Browsing Category

ସ୍ପେଶାଲ୍ ରିପୋର୍ଟ

ମତେ ମୃତ୍ୟୁ ଦିଅ ! ପ୍ରଧାନମନ୍ତ୍ରୀଙ୍କୁ କୃଷକଙ୍କ କୋହଭରା ଚିଠି ।

ଚାଷୀ ମୃତ୍ୟୁ ସରକାରଙ୍କ ନିଦ ହଜାଇ ଦେଇଛି । ଋଣ ସମସ୍ୟା ଓ ଫସଲ ହାନିକୁ ନେଇ ଚାଷୀଙ୍କ ପାଇଁ ବଦନାମ ହେଉଛନ୍ତି ସରକାର । ଆଉ କେତେବଳେ ଅଚଳ ହେଉଛି ଗୃହ । କମ୍ପୁଛି ଦେଶର ରାଜରାସ୍ତା । ଚାଷୀଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ । କିନ୍ତୁ…
Read More...

ଭାରତୀୟ ରେଳକୁ ସୁରକ୍ଷା ଦେବ କିଏ ? ଗତବର୍ଷ ଟ୍ରେନରୁ ଚୋରି କରିଛନ୍ତି ୧୧ଲକ୍ଷ ଲୋକ ।

ଭାରତୀୟ ଟ୍ରେନ ଗୁଡିକ ଚୋର ଓ ଲୁଟେରାମାନଙ୍କ ପାଇଁ ନିରାପଦ ଗୁମ୍ଫା ପାଲଟିଛି । ଆଉ ଏହାର ଫାଇଦା ଉଠାଉଛନ୍ତି ଚୋର ଓ ଲୁଟେରା । ଚୋରି କରିନେଉଛନ୍ତି ଅତି ଦରକାରୀ ସାମଗ୍ରୀ । କପର ତାର ଠାରୁ ଆରମ୍ଭ କରି , ବେସିନ, ବ୍ଲାଙ୍କେଟ ପର୍ଯ୍ୟନ୍ତ ସବୁ । ରେଳ ସୁରକ୍ଷା ବଳ ପାଇଁ ସବୁଠାର ବ୍ୟସ୍ତ ବର୍ଷ…
Read More...

ରାତି ସାରା ଚାର୍ଜିଂ କଲେ ଖରାପ ହୋଇଯିବ କି ଫୋନ୍ ? ଜାଣନ୍ତୁ ଏହାର ଉତ୍ତର

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ଆଉ ଏହା ସବୁଠୁ ବଡ ସମସ୍ୟା ହୁଏ ଫୋନର ଚାର୍ଜ ଶୀଘ୍ର ସରିଯିବା । ସମସ୍ତେ ରାତିରେ ଶୋଇଲା ବେଳେ ଫୋନକୁ ଚାର୍ଜରେ ବସାଇଦେଇଥାନ୍ତି । ଆଉ ଚାର୍ଜ କେତେବେଳେ ଫୁଲ୍ ହୋଇଯାଏ ଆମେ ଜାଣିପାରୁନଥାଉ । ଫୁଲ୍ ଚାର୍ଜ ପରେ ଅଧିକା ଚାର୍ଜ ହେଲେ ଖରାପ କି ?…
Read More...

ଆଜି ‘ଆର୍ମଡ୍ ଫୋର୍ସେସ ଫ୍ଲାଗ୍ ଡେ’ ! ଜାଣନ୍ତୁ ୭ ଡିସେମ୍ବରରେ କାହିଁକି ପାଳନ କରାଯାଏ ଏହି ଦିବସ

ଦେଶର ସୁରକ୍ଷା ନିମନ୍ତେ ନିଜ ଜୀବନକୁ ବାଜି ଲଗାଇବାକୁ ପଛାନ୍ତି ନାହିଁ ଏହି ଭାରତୀୟ ଯବାନ । ଦେଶର ସୁରକ୍ଷା ପାଇଁ ଏମାନଙ୍କ ଯୋଗଦାନ ଅତୁଳନୀୟ ଅଟେ । ଆଜି ୭ଡିସେମ୍ବର ଏବଂ ପ୍ରତି ବର୍ଷଭଳି ଚଳିତ ବର୍ଷ ମଧ୍ୟ ଯବାନ ମାନଙ୍କ ବଳିଦାନକୁ ସମ୍ମାନ ଏବଂ ସ୍ମୃତିକୁ ମନେ ପକାଇବାପାଇଁ ‘ଆର୍ମ୍ଡ…
Read More...

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର ! ବିନା ଔଷଧରେ ଭଲ ହେବ ରୋଗ

କନକ ବ୍ୟୁରୋ : ଡାଏବିଟିସ ବା ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର । ବ୍ରିଟେନର ଦଳେ ଗବେଷକ ଗବେଷଣା କରି ବିନା ଔଷଧରେ ମଧୁମେହ ରୋଗର ନିରାକରଣ ବାହାର କରିଛନ୍ତି । ୧୦ରୁ ୧୫ କିଲୋଗ୍ରାମ ଓଜନ କମାଇଲେ ଡାଇବେଟିସକୁ ଆପଣ ମଧ୍ୟ ମାତ ଦେଇପାରିବେ । କ୍ରମାନ୍ୱୟରେ ଓଜନ କମାଇଲେ ଡାଇବେଟିସରୁ ରୋଗୀ…
Read More...

ଟାଙ୍ଗିଆରେ ହାଣିଲେ ନିଆଁ ଲଗାଇଦେଲେ । ରାଜସ୍ଥାନରେ ‘ଲଭ ଜିହାଦ’ ପ୍ରତିଶୋଧର ଭିଡିଓ ଭାଇରାଲ

ବର୍ବରତା, ଘୃଣ୍ୟ, ଜଘନ୍ୟ ଯାହା କହିଲେ ବି କମ ହେବ । ପ୍ରେମ ପାଇଁ ଜଣେ ଶ୍ରମିକକୁ ଅତି ନିର୍ମମ ଓ ଅମାନୁଷିକ ଭାବେ ହତ୍ୟାକରିଛି ଜଣେ ବ୍ୟକ୍ତି । ତଥାପି ଏତିକିରେ ଶାନ୍ତ ହୋଇନଥିଲା ହତ୍ୟାକାରୀ । ମୃତ ଶରୀରେ ନିଆଁ ଲଗାଇ ସମସ୍ତପ୍ରମାଣ ନଷ୍ଟ କରିବା ପାଇଁ କରିଥିଲା ଆପ୍ରାଣ ଉଦ୍ୟମ । ଏଭଳି…
Read More...

ଗୁଜରାଟରେ ବିଶ୍ୱର ବୟସ୍କା ଭୋଟର ଅଜିବେନ୍ ଚନ୍ଦ୍ରବଦିୟା ! ଚଳିତ ବିଧାନସଭା ନିର୍ବାଚନ ନେଇ ଅଛନ୍ତି ଉତ୍ସାହିତ

ଆସନ୍ତା ୯ ତାରିଖରେ ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୪ ତାରିଖରେ ହେବାକୁ ଯାଉଛି । ଗୁଜରାଟ ବିଧାନସଭା ନିବାର୍ଚନ ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଛନ୍ତି । ଗୁଜରାଟ ବିଧାନସଭା…
Read More...

ଭାରତୀୟ ଡାକ ବିଭାଗରେ ନିଯୁକ୍ତି ଘୋଷଣା : ଷ୍ଟାଫ୍ କାର୍ ଡ୍ରାଇଭର ପୋଷ୍ଟରେ ଯୋଗ୍ୟତା ମାଟ୍ରିକ୍ ପାସ୍ , ଆପଣ ଚାହିଁଲେ…

ଭାରତୀୟ ଡାକ ବିଭାଗରେ ନିଯୁକ୍ତି ଘୋଷଣା ହୋଇଛି । ପଦ ହେଉଛି ଷ୍ଟାଫ୍ କାର୍ ଡ୍ରାଇଭର । ଏଥିପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଆପଣ ଯଦି ଡାକ ବିଭାଗରେ ଚାକିରୀ ଚାହୁଁଛନ୍ତି , ଶୀଘ୍ର ଆବେଦନ ପତ୍ର ଦାଖଲ କରନ୍ତୁ । ଏହି ପଦ ପାଇଁ ଯୋଗ୍ୟତା ରହିଛି ୧୦ ମ ପାସ୍ । ପଦ ସଂଖ୍ୟା -୧୬ଟି ପଦର…
Read More...

ସୁରତରେ ଓଡିଆ ନେତାଙ୍କ କ୍ୟମ୍ପେନ । ଓଡିଆ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ

କନକ ବ୍ୟୁରୋ : ଗୁଜରାଟରେ ଓଡିଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଆ ନେତାଙ୍କ ଉଦ୍ୟମ । ପ୍ରଚାରରେ ସାମିଲ ହେଲେ ଓଡିଶାର ଅନେକ ହେଭିୱେଟ । ଗୁଜରାଟ ନିର୍ବାଚନ ରଣାଙ୍ଗନରେ ଓଡିଆ ନେତାଙ୍କ ଜୋରଦାର ପ୍ରଚାର । ଗୁଜାରାଟ ବିଧାନସଭା ନିବାର୍ଚନ ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେପି ଓ…
Read More...

ହାତକୁ ଦିହାତ ହେଲେ ଯୋଗୀ ଆଦିତ୍ୟନାଥ ! ବାଜା ରୋଶଣୀରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିବାହ କଲେ ମହିଳା

ବିବାହ ବନ୍ଧନରେ ବାନ୍ଧିହେଲେ ଯୋଗୀ ଆଦିତ୍ୟନାଥ । ହେଲେ ସତସତିକା ବିବାହ କରିନାହାନ୍ତି । ଯୋଗୀଙ୍କ ଫଟୋକୁ ବିବାହ କରିଛନ୍ତି ଜଣେ ମହିଳା । ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ଗୋରଖପୁର ମନ୍ଦିରର ମହନ୍ତ ମଧ୍ୟ ଅଛନ୍ତି । ଏବଂ ଏବେ ପର୍ଯ୍ୟନ୍ତ ସେ ଅବିବାହିତ ଅଛନ୍ତି ।…
Read More...