Browsing Category

ସ୍ପେଶାଲ୍ ରିପୋର୍ଟ

ବଣଭୋଜି ପାଇଁ ଯିବା କେନ୍ଦୁଝର । ଗୁଣ୍ଡିଚାଘାଗି ଜଳପ୍ରପାତରେ ଭୋଜି ଓ ସାନଘାଗରା ଓ ବଡଘାଗରାରେ ବୋଟିଂ

ଶୀତ ସାଙ୍ଗକୁ ନୂଆ ପର୍ଯ୍ୟଟନ ସ୍ଥାନ ବୁଲିବାର ନିଆରା ଅନୁଭୁତି । ବୋଟିଂ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଶରେ ସାଙ୍ଗସାଥୀଙ୍କ ସହ ବଣଭୋଜିର ମଜ୍ଜା । ଜୀବନର ଭିଡ ଭିତରୁ କିଛି ସମୟ ବାହାର କରି ଖୁସିହେବର ବିଶେଷ ମୁହୁର୍ତ୍ତକୁ ସମସ୍ତେ ଉପଭୋଗ କରିବା ପାଇଁ ଆଗ୍ରହୀ ଥାଆନ୍ତି । ଆଉ…
Read More...

ସରକାରୀ ସହୟତାରେ ଘରେ ବସି ବସି ମହିଳାମାନେ କରିପାରିବେ ବ୍ୟବସାୟ ! ୩ ଲକ୍ଷ ପର୍ଯ୍ୟନ୍ତ ହେବ ରୋଜଗାର

ବ୍ୟବସାୟକୁ ନେଇ ଧୀରେ ଧୀରେ ଲୋକଙ୍କ ଚିନ୍ତାଧାରା ବଦଳୁଛି । ଏବେ ମହିଳାମାନେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି । ଚିରାଚରିତ ଢ଼ଙ୍ଗରେ କାମ କରିବା ପରିବର୍ତ୍ତେ କିଛି ନୂଆ କରି ଗୁଜୁରାଣ ମେଂଟାଇବା ପାଇଁ ଚେଷ୍ଟା କରୁଛନ୍ତି । ମହିଳାମାନେ ଯେ କେବଳ ବ୍ୟବସାୟ କରୁଛନ୍ତି, ତା’ନୁହେଁ…
Read More...

ଜଙ୍ଗଲର ବନ୍ଧୁ ସାଜିଛନ୍ତି ଦିବ୍ୟାଙ୍ଗ ଗୋସ୍ନର ! ୧୫୦ ଏକର ଘଂଚ ଜଙ୍ଗଲକୁ ସେ ଏକା ଏକା ଦେଉଛନ୍ତି ସୁରକ୍ଷା

କୁହାଯାଏ ମନରେ ଦୃଢ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇଯାଏ । ଆଉ ଅନ୍ୟମାନଙ୍କୁ ଯାହା କଷ୍ଟକର ହୋଇଥାଏ । ତାହା ଜଣେ ଉଦ୍ୟମୀ ଓ ସଂଘର୍ଷରତ ବ୍ୟକ୍ତି ପାଇଁ ଖୁବ୍ ସରଳ ମନେହୁଏ । ଏମିତି ଏକ ଖବର ପ୍ରକାଶିତ ହୋଇଛି ନ୍ୟୁଜ କୋଡରେ । ଜଣେ ଦିବ୍ୟାଙ୍ଗ ହୋଇବି ସେ ଯାହା କରିଛନ୍ତି , ଜାଣିଲେ…
Read More...

ହ୍ୱାଟ୍ସଆପରେ କରନ୍ତୁ ଅଟୋମେଟିକ୍ ରିପ୍ଲାଇ ! ଜାଣନ୍ତୁ କେମିତି କରିବେ ଏହାର ପ୍ରୟୋଗ –

ହ୍ୱାଟ୍ସଆପ୍ ଏକ ଏମିତି ଲୋକପ୍ରିୟ ମେସେଜିଂ ଆପ୍ ଅଟେ , ଯାହା ଜରିଆରେ ଲୋକେ ବ୍ୟସ୍ତ ରହିବି ଅନ୍ୟ ସହ ଭାବର ଆଦାନପ୍ରଦାନ କରିପାରୁଛନ୍ତି । କିନ୍ତୁ ବେଳେବେଳେ ଏମିତି ହୁଏ କି ବ୍ୟସ୍ତତା ଭିତରେ ନିଜର ଅତି ସଂପର୍କୀୟଙ୍କୁ ବି ରିପ୍ଲାଇ ଦେଇହୋଇନଥାଏ । ଫଳରେ ପଛରେ ମନସ୍ତାପ କରିବାକୁ ପଡେ ।…
Read More...

‘ଆଲ୍ଲା’ କହିଲେ କ’ଣ ଆତଙ୍କବାଦୀ ? ଛାତ୍ର କହିଲେ ଆଲ୍ଲା, ଶିକ୍ଷକ ଡକାଇଲେ ପୋଲିସ

ଶିଶୁକୁ ବି ଛାଡିଲେନି ଗୁରୁ । ସଜାଇଦେଲେ ଆତଙ୍କବାଦୀ । କ୍ଲାସରୁମରେ ସବୁ ଛାତ୍ରଙ୍କ ଆଗରେ ଶିକ୍ଷକ ଅପମାନିତ କଲେ ଜଣେ ଛଅ ବର୍ଷର ଛାତ୍ରକୁ । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଆମେରିକାର ଏକ ସ୍କୁଲରେ । ଡାଉନ ସିଂଡ୍ରୋମ ରୋଗରେ ପୀଡିତ ଜଣେ ଛଅ ବର୍ଷର ଛାତ୍ର କ୍ଲାସ ରୁମରେ ବାରମ୍ବାର…
Read More...

ଘରର ବିଦ୍ୟୁତ୍ ବିଲ୍ ବାକି ରଖିଛନ୍ତି କି ? ତୁରନ୍ତ ଭରି ଦିଅନ୍ତୁ , ନିଜ ପିଲାଙ୍କୁ ସ୍କୁଲରେ ଆଡ଼ମିଶନ ମିଳିନପାରେ !

ବିଜୁଳି ବିଲ୍ ଜମା କରୁଥିବା ଉପଭୋକ୍ତାଙ୍କ ବିରୋଧରେ ବିଭାଗ ଏକ କଠୋର ପଦକ୍ଷେପ ଉଠାଇଛନ୍ତି । ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ଉପଭୋକ୍ତାଙ୍କୁ ସରକାରକାରଙ୍କ ତରଫରୁ ମିଳିବାକୁ ଥିବା ଅନେକ ସୁବିଧା ଓ ସେବା ମିଳିବନାହିଁ । ବିଦ୍ୟୁତ୍ କଂପାନୀମାନେ ଏହି ସମ୍ବନ୍ଧରେ ସରକାରଙ୍କୁ ଏକ ପ୍ରସ୍ତାବ…
Read More...

ମୁକେଶ ଅମ୍ବାନୀ ପାଖରେ କୌଣସି ଟଙ୍କା କି କାର୍ଡ ନେଇ ଯା’ନ୍ତି ନାହିଁ ! ଅନ୍ୟ କିଏ ତାଙ୍କର କରନ୍ତି ପେମେଣ୍ଟ, କାହିଁକି…

ମୁ୍ମ୍ବାଇ : ବେଳେବେଳେ ଅନେକଙ୍କ ମନରେ କୌଣସି ସେଲିବ୍ରିଟି ହେଉ ବା ଦେଶର କୌଣସି ଧନୀ ବ୍ୟକ୍ତିଙ୍କ ବିଷୟରେ ଜାଣିବାକୁ ଇଚ୍ଛାହୁଏ । ସେମାନେ କିପରି ଜୀବନ ବିତାନ୍ତି ? କଣ ଖାଆନ୍ତି ? ତାଙ୍କର ଦିନଚର୍ଯ୍ୟା କେମିତି କଟେ ? ଆପଣଙ୍କ ମନରେ ବି ଏମିତି କେବେ କୌଣସି ବିଷୟକୁ ନେଇ ଭାବନା ଜାତ…
Read More...

ଏଠି ନାହିଁ ଶତ୍ରୁର ଭୟ ! ଏମିତି ଦେଶ ଯେଉଁଠି ନାହିଁ ସେନାବାହିନୀ

ପୃଥିବୀର ଏମିତି ଦେଶ ଅଛି ଯେଉଁମାନେ ବଜେଟର ଅନେକ ଭାଗ ସୁରକ୍ଷା ବାବଦରେ ଖର୍ଚ୍ଚ କରିଥାନ୍ତି । ଶତ୍ରୁ ରାଷ୍ଟ୍ରଙ୍କ କବଳରୁ ନିଜକୁ ରକ୍ଷାକରିବା ପାଇଁ ସେନାବାହିନୀ ସହ ଗୁଳିଗୋଳା ସଜ୍ଜିତ କରିରଖନ୍ତି । କାରଣ ପ୍ରତିପକ୍ଷକୁ ଯେଭଳି ସଫଳତାର ସହ ମୁକାବିଲା କରିପାରିବେ । ତେବେ ପୃଥିବୀରେ ଏମିତି…
Read More...

ଗ୍ୟାସ ଏଜେନ୍ସି ଖୋଲିବାକୁ ଚାହୁଁଛନ୍ତି କି ? ତେବେ ଜାଣନ୍ତୁ କିପରି କରିବେ ଆବେଦନ ଓ କଣ ରହିଛି ନିୟମ

ଦେଶର ସରକାରୀ ଅଏଲ ମାର୍କେଟିଂ କଂପାନୀ ତଥା ଆଇଓସି, ଏଚପିସିଏଲ, ବିପିସିଏଲ ଭଳି କଂପାନୀ ଆଗାମୀ ଦୁଇ ବର୍ଷ ମଧ୍ୟରେ ୫୦୦୦ ନୂଆ ଗ୍ୟାସ ଡିଷ୍ଟ୍ରିବ୍ୟୁଟର ନିୟୁକ୍ତି ନେଇ ଯୋଜନା ଚଳାଇଛନ୍ତି । ନିକଟରେ ସରକାର ମଧ୍ୟ ୨୦୦୦ ନୂଆ ଲାଇସେନ୍ସ ଜାରି କରିଛନ୍ତି । ଏହାଛଡା ପାଖାପାଖି ୬୦୦…
Read More...

ଝିଅ ସହ ବସି ମିଡ ଡେ ମିଲ ଖାଇଲେ କଲେକ୍ଟର ବାପା । ପ୍ରଶଂସାରେ ଶତମୁଖ ସୋସିଆଲ ମିଡିଆ

ଛତିଶଗଡର ଜଣେ ଆଇଏଏସ ଅଧିକାରୀଙ୍କ ଫଟୋ ଭାଇରାଲ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋରେ କିନ୍ତୁ ସେଭଳି କିଛି ନ୍ୟୁଜ ନାହିଁ । କିନ୍ତୁ ଏହି ଫଟୋ ପଛରେ ରହିଛି ଏକ ଶାନଦାର କାହାଣୀ । ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ଜିଲ୍ଲାପାଳ ନିଜ ଝିିଅ ସହ ଲଂଚ କରୁଥିବା ଭାଇରାଲ ଫଟୋରେ…
Read More...