Browsing Category

ନ୍ୟୁଜ୍

ବଢିଲା ସରକାରଙ୍କ ରୋଜଗାର । ମାର୍ଚ୍ଚ ମାସରେ ୧୩ ପ୍ରତିଶତ ବୃଦ୍ଧି ପାଇଲା ଜିଏସଟି ଆଦାୟ

କନକ ବ୍ୟୁରୋ : ଜିଏସଟି ଆଦାୟ ନେଇ ଖୁସି ଖବର । ମାର୍ଚ୍ଚମାସରେ ଜିଏସଟି ଆଦାୟ ୧୩ ପ୍ରତିଶତ ବୃଦ୍ଧି ପାଇଛି । ମାର୍ଚ୍ଚ ମାସରେ ମୋଟ ଜିଏସଟି ଆଦାୟ ୧.୬୦ଲକ୍ଷ କୋଟି ଟଙ୍କା ହୋଇଥିବା ଅର୍ଥମନ୍ତ୍ରଣାଳୟ ସୂଚନା ଦେଇଛି । ଜିଏସଟି ଆଦାୟ ନେଇ ଗତ ଆର୍ଥିକ ବର୍ଷର ଶେଷମାସ ଭଲ ପ୍ରଦର୍ଶନ ରହିଛି ।…
Read More...

ସଂଘକୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ । ପୁଣି ରୁଜୁ ହେଲା ମାନହାନୀ ମକଦ୍ଦମା । ଦୋଷୀ ସାବ୍ୟସ୍ତ ହେଲେ, ଦୁଇ ବର୍ଷ…

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ପିଛା ଛାଡୁନି ବିବାଦ । ମୋଦୀ ସରନେମକୁ ନେଇ ସଜ୍ଜା ହେବାପରେ ଏବେ ରାହୁଲ ଗାନ୍ଧୀଙ୍କ ନାଁରେ ପୁଣି ଏକ ମାନହାନୀ ମାମଲା ରୁଜୁ ହେଇଛି । ଏଥର ସଂଘକୁ ନେଇ ଦେଇଥିବା ଟିପ୍ପଣୀ ବିରୋଧରେ ତାଙ୍କ ନାଁରେ ମାନହାନୀ ମକଦ୍ଦମା ରୁଜୁ କରାଯାଇଛି । ଜାନୁଆରୀରେ ଭାରତ…
Read More...

ଜାତୀୟ ରାଜପଥରେ ଗାଡି ଚଳାଇବା ହେଲା ମହଙ୍ଗା, ଆଜି ଠାରୁ ବଢିଲା ଟୋଲ ଟ୍ୟାକ୍ସ

କନକ ବ୍ୟୁରୋ : ଗାଡି ମାଲିକଙ୍କ ପାଇଁ ପୁଣି ଏକ ଝଟକା ଦେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନିମୟ ମୁତାବକ ଏବେ ଜାତୀୟ ରାଜପଥରେ ଗାଡି ଚଳାଇବା ମହଙ୍ଗା ହୋଇଛି । ଜାତୀୟ ରାଜପଥରେ ଯାତ୍ରା କରୁଥିଲେ ଏବେ ପୂର୍ବ ଅପେକ୍ଷା ଆପଣଙ୍କୁ ଅଧିକ ୫ପ୍ରତିଶତ ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ପୂର୍ବରୁ…
Read More...

ହାତ ମିଳାଇବେ ରୁଷିଆ–ଉତ୍ତର କୋରିଆ: ରୁଷକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଇଦେବ ନର୍ଥକୋରିଆ 

କନକ ବ୍ୟୁରୋ: ରୁଷିଆ- ୟୁକ୍ରେନ ଭିତରେ ଯୁଦ୍ଧ ୧୩ ମାସ ଅତିକ୍ରମ କରିସାରିଲାଣି । ଯୁଦ୍ଧର ଯେତିକି ଲମ୍ବି ଲମ୍ବି ଚାଲିଛି, ରୁଷର ଅସ୍ତ୍ରଶସ୍ତ୍ର ସେହିପରି ଭାବେ କମିବାରେ ଲାଗିଛି । ଆଉ ନିଜର ଅସ୍ତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ରୁଷିଆ ଏବେ ଉତର କୋରିଆ ଉପରେ ନିର୍ଭର କରୁଛି । ଆମେରିକାର…
Read More...

ବିହାରରେ ଘାରୁଛି ହିଂସା ଭୟ । ଘର ଛାଡି ପଳାଉଛନ୍ତି ଲୋକେ

କନକ ବ୍ୟୁରୋ: ଶ୍ରୀରାମନବମୀ ଦିନ ପଥର ମାଡ ଘଟଣାକୁ ନେଇ ଆରମ୍ଭ ହୋଇଥିବା ହିଂସା ଥମିଯାଇଛି ସତ ହେଲେ ହେଲେ କିଛି ସ୍ଥାନରେ ହିଂସାର ଭୟ ଏବେବି ରହିଛି । ଫଳରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଆଉ ଯେକୌଣସି ସମୟରେ ହିଂସାରେ ଜୀବନ ଯିବା ଆଶଙ୍କାରେ ନିଜ ଘର ଛାଡି ପଳାଉଥିବା ଦେଖିବାକୁ…
Read More...

ଗୁଜରାଟ ଟାଇଟନ୍ସକୁ ଝଟକା: ଆଇପିଏଲର ପୂରା ସିଜିନରୁ ବାଦ ପଡିଲେ କେନ ୱିଲିୟମସନ୍

କନକ ବ୍ୟୁରୋ: ଆଇପିଏଲ ୨୦୨୩ରେ ଗୁଜରାଟ ଟାଇଟନ୍ସକୁ ଆରମ୍ଭରୁ ବଡ ଝଟକା ଲାଗିଛି । ଆଣ୍ଠୁରେ ଆଘାତ ଲାଗିବା କାରଣକୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନଙ୍କୁ ପୂରା ସିଜିନରୁ ବାହାର ହେବାକୁ ପଡିଛି । କାଲି ଚେନ୍ନାଇ ବିପକ୍ଷ ମ୍ୟାଚରେ ବାଉଣ୍ଡ୍ରି ପାଖରେ ଏକ କ୍ୟାଚ ଧରିବାକୁ ଯାଇ ୱିଲିୟମସନ…
Read More...

ଏ ସରକାର ଡୁପ୍ଲିକେଟ ସରକାର, ସ୍ୱେଚ୍ଛାଚାରିତା ଭାବେ କରିଦେଲେ ବିଧାନସଭା ବନ୍ଦ : ଜୟନାରାୟଣ ମିଶ୍ର

କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ର । ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବା ସହ ବଜେଟକୁ ଅନୁମୋଦନ ମିଳିବା ପରେ ୪ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭା…
Read More...

ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀର ଜଣେ ମହିଳା ଦେଲେ ଉପହାର, ଘର ନଥିବା ଜାଣିବା ପରେ ରାହୁଲଙ୍କ ନାମରେ ଲେଖିଦେଲେ ୪ମହଲା…

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ବି ଖାଲି କରିବାକୁ ପଡିଲା । ଏହାପରେ କଂଗ୍ରେସ ନେତାଙ୍କ ତରଫରୁ ‘ମେରା ଘର, ରାହୁଲ ଗାନ୍ଧୀ କା ଘର’ ନାମରେ ଏକ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଏହାରି ମଧ୍ୟରେ…
Read More...

ବିଧାନସଭାରେ ବିରୋଧୀଙ୍କ ଭୂମିକା ନେଇ ବିଜେଡି ବିଧାୟକଙ୍କ କଟାକ୍ଷ । କହିଲେ ସୁଆଙ୍ଗ କରୁଛନ୍ତି ବିରୋଧୀ ବିଧାୟକ

କନକ ବ୍ୟୁରୋ : ବିଧାନସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ହେଉଛି ବଜେଟ ଅଧିବେଶନ । ଗତ ୨୧ ତାରିଖରୁ ଆରମ୍ଭ ହୋଇ ଗତ କାଲି ବ୍ୟୟ ମଞ୍ଜୁର ବିଲ ପାରିତ ହେଲା। ଏହି ଭିତରେ ୨୩ ଟି କାର୍ୟ୍ୟ ଦିବସରେ ବିରୋଧୀଙ୍କ କଣ ଭୂମିକା ଥିଲା । କେମିତି ଗୃହ ଭିତରେ ତାମସା କରୁଥିଲେ । କୌଣସି କାରଣ ନ…
Read More...

କୁଆଡେ ଗଲା ଓଡିଆ ଖାଦ୍ୟ ? ବିଦେଶୀ ଖାଦ୍ୟ ମୋହରେ ଓଡିଆ ପ୍ରାଣ; ଗାଁ ସହର ସବୁଠି ଫାଷ୍ଟଫୁଡର ଚାହିଦା

କନକ ବ୍ୟୁରୋ : ଉତ୍କଳ ଦିବସ ଅବସରରେ ଆମେ ଓଡିଆ ବୋଲି ଗର୍ବ କରୁ । ଗର୍ବ କରୁ ଆମ ଭାଷାକୁ ନେଇ । ଆମ କଳା, ସଂସ୍କୃତି, ଐତିହ୍ୟ ପରମ୍ପରାକୁ ନେଇ । ଆମର ଯାନିଯାତ, ପୁନେଇ ପରବ, ପିଠା ପଣାର ମହକ ବି ନିଆରା । ନିଆରା ଆମର ଖାଦ୍ୟ ପେୟ । ଓଡିଆଙ୍କ ପଖାଳ କଂସା ହେଉ କି ବଡିଚୁର।। ବାଡିଆ ଡାଲମା…
Read More...