Browsing Category

ନ୍ୟୁଜ୍

ତୁର୍କୀ ଓ ସିରିୟାରେ ଭୂମିକମ୍ପ : ୨୪ ହଜାର ଟପିଲା ମୃତକଙ୍କ ସଂଖ୍ୟା; ୮୦ ହଜାର ଆହତଙ୍କ ଚାଲିଛି ଚିକିତ୍ସା

କନକ ବ୍ୟୁରୋ : ତୁର୍କୀ ଓ ସିରିୟାରେ ପ୍ରଳୟଙ୍କରୀ ଭୂମିକମ୍ପ । ୨୪ହଜାର ଟପିଲା ମୃତକଙ୍କ ସଂଖ୍ୟା ।  ଉଭୟ ତୁର୍କୀ ଏବଂ ସିରିୟା‌ରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ‌ହୋଇ ରହିଛନ୍ତି । ମୃତ୍ୟୁସଂଖ୍ୟା…
Read More...

ଝାଟି କୁଡ଼ିଆରେ ଜୀବନ କାଟୁଥିଲେ ଦିବ୍ୟାଙ୍ଗ ପରିବାର । ପଚାରିଲାନି ପ୍ରଶାସନ ବୋଲି, ତିନିମାସରେ ଘର ତୋଳିଦେଲେ ତିବତ୍ତୀୟ…

କନକ ବ୍ୟୁରୋ: ଯୋଜନା ପରେ ଯୋଜନା ଅଛି, ହେଲେ ସବୁ ଗରିବ ଜୀବନକୁ ଥଟ୍ଟା କରୁଛି । ଅସହାୟକୁ ଆଖିଠାର ମାରୁଥିଲା ପ୍ରଶାସନର ପ୍ରହସନ ପାଲଟିଥିବା ପ୍ରଚାର କିନ୍ତୁ ଏତିକିବେଳେ ଦେବଦୂତ ପାଲଟି ଆସିଲେ ତିବତ୍ତୀୟ ଶରଣାର୍ଥୀ । ଭଙ୍ଗା କୁଡ଼ିଆରେ ରହୁଥିବା ଗୋଟେ ପରିବାର ପାଇଁ ତୋଳିଦେଲେ ନୂଆ ପକ୍କାଘର…
Read More...

ନୂଆ ରୂପ ପାଉଛି ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ : ସୁଆଣ୍ଡୋରେ ଉନ୍ନୟନ କାମ ବୁଲି ଦେଖିଲେ ଫାଇଭ ଟି ସଚିବ

କନକ ବ୍ୟୁରୋ : ନୂଆ ରୂପ ପାଉଛି ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ । ପୁରୀ ଜିଲ୍ଲା ସୁଆଣ୍ଡୋରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଜନ୍ମପୀଠକୁ ପୁନଃବିକଶିତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର…
Read More...

ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ : ଭାଙ୍ଗି ଯାଉଛି ପ୍ରାଚୀନ ମୂର୍ତ୍ତି, ପଥର ସନ୍ଧିର ଫାଟରେ ସରୀସୃପ ବାସ କରୁଥିବା…

କନକ ବୁରୋ : ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ବଡ ବଡ ଫାଟ । ପଥର ସନ୍ଧିରେ ଫାଟ ଏତେ ବଡ ହୋଇଛି ଯେ, ସେଥିରେ ସରୀସୃପ ବାସ କରୁଥିବା ଆଶଙ୍କା କରାଯାଉଛି । କେବଳ ଫାଟ ନୁହେଁ ଯେଉଁ ପ୍ରାଚୀନ ମୂର୍ତ୍ତି ଲାଗିଛି, ତାହା ବି ଭାଙ୍ଗି ଝଡି ପଡିଲାଣି । ହେଲେ ଏଥିପ୍ରତି ଶ୍ରୀମନ୍ଦିର…
Read More...

ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଜଳାଭିଷେକ କରିବେ ।

କନକ ବ୍ୟୁରୋ: ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆଜି ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସକାଳ ୯ଟାରେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିରକୁ ଯିବା କାର୍ଯ୍ୟସୂଚୀ ରହିଛି ।…
Read More...

ଉଦଘାଟିତ ହେଲା ରେଡିଓ ଚକୋଲେଟ୍ ଓ ସମ୍ବାଦ ଡିଜିଟାଲ ତରଫରୁ ଆୟୋଜିତ ‘ଲେଟସ୍ ସଟ୍ଟଲ୍’ । ଫେବୃଆରୀ ୧୦ରୁ ୧୨ ତାରିଖ…

କନକ ବ୍ୟୁରୋ: ରେଡିଓ ଚକୋଲେଟ୍ ଓ ସମ୍ବାଦ ଡିଜିଟାଲ ତରଫରୁ ଆୟୋଜିତ ସର୍ବବୃହତ କର୍ପୋରେଟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ 'ଲେଟସ୍ ସଟ୍ଟଲ୍' ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ରେଲୱେ ଇଣ୍ଡୋର୍ ଷ୍ଟାଡିୟମଠାରେ ଏହି ଟୁର୍ଣ୍ଣାମେଣ୍ଟ ୧୦ ଫେବୃଆରୀରୁ ୧୨ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ…
Read More...

ସୁପ୍ରିମକୋର୍ଟଙ୍କୁ ନିବେଶକଙ୍କ ଚିନ୍ତା । ଅଦାନୀ ମାମଲା ପାଇଁ ଗଠନ ହେବ ଯାଞ୍ଚ କମିଟି

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ହୋଇଛି ଅଦାନୀ ଗ୍ରୁପ ଓ ହିଣ୍ଡେନବର୍ଗ ମାମଲାର ଶୁଣାଣି । ବଡ କଥା ହେଉଛି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଅଦାନୀ…
Read More...

ଦୁର୍ଘଟଣା ପରେ ସୁସ୍ଥ ହେଉଛନ୍ତି ରିଷଭ ପନ୍ତ । ଆଶାବାଡି ଧରି ଚାଲୁଛନ୍ତି ଟିମ୍ ଇଣ୍ଡିଆ କ୍ରିକେଟର । ସାମ୍ନାକୁ ଆସିଲା…

କନକ ବ୍ୟୁରୋ: ସୁସ୍ଥ ହେଉଛନ୍ତି ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ । ଦୁର୍ଘଟଣା ପରେ ସେ ନିଜେ ଏବେ ତାଙ୍କର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଫଟୋରେ ସେ ଆଶା ବାଡି ଧରି ଚାଲୁଥିବା ନଜର ଆସୁଥିବାବେଳେ, ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ…
Read More...

ବନ୍ଦ ହୋଇଯାଇଛି ଗାଁ ସ୍କୁଲ । ୭ କି.ମି ଦୂର ଯିବାକୁ ପିଲା ଅମଙ୍ଗ । ପାଠପଢ଼ା ବଦଳରେ ଚରାଉଛନ୍ତି ଗୋରୁ ଛେଳି

କନକ ବ୍ୟୁରୋ: ସ୍କୁଲ ଯିବା ସମୟରେ ପିଲାଏ ଚରାଉଛନ୍ତି ଗାଈ ଗୋରୁ । କାରଣ ଗାଁର ସ୍କୁଲକୁ ବନ୍ଦ କରିଦିଆଯାଇଛି, ଆଉ ୭ କିଲୋମିଟର ପାହାଡ଼ିଆ ରାସ୍ତା ପାର ହେଇ ପାଖ ସ୍କୁଲକୁ ଯିବାକୁ କୁନି ପିଲାଏ ରାଜି ନାହାନ୍ତି । ଗଜପତି ଜିଲ୍ଲା ତାମସିଂ ଗାଁରୁ ଆସିଛି ଏଭଳି କିଛି ଖବର । ଆପଣଙ୍କୁ ଲାଗିପାରେ…
Read More...

ଭାଲେଣ୍ଟାଇନ୍ ଡେ’ରେ ଗାଈକୁ ଆଲିଙ୍ଗନ ନୋଟିସ ପ୍ରତ୍ୟାହାର । ବିବାଦ ପରେ ନିଷ୍ପତି ବଦଳାଇଲା କେନ୍ଦ୍ର ପଶୁ ପାଳନ ବୋର୍ଡ

କନକ ବ୍ୟୁରୋ: ଭାଲେଣ୍ଟାଇନ ଡେକୁ ସାରା ବିଶ୍ୱ ପ୍ରେମ ଦିବସ ହିସାବରେ ପାଳନ କରିବା ପାଇଁ ଯାଉଥିବା ବେଳେ ପଶୁ କଲ୍ୟାଣ ବୋର୍ଡର ଅଜବ ଚିଠି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଚିଠିରେ ଆସନ୍ତା ୧୪ ତାରିଖକୁ ଗାଈ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।…
Read More...