Browsing Category

ଜୀବନଚର୍ଯ୍ୟା

ଏଭଳି ଅସ୍ୱାସ୍ଥ୍ୟକର ଅଭ୍ୟାସ ଠାରୁ ରୁହନ୍ତୁ ଦୂରେଇ, ନଚେତ୍ ବଢ଼ିପାରେ କୋଲେଷ୍ଟ୍ରଲ୍

ଖାଦ୍ୟ ପ୍ରସ୍ତୁତି ବେଳେ ଧ୍ୟାନ ରଖିବା ଉଚିତ୍ କି ଆମେ ଏସବୁ ପ୍ରସ୍ତୁତ କରିବା ସମୟରେ କମ୍ ତେଲ ବ୍ୟବହାର କରିବା । ନହେଲେ ଆମ କୋଲେଷ୍ଟ୍ରଲ୍ ବଢିଯିବାର ଆଶଙ୍କା ରହିଛି । ରାତିରେ ଅଧିକ ଭୋଜନ କରିବା ଫଳରେ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ । ତେଣୁ ଯାହା ବି ଖାଇବେ, ହଜମ…
Read More...

ହୁସିଆର୍ ! ଟ୍ରାଏଲ ରୁମରେ ଲାଗିଥାଇପାରେ ହିଡେନ କ୍ୟାମେରା, ଜାଣିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ଲୋକମାନେ ଖାସ୍‌ କରି ଯୁବତୀମାନେ କୌଣସି ବି ଜିନିଷ କିଣିବା ପୂର୍ବରୁ ଟ୍ରାଏଲ ରୁମ୍‌ ଯାଇ ତାହାର ଫିଟ୍‌ ଠିକ୍‌ ହେଉଛି ନାହିଁ ଦେଖିଥାନ୍ତି । କିନ୍ତୁ ଆଜିକାଲି ପୋଷାକ ଦୋକାନରେ ଲାଗୁଥିବା ହିଡ଼େନ୍‌ କ୍ୟାମେରା ପାଇଁ କିଛି ଲୋକ ଡ଼ରରେ ଟ୍ରାଏଲ ରୁମ୍‌କୁ ଯାଆନ୍ତି ନାହିଁ । ଏ ନେଇ ଆପଣମାନଙ୍କୁ…
Read More...

ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଶରୀର ପାଇଁ ହୋଇପାରେ କ୍ଷତିକାରକ : ଜାଣନ୍ତୁ ଶରୀରରେ ଦେଖାଯାଉଥିବା ସମସ୍ୟା

ପ୍ରୋଟିନ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ସଠିକ୍ ବିକାଶ ପାଇଁ ପ୍ରତିଦିନର ଖାଦ୍ୟରେ ପ୍ରୋଟିନ ଯୁକ୍ତ ଖାଦ୍ୟ ରହିବା ନିହାତି ଆବଶ୍ୟକ । କିନ୍ତୁ ସବୁ ଜିନିଷ ଅଧିକ ହେଲେ ଯେମିତି ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ, ସେଭଳି ପ୍ରତିଦିନର ଖାଦ୍ୟରେ ପ୍ରୋଟିନର ମାତ୍ରା ଦରକାର…
Read More...

ଏକା ସହ ଏହି ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ ହାନିକାରକ ! ଜାଣନ୍ତୁ କେଉଁ କେଉଁ ଫଳ ଏକା ସହ ଖାଇବା ଉଚିତ୍ ନୁହେଁ…

ଆମେ ନିଜର ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରଚୁର ମାତ୍ରାରେ ଫଳ ଓ ପରିବା ଖାଇଥାଉ । କିନ୍ତୁ ଯଦି ଏମିତି ଫଳ ବି ଅଛି, ଯେଉଁ ଦୁଇଟିକୁ ଏକା ସାଙ୍ଗରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ, ଆସନ୍ତୁ ଜାଣିବା କେଉଁ ଫଳ ସହ କ’ଣ ଖାଇବା ଅନୁଚିତ । କମଳା ଓ ଗାଜର: କମଳା ଓ ଗାଜର ଏ ଭଳି…
Read More...

ଗ୍ରୀନ୍ ମଟର ଶରୀରକୁ ଦେଇଥାଏ ଅନେକ ଫାଇଦା ! ରୋଗରୁ କରିଥାଏ ରକ୍ଷା, ଜାଣନ୍ତୁ ଏହାକୁ ଖାଇବାର ପ୍ରକୃତ ପ୍ରକ୍ରିୟା ।

ଅନେକ ଲୋକ ଖାଦ୍ୟରେ ମଟରର ପ୍ରୟୋଗ କରିବାକୁ ଭଲ ପାଆନ୍ତି।  କାରଣ ସେହି  ଲୋକ ମାନେ କହନ୍ତି ଯେ ଗ୍ରିନ୍ ମଟର  କେବଳ  ଖାଦ୍ୟକୁ ସ୍ୱାଦିଷ୍ଟ  କରିବା ପାଇଁ ଉଦ୍ଦିଷ୍ଟ  । ଯଦି ଆପଣ  ଏଭଳି  ଭାବୁଥାଆନ୍ତି, ତେବେ ମନେ ରଖନ୍ତୁ, ତାହା ଠିକ୍ ନୁହେଁ ।  କାରଣ  ମଟରରେ  ଭିଟାମିନ୍ ଓ ମିନେରାଲ୍   …
Read More...

ଏଣିକି କ୍ୟାନ୍ସର ପାଇଁ ଆଉ ଜିବନି ଜୀବନ ! ଛତିଶଗଡ ମମତା ଆଣିଲେ ନୂଆ ଆବିଷ୍କାର ।

କ୍ୟାନ୍ସର ଭଳି ମରଣାନ୍ତକ ରୋଗରେ ବହୁ କମ୍ ଲୋକ ବଞ୍ôଚବାର ସୌଭାଗ୍ୟ ଲାଭ କରୁଥିବା ବେଳେ କିଛି ଲୋକ ସମୟ ପୂର୍ବରୁ ରୋଗର ଆଭାସ ନ ପାଇ ଅବହେଳା କରି ମୃତ୍ୟୁ ମୁଖରେ ପଡିଥାନ୍ତି । ଏହାର କାରଣ କ୍ୟାନ୍ସରର ହାନିକାରକ ସେଲ୍ସଗୁଡିକ ଶରୀରରେ ଦ୍ରୁତ ଗତିରେ ପ୍ରବାହିତ ହୋଇଥାଏ । ଯାହାଦ୍ୱାରା ଜୀବନ…
Read More...

ଭାରତରେ ୭୪ ପ୍ରତିଶତ ମହିଳାଙ୍କ ଠାରେ ଭିଟାମିନ୍–ଡି ଅଭାବ : ଜାଣନ୍ତୁ ଏହାର ଅଭାବରେ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା

ଭାରତୀୟ ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣି ଥରେ ଆଲୋଚନା ଚାଲିଛି । ଏହାର କାରଣ ଏକ ହାଲିୟା ମେଡିକାଲ ସର୍ଭେ , ଯେଉଁଥିରେ ଭାରତର ୭୪ ପ୍ରତିଶତ ମହିଳାଙ୍କୁ ଭିଟାମିନ୍-ଡି ର ଅଭାବରେ ଗ୍ରାସିତ ହେବାକୁ ପଡୁଛି । ଏହି ମାମଲାରେ ଉତ୍ତର ଭାରତର ମହିଳାଙ୍କ ସ୍ଥିତି ଅତ୍ୟଧିକ ଖରାପ । ଭିଟାମିନ୍-ଡି…
Read More...

ବର୍ଷା ଦିନରେ ମଶା ଉପଦ୍ରବ କମାଇବା ପାଇଁ ଘରେ ଲଗାନ୍ତୁ ଏହି ୩ଟି ଗଛ

ବର୍ଷାଦିନେ ପୃଥିବୀ ସବୁଜ ହୋଇଉଠେ । କିନ୍ତୁ ବର୍ଷାଦିନର ସବୁଠାରୁ ବଡ଼ ସମସ୍ୟା ହେଉଛି ମଶା । ରାସ୍ତାକଡ଼ରେ ହେଉ ବା କୌଣସି ଖାଲୁଆ ଜାଗାରେ ପାଣି ଜମି ରହୁଥିବାରୁ ତାହା ମଶାମାନଙ୍କର ବାସସ୍ଥଳୀ ପାଲଟି ଯାଇଥାଏ । ବର୍ଷାଦିନେ ଘର ବାହାରେ ପାଣି ଜମି ରହୁଥିବାରୁ ମଶାମାନେ ନିଜ ବଂଶବିସ୍ତାର…
Read More...

ଗାଡି ଚଳାଇଲା ବେଳେ ଡ୍ରାଇଭରଙ୍କୁ କାହିଁକି ଲାଗିଥାଏ ନିଦ ! ଜାଣନ୍ତୁ ବୟସ ଅନୁସାରେ ବ୍ୟକ୍ତିଙ୍କୁ ଦୈନିକ କେତେ ସମୟ…

କାରରେ ଯିବା ସମୟରେ ପ୍ରାୟତଃ ଅଳ୍ପ ବାଟ ଯିବା ପରେ ନିଦ ଲାଗିଥାଏ । କିନ୍ତୁ କେବେ ଭାବିଛନ୍ତି କି ଏପରି କାହିଁକି ହୋଇଥାଏ ? କାରଟି ସ୍ୱାଭାବିକ ଭାବରେ ହଲିବା ଦ୍ୱାରା ଲୋକମାନଙ୍କୁ ନିଦ ଲାଗିଥାଏ । ଆଉ ଏଥି ପାଇଁ ଏକାଗ୍ରତା ଏବଂ ସାବଧାନତା ଉପରେ ପ୍ରଭାବ ପଡିଥାଏ । ଅନୁସନ୍ଧାନକାରୀଙ୍କ ମତ…
Read More...

ହଠାତ୍ ହାର୍ଟ ଆଟାକ୍ ଆସିଲେ ତୁରନ୍ତ କରନ୍ତୁ ଏହି ୫ଟି କାମ । ବଂଚି ଯାଇପାରେ ଜୀବନ

ଏକ ସର୍ଭେ ରିପୋର୍ଟ ଅନୁସାରେ, ବିଶ୍ୱରେ ହାର୍ଟ ଆଟାକରେ ମରୁଥିବା ଲୋକଙ୍କ ମଧ୍ୟରେ ଭାରତର ସ୍ଥାନ ରହିଛି ଏକ ନମ୍ବରରେ । ଭାରତରେ ୨୩ ପ୍ରତିଶତ ମୃତ୍ୟୁ ହାର୍ଟ ଆଟାକ୍ ଜନିତ ହୋଇଥାଏ । ଡାକ୍ତରଙ୍କ ମତ ଅନୁସାରେ,ଏହି ସମସ୍ତ ମୃତ୍ୟୁର କାରଣ ଥରେ ମାତ୍ର ହାର୍ଟ ଆଟାକ୍ ଆସିବା ପରେ ଲୋକେ ସଠିକ୍…
Read More...