Browsing Category

ରାଜନୀତି

ଓଡିଶାରେ ୧୨ ତାରିଖରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ! ୧୦ ବଦଳରେ ୧୨ ତାରିଖରେ ଶପଥପାଠ ନେଇ ସୂଚନା ।

କନକ ବ୍ୟୁରୋ: ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖକୁ ନେଇ ନୂଆ ସୂଚନା ଆସିଛି । ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଧାୟକଙ୍କ ଶପଥ ଗ୍ରହଣ ପାଇଁ ଜୁନ୍ ୧୦ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଏବେ ଏଥିରେ ପରିତବର୍ତ୍ତନ ହୋଇଥିବା ସୂଚନା ମିଳୁଛି । ୧୦ ନୁହେଁ ବରଂ ୧୨ରେ ହେବ ଶପଥ ଗ୍ରହଣ ହେବ…
Read More...

ଲଲନ୍ ସିଂହ କ୍ୟାବିନେଟ୍ ମନ୍ତ୍ରୀ, ରାମନାଥ ଠାକୁର ରାଷ୍ଟ୍ରମନ୍ତ୍ରୀ । ଜେଡିୟୁ କୋଟାରୁ ଏହି ଦୁଇ ନେତା ମୋଦୀ…

କନକ ବ୍ୟୁରୋ: ଜେଡିୟୁ କୋଟାରୁ ଦୁଇ ନେତା ଆଜି ମନ୍ତ୍ରୀ ଭାବେ ଶପଥ ନେବେ । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଲଲନ୍ ସିଂହ ଏବଂ ରାଷ୍ଟ୍ରମନ୍ତ୍ରୀ ଭାବେ ରାମନାଥ ଠାକୁର ଶପଥ ଗ୍ରହଣ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳୁଛି । ତେବେ ଲଲନ୍ ସିଂହ ବିହାରର ମୁଙ୍ଗେର ଲୋକସଭା କ୍ଷେତ୍ରରୁ ନିର୍ବାଚନ…
Read More...

ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ । ପ୍ରେସମିଟରେ ଘୋଷଣା କଲେ ପୂର୍ବତନ ସାଂସଦ ।

କନକ ବ୍ୟୁରୋ: ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡି ନେତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ କୃତଜ୍ଞତା…
Read More...

ମୁଖ୍ୟମନ୍ତ୍ରୀ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ସୁରେଶ ପୂଜାରୀ । କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କରିପାରନ୍ତି ଆଲୋଚନା ।

କନକ ବ୍ୟୁରୋ: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ? ଏନେଇ ସସପେନ୍ସ ଜାରି ରହିଥିବା ବେଳେ ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ହୋଇଛି । ଗତକାଲି ସଂଧ୍ୟାରେ ବ୍ରଜରାଜନଗର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀରେ ସେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ…
Read More...

ମୋଦୀଙ୍କ ଶପଥ, ନେତାଙ୍କୁ ଯାଉଛି ଫୋନ୍ କଲ୍ । ଏହି ସବୁ ନେତାଙ୍କୁ ଯାଇସାରିଲାଣି ଫୋନ୍ କଲ୍ । ଦେଖନ୍ତୁ, କିଏ କିଏ ଏହି…

କନକ ବ୍ୟୁରୋ: ଆଜି ଶପଥ ନେବେ ମୋଦୀ । ଆଉ ଏହା ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳକୁ ନେଇ ଚର୍ଚ୍ଚା ବଢିଛି । ଖାସ୍ କରି ଆଜି ମୋଦୀଙ୍କ ସହ ଅନ୍ୟ କେଉଁ କେଉଁ ନେତା ମନ୍ତ୍ରୀ ଭାବେ ଶପଥ ନେବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ବଢିଛି । ବର୍ତ୍ତମାନ ପିଏମଓରୁ ଜଣକ ପରେ ଜଣେ ନେତାଙ୍କୁ ଫୋନ୍ ଯାଉଛି ।…
Read More...

ଏସସିବିରୁ ଡିସଚାର୍ଜ ହେଲେ ପ୍ରଶାନ୍ତ ଜଗଦେବ । କାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ହେବେ ସାମିଲ ।

କନକ ବ୍ୟୁରୋ: ଏସସିବିରୁ ଡିସଚାର୍ଜ ହେଲେ ପ୍ରଶାନ୍ତ ଜଗଦେବ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଏସସିବି ମେଡିକାଲରୁ ଡିସଚାର୍ଜ କରାଯାଇଛି । ଆସନ୍ତାକାଲି ଓଡ଼ିଶାର ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମରେ ରହିଛି । ଏଥିପାଇଁ ପ୍ରଶାନ୍ତଙ୍କୁ ତିନି ଦିନିଆ…
Read More...

ମୋଦୀଙ୍କ ଶପଥ ଉତ୍ସବ ପାଇଁ ପ୍ରସ୍ତୁତ ରାଷ୍ଟ୍ରପତି ଭବନ । ଦିଲ୍ଲୀରେ ହାଇଆଲର୍ଟ । ଏନଏସଜି କମାଣ୍ଡୋ ସହ ଡ୍ରୋନ,…

କନକ ବ୍ୟୁରୋ: ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ସଂଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ସକାଳୁ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ପରେ ଅଟଳ…
Read More...

ମୋଦୀ ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ମିଳିବ କି ଗୁରୁତ୍ୱ? ୩ ଜଣଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଆଶା ।

କନକ ବ୍ୟୁରୋ: ମୋଦୀ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କାହାକୁ ମିଳିବ ସ୍ଥାନ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ମିଳିପାରେ । କାରଣ ପ୍ରଥମଥର ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ବିଜେପି । ଲୋକସଭା ସାଂସଦଙ୍କ ମଧ୍ୟରୁ ଅତି…
Read More...

ଆଜି ସନ୍ଧ୍ୟା ୭ଟା ୧୫ରେ ଶପଥ ଗ୍ରହଣ କରିବେ ମୋଦୀ । ମନ୍ତ୍ରୀ ପଦ ମିଳିବା ପୂର୍ବରୁ ନେତାଙ୍କୁ ଗଲାଣି ଫୋନ୍ କଲ୍ । 

କନକ ବ୍ୟୁରୋ: ଆଜି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଶପଥ ନେବେ । ମୋଦୀଙ୍କ ସହ ୩୦ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ସମ୍ଭାବିତ ମନ୍ତ୍ରୀଙ୍କ ପାଖକୁ ଫୋନ୍ ଯିବା ଆରମ୍ଭ ହୋଇଗଲାଣି । ସୂଚନା ଅନୁସାରେ ରାଜନାଥ ସିଂହ, ନୀତୀନ ଗଡ଼କରୀ, ପ୍ରହଲ୍ଲାଦ ଯୋଶୀଙ୍କ ପାଖକୁ ଫୋନ୍ ଯାଇଛି । ସେହିପରି…
Read More...

ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ କିଏ ପାଇବ ସ୍ଥାନ? ୨ରୁ ୪ ମନ୍ତ୍ରୀ ଦାବି କରୁଛନ୍ତି ଟିଡିପି ଓ ଜେଡିୟ । ବାଚସ୍ପତି…

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ମୋଦୀଙ୍କ ତୃତିୟ ପାଳି । ମୋଦୀଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ବିଜେପିର ଦୁଇ ବଡ଼ ସହଯୋଗୀ ଟିଡିପି ୨ରୁ ୪ ମନ୍ତ୍ରୀ ଦାବି କରୁଥବା ବେଳେ ଜେଡିୟୁ ୩ଟି ମନ୍ତ୍ରୀ ଦାବି କରିଛି । ସେପଟେ…
Read More...