ନନ୍ଦିଘୋଷ ରଥରେ ଯୁବତୀ ଚଢିବା ଘଟଣା : ସିସିଟିଭି ଫୁଟେଜ୍ ଯାଂଚ ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା

49

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନନ୍ଦିଘୋଷ ରଥରେ ଯୁବତୀ ଚଢିବା ଘଟଣା । ସିସିଟିଭି ଫୁଟେଜ୍ ଯାଂଚ କରାଯିବ । ଯାଂଚ ପରେ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଦେଲେ ସୂଚନା ।