Browsing Category

ରାଜନୀତି

‘ପାଣ୍ଡିଆନ୍ ମୋର ଉତ୍ତରାଧିକାରୀ ନୁହଁନ୍ତି, ମୋର ଉତ୍ତରାଧିକାରୀ କିଏ ହେବ ତାହା ନିଷ୍ପତ୍ତି ରାଜ୍ୟବାସୀ କରିବେ’: ନବୀନ…

କନକ ବ୍ୟୁରୋ: ଭିକେ ପାଣ୍ଡିଆନ୍ ମୋର ଉତ୍ତରାଧିକାରୀ ନୁହଁନ୍ତି । ବରଂ ମୋ ପରେ ମୋର ଉତ୍ତରାଧିକାରୀ କିଏ ହେବ ତାର ନିଷ୍ପତ୍ତି ରାଜ୍ୟବାସୀ କରିବେ’ । ରାଜ୍ୟରେ ବିଜେଡି ଗଡ ଭୁଷୁଡିିବା ପରେ ପ୍ରଥମ ଥର ପାଇଁ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ…
Read More...

ଶଂଖ ଭବନରେ ବିକ୍ଷୋଭର ସ୍ୱର । ଭିକେ ପାଣ୍ଡିଆନଙ୍କ ବିରୋଧୀ ନାରା ଦେଲେ ଯୁବ, ଛାତ୍ର ନେତା ।

କନକ ବ୍ୟୁରୋ: ପରାଜୟ ପରେ ବିଜେଡିରେ ତେଜୁଛି ଅସନ୍ତୋଷ । ବରିଷ୍ଠ ନେତା ମାନେ ଏନେଇ ପାଟି ଫିଟାଉ ନଥିବା ବେଳେ ଯୁବ, ଛାତ୍ର ନେତା ମାନେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି । ଗତରାତିରେ ଶଙ୍ଖ ଭବନରେ ଅସନ୍ତୋଷର ଚିତ୍ର ଦେଖିବାକୁ ମିଳିଛି । କୌଣସି ପରିସ୍ଥିତିରେ ପାଣ୍ଡିଆନ କିମ୍ବା ତାଙ୍କ ସମର୍ଥକଙ୍କୁ…
Read More...

ବିଜେଡି ନେତାଙ୍କୁ ନବୀନ ନିବାସରୁ ଡାକରା । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା!

କନକ ବ୍ୟୁରୋ: ନବୀନ ନିବାସରୁ ବିଜେଡିର ବରିଷ୍ଠ ନେତାବୃନ୍ଦଙ୍କୁ ଡାକରା ପରେ ପହଞ୍ଚିଛନ୍ତି ନେତାବୃନ୍ଦ । ବିଜେଡିର ପରାଜୟ ପରେ ବିଜୟୀ ଓ ପରାଜିତ ନେତାଙ୍କୁ ନେଇ ନବୀନ ପଟ୍ଟନାୟକ ପୂର୍ବରୁ ବୈଠକ କରିଥିଲେ ବି ଆଜି ପୁଣିଥରେ ବରିଷ୍ଠ ନେତାଙ୍କୁ ନେଇ ବୈଠକ କରୁଛନ୍ତି । ନବୀନ ନିବସାରେ ଦେବୀ…
Read More...

ଓଡ଼ିଶାରୁ କାହାକୁ ମିଳିବ ମୋଦୀ ମନ୍ତ୍ରିମଣ୍ଡଳରେ ସ୍ଥାନ? ପ୍ରଥମ ଥର ୨୦ ଲୋକସଭା ଆସନ ଜିତିଥିବାରୁ ମିଳିପାରେ ତିନି…

କନକ ବ୍ୟୁରୋ: କେନ୍ଦ୍ରରେ ମୋଦୀ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କାହାକୁ ମିଳିବ ସ୍ଥାନ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ମିଳିପାରେ । କାରଣ ପ୍ରଥମଥର ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ବିଜେପି । ତେଣିକି ତାହା…
Read More...

ଏନଡିଏ ବୈଠକରେ ଓଡିଶା କଥା ଉଠାଇଲେ ମୋଦୀ । କହିଲେ, ଦେଶର ବିକାଶରେ ଇଞ୍ଜିନ ହେବ ଓଡିଶା ।

କନକ ବ୍ୟୁରୋ: ଏନଡିଏ ବୈଠକରେ ଓଡିଶା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ସମ୍ବିଧାନ ଭବନରେ ମହାପ୍ରଭୁଙ୍କୁ ମନେ ପକାଇବା ସହିତ ପ୍ରଭୁ ଜଗନ୍ନାଥଙ୍କୁ ଗରିବଙ୍କ ଦେବତା ବୋଲି କହିଛନ୍ତି ମୋଦୀ । ଖାଲି ସେତିକି ନୁହେଁ ଏଥର ଓଡିଶାରେ ଯେଉଁଭଳି କ୍ରାନ୍ତି ଦେଖିବାକୁ ମିଳିଲା, ତାକୁ ଦେଖି ଆଗାମୀ…
Read More...

ଏନଡିଏ ସବୁଠୁ ସଫଳ ମେଣ୍ଟ । ଏନଡିଏର ନେତା ନିର୍ବାଚିତ କରିଥିବାରୁ ଧନ୍ୟବାଦ ଦେଲେ ମୋଦୀ । ମେଣ୍ଟକୁ ନେଇ କହିଲେ ଏମିତି…

କନକ ବ୍ୟୁରୋ: ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ମୋଦୀ କହିଛନ୍ତି, ଏନଡିଏ ହେଉଛି ଭାରତର ସବୁଠୁ ସଫଳ ନିର୍ବାଚନ ପୂର୍ବବର୍ତ୍ତୀ ମେଣ୍ଟ । ଏଥିସହ ତାଙ୍କୁ ଏହି ମେଣ୍ଟର ନେତା ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ନୂଆକରି ବିଜୟୀ ହେଇ…
Read More...

୭ ଜିଲ୍ଲାରେ ଖାତା ଖୋଲିପାରିଲାନି ବିଜେଡି । ଜିତିଲେନି ଜଣେ ବି ବିଧାୟକ । ବାଜି ମାରିନେଲା ବିଜେପି ।

କନକ ବ୍ୟୁରୋ: ୨ ବର୍ଷରେ ମୁଡ୍ ବଦଳାଇ ଦେଲେ ଜନତା । ପଞ୍ଚାୟତ ନିର୍ବାଚନ ବେଳେ ଯେଉଁଠି ଉଡୁଥିଲା ଶଙ୍ଖ ପାର୍ଟିର ପତାକା, ସେଠି ଏବେ ଉଡୁଛି ଗେରୁଆ ପତାକା । ରାଜ୍ୟର ୭ ଜିଲ୍ଲାରେ ବିଜେପି ଏକ ପ୍ରକାର କ୍ଲିନ୍ ସୁଇପ୍ କରିଛି । ଯେଉଁଠି ଲୋକସଭା ସହିତ ବିଧାନସଭା ଆସନରେ ଖାତା ଖୋଲିପାରିନି…
Read More...

କେନ୍ଦ୍ରାପଡାର ୭ ବିଧାନସଭାରୁ ୫ ଆସନରେ ବିଜେଡି ବିଜୟୀ । ହେଲେ ବାଜି ମାରିନେଲେ ବୈଜୟନ୍ତ ।

କନକ ବ୍ୟୁରୋ: କେନ୍ଦ୍ରାପଡାର ୭ ବିଧାନସଭା ଆସନରୁ ୫ଟିରେ ବିଜେଡି ବିଜୟୀ ହୋଇଛି । କିନ୍ତୁ ଲୋକସଭାରେ ବାଜି ମାରିନେଇଗଲେ ବିଜେପିର ବୈଜୟନ୍ତ ପଣ୍ଡା । ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଥିଲେ ଅଂଶୁମାନ ମହାନ୍ତି । ପୂର୍ବରୁ ସେ କଂଗ୍ରେସରୁ ବିଧାୟକ ହୋଇଥିଲେ । କିନ୍ତୁ ଏଥିର ବିଜେଡିରେ ସାମିଲ…
Read More...

ଚିକିଟିରେ ପ୍ରଭାବ ପକାଇପାରିଲା ନାହିଁ ରାଜପରିବାରର ରାଜନୀତି । ବାଜି ମାରିନେଲେ ବିଜେପି ପ୍ରାର୍ଥୀ ।

କନକ ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେଡି ପରାଜୟ ଓ ବିଜେପିର ବିଜୟକୁ ନେଇ କେହି ଏଭଳି କିଛି ଅନୁମାନ କରିନଥିଲେ ଯେ, ବର୍ଷ ବର୍ଷ ଧରି ବିଜେଡିର ଗଡ ଭାବେ ପରିଚିତ ଆସନରୁ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ପରାଜିତ ହେବାକୁ ପଡିବ । ରାଜପରିବାର ହାତରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳିର…
Read More...

ଅଧିକ ଆତ୍ମବିଶ୍ୱାସ ଏବଂ ଗୋଷ୍ଠୀ କନ୍ଦଳ ହେଲା କି କାଳ? ନବରଙ୍ଗପୁରରେ ୭ ବିଧାନସଭାରୁ କେବଳ ଗୋଟିଏ ଆସନରେ ଜିତିଲା…

କନକ ବ୍ୟୁରୋ: ଏକଦା ଗାଁରୁ ସହର ସବୁଠି ଜିତୁଥିଲେ ବିଜେଡି ନେତା । କିନ୍ତୁ ଏଥର ଏମିତି କଣ ହେଲା ବିଜେଡି ଗଡରେ ଧସେଇ ପଶିଲା ବିଜେପି? କାଳ ହେଲା କି ଅଧିକ ଆତ୍ମବିଶ୍ୱାସ ? ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ନବରଙ୍ଗପୁରରେ କାହିଁକି ହାରିଲା ବଜୁ ଜନତା ଦଳ? ୭ଟି ବିଧାନସଭା ଏବଂ…
Read More...