Browsing Category

ନ୍ୟୁଜ୍

ଆଜି ନୂଆ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲିଠୁ ସାଧାରଣ ଲୋକଙ୍କ ପାଇଁ…

କନକ ବ୍ୟୁରୋ: ଆଜି ନବୀକୃତ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଧାରଣ ଲୋକଙ୍କ ପାଇଁ ଏହା ଆସନ୍ତାକାଲିଠାରୁ ଖୋଲିବ । ଦିଲ୍ଲୀର ଇଣ୍ଡିଆ ଗେଟ୍ ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ରାଜପଥର ଉଭୟ ପାର୍ଶ୍ୱ କ୍ଷେତ୍ରକୁ ସେଣ୍ଟ୍ରାଲ ଭିଷ୍ଟା…
Read More...

ଜାନୁଆରୀ ପରେ ପ୍ରଥମ ଥର ପାଇଁ ଖସିଲା ଅଶୋଧିତ ତୈଳ : କମିପାରେ ପେଟ୍ରୋଲ, ଡିଜେଲ ଦାମ୍

କନକ ବ୍ୟୁରୋ : ମହଙ୍ଗା ମାଡ଼ରେ କଲବଲ ହେଉଥିବା ଖାଉଟିକୁ ମିଳିପାରେ ଆଶ୍ୱସ୍ତି । ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଇଲା ଅଶୋଧିତ ତେଲ ଦାମ୍ । ଗତ ୭ ମାସର ସର୍ବନିମ୍ନ ତଳକୁ ଖସିଛି ଦର । ବ୍ୟାରେଲ ପିଛା ବ୍ରେଂଟ କ୍ରୁଡ୍ ଦାମ ବର୍ତ୍ତମାନ ୯୨ ଡଲାର ରହିଛି । ଆଗକୁ ଏହା ଆହୁରି କମିବ ବୋଲି…
Read More...

ନିଟ୍ ୟୁଜି ରେଜଲ୍ଟ : ୧୮ ଲକ୍ଷରୁ ଉର୍ଦ୍ଧ୍ୱ ମେଡିକାଲ ଆଶାୟୀଙ୍କ ଫଳ ପ୍ରକାଶ; ରାଜସ୍ଥାନର ତନିସ୍କା ଦେଶରେ ଟପ୍ପର

କନକ ବ୍ୟୁରୋ : ଘୋଷଣା ହୋଇଛି ମେଡିକାଲ ଆଶାୟୀମାନଙ୍କ ନିଟ୍ ୟୁଜି ପରୀକ୍ଷା ଫଳ । ୧୮ ଲକ୍ଷରୁ ଊଦ୍ଧ୍ୱର୍ ମେଡିକାଲ ଆଶାୟୀଙ୍କ ଫଳ ପ୍ରକାଶ ପାଇଛି । ୨୦୨୨ ନିଟ୍ ପରୀକ୍ଷାଫଳ ସହ ଏନଟିଏ ଅନ୍ତିମ ନିଟ୍ ଉତର ପତ୍ର ଓ ସର୍ବଭାରତୀୟ ରାଙ୍କ ପ୍ରକାଶ ପାଇଛି । ରାଜସ୍ଥାନର ତନିଷ୍କା ଦେଶରେ ଟପର…
Read More...

ଏସିଆ କପ ଫାଇନାଲରୁ ବାଦ ପଡିଲା ଟିମ୍ ଇଣ୍ଡିଆ : ଆଫଗାନିସ୍ତାନକୁ ପାକିସ୍ତାନ ହରାଇବା ପରେ ଭାରତର ଆଶା ଧୁଳିସାତ୍; ଆଜି…

କନକ ବ୍ୟୁରୋ : ଏସିଆ କପ ଫାଇନାଲରୁ ଟିମ୍ ଇଣ୍ଡିଆ ବାଦ ପଡିିଛି । ଆଫଗାନିସ୍ତାନକୁ ପାକିସ୍ତାନ ହରାଇବା ପରେ ଭାରତର ଆଶା ଧୁଳିସାତ୍ ହୋଇଛି । ଆଜି ଆଫଗାନିସ୍ତାନକୁ ଭେଟିବ ରୋହିତ ବାହିନୀ । ଏହି ମ୍ୟାଚ୍ ଭାରତ ପାଇଁ ସାନ୍ତ୍ୱନା ଏବଂ ସମ୍ମାନରକ୍ଷାର ଲଢ଼େଇ ହେବ । ତେବେ ସୁପର-୪ ପର୍ଯ୍ୟାୟରେ…
Read More...

ନିର୍ମାଣାଧୀନ ହକି ଷ୍ଟାଡିୟମ ବୁଲି ଦେଖିଲେ ହକି ମହାସଂଘ ଓ ହକି ଇଣ୍ଡିଆ ସଦସ୍ୟ : ବିର୍ସାମୁଣ୍ଡା ହକି ଷ୍ଟାଡିୟମ…

କନକ ବ୍ୟୁରୋ : ରାଉରକେଲାରେ ନିର୍ମାଣାଧୀନ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ଅଗ୍ରଗତି ସହ ଆନୁସଙ୍ଗିକ ଭିତିଭୂମି ପରଖିଛି ଆନ୍ତର୍ଜାତୀୟ ହକି ମହାସଂଘ ଓ ହକି ଇଣ୍ଡିଆର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏକ ସ୍ୱତନ୍ତ୍ର ବିମାନରେ ରାଉରକେଲା ପହଞ୍ଚିବା ପରେ ପ୍ରତିନିଧି ଦଳ ନିର୍ମାଣାଧୀନ…
Read More...

ଓଡିଶା ଜଗରନଟ୍ସ ଟିମକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ

କନକ ବ୍ୟୁରୋ : ଅଲଟିମେଟ ଖୋ ଖୋ ଲିଗରେ ଚାମ୍ପିୟନ ଓଡିଶା ଜଗରନଟସ ଟିମକୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ ସରକାର । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ଜଗରନଟସ ଟିମ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ କଳିଙ୍ଗ ଷ୍ଟାଡିୟମରେ ଏକ ଖୋ ଖୋ…
Read More...

ବାଲିଗୁଡାରେ ଅନର କିଲିଂ ମାମଲା : ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

କନକ ବ୍ୟୁରୋ : ବାଲିଗୁଡା ଅନର କିଲିଂ ବା ସମ୍ମାନ ପାଇଁ ହତ୍ୟା ମାମଲାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସେହିପରି ଅନ୍ୟ ୬ ଜଣଙ୍କୁ ଥାନାରେ ଅଟକ ରଖି ବାଲିଗୁଡା ଥାନା ପୁଲିସ ପଚରା ଉଚରା କରୁଛି । ପ୍ରେମ ପାଇଁ ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଗାଁର ସୁକଦେବ ରଣାକୁ ପିଟି ପିଟି…
Read More...

ଓଡିଶାରେ ମାତିଛନ୍ତି ରକ୍ତ ଚନ୍ଦନ କାଠ ମାଫିଆ : ୪ଟନରୁ ଅଧିକ ଓଜନର ଚନ୍ଦନ କାଠ ସହ ୧୧ ଅଭିଯୁକ୍ତଙ୍କୁ ବାନ୍ଧିଲା…

କନକ ବ୍ୟୁରୋ : ପୁଷ୍ପା ଷ୍ଟାଇଲରେ ଓଡିଶାରେ ଚାଲାଣ ହେଉଥିଲା ରକ୍ତ ଚନ୍ଦନ କାଠ । ଆନ୍ଧ୍ର ପୁଲିସ ହାତରେ ଧରାପଡିଲେ ଅନ୍ତର୍ଜାତୀୟ ରକ୍ତ ଚନ୍ଦନ ତସ୍କରୀ ଗ୍ୟାଙ୍ଗର ୧୧ ଜଣ ସଦସ୍ୟ । ଏକ ଆଇଚର ଗାଡିରେ ୩୬୯ ଖଣ୍ଡ ରକ୍ତଚନ୍ଦନ କାଠ ବୋଝେଇ କରି ଚାଲାଣ କରାଯାଉଥିଲା । ଜବତ ଚନ୍ଦନ କାଠର ଓଜନ ୪ହଜାର…
Read More...

ଆଜି ‘କର୍ତ୍ତବ୍ୟ ପଥ’ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ହେବ ଅନାବରଣ

କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୭ଟା ବେଳେ କର୍ତ୍ତବ୍ୟ ପଥ ଉଦ୍‌ଘାଟନ କରିବେ । କ୍ଷମତାର ପ୍ରତୀକ ତତ୍କାଳୀନ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି…
Read More...

ରାଜଧାନୀରେ ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା : ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସୂଚନା

କନକ ବ୍ୟୁରୋ : ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି କମିସନରେଟ ପୁଲିସ । ଚନ୍ଦ୍ରଶେଖରପୁର ଥାନା ରେଲୱେ କଲୋନୀର ଜଣେ ବିଟେକ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀ ୨୪ ବର୍ଷ ବୟସ୍କ ଆରଏନ ନିୟତି ନାୟକ । ଘରେ କେହିନଥିବା ବେଳେ ଓଢଣୀରେ…
Read More...