Browsing Category

ଜୀବନଚର୍ଯ୍ୟା

ଶୀତ ଋତୁରେ କେମିତି ନେବେ ଶରୀରର ଯତ୍ନ ? ଜାଣନ୍ତୁ କିଛି ଆବଶ୍ୟକୀୟ ଟିପ୍ସ

ଏବେ ଶୀତର ପ୍ରକୋପ ଧିରେ ଧିରେ ବଢିବାକୁ ଲାଗିଲାଣି । ଆଉ ଥଣ୍ଡା ଅନୁଭୂତ ହେଲାଣି । ଏହି ଦିନରେ ଶରୀର ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ ଓ ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିଥାଏ । ଏଥିପାଇଁ ବିଶେଷ ଯତ୍ନ ଓ ଉପଚାରର ଆବଶ୍ୟକତା ପଡିଥାଏ । ବିଶେଷକରି ଶିଶୁ ଓ ବୟସ୍କଙ୍କ ଠାରେ…
Read More...

ପିତାମାତାଙ୍କ ଜୀବନଶୈଳୀ ପିଲାଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ !

କୁହାଯାଏ ଅଭିଭାବକଙ୍କ କାର୍ଯ୍ୟକଳାପର ପ୍ରଭାବ ନିଜ ପିଲାଙ୍କ ଉପରେ ପଡିଥାଏ । ସେମାନଙ୍କୁ ତୁରନ୍ତ ଏହାକୁ ଅନୁକରଣ କରିନିଅନ୍ତି । ଏଣୁ ଆମର ପୁରାଣ ପୋଥି ଆଦିରେ କିଛି ଏମିତି ନୀତି ଉପଦେଶ ମାନ କୁହାଯାଇଛି । ଯାହାକି ଜାଣିବା ଦରକାର । ଏଣୁ ପିଲାଙ୍କ ସମ୍ମୁଖରେ ନିଜର ଚାଲି ଚଳନ , କଥାବର୍ତ୍ତା…
Read More...

ପ୍ରାତଃସମୟରେ ଖାଆନ୍ତୁ କିସମିସ୍ ! ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ସାଧାରଣତଃ ଖିରିରେ କିସମିସର ବ୍ୟବହାର କରାଯାଏ । ଆମେ କିସମିସ୍ ଖାଇବାକୁ ପାଇଥାଉ । ଏହା ଖିରିକୁ ଅଧିକ ସ୍ୱାଦିଷ୍ଟ କରିଥାଏ । କେବଳ ଖିରିରେ ନୁହେଁ ଅନେକ ମିଠା ଜାତୀୟ ଦ୍ରବ୍ୟ ତିଆରି ସମୟରେ କିସମିସର ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଖାଲି କିସମିସ ଖାଇଲେ ମଧ୍ୟ ଅନେକ ଉପକାର…
Read More...

ଚକ୍ଷୁ ସମସ୍ୟା ଦୂର କରେ ପାଳଙ୍ଗ ଶାଗର ଜୁସ୍ !

ଶାଗ ସ୍ୱାସ୍ଥ୍ୟ ପାଇଁ ବହୁତ ଦରକାରୀ  । ଶାଗକୁ ସବୁଜ ପରିବା ରୂପେ ଗ୍ରହଣ କରାଯାଏ । ଏଥିରେ ଖାଦ୍ୟସାର A, C, K, B2, B12 ସହିତ ପ୍ରଚୁର ପରିମାଣରେ ଲୌହ ଜାତୀୟ ଶକ୍ତିସାର ରହିଥାଏ । ଏଥିରେ ଥିବା ତନ୍ତୁ ଜାତୀୟ ପଦାର୍ଥ ଶରୀର ଗଠନ କ୍ରିୟାରେ ସାହାଯ୍ୟ କରେ । ଶାଗର ଜଳଧାରଣର କ୍ଷମତା ଅଧିକ।…
Read More...

ତେଜ ପତ୍ରର ଔଷଧୀୟ ଗୁଣ . . . .

ଗୃହିଣୀମାନଙ୍କ ରୋଷେଇ ଘରେ ଅନେକ ପ୍ରକାରର ରୋଷେଇ ସାମଗ୍ରୀ  ଉପଲବ୍ଧ ଥାଏ । ସେଥିରୁ ତେଜପତ୍ର ଅନ୍ୟତମ । ଏହି ପତ୍ରକୁ ବିଭିନ୍ନ ନିରାମିଷ ଓ ଆମିଷ ତରକାରୀରେ ବ୍ୟବହାର କରାଯାଇଥାଏ । ଏହା ଦ୍ୱାରା ତରକାରୀର ସ୍ୱାଦ ଦ୍ୱିଗୁଣିତ ହୋଇଯାଇଥାଏ । କିନ୍ତୁ ଆପଣମାନେ ଜାଣନ୍ତି କି ତେଜପତ୍ର ଆମ…
Read More...

ଔଷଧ ବଦଳରେ ବିଭିନ୍ନ ରୋଗର ଚିକିତ୍ସା କରନ୍ତୁ ଘରୋଇ ଜିନିଷରେ ! ଜାଣନ୍ତୁ ଏହି ପ୍ରୟୋଗ

ସାଧାରଣତଃ ଆମେ ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ଅନୁଭବ କଲେ ଡାକ୍ତରଙ୍କ ପାଖକୁ ନ ଯାଇ ଜାଣିଥିବା କୌଣସି ଯନ୍ତ୍ରଣା ନିବାରକ ବା ପେନ୍‌କିଲର୍‌ ସେବନ କରିବାକୁ ପସନ୍ଦ କରିଥାଉ। ତାହା ବି ପ୍ରାୟତଃ ଆଲୋପାଥି ମେଡିସନ୍‌। କିନ୍ତୁ ସେହି ସମୟରେ ଆମେ ଏହା ଭୁଲି ଯାଇଥାଉ ଯେ ଏହାର ପାର୍ଶ୍ୱ…
Read More...

ସକାଳେ ଶୀଘ୍ର ପ୍ରସ୍ତୁତ ହେବାକୁ ସମୟ ମିଳୁନାହିଁ କି ? ଆପଣାନ୍ତୁ ଏହି ବିୟୁଟି ଟିପ୍ସ

ସକାଳେ ଶୀଘ୍ର ଉଠିବା କାହାକୁ ପସନ୍ଦ ହୋଇନଥାଏ । ସକାଳର ଆରାମଦାୟକ ଶେଯ ଛାଡିବା ଜମାରୁ କାହାର ଇଚ୍ଛା ହୁଏନି । ଆପଣଙ୍କର ପୁରା ଦିନର ୫୦ ପ୍ରତିଶତ କାମ ସକାଳର ଦୁଇ ଘଂଟାରେ ସାରିବାକୁ ହୋଇଥାଏ । ପୁରା ଦିନର ପ୍ଲାନ୍ କରିବା , ଜଳଖିଆ ପ୍ରସ୍ତୁତ କରିବା ଓ ଖାଇବା , ସ୍ନାନ କରିବା ମେକଅପ୍…
Read More...

ଅନେକ ରୋଗରୁ ମୁକ୍ତି ଦିଏ କଞ୍ଚାଲଙ୍କା !

କଞ୍ଚାଲଙ୍କାର ବ୍ୟବହାର ସମସ୍ତଙ୍କ ଘରେ ହୋଇଥାଏ । ଖାଇବାରେ ତଡ଼କା ଲଗାଇବା ଠାରୁ ଆରମ୍ଭ କରି ତରକାରୀର ସ୍ୱାଦ ବଢେଇବା ପାଇଁ କଞ୍ଚାଲଙ୍କା ବ୍ୟବହାର କରାଯାଇଥାଏ । କଞ୍ଚାଲଙ୍କାରେ ବିଭିନ୍ନ ପ୍ରକାରରର ପୋଷକ ତତ୍ତ୍ୱ ଯଥା ଭିଟାମିନ ଏ , ବି୬, ଆଇରନ ,ଫାଇବର , ପୋଟାସିୟମ, ପ୍ରୋଟିନ ,…
Read More...

ମହୁକୁ କେଉଁ ଦ୍ରବ୍ୟ ସହ ମିଶାଇ ସେବନ ଉଚିତ୍ ନୁହେଁ, ଆସନ୍ତୁ ଜାଣିବା . . . .

ସମସ୍ତେ ଜାଣନ୍ତି, ମହୁ ଆମ ସ୍ୱାସ୍ଥ୍ୟ ପାଇଁ  ଉପକାରୀ  ଅଟେ ।  ବିଶୁଦ୍ଧ ମହୁ ଅଧିକ ଦିନ ପର୍ୟ୍ୟନ୍ତ ରହିଲେ ମଧ୍ୟ ଖରାପ ହୁଏ ନାହିଁ । ମହୁରେ ପାଣି ଭାଗ ଖୁବ୍ କମ୍ ଥିବାରୁ ଏଥିରେ ବ୍ୟାକ୍ଟେରିଆ ହୋଇନଥାଏ । ମହୁ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହଯ୍ୟ କରିଥାଏ । କିନ୍ତୁ ଅନେକ ଲୋକ…
Read More...

ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଲାଭକାରୀ ଡାଲଚିନି ମିଶ୍ରିତ କ୍ଷୀର . . . . .

ଡାଲଚିନିକୁ ସାଧାରଣତଃ ମସଲା ଭାବରେ ବ୍ୟବହାର କରାଯାଇଥାଏ । ଆମେ ମୁଖ୍ୟତଃ ଖାଦ୍ୟ ତିଆରି ସମୟରେ ଡାଲଚିନିକୁ ବ୍ୟବହାର କରିଥାଉ । ତେବେ ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ରହିଛି । ଡାଲଚିନିରେ ଏପରି ଗୁଣ ରହିଛି, ଯାହା ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେବା ସହ ଆପଣଙ୍କୁ ଏକ ସୁସ୍ଥ ଓ ନିରାମୟ…
Read More...