୁଷ ସମ୍ମାନ’ରେ ସମ୍ମାନିତ ହେବେ ଏହି ଡ୍ରାଇଭର

ରାସ୍ତାରେ ଗାଡି ମଟରର ଭିଡ ଜମିଥିବ । ଆଉ ଏହି ପରିବେଶଟି ପୁରା ଶଦ୍ଦହୀନ ଥିବ । କେବେ ଏହା ଭାବିପାରୁଛନ୍ତି ? ନା କେବେ ନୁହେଁ ବାଇକ୍ ଠାରୁ ଆରମ୍ଭ କରି ବଡ ଗାଡିର ଚାଳକ ରାସ୍ତା ବା ଟ୍ରାଫିକ୍ ଆଦିରେ ହର୍ଣ୍ଣ ବଜାଇଥାନ୍ତି । ଅନେକ ବାରମ୍ବାର ଅଯଥାରେ ମଧ୍ୟ ହର୍ଣ୍ଣ ବ୍ୟବହାର କରି ପରିବେଶକୁ…
Read More...

ତାଲିକାଭୁକ୍ତ ପରେ ବି ମିଳିନି ଆଧାର ! ଜାଣନ୍ତୁ କିପରି ଚେକ୍ କରିବେ ଷ୍ଟାଟସ୍

ଆଧାର ସମସ୍ତ କ୍ଷେତ୍ରରେ ଜରୁରୀ ହେବା ଫଳରେ ବର୍ତ୍ତମାନ ଆଧାର ଆବେଦନ ସଂଖ୍ୟା ଦୃତମାତ୍ରାରେ ବଢିବାରେ ଲାଗିଛି । ଯଦି ଆପଣ ଆଧାର ଏନରୋଲମେଂଟ କରିଛନ୍ତି ମାତ୍ର ଅନେକ ଦିନ ବିତିବା ପରେ ମଧ୍ୟ ଆପଣଙ୍କୁ ଆଧାର କାର୍ଡ ମିଳିନାହିଁ, ତେବେ ଆପଣ ଅନଲାଇନ ଜରିଆରେ ଆପଣ ଆଧାର ଷ୍ଟାଟସ ଜାଣିପାରିବେ ।…
Read More...

ସାରା ବିଶ୍ୱ ଚାଖିବ ଓଡ଼ିଆ ଖାଦ୍ୟର ସ୍ୱାଦ ! ଆମେରିକୀୟ ସିନେ ନିର୍ଦ୍ଦେଶକ ତିଆରି କରିବେ ସିନେମା

ସାରା ବିଶ୍ୱରେ ଓଡ଼ିଶା ବାସୀଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ଓଡ଼ିଆ ଲୋକଙ୍କ ଜୀବନଶୈଳୀ, ଓଡ଼ିଶାର ପର୍ଯ୍ୟଟନସ୍ଥଳୀ, ଲୋକଙ୍କ ଚାଲିଚଳନ ଏପରିକି ଖାଦ୍ୟପେୟର ଚାରିଆଡ଼େ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମ ରାଜ୍ୟର ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ ସ୍ଥଳୀ ଆଦି ପାଇଁ ବିଦେଶୀ ମାନେ ଟାଣି ହୋଇ…
Read More...

ଦିନେ ଚାକିରୀ ଖୋଜୁଥିଲେ ଆଜି ଅନେକଙ୍କୁ ଦେଉଛନ୍ତି ଚାକିରୀ । ଝାଡଖଣ୍ଡର ସଫଳ ଉଦ୍ୟୋଗୀଙ୍କ ପଛରେ ଲୁଚି ରହିଥିବା ନିଚ୍ଛକ…

ଚାକିରୀ ପାଇବା ପାଇଁ ଅନେକ ଚେଷ୍ଟାକଲେ, ନମିଳିବାରୁ ବ୍ୟବସାୟ ଆରମ୍ଭ କଲେ । ଆଉ ବନିଗଲେ ସଫଳ ମହିଳା ଉଦ୍ୟୋଗୀ । ଏହା କେଉଁ ଚଳଚ୍ଚିତ୍ର ବା ନାଟକର କାହାଣୀ ନୁହେଁ । ଝାଡଖଣ୍ଡର ଜଣେ ସଫଳ ଉଦ୍ୟୋଗୀଙ୍କର ସଂଘର୍ଷପୂର୍ଣ୍ଣ କାହାଣୀ । ଯୁବକଯୁବତୀମାନେ ପାଠ ପଢି ସାରିବା ପରେ ଚାକିରି ଖୋଜିଥାଆନ୍ତି…
Read More...

ଏଲପିଜି ସବସିଡ୍ ଛଡାଇ ନେବେ ମୋଦି । କୌଣସି ବି ମୁହୂର୍ତ୍ତରେ କରିପାରନ୍ତି ଘୋଷଣା

ଯଦି ଆପଣଙ୍କ ନିକଟରେ କୌଣସି ଦାମୀ କାର ରହିଛି ଆଉ ଆପଣ ଏଲପିଜି ସବସିଡର ଲାଭ ମଧ୍ୟ ଉଠାଉଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କାରଣ ମୋଦି ସରକାର ଏକ ଏଭଳି ପ୍ରସ୍ତାବ ଉପରେ ଆଲୋଚନା ଚଳାଇଛନ୍ତି ଯେଉଁଥିରେ ଦେଶରେ ଯେତେ ଜଣଙ୍କ ନିକଟରେ ବି କାର ରହିଛି, ସେମାନଙ୍କୁ ଗ୍ୟାସ…
Read More...

ଚୋର ପସିଲେ ବାଜିବ ଘଂଟି । ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ଘରକୁ ଜଗିବ ଝରକାରେ ଲାଗିଥିବା ସ୍ମାର୍ଟ ଆଲାର୍ମ

ଚୋରଙ୍କ ଭୟରେ ଯଦି ଆପଣ ଘର ଛାଡି ବାହାରକୁ କେଉଁଆଡେ ଯାଇପାରୁ ନାହାଁନ୍ତି ତେବେ ଏହା ଆପଣଙ୍କ ପାଇଁ କୌଣସି ବଡ ଖବରରୁ କମ ନୁହେଁ । କାରଣ, ଘରକୁ ଚୋରମାନଙ୍କ କବଳରୁ ନିରାପଦ ରଖିବା ଉଦ୍ଦେଶ୍ୟରେ ବିକଶିତ କରାଯାଇଛି ଏକ ସ୍ମାର୍ଟ ଆଲାର୍ମ । ଯେଉଁଥିରେ ଆପଣଙ୍କୁ ଚୋରିର ପୂର୍ବାଭାସ ମିଳିଯିବ ଆଉ…
Read More...

ରେଳରେ ଯାତ୍ରା କରୁଛନ୍ତି କି ? ତେବେ ଜାଣନ୍ତୁ କେଉଁ ସିଟରେ ବସିଲେ ମିଳିବ ସୁରକ୍ଷାକର୍ମୀଙ୍କ ସହଯୋଗ

ଭାରତୀୟ ରେଳ ମନ୍ତ୍ରାଳୟ ଲୋକମାନଙ୍କର ଯାତ୍ରାକୁ ଆହୁରି ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଯେଉଁଥିରେ ଯାତ୍ରୀମାନେ ନିଜର କୌଣସି ବି ଅସୁବିଧା ସଂପର୍କରେ ସୁରକ୍ଷାକର୍ମୀଙ୍କ ନିକଟରେ ସହଜରେ ପହଂଚାଇପାରିବେ । ଏଥିସହିତ ଭାରତୀୟ ରେଳ ବିଭାଗ ମଧ୍ୟ କିଛି…
Read More...

ଚର୍ଚ୍ଚାରେ ‘କାଶୀ ଲାଭ ମୁକ୍ତି ଭବନ’ ! ପରିବାର ଲୋକଙ୍କ ମୃତ୍ୟୁ ପାଇଁ କରାଯାଏ ପ୍ରାର୍ଥନା

ଆପଣଙ୍କୁ ଶୁଣବାକୁ ଅଜବ ଲାଗିପାରେ କିନ୍ତୁ ଏହା ସତ । ପରିବାର ଓ ପରିଜନମାନେ ବାପା-ମାଆଙ୍କ ମୃତ୍ୟୁ ପାଇଁ ନେଇଆସିଥାନ୍ତି । ସତ ଜାଣିବା ପାଇଁ ଯିବାକୁ ହେବ ବନାରସ ସ୍ଥିତ ଗୌଦାଲିଆ ସ୍ଥିତ ‘କାଶୀ ଲାଭ ମୁକ୍ତି ଭବନ’ ବିହାରରେ ରହୁଥିବା ଶିବଶଙ୍କର ତିୱାରୀ ବାପା ସୂର୍ଯ୍ୟନାଥ ତିୱାରୀଙ୍କୁ…
Read More...