Browsing Category

ଜୀବନଚର୍ଯ୍ୟା

ଟାଇପିଂ କରିବା ପଡିବ ମହଙ୍ଗା ! ହୋଇପାରେ ସାଢେ ତିନି ଅଙ୍ଗୁଳିରେ ସମସ୍ୟା ।

ବଢୁଥିବା ଜୀବନଶୈଳୀ,ଅଫିସରେ ବଢୁଥିବା କାମ ଏବଂ କର୍ମ ବ୍ୟବସ୍ଥାର ଚାପରେ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଏ । ଏହି ସବୁ ରୋଗ ଏବେ ମଣିଷ ଜୀବନରେ ଯେମିତି ସାଧାରଣ ହୋଇଗଲାଣି । ପ୍ରାୟତଃ ସବୁ କମ୍ପାନୀରେ କମ୍ପ୍ୟୁଟରର ବ୍ୟବହାର ହୋଇଗଲାଣି । ଅଫିସରେ କମ୍ପ୍ୟୁଟର ଟାଇପିଂ କରି କରି…
Read More...

ଶରୀରରେ ପୋଟାସିୟମର ଅଭାବ ରହିଲେ କ’ଣ ହୁଏ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟ ଉପରେ ନଜର…

ଆମେ ପ୍ରତିଦିନ ଭିଟାମିନ୍, ପ୍ରୋଟିନ, କାର୍ବୋହାଇଡ୍ରେଟ୍ ଓ ଫାଇବରଯୁକ୍ତ ଖାଦ୍ୟ ଖାଉ। ଏହାଦ୍ୱାରା ଆମ ଶରୀରକୁ ସମ୍ପୂର୍ଣ୍ଣ ପୁଷ୍ଟି ମିଳିଯିବ ବୋଲି ଆମେ ଭାବିଥାଉ। କିନ୍ତୁ ଆମେ ଗୋଟିଏ ପ୍ରକାରର ଖାଦ୍ୟ ଖାଇବାକୁ ଭୁଲିଯାଉ। ତାହା ହେଲା ପୋଟାସିୟମ୍। ଶରୀରରେ ପୋଟାସିୟମ୍ କମିଗଲେ ମାଂସପେଶୀ…
Read More...

ମ୍ୟାଲେରିଆ ରୋଗରୁ ରକ୍ଷା କରିବ ଟୁଥପେଷ୍ଟ, ସାବୁନ୍ ଏବଂ ସର୍ଫ ପାଉଡର ! ମ୍ୟାଲେରିଆକୁ ରୋକିବା ପାଇଁ ଗବେଷକ ଦେଲେ ମତ ।

ନିକଟରେ ଲଣ୍ଡନଠାରେ ଏକ ଗବେଷଣା କରାଯାଇଛି, ଏହି ଗବେଷଣା ମୁତାବକ ବ୍ରଶ୍ କରୁଥିବା ଟୁଥପେଷ୍ଟ, ସାବୁନ୍ ଏବଂ ସର୍ଫ ପାଉଡରର ବ୍ୟବହାରରୁ ମ୍ୟାଲେରିଆ ରୋଗର ନିରାକରଣ ହୋଇପାରିବ । ରିସର୍ଚ୍ଚ ମୁତାବକ ଟୁଥପେଷ୍ଟ, ସାବୁନ୍ ଏବଂ ସର୍ଫ ପାଉଡରରୁ ଟ୍ରାଇକ୍ଲୋଜନ୍ ନାମକ ଏକ ତତ୍ତ୍ୱ ମିଳିଛି ଯେଉଁଥିରେ…
Read More...

ଛିଡା ହୋଇ ପାଣି ପିଇବା ଦ୍ୱାରା ହୋଇପାରେ ଏହି ସାଂଘାତିକ ରୋଗ : ଜାଣନ୍ତୁ କ’ଣ ? ଓ ତୁରନ୍ତ ଅଭ୍ୟାସ ବଦଳାନ୍ତୁ

ପାଣି ଆମ ଶରୀର ପାଇଁ ସବୁଠାରୁ ଜରୁରୀ ତତ୍ୱ ମଧ୍ୟରୁ ଏକ । ଛିଡା ହୋଇ ପାଣି ପିଉଥିବା ଲୋକ ୯୯ ପ୍ରତିଶତ ଜାଣି ନଥିବେ ଯେ ଏହା ଦ୍ୱାରା ଶରୀରକୁ କ୍ଷତି ପହଂଚେ । କିନ୍ତୁ ପାଣି ପିଇବାର ବି ଏକ ଶୈଳୀ ଅଛି, ଯାହାକି ବସି କି ଆରାମରେ ପାଣି ପିଇବା ଉଚିତ । ଆସନ୍ତୁ ଜାଣିବା ଛିଡା ହୋଇ ପାଣି ପିଇଲେ…
Read More...

ଭିନେଗାର କେବଳ ଖାଦ୍ୟର ସ୍ୱାଦ ବଢ଼ାଏନି ବରଂ ଘରର ଛୋଟ ଛୋଟ ସମସ୍ୟାକୁ ବି କରେ ଦୂର : ଜାଣନ୍ତୁ ଭିନେଗାରର ଫାଇଦା…

ବରଂ ଏହା ଆପଣଙ୍କ ଘରର ଛୋଟ ଛୋଟ ସମସ୍ୟାକୁ ବି ଦୂର କରିବାଭିନେଗାର ଏକ ଏମିତି ଜିନିଷ ଯାହାର ବ୍ୟବହାର ଖାଦ୍ୟ ବ୍ୟଞ୍ଜନରେ ବହୁତ ହୁଏ, କିନ୍ତୁ ଆପଣ ଜାଣିଛନ୍ତି କି ଭିନେଗାର କେବଳ ଖାଦ୍ୟର ସ୍ୱାଦ ବଢ଼ାଏନି ରେ ସହାୟକ ହୁଏ । ଆସନ୍ତୁ ଜାଣିବା ଏଥିରୁ ମିଳୁଥିବା ଲାଭ ବିଷୟରେ । • ଯଦି ଆପଣଙ୍କ…
Read More...

ଘରୋଇ ଉପଚାର ମାଧ୍ୟମରେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଆନ୍ତୁ ! ଦୋକାନରେ ମିଳୁଥିବା ପେନକିଲରଠାରୁ ଅଧିକ ଉପଯୋଗୀ ।

ଦୈନକ ଆମେ କିଛି ନା କିଛି ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିଥାଉ। ଅଧିକାଂଶ ସମୟରେ ମୁଣ୍ଡ ,ହାତଗୋଡ଼ ଓ ଅଣ୍ଟା ଆଦିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହି ଯନ୍ତ୍ରଣାରୁ ତୁରନ୍ତ ଉପଶମ ପାଇବା ପାଇଁ ସାଧାରଣତଃ ଆମେ ବଜାରରେ ମିଳୁଥିବା ପେନକିଲର ଖାଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଅତ୍ୟଧିକ…
Read More...

ରକ୍ତଚାପ ଜନିତ ସମସ୍ୟାରେ ପୀଡିତ କି ? ତେବେ ଜାଣି ରଖନ୍ତୁ ଏହାର ପ୍ରକୃତ କାରଣ ଓ ନିରାକରଣ ସଂପର୍କରେ, ଦରକାର ପଡିବନି…

ରକ୍ତଚାପ ଜନିତ ସମସ୍ୟାରେ ଏବେ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି । କାରଣ ବିଶ୍ୱର ପ୍ରାୟତଃ ଅଧିକାଂଶ ଲୋକେ ଏହି ରୋଗର ଶିକାର ହୋଇଥାନ୍ତି । ତେବେ ଏହି ରୋଗକୁ କୌଣସି ସାମାନ୍ୟ ରୋଗ ଭାବି ଅଣଦେଖା କରିବା ଆଦୌ ଠିକ୍ ନୁହେଁ । କାରଣ ଏଥିପାଇଁ ଆପଣଙ୍କର ଜୀବନ ମଧ୍ୟ ଚାଲିଯିବାର ଭୟ ରହିଛି…
Read More...

ଫେସୱାସ ବ୍ୟବହାର କରୁଛନ୍ତି କି? ତେବେ ଜାଣି ରଖନ୍ତୁ ଏଥିରେ ରହିଛି ଏକ ମାରାତ୍ମକ ଉପାଦାନ

ମହିଳାମାନେ ତ୍ୱଚାକୁ ସୁନ୍ଦର ଓ ସତେଜ କରିବା ପାଇଁ ପ୍ରତିଦିନ ମୁହଁକୁ ଫେସ ଓ୍ଵାସ୍ ରେ ଧୋଇଥାନ୍ତି। କିନ୍ତୁ ଏହି ପ୍ରଡକ୍ଟରେ ରହିଛି ଏକ ମାରାତ୍ମକ ପଦାର୍ଥ । ଏହା ହେଲା ମାଇକ୍ରୋପ୍ଲାଷ୍ଟିକ୍। ଏହା କେବଳ ପରିବେଶକୁ ଦୂଷିତ କରି ନଥାଏ, ବରଂ ଜଳଜୀବ ଓ ମଣିଷମାନଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ…
Read More...

କୋଷ୍ଠକାଠିନ୍ୟ ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଫଳର ଜୁସ୍, କୋଷ୍ଠକାଠିନ୍ୟ ସହ ଅନ୍ୟ…

ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ପେଟ ହେଉଛି ଅନ୍ୟତମ । ଯଦି ଆପଣଙ୍କ ପେଟର ଆପଣ ଠିକ୍ ରୂପେ ଯତ୍ନ ନେଉନାହାନ୍ତି ତେବେ ୫୦ ପ୍ରକାର ରୋଗ ଆପଣଙ୍କୁ ଗ୍ରାସିବ ଏହା ତ ଶୁନିଶ୍ଚିତ । କୋଷ୍ଠକାଠିନ୍ୟ ହେଉଛି ଏହି ରୋଗମାନଙ୍କ ମଧ୍ୟରେ ପ୍ରଧାନ । ଭାରତରେ ପ୍ରାୟ ୬୦ ପ୍ରତିଶତ ଲୋକ…
Read More...

ଏବେ ମଣିଷକୁ ବସିବା ଶୈଳୀ ଶିଖାଇବ ମୋବାଇଲ ଆପ : ଭୁଲ ହେଲେ ତୁରନ୍ତ ମିଳିବ ସତର୍କ ସୂଚନା, ଜାଣନ୍ତୁ କେଉଁ ଆପ ଓ ତା’ର…

ଦୟାକରି ଚେୟାରରେ ସିଧା ବସନ୍ତୁ । ମୁଣ୍ଡ ତଳକୁ କରି ବସନ୍ତୁନି । ଚେୟାର ଉପରେ ଠିକ ଭାବରେ ନବସିବା ଆପଣଙ୍କ ମେରୁଦଣ୍ଡ ପାଇଁ କ୍ଷତିକାରକ ହୋଇପାରେ । ଏମିତି ସବୁ ସତର୍କ ବାଣୀ ଏବେ ମିଳିବ ମୋବାଇଲ ଆପରୁ । ବସିବାର ଢଙ୍ଗ ଭୁଲ ହେଲେ, ମୋବାଇଲ ବ୍ୟବହାର କରିବା ସମୟରେ ଅଙ୍ଗଭଙ୍ଗି ଭୁଲ ହେଲେ…
Read More...