Browsing Category

ଜୀବନଚର୍ଯ୍ୟା

ଲିଫ୍ଟ ବନ୍ଦ ହୋଇଗଲେ କଣ କରିବେ ? ଏହି ସମୟରେ ନିଜକୁ କିପରି ବଂଚାଇବେ, ଜାଣନ୍ତୁ

ଯଦି ଆପଣ କୌଣସି ଉଚ୍ଚ ମହଲାରେ ରହୁଛନ୍ତି କିମ୍ବା ସେଭଳି କୌଣସି ବିଲ୍ଡିଂରେ କାମ କରୁଛନ୍ତି ଏବଂ ସିଡିରେ ନ ଯାଇ ଲିପ୍ଟରେ ଯାଇଛନ୍ତି ତେବେ ଆପଣଙ୍କ ମନରେ ଲିଫ୍ଟକୁ ନେଇ ଏଣୁତେଣୁ ପ୍ରଶ୍ନ ନିଶ୍ଚୟ ଆସିଥିବ । କାରଣ ଯେଭଳି ଭାବରେ ଲିଫ୍ଟକୁ ନେଇ ଦୁର୍ଘଟଣାମାନ ଘଟିଚାଲିଛି । ସେ ସବୁ ଜାଣିବା…
Read More...

କୁକୁର କାମୁଡିଲେ କରିବେ କଣ? ତୁରନ୍ତ କରନ୍ତୁ ଏହି ଗୋଟିଏ କାମ ଆଉ ନେବାକୁ ପଡିବ ନାହିଁ ୧୪ଟି ଇଂଜେକସନ

ସାଧାରଣତଃ ଯଦି କୌଣସି କୁକୁର ଆମକୁ କାମୁଡି ଦିଏ ତେବେ ଆମେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ନିକଟକୁ ଯାଇଥାଉ ଆଉ ଡାକ୍ତର ଆମକୁ ଏଥିପାଇଁ ୧୪ଟି ଇଂଜେକସନ ନେବାକୁ ପରାମର୍ଶ ଦେଇଥାନ୍ତି, ସେ ବି ପୁଣି ପେଟରେ । ଯାହାଦ୍ୱାରା ଆମକୁ ବହୁତ କଷ୍ଟ ସହିବା ସହ ଅତି କମରେ ୫୦ ହଜାରରୁ କମ ଟଙ୍କା ଖର୍ଚ୍ଚ…
Read More...

ପିଲାଙ୍କୁ କୌଣସି ବି ବିପଦରୁ ଦୂରେଇ ରଖିବାକୁ ଚାହୁଁଛନ୍ତି କି? ତେବେ ପ୍ରତିଦିନ ସେମାନଙ୍କ ସହ ସେୟାର କରନ୍ତୁ ଏହି ୮ଟି…

ଆଜିକାଲି ଶିଶୁ ଅପହରଣ ଏବଂ ସେମାନଙ୍କ ସହ ଘଟୁଥିବା ଅପରାଧ କିଛି ନୂଆ କଥା ନୁହେଁ । ଏହା ବର୍ତ୍ତମାନ ବହୁଳ ଭାବେ ବୃଦ୍ଧି ହେବାରେ ଲାଗିଛି । ପ୍ରତିଦିନ କେହି ନା କେହି ଏବଳି ଅପରାଧର ଶିକାର ହେବା ନେଇ ବିଭିନ୍ନ ଗଣମାଧ୍ୟରେ ପ୍ରକାଶ ପାଉଛି । ତେଣୁ ଏହାକୁ ରୋକିବା ଲାଗି ସମସ୍ତ ବାପା-ମା’…
Read More...

ଅପରିଷ୍କାର କାଚ ଜିନିଷକୁ ସଫା କରିବେ କିପରି ? ଆପଣାନ୍ତୁ କିଛି ଘରୋଇ ଉପାୟ

ଆଇନା, କାଚ ବା ଦର୍ପଣରେ ଆପଣଙ୍କ ସଫା ଛବି ଦେଖାଏ, କିନ୍ତୁ ଯଦି କାଚ ହିଁ ଅପରିଷ୍କାର ଓ ଦାଗଯୁକ୍ତ ହୋଇଥାଏ ତେବେ ? କାଚ ଅପରିଷ୍କାର ହେବା ସାଧାରଣ କଥା, କିନ୍ତୁ କାଚକୁ ସଫା ରଖିବା ବହୁତ ମୁସ୍କିଲ ଓ କ୍ଳାନ୍ତିକର କାମ । ଦେଖିଥିବେ ଘରେ ସହଜରେ ଅପରିଷ୍କାର ହେଉଥିବା ଜିନିଷ ହେଲା ବାଥରୁମର…
Read More...

ଅଧିକ ଡାଏଟିଂ କରୁଥିବା ମହିଳା ହୋଇଯାଆନ୍ତୁ ସାବଧାନ : ଓଜନ କମ କରିବା ଚକ୍କରରେ ଉପୁଜିପାରେ ଏହି ଶାରୀରିକ ସମସ୍ୟା

ଯେଉଁ ମହିଳାମାନେ ଡାଏଟିଂ କରି ନିଜର ଓଜନ କମ୍ କରିବାକୁ ଚାହାଁନ୍ତି ବା ନିଜକୁ ଫିଟ ରଖିବାର ପ୍ରୟାସ କରନ୍ତି, ସେମାନଙ୍କଠାରେ କେତେକ ଶାରୀରିକ ସମସ୍ୟା ପରିଲକ୍ଷିତ ହୋଇଥାଏ । ପ୍ରଥମତଃ ସେମାନଙ୍କର ହରମୋନ ସନ୍ତୁଳନ ଖରାପ ଆଡକୁ ଗତି କରିଥାଏ । ଏହା ଫଳରେ ଋତୁସ୍ରାବରେ ଅନିୟମିତତା ମଧ୍ୟ…
Read More...

ବାଇକରେ ବୁଲୁଛନ୍ତି କି? ତେବେ ସର୍ବଦା ସାଥିରେ ରଖନ୍ତୁ ଏହି ୫ଟି ଜିନିଷ, କେବେବି ଦରକାର ପଡିପାରେ

ଯଦି ଆପଣ ବାଇକରେ ବହୁ ଦୂର ଜାଗାକୁ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ବାଇକ୍ ସହିତ କିଛି ଜରୁରୀ ଜିନିଷ ସବୁବେଳେ ସାଥିରେ ରଖିବା ଉଚିତ । କାରଣ ରାସ୍ତାରେ କେତେବେଳେ କିଛି ବି ଘଟିପାରେ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଜରୁରୀ ଜିନିଷ ସଂପର୍କରେ ଅବଗତ କରାଇବୁ, ଯାହା ଆପଣ ସବୁବେଳେ ସାଥିରେ…
Read More...

ବାରମ୍ବାର ଆଙ୍ଗୁଠି ଫୁଟାଇବା ଭଳି ଅଭ୍ୟାସ ରଖିଛନ୍ତି କି ? ସାବଧାନ ହୋଇପାରେ ଏହି ସମସ୍ୟା ।

ଅଫିସରେ ଅଧିକ ସମୟ କମ୍ପ୍ୟୁଟର ଆଗରେ ବସି ବସି କାମ କରିବା ଏବଂ ଟାଇପିଂ କରିବା ଦ୍ୱାରା ଶରୀରରେ ତ ଥକ୍କାପଣ ଦେଖାଦେଇଥାଏ ଏହାସହ ଆଙ୍ଗୁଠିଗୁଡିକ ମଧ୍ୟ କାଟିଥାଏ । ଅଳସ ଭାଙ୍ଗିବା,ହାତଗୋଡ ମୋଡାମୋଡି କରିବା ଭଳି ସମୟ ପାଇଲେ ଆମେ ଆଙ୍ଗୁଠି ମଧ୍ୟ ଫୁଟାଇଥାଉ । ଏହି ଗୁଣଟି ପ୍ରାୟ ସମସ୍ତଙ୍କଠାରେ…
Read More...

ଏହି ତିନୋଟି ଉପାୟରେ ମଶାକୁ କରନ୍ତୁ ଆଉଟ

ଗରମ ବଢିବା ସହିତ ମଶାମାନଙ୍କର ଦୌରାତ୍ମ୍ୟ ବଢିବାକୁ ଲାଗିଥାଏ । ଏଥିରୁ ବଂଚିବା ପାଇଁ ଆମେ ସାଧାରଣତଃ ମଶା ଧୂପର ବ୍ୟବହାର କରିଥାଉ । କିନ୍ତୁ ଏହାର ପ୍ରଭାବ ମଶାଙ୍କ ଉପରେ କମ ଆମ ଉପରେ ଅଧିକ ପଡିଥାଏ । ଧୂଆଁ କାରଣରୁ ଅଣନିଶ୍ୱାସୀ ଲାଗିଥାଏ । ତେବେ ଏସବୁ ଉପାୟ ଛାଡି କିଛି ପ୍ରାକୃତିକ ଉପାୟ…
Read More...

ତମାଖୁ,ଗୁଟୁଖା ଖାଇବା ଭଳି ଅଭ୍ୟାସକୁ ଛଡାଇବାକୁ ଚାହୁଁଛନ୍ତି କି? ତେବେ ମନେରଖନ୍ତୁ ଏହି ୫ଟି କଥା, ଯେତେ ପୁରୁଣା…

ଗୁଟୁଖା ତଥା ତମାଖୁ ଭଳି ମାରାତ୍ମକ ଜିନିଷର ଭୟାବହତା ବିଷୟରେ ସମସ୍ତେ ଅବଗତ । ଆଉ ଏଥିପାଇଁ ସାରା ଦିନରେ ଚାଲିଛି ସଚେତନତା ଅଭିଯାନ । କାରଣ ଗୁଟୁଖା, ତମାଖୁ ତଥା ଧୂମ୍ରପାନ କରିବା ଦ୍ୱାରା ଆମ ଶରୀର ଉପରେ ଏହାର ଗଭୀର ପ୍ରଭାବ ପଡିଥାଏ । ସେଥିପାଇଁ ତ ଆପଣ ଦେଖିଥିବେ ବିଭିନ୍ନ ସିଗାରେଟ୍ ଏବଂ…
Read More...

ପ୍ରତିଦିନ ଆଚାର ଖାଇଲେ କ’ଣ ହୁଏ ? ଜାଣନ୍ତୁ ଏହି ପ୍ରଶ୍ନର ଉତ୍ତର

କେତେକ ଲୋକଙ୍କୁ ଖାଇବା ସହିତ ଆଚାର ଖାଇବାର ଅଭ୍ୟାସ ଥାଏ । ଆମ୍ବ, ଲେମ୍ବୁ, ଶାଳଗମ, ଗାଜର, ରସୁଣ ଇତ୍ୟାଦି ଅନେକ ପ୍ରକାରର ଆଚାର ଖାଆନ୍ତି । ଆଚାର ପ୍ରେମୀ କେବଳ ନୂଆ ସ୍ୱାଦର ଆଚାରର ଅପେକ୍ଷାରେ ଥାନ୍ତି । ଆପଣ କେବେ ଭାବିଛନ୍ତି କି ଏହାର ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ…
Read More...