Browsing Category

ନ୍ୟୁଜ୍

ରିଓରେ ଆଜି ପଡିଆକୁ ଓହ୍ଲାଇବ ମହିଳା ହକିିଟିମ୍ : ପ୍ରଥମଥର ଲାଗି ଅଲିମ୍ପିକ୍ସ ଟିମରେ ୪ ଓଡିଆ ଖେଳାଳି

କନକ ବ୍ୟୁରୋ : ରିଓରେ ଆଜି ପଡିଆକୁ ଓହ୍ଲାଇବ ମହିଳା ହକିିଟିମ୍ ।  ପ୍ରଥମଥର ଲାଗି ଟିମରେ ସାମିଲ୍ ଅଛନ୍ତି ୪ ଓଡିଆ ଖେଳାଳି । ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ସୁନୀତା ଲାକ୍ରା । ସେପଟେ ରିଓ ଅଲିମ୍ପିକ୍ସରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି…
Read More...

ଶିଶୁ ମୃତ୍ୟୁକୁ ନେଇ ଜୟପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତେଜନା

ଜୟପୁର : ଶିଶୁ ମୃତ୍ୟୁକୁ ନେଇ ଜୟପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତେଜନା । ଝାଡାବାନ୍ତିରେ ପୀଡିତ ଜଣେ ୧୦ ମାସର ଶିଶୁକୁ ନେଇ ଆସିଥିଲେ ପରିବାର ଲୋକେ। ତାଙ୍କ ଦାୟିତ୍ୱରେ ଥିବା ନର୍ସ କେବଳ ଅକ୍ସିଜେନ ଦେଇ ଛାଡିଦେଇଥିଲେ ବୋଲି ପରିବାର ଲୋକେ କହିଛନ୍ତି । କିନ୍ତୁ ପରେ ଡାକ୍ତର ଆସି…
Read More...

ଫୁଲବାଣୀରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ କଳା ପତାକା ପ୍ରଦର୍ଶନ : ୬ ବିଜେପି କର୍ମୀ ଅଟକ

ଫୁଲବାଣୀ : ଫୁଲବାଣୀରେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖଙ୍କୁ ବିରୋଧ। କଳାପତାକା ପ୍ରଦର୍ଶନ କଲେ ବିଜେପି କର୍ମୀ । ଘଟଣାରେ ପୁଲିସ୍ ୬ ଜଣଙ୍କୁ ଅଟକ ରଖିଛି।  ବିଜୁ ଶତବାର୍ଷିକୀ ଲାଗି ଆୟୋଜିତ ଏକ ଗଣଦୋଡରେ ଯୋଗ ଦେବାକୁ ଯାଉଥିଲେ ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
Read More...

ଘରମାଲିକଙ୍କ ଅମାନବୀୟ କାଣ୍ଡ : ଘରୋଇ କାମରେ ନିୟୋଜିତ ନାବାଳିକାକୁ ଚେଙ୍କ ଅଭିଯୋଗ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭିମଟାଙ୍ଗି ଅଚଂଳରେ ଜଣେ ନାବାଳିକାକୁ ଚେଙ୍କ ଲଗାଯାଇ ଥିବା ଅଭିଯୋଗ ହୋଇଛି । ଘଟଣାରେ ୧୦ ବର୍ଷର ଶିଶୁ ଶ୍ରମିକ ଜଣକ ଆହତ ହୋଇଛନ୍ତି । ଚାଇଲ୍ଡଲାଇନ ଘଟଣା ସ୍ଥଳରୁ ସଂମ୍ପୃକ୍ତ ବାଳିକାଙ୍କୁ ଉଦ୍ଧାର କରିବା ପରେ କ୍ୟାପିଟାଲ ହସପିଟାଲରେ ଚିକିସôû କରାଯାଇଛି…
Read More...

ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ଆଉ ଦୁଇଟି ଗେଟ୍ ଖୋଲିବ

ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ଆଉ ଦୁଇଟି ଗେଟ୍ ଖୋଲିବ । ପୂର୍ବରୁ ୧୦ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ଜଳଭଣ୍ଡାରର ଜଳସ୍ତର ରହିଛି ୬୧୫.୮୯ ଘନଫୁଟ । ଏନେଇ ହୀରାକୁଦ ଡ୍ୟାମ କର୍ତୃପକ୍ଷ ସୂଚନା ଦେଇଛନ୍ତି ।
Read More...

ମାଓବାଦୀଙ୍କ ପଦକ୍ଷେପ ସ୍ୱାଗତ ଯୋଗ୍ୟ : ଦାମ ରାଉତ

କନକ ବ୍ୟୁରୋ : ମାଓବାଦୀଙ୍କୁ ସ୍ୱାଗତ କଲେ ଦାମ । ମାଓବାଦୀଙ୍କୁ ସାଧୁବାଦ ଜଣାଇଛନ୍ତି ବିଜେଡିର ଏହି ବରିଷ୍ଠ ନେତା । ବୌଦ୍ଧ ମନମୁଣ୍ଡା ପ୍ରାଣୀ ଚିକିତ୍ସାକେନ୍ଦ୍ର ଓ ଟିଟିଲାଗଡ ସଇଁତଳା ଚାରିଛକରେ ଲାଗିଥିବା ମାଓ ପୋଷ୍ଟରରେ ମନ୍ତ୍ରୀ ଦାମୋଦର ରାଉତଙ୍କୁ ପ୍ରଶଂସା କରାଯାଇଛି । ଯାହାକୁ ନେଇ…
Read More...

ଅଲିମ୍ପିକ୍ସରେ ଦୂତୀଙ୍କ ସଫଳତା କାମନା କରି ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

କନକ ବ୍ୟୁରୋ : ସୁନାଝିଅ ପାଇଁ ପ୍ରାର୍ଥନା । ରିଓ ଅଲିମ୍ପିକ୍ସରେ ଓଡିଆ ଧାବିକା ଦୂତୀ ଚାନ୍ଦଙ୍କ ସଫଳତା କାମନା କରିଛନ୍ତି ଦୂତୀଙ୍କ ଗ୍ରାମବାସୀ । ଅଲିମ୍ପିକ୍ସରେ ଦୂତୀ ସ୍ୱର୍ଣ୍ଣ ପଦକ ଜିତନ୍ତୁ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ଗାଁ ମନ୍ଦିରରେ ପୂଜାର୍ଚ୍ଚନା ସହ ଯଜ୍ଞ କରାଯାଇଛି । କଳସ…
Read More...

ବିଜେଡିର ମହାନଦୀ ମନ୍ଥନ : ଛତିଶଗଡ ଯାଇ ତଥ୍ୟ ସଂଗ୍ରହ କରିବ ଅନୁଧ୍ୟାନକାରୀ ଟିମ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗରେ ବିଜେଡ଼ି ଗଠନ କରିଥିବା ୧୨ ଜଣିଆ ପୂର୍ଣ୍ଣାଙ୍ଗ କମିଟିର ଆଜି ବୈଠକ ବସିଛି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଛତିଶଗଡଙ୍କ ସରକାରଙ୍କ ସହ ଯୋଗାଯୋଗ…
Read More...

ମହାନଦୀ ପ୍ରସଙ୍ଗରେ ବିଜେଡିର ସମାଲୋଚନାର ଉତର ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ପ୍ରସଙ୍ଗରେ ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶେଷ କରି ଶାସକ ଦଳ ବିଜେଡି ତାଙ୍କୁ କରିଥିବା ସମାଲୋଚନାର କଡା ଜବାବ ରଖିଛନ୍ତି ସେ । ପ୍ରଶାସନରେ କୁସ୍ତି ହୁଏନାହିଁ, ଓଡିଶା ପ୍ରତି ଆନ୍ତରିକତା…
Read More...