Browsing Category

ନ୍ୟୁଜ୍

ରାତି ପାହିଲେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ଜିଲ୍ଲାରେ ରାଜନୈତିକ ହିଂସା ବଢ଼ୁଥିବାରୁ ଚିନ୍ତାରେ ରାଜନେତା

କନକ ବ୍ୟୁରୋ : ଆସନ୍ତାକାଲି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ଏହା ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ । ମାସକ ଭିତରେ ଗଞ୍ଜାମରେ ତିନି ଜଣ ରାଜନେତାଙ୍କ ହତ୍ୟା ପରେ ଆତଙ୍କରେ ଅଛନ୍ତି ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ଥିବାରୁ ଚିନ୍ତାରେ ପଡିଛନ୍ତି ସମିତି ସଭ୍ୟ ।…
Read More...

ଆଜି ବି ଚାଲିପାରିଲାନି ବିଧାନସଭା : ପାର୍ଲାମେଣ୍ଟର ଉଦାହରଣ ଦେଇ ବିଜେପିକୁ ଘେରିଲା କଂଗ୍ରେସ; ବିଜେଡି କହିଲା ବିକାଶର…

କନକ ବ୍ୟୁରୋ : ଆଜି ବି ଚାଲିପାରିଲାନି ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ହଟଗୋଳ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦ ବାଦ, ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ବିଜେପି ବିଧାୟକଙ୍କ…
Read More...

ରାଜ୍ୟରେ ବୁଡ଼ିଯିବ କି ବାଘ ଓ ହାତୀ ବଂଶ ? ୮ ବର୍ଷରେ ଗଲାଣି ୬୯୮ଟି ହାତୀଙ୍କ ଜୀବନ; ୪୮ଟି କଲରାପତରିଆ, ୭ଟି ମହାବଳ…

କନକ ବ୍ୟୁରୋ : ରାଜ୍ୟରେ ବୁଡ଼ିଯିବ କି ବାଘ ଓ ହାତୀ ବଂଶ । ୮ ବର୍ଷ ଭିତରେ ଗଲାଣି ୬୯୮ଟି ହାତୀଙ୍କ ଜୀବନ । ସେହିପରି ୪୮ଟି କଲରାପତରିଆ, ୭ଟି ମହାବଳ ବାଘର ହୋଇଛି ମୃତ୍ୟୁ । ରେଳ ଦୁର୍ଘଟଣା, ବିଦ୍ୟୁତ ଆଘାତ, ଶିକାର ଓ ବିଷ ପ୍ରୟୋଗ ଏହାର ପ୍ରମୁଖ କାରଣ ପାଲଟିଛି । ୨୦୧୫ରୁ ୨୦୨୩ ଭିତରେ କେତେ…
Read More...

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମାମଲା, ସିବିଆଇ ତଦନ୍ତ ଦାବି : ନ୍ୟାୟ ଦାବିରେ ଏସପି ଅଫିସ ଘେରାଉ କଲେ ଜର୍ଜ…

କନକ ବ୍ୟୁରୋ : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ତଦନ୍ତ ଦାବି । ଏହା ସହ ପରିବାର ଲୋକଙ୍କୁ ନ୍ୟାୟ ଦାବିରେ ରାଉରକେଲା ଏସପି ଅଫିସ୍ ଘେରାଉ କରୁଛି ଜର୍ଜ ସେନା । ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ଏହି ପ୍ରତିବାଦ କରାଯାଉଛି । ଏଥିପାଇଁ…
Read More...

ବ୍ରିଜରେ ଅଧା ଝୁଲି ରହିଥିବା ବସ୍ ଉଦ୍ଧାର : ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ

କନକ ବ୍ୟୁରୋ : ମହାନଦୀକୁ ଖସୁ ଖସୁ ରହିଗଲା ବସ୍ । ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ । ବାଙ୍କୀ ଯାତମୁଣ୍ଡିଆ ପୋଲ ଉପରେ ଘଟିଛି ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜ୍ ବାଡ଼ାରେ ମାଡ଼ ହୋଇଥିଲା ବସ୍ । ହେଲେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି ।…
Read More...

ଅନୁରାଗଙ୍କ ଚେତାବନୀ, ଜବାବ ରଖିଲେ ଦେବୀ । କହିଲେ କେନ୍ଦ୍ର ଯୋଜନାରେ ଦୁର୍ନୀତିର ପ୍ରମାଣ ଥିଲେ ଦିଅନ୍ତୁ ।

କନକ ବ୍ୟୁରୋ : ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତିର ତଦନ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିବା ପରେ ଏହାର ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ଉପ-ସଭାପତି ଦେବୀ ମିଶ୍ର କହିଛନ୍ତି, କେନ୍ଦ୍ର ଯୋଜନାରେ କେଉଁଠି ଦୁର୍ନୀତି ହୋଇଛି ତାହାର ପ୍ରମାଣ ଦେଇ କାର୍ଯ୍ୟାନୁଷ୍ଠାନ…
Read More...

ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ଦୁର୍ନୀତିର ହେବ ତଦନ୍ତ, କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର । ରାଜ୍ୟ ସରକାରଙ୍କୁ ଚେତାଇଲେ…

କନକ ବ୍ୟୁରୋ : ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା। କେନ୍ଦ୍ର ସରକାର…
Read More...

ମହିଳା କର୍ମଚାରୀଙ୍କୁ ଏହି କମ୍ପାନୀ ଦେଲା ବଡ଼ ଉପହାର । ଏବେ ମହିଳା କର୍ମଚାରୀଙ୍କୁ ମିଳିବ ୫ବର୍ଷ ମାତୃତ୍ୱ ଛୁଟି

କନକ ବ୍ୟୁରୋ : ଗାଡି ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ତରଫରୁ ନିଜର ମହିଳା କର୍ମଚାରୀଙ୍କ ପାଇଁ ନୂଆ ମାତୃତ୍ୱ ଛୁଟି ନିୟମ ଜାରି କରିଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏଭଳି ନିୟମକୁ ସାରା ଶିଳ୍ପ ଜଗତ ପ୍ରଶଂସା କରିଛି । କମ୍ପାନୀ ତରଫରୁ ପ୍ରଣୟନ କରାଯାଇଥିବା ନୂଆ…
Read More...

ସହକାରୀ ଜିଲ୍ଲାପାଳ ଓ ମହିଳା ଏଏସଆଇ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା

କନକ ବ୍ୟୁରୋ : ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ମହିଳା ଏଏସଆଇ ଏ.ଏନ ଲୁଗୁନ ମୃତ୍ୟୁ ମାମଲା । ଦୁଇ ମହିଳା ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ଏକ…
Read More...

ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜରେ ଦୁର୍ଘଟଣା : ପୋଲକୁ ପିଟି ହୋଇ ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍

କନକ ବ୍ୟୁରୋ : ମହାନଦୀ ବ୍ରିଜ୍ ଉପରେ ଯାତ୍ରାବାହୀ ଦୁର୍ଘଟଣାଗ୍ରସ୍ତ । ବସଟି ବ୍ରିଜ୍ ତଳକୁ ବିପଦଜନକ ଅବସ୍ଥାରେ ଓହଳି ରହିିଛି । ଅନଗୁଳରୁ ଭୁବନେଶ୍ୱର ଯାଉଥିବା ବସଟି ଜାତମୁଣ୍ଡିଆ ବ୍ରିଜ୍ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୦ରୁ ଅଧିକ ଯାତ୍ରାୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଚିଫ୍…
Read More...