ଫୁଲବାଣୀରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ କଳା ପତାକା ପ୍ରଦର୍ଶନ : ୬ ବିଜେପି କର୍ମୀ ଅଟକ

21

ଫୁଲବାଣୀ : ଫୁଲବାଣୀରେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖଙ୍କୁ ବିରୋଧ। କଳାପତାକା ପ୍ରଦର୍ଶନ କଲେ ବିଜେପି କର୍ମୀ । ଘଟଣାରେ ପୁଲିସ୍ ୬ ଜଣଙ୍କୁ ଅଟକ ରଖିଛି।  ବିଜୁ ଶତବାର୍ଷିକୀ ଲାଗି ଆୟୋଜିତ ଏକ ଗଣଦୋଡରେ ଯୋଗ ଦେବାକୁ ଯାଉଥିଲେ ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।