Browsing Category

ନ୍ୟୁଜ୍

ମୁମ୍ବାଇରେ ପ୍ରେମ, ଦିଲ୍ଲୀରେ ପ୍ରେମିକାକୁ ହତ୍ୟା : ମୃତଦେହକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଲା ପ୍ରେମିକ

କନକ ବ୍ୟୁରୋ: ଦିଲ୍ଲୀରେ ଲିଭ- ଇନ୍ ରିଲେସନରେ ରହୁଥିବା ଯୁବକ ନିଜ ପ୍ରେମିକାକୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି କାଟିଲା । ସେଗୁଡିକୁ ପଲିଥିନରେ ପୁରାଇ ଭିିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗୁଥିଲା । ୫ ମାସ ପରେ ଖୋଲିଲା ହତ୍ୟାର ରହସ୍ୟ । ଜାଣନ୍ତୁ ପୁରା ଘଟଣା ଦିଲ୍ଲୀ ପୋଲିସ…
Read More...

ରାଉରକେଲାର ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର : ପୋଲିସ ଗୁଳିରେ ଚୁନୁ ଓରାମ୍ ଆହତ, ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ : ସରକାରୀ ଜମିରେ ଜବରଦଖଲ ବିବାଦକୁ ନେଇ ରାଉରକେଲରେ ଫୁଟିଲା ଗୁଳି । ଗୁଳିମାଡରେ ଗୁରୁତର ହୋଇଥିବା ଯୁବକ ବାଂଛା ତନ୍ତୀ ପ୍ରାଣ ହରାଇଛନ୍ତି । ଝିରିପାଣି ଥାନା ଝରିରଟୋଲା ବସ୍ତିରେ ଗୁଳିକାଣ୍ଡ ଘଟିଥିଲା । ଏହି ଅଞ୍ଚଳରେ ଖାଲି ପଡିଥିବା ସରକାରୀ ଜମି ହାତେଇବା ପାଇଁ ଲାଗି…
Read More...

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବି ନାରାୟଣ ପଣ୍ଡାଙ୍କ ଘରେ ରେଡ୍ କରାଯାଉଛି । ତେବେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି । ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ…
Read More...

ଆଜିଠୁ ରାଜ୍ୟରେ ବଢିବ ଶୀତ : ସପ୍ତାହକ ଭିତରେ ୨ ରୁ ୩ ଡିଗ୍ରୀ ଖସିପାରେ ପାରଦ

କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ବଢିବ ଶୀତ । ସପ୍ତାହକ ଭିତରେ ଦୁଇରୁ ତିନି ଡିଗ୍ରୀ ପାରଦ ଖସିପାରେ । କନ୍ଧମାଳ, କୋରାପୁଟରେ ଥଣ୍ଡା ପ୍ରକୋପ ବଢିବ । ତେବେ ସକାଳୁ ଶିତୁଆ ପରିବେଶର ମଜା ନେଉଛନ୍ତି ଲୋକେ । ସାରା ଓଡିଶାରେ ଶୀତର ପ୍ରକୋପ ବଢୁଥିବା ବେଳେ ଗଜପତି ଜିଲ୍ଲା ମୋହନାରେ ଏହାର ପ୍ରଭାବ…
Read More...

ପଦ୍ମପୁର ଉପନିର୍ବାଚନ : ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ; ସାମିଲ ହେବେ ୨…

କନକ ବ୍ୟୁରୋ : ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିବେ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ । ଏହା ସହ ରାଜ୍ୟ…
Read More...

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି, ଆଲୋଚନା ବିଫଳ : ମନ୍ତ୍ରୀ, ବିଧାୟକଙ୍କ ପ୍ରତିଶ୍ରୁତିକୁ ଭରସା କଲାନି…

କନକ ବ୍ୟୁରୋ : ପଦ୍ମପୁର ଜିଲ୍ଲା ଗଠନ ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଚଳାଇଛି । ଧାରଣାସ୍ଥଳକୁ ଯାଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବିଧାୟକ ସୁଶାନ୍ତ ସିଂହ ପହଂଚି ଆଲୋଚନା କରିଥିଲେ । ହେଲେ ଆଲୋଚନାରୁ କୌଣସି ସୁଫଳ ମିଳିପାରିନାହିଁ । ମନ୍ତ୍ରୀ ନିରଞ୍ଜନ ପୂଜାରୀ…
Read More...

ଏସଆଇଟିରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ : ପୂର୍ବତନ ପ୍ରଧାନ ବିଚାରପତି ଅରିଜିତ ପଶାୟତଙ୍କ ଅଧକ୍ଷତାରେ ହୋଇଥିଲା…

କନକ ବ୍ୟୁରୋ : ଏସଆଇଟି ବୈଠକରେ ଉଠିଲା ଅର୍ଚ୍ଚନା ପ୍ରସଙ୍ଗ । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ କଳାଧନ ନେଇ ଗଠିତ ଏସଆଇଟି ବୈଠକରେ ଉଠିଛି ଅର୍ଚ୍ଚନା ନାଗ ପ୍ରସଙ୍ଗ । ଏହି ମାମଲାର ତଦନ୍ତରେ କେତେ ଅଗ୍ରଗତି ହୋଇଛି…
Read More...

୩ ମିନିଟରେ ୫୭ ଜଣଙ୍କୁ ଜାଳିଦେଲେ ମହିଳା, ଆଇନ୍ ବଦଳାଇବାକୁ ବାଧ୍ୟ ହେଲେ ସରକାର ।

କନକ ବ୍ୟୁରୋ: କଥାଟାକୁ ସହଜରେ ବିଶ୍ୱାସ କରିହେଉନଥିଲେ ବି ଏହା ଏକଦମ୍ ସତ । ମହିଳାଙ୍କ ପ୍ରତିଶୋଧର ନିଆଁରେ ଜଳିଗଲେ ୫୭ଜଣ । ଅନେକ ପୋଡିଯାଇ ଗୁରୁତର ହୋଇପଡିଲେ । ଏଭଳି ଭୟଙ୍କର କାଣ୍ଡ ଘଟିଥିଲା କୁଏତରେ । ଆଉ ଏପରି ଜଘନ୍ୟ କାଣ୍ଡ ଘଟାଇଥିଲେ ନାଜରା ୟୁସୁଫ ଏଲେଞ୍ଜି ନାମକ ମହିଳା । ୨୦୦୯…
Read More...

ବିପଦରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର : ସିଂହଦ୍ୱାର ଓ ଗର୍ଭଗୃହ ଦ୍ୱାରବନ୍ଧରେ ବଡ ଫାଟ

କନକ ବ୍ୟୁରୋ : ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଏଏସ୍ଆଇର ଚରମ ଅବହେଳା । ଅସ୍ଥାୟୀ କବାଟ ଲଗାଇବା ବେଳେ ସିଂହଦ୍ୱାର ନିକଟ କାନ୍ଥରେ ଫାଟ ସୃଷ୍ଟି ହୋଇଛି । ପୁରୁଣା କବାଟ ପିତଳ କବାଟ କିଳିଣି ଲାଗିଥିବା ସ୍ଥାନରୁ ମନ୍ଦିର ବେକି ପର୍ଯ୍ୟନ୍ତ ଫାଟ ଲମ୍ବିଛି । ଆଉ ଗର୍ଭଗୃହ ଦ୍ୱାରବନ୍ଧରେ ସୃଷ୍ଟି…
Read More...

ଜି-୨୦ ଶିଖର ସମ୍ମିଳନୀ : ଆଜି ବାଲି ଯିବେ ପ୍ରଧାନମନ୍ତ୍ରୀ; ଖାଦ୍ୟ, ଶକ୍ତି, ନିରପତା ଆଦି ପ୍ରସଙ୍ଗରେ ହେବ ଆଲୋଚନା

କନକ ବ୍ୟୁରୋ : ଆଜି ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ବାଲିରେ ହେବାକୁ ଯାଉଛି ୧୭ ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୋଦୀ ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି । । ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ ଭାରତ ଅଧକ୍ଷତା କରିବ । ବିଶ୍ୱର ବଡ…
Read More...