Browsing Category

ନ୍ୟୁଜ୍

ବର୍ଦ୍ଧିତ ଟୋଲଗେଟ ଫି ଆଦାୟ ଉପରେ ଲାଗିଲା ରୋକ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏବେ ଲାଗୁହେବନି ଟୋଲଗେଟରେ ବର୍ଦ୍ଧିତ ଫି । ନିଷ୍ପତି ଉପରେ ମାସକ ଯାଏଁ ସ୍ଥଗିତାଦେଶ ଲଗାଇଛନ୍ତି ସରକାର । ରାଜ୍ୟରେ ଥିବା ଟୋଲଗେଟର ସ୍ଥିତି ନେଇ ସମୀକ୍ଷା ପରେ ଏନଏଚଏଆଇକୁ ରିପୋର୍ଟ ଦେବେ ରାଜ୍ୟ ସରକାର । ତାପରେ ବର୍ଦ୍ଧିତ ଟିକସ ଉପରେ ନିଷ୍ପତି ହେବ ।…
Read More...

ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୪ଜଣ ସଦସ୍ୟ ଗିରଫ

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ଚୌଦ୍ୱାରରୁ କମିଶନରେଟ ପୁଲିସ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରିଛି । ଗିରଫ ୪ଜଣ ଅଭିଯୁକ୍ତ ହେଲେ ଗଂଜାମ ଅଂଚଳର ।ଏମାନଙ୍କ ନିକଟରୁ ପୁଲିସ ୭୩ ହଜାର ଟଙ୍କା,୯ଟି ମୋବାଇଲ, ୨ଟି ବାଇକ୍, ସୁନା ଚେନ୍ ଓ ଗାଡି ଡିକି ଭାଙ୍ଗିବା ଅସ୍ତ୍ର…
Read More...

ବିଶ୍ୱ ବିଜେତା ହେଲେ ବାଲିର ବିଶ୍ୱକର୍ମା

କନକ ବ୍ୟୁରୋ : ପୁଣି ଆନ୍ତର୍ଜାତୀୟ ସମ୍ମାନର ତାଜ୍ ପିନ୍ଧିଛନ୍ତି ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବୁଲଗେରିଆରେ ଅନୁଷ୍ଠିତ ୱାଲର୍ଡ ଚ୍ୟାମ୍ପ ଅଫ ସ୍ୟାଣ୍ଡ ସ୍କଲ୍ପଟିଙ୍ଗରେ ସୁଦର୍ଶନ ସ୍ୱର୍ଣ୍ଣ ପଦକ ପାଇଛନ୍ତି  । ୨୬ ମେ ରୁ ୩ ଜୁନ ପର୍ଯ୍ୟନ୍ତ ଚାଲିଥିବା…
Read More...

ଜେଲରେ ସାବିତ୍ରୀ ବ୍ରତ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁର ମଣ୍ଡଳ କାରାଗାରରେ ସାବିତ୍ରୀ ବ୍ରତ  । ବନ୍ଦୀ ଥିବା ୧୦ ଜଣ ସଧବା ମହିଳା ଜେଲ ପରିସରରେ ଥିବା ହନୁମାନ ମନ୍ଦିରରେ ବ୍ରତ ପାଳନ କରିଛନ୍ତି  । ଏଥିପାଇଁ ଜେଲ ପକ୍ଷରୁ ଓଷାଧାରୀଙ୍କ ପାଇଁ ନୂଆ ଲୁଗା, ପୂଜା ସାମଗ୍ରୀ ଯୋଗାଇ ଦିଆଯାଇଥିଲା ।…
Read More...

ଦାମଙ୍କ ଗୁଗଲି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ସିଏମସି ୨୧ ନମ୍ବର ୱାର୍ଡ ବିଜେଡି ହାତରୁ ଖସିଗଲା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । କହିଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକରେ ଦଳ ଉପନିର୍ବାଚନ ହାରିବା ତାଙ୍କୁ…
Read More...

ବିକାଶ ଉତ୍ସବକୁ ଦିଲ୍ଲୀପଙ୍କ ନା

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍: ରାଉରକେଲା ବିକାଶ ଉତ୍ସବରେ ଯୋଗ ଦେବେନାହିଁ ବିଧାୟକ ଦିଲ୍ଲୀପ ରାୟ । ଆସନ୍ତା ୬ ତାରିଖରେ ରାଉରକେଲାରେ ବିଜୟ ଉତ୍ସବ ପାଳୁଛନ୍ତି କେନ୍ଦ୍ର ସରକାର । ଏଥିରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏନଡିଏ ସରକାରଙ୍କ ଦୁଇବର୍ଷ ପୂର୍ତି ଅବସରରେ…
Read More...

ଜଣେ ଯୁବତୀଙ୍କ ପାଇଁ ବିଷ ପିଇଲେ ୫ ଯୁବକ

ଯାଜପୁର : ଜଣେ ଯୁବତୀଙ୍କ ପାଇଁ ବିଷ ପିଇଲେ ୫ ଯୁବକ । ଏଭଳି ଘଟଣା ଘଟିଛି ଯାଜପୁର ବରୀ ଥାନା କଳାମାଟିଆ ଅଂଚଳରେ । ଜଣକ ପ୍ରେମ ସଂପର୍କ ଅନ୍ୟ ଜଣକୁ ଅଜଣା ଥିଲା । ଆଉ ଯେତେବେଳେ ଜାଣିଲେ ସମସ୍ତେ ଗୋଟିଏ ଝିଅକୁ ଭଲ ପାଉଛନ୍ତି କେହି କାହାର ଭଲ ପାଇବାକୁ ଭୁଲିବାକୁ ପ୍ରସ୍ତୁତ ନଥିଲେ । ଶେଷରେ…
Read More...

ମୋଦିଙ୍କ ଫୋକସରେ ଓଡିଶା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ମୋଦିଙ୍କ ଫୋକସରେ ଓଡିଶା । କାରଣ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଥାନ ପାଇଛି ଓଡିଆ । ଅନ୍ୟ ୭ଟି ଆଂଚଳିକ ଭାଷା ସହ ପିଏମଓର ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପିଏମଇଣ୍ଡିଆ ଡଟ୍ ଜିଓଭି ଡଟ୍ ଇନରେ ଓଡିଆ ଭାଷାକୁ ସ୍ଥାନ ଦିଆଯାଇଛି । ଗତ ୨୯ ତାରିଖରେ…
Read More...

ମାଟିରେ ମିଶିବ ବାନା ବାବାଙ୍କ କଳକୀ ଆଶ୍ରମ : ଦ୍ୱିତୀୟ ଦିନରେ ଜବରଦଖଲ ଉଚ୍ଛେଦ ଜାରି

କୋଣାର୍କ : ମାଟିରେ ମିଶିବ କୋଣାର୍କ ବାନା ବାବାଙ୍କ ଆଶ୍ରମ । ଆଜି ଦ୍ୱିତୀୟ ଦିନରେ ଜବରଦଖଲ ଉଚ୍ଛେଦ କରୁଛି ପ୍ରଶାସନ । ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ୪ଟି ବୁଲଡୋଜର ମାଧ୍ୟମରେ ଜଙ୍ଗଲ ଜମିକୁ ବେଆଇନ ଜବରଦଖଲ କରି ବାନା ବାବା କରିଥିବା କଳକୀ ଆଶ୍ରମର ଉଚ୍ଛେଦ ଜାରି ରହିଛି ।…
Read More...

ନିଆରା ନିର୍ବନ୍ଧ : ବର, କନ୍ୟା ହେଲେ ଜଉ କଣ୍ଢେଇ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ମହାଆଡମ୍ବରରେ କରାଯାଉଛି ନିର୍ବନ୍ଧ । ସମସ୍ତଙ୍କ ନଜର ବର କନ୍ୟା ଉପରେ । ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ବର, କନ୍ୟା ହେଉଛନ୍ତି ଜଉ କଣ୍ଢେଇ । ବାଲେଶ୍ୱରର ଏହି ପ୍ରାଚୀନ ପରମ୍ପରା ପ୍ରଥମ ଥର ପାଇଁ ଦେଖବାକୁ ମିଳିଛି ରାଜଧାନୀରେ ।
Read More...