Browsing Category

ନ୍ୟୁଜ୍

ଏନଆଇଟି ଯୌନ କେଳେଙ୍କାରୀ ମାମଲା : ଆଜି ଛାତ୍ରଛାତ୍ରୀ ଓ ପୀଡିତାଙ୍କୁ ଭେଟିବେ ମାନବ ସମ୍ବଳ ବିକାଶ ସଚିବ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ :ଏନଆଇଟି ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କ ଯୌନ କେଳେଙ୍କାରୀ ମାମଲାର ତଦନ୍ତ କରୁଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ମାନବ ସମ୍ବଳ ବିକାଶ ସଚିବ ରାଜେଶ ସିଂ ସୋଲାଙ୍କି ମାମଲାର ତଦନ୍ତ ପାଇଁ ଓଡିଶା ଆସିଛନ୍ତି । ଆଜି ସେ ଏନଆଇଟି…
Read More...

୮୦ କୋଟିର ପ୍ରକଳ୍ପର ବେହାଲ ଅବସ୍ଥା : ମାଳତୀପାଟପୁର ବସଷ୍ଟାଣ୍ଡରେ ଛାତରୁ ଖସୁଛି ବଡ ପ୍ଲେଟ୍

ପୁରୀ ବ୍ୟୁରୋ, କନକ ନ୍ୟୁଜ୍: ଗୋଟିଏ ବର୍ଷରେ ୮୦ କୋଟିର ପ୍ରକଳ୍ପର ହାଲ, ବେହାଲ । ନବକଳେବରକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିବା ପୁରୀ ମାଳତୀପାଟପୁର ବସ୍ ଷ୍ଟାଣ୍ଡ । ନବ ନିର୍ମିତ ଏହି ବସଷ୍ଟାଣ୍ଡe ଛ।ତରୁ ଖସୁଛି ବଡ଼ ବଡ଼ ପ୍ଲେଟ । ଏହାରି ଭିତରେ ୩ଥର ଛାତ ଖସି ପଡ଼ିଲାଣି । ଅସରାଏ ବର୍ଷା…
Read More...

ବାବା ବନାମ ବୁଲଡୋଜର

କୋଣାର୍କ: କନକ ନ୍ୟୁଜ ଗୁମର ଖୋଲିଥିବା କଳକୀ ଆଶ୍ରମ ଉପରେ ଚାଲିଲା ବୁଲଜୋଡର । ଭକ୍ତି ଓ ବିଶ୍ୱାସର ମିଛ ମୂଳଦୂଆ ଉପରେ ଠିଆ ହୋଇଥିବା କଳକୀ ବାବାଙ୍କ ଆଶ୍ରମରେ ପୁରା ଦଳବଳ ସହ ଆକ୍ରମଣ କରିଛି ପ୍ରଶାସନ । ଗତ ବର୍ଷ ଅଗଷ୍ଟ ୨୧ ତାରିଖରେ ପ୍ରଥମ ଥର ପାଇଁ ଲୋକଙ୍କ ସାମ୍ନାକୁ କଳକୀ ବାବାଙ୍କ…
Read More...

ବର୍ଦ୍ଧିତ ଫିକୁ ବିରୋଧ କରି ପିପିଲି ଟୋଲଗେଟରେ ହଙ୍ଗାମା : ପୁଲିସର ହସ୍ତକ୍ଷେପ ପରେ ସ୍ୱାଭାବିକ ହେଲା ସ୍ଥିତି

ପିପିଲି : ପିପିଲି ଟୋଲ ଗେଟରେ ବର୍ଦ୍ଧିତ ଫି ଆଦାୟ କରାଯିବା ଅଭିଯୋଗ ହୋଇଛି । ଫଳରେ ଭୁବନେଶ୍ୱର-ପୁରୀ ରୁଟରେ ବସ ଚଳାଚଳ ବନ୍ଦ କରାଯାଇଥିଲା । । ପୁଲିସର ହସ୍ତକ୍ଷେପ ପରେ ବସ ଚଳାଚଳ ଏବେ ସ୍ୱାଭାବିକ ହୋଇଛି । ଜୁନ ୧ରୁ ବର୍ଦ୍ଧିତ ଫି ଆଦାୟ କରାଯିବା ପାଇଁ ଜାତୀୟ ରାଜପଥ କର୍ତୃପକ୍ଷ…
Read More...

ବିବାଦରେ ବିଧାୟକ

ଯାଜପୁର : ଚଣ୍ଡିଖୋଲ ଆର୍ଟିଓ ତଥା ଭୂତଗାଡ଼ି ମାମଲାରେ ନୂଆ ଟୁଇଷ୍ଟ୍ । ଘୋଟାଲାର ଦୁଇ ଖଳନାୟକଙ୍କ ସହ ବିଜେଡି ଲିଙ୍କ୍ ଅଭିଯୋଗ । ଶାସକ ଦଳର ଚାପରେ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ପରିଡ଼ା ଓ ଦିଲ୍ଲୀପ ନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛି ଉଭୟ ବିଜେପି ଓ କଂଗ୍ରେସ ।…
Read More...

ଦୂର ହେଲା ଦ୍ୱନ୍ଦ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦୂର ହେଲା ଦ୍ୱନ୍ଦ । ଜୁନ୍ ମାସରୁ ଓଡିଶାକୁ ମିଳିବ ଅଧିକ ପରିମାଣର ଚାଉଳ । ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଖାଲି ସେତିକି ନୁହେଁ ପୂର୍ବ ଚିଠିରେ ଭୁଲ୍ ଭାବେ ତାରିଖ ଉଲ୍ଲେଖ କରାଯାଇଥିବା ଚିଠିରେ ଲେଖିଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ…
Read More...

ମିଶନ୍ ୨୦୧୯

ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିକାଶ ଉତ୍ସବରେ ଓଡିଶା କବଜା କରିବାର ବାର୍ତା । ମିଶନ ୨୦୧୯ର ରୋଡମ୍ୟାପ । ବିଜେପିର ପୋଷ୍ଟର ବଏ ମୋଦି ଓ ଷ୍ଟ୍ରାଟେଜୀଷ୍ଟ ଅମିତ ଶାହାଙ୍କ ନଜର ଓଡିଶା ଉପରେ ଥିବା ବେଳେ ଆଜି ତାର ପୁନାଦି ଖୋଳାଯାଇଛି । ରାଜନୀତିର କଥାକୁ ବେଶ ଚତୁରତାର ସହ ବଖାଣିଛନ୍ତି ।…
Read More...

ଥମିଲା ଆନ୍ଦୋଳନ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ଏନ୍ଆଇଟି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏନ୍ଆଇଟି ନିର୍ଦେଶକଙ୍କ ଉପସ୍ଥିତରେ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀ ମଧ୍ୟରେ ହୋଇଥିବା ରୁଦ୍ଧଦ୍ୱାର ବୈଠକ ପରେ ଏହି ନିଷ୍ପତି ହୋଇଛି । ପ୍ରଶାସନିକ ତ୍ରୁଟି ଥିବା ବୈଠକରେ…
Read More...

ମୋଦିଙ୍କ କଟାକ୍ଷ

ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡ଼ିଶା ମାଟିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା । ପଛୁଆ ଓଡ଼ିଶା ପାଇଁ ବିଜେଡ଼ି ସରକାରକୁ ସିଧାସଳଖ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିକାଶ ଉତ୍ସବରେ ନିଜ ସରକାରର ଉପଲବ୍ଧିର ହିସାବ ଦେଉ ଦେଉ ମୋଦି ଦେଇଛନ୍ତି ମିଶନ୍ ୨୦୧୯ର…
Read More...

ଡାକିଥିଲେ , ଅଟକାଇ ଦେଲେ

ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଡାକିଥିଲେ ମନା କଲେ । ଯମୁନାମଣିଙ୍କୁ ଭୁଲିଗଲେ ମୋଦି । ସାକ୍ଷାତ ବି କରିଲେନି । ବିଜେପିର ବିକାଶ ଉତ୍ସବରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଖୋର୍ଦ୍ଧା ନାଇଜର ମଂଚରେ ଯାହାକୁ ନମସ୍କାର କରି ମୋଦି ପ୍ରଶଂସାରେ ପୋତିପକାଇଥିଲେ ସେ ଆଜି ଯେପରି…
Read More...