Browsing Category

ଜୀବନଚର୍ଯ୍ୟା

ଆପଣଙ୍କ ମୁଣ୍ଡରେ ରୂପି ହେଉଛି କି ! ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶୀତଦିନ ଆସିବା ମାତ୍ରେ ଅନେକ ଲୋକମାନେ ଭିନ୍ନ ଭନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେଥିମଧ୍ୟରୁ ରୂପି ସମସ୍ୟା ଅନ୍ୟତମ । ସାଧାରଣତଃ ଶୀତଦିନେ କେଶ ମୂଳ ଶୁଷ୍କ ହୋଇଯିବାରୁ ରୂପି ହୋଇଥାଏ । ଏଥିଯୋଗୁଁ କେଶ ଝଡି ଥାଏ । ସେଥିପାଇଁ ଅନେକ ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଜାରରେ…
Read More...

ଥଣ୍ଡା, କାଶ ଲାଗିରହୁଛି କି ? ଏଥିରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଶୀତଦିନ ଆସିବା ମାତ୍ରେ ବୁଢା ଠାରୁ ଆରମ୍ଭ କରି ଛୋଟପିଲା ପର୍ଯ୍ୟନ୍ତ ସମସ୍ତେ ଥଣ୍ଡା, କାଶ ଆଦି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କାଶ ବହାରୁ ଦେଖିବାକୁ ସାମାନ୍ୟ ଲାଗିଥାଏ କିନ୍ତୁ ଏହା ଶରୀର ଭିତରେ ଅନେକ ଅସୁବିଧା କରାଇଥାଏ । ସେଥିପାଇଁ ଅନେକ ଲୋକ ଡାକ୍ତରଙ୍କୁ ପରାମର୍ଶ କରି କଫଶିରଫ…
Read More...

ରାତିରେ ଭଲ ନିଦ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଟିପ୍ସ –

ଏବେ ଅନିଦ୍ରା ରହିବା ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଯେକେହି ବି କହୁଛନ୍ତି ଭଲ ହେଉନାହିଁ । ଏହାର କାରଣ ହୋଇପାରେ ଆଜିକାଲିକା ଜୀବନଶୈଳୀ । କାର୍ଯ୍ୟବ୍ୟସ୍ତତା, ଚାପ ଓ ବିଭିନ୍ନ କାରଣରୁ ଅନିଦ୍ରା ଏକ ବଡ ସମସ୍ୟାରେ ପରିଣତ ହୋଇଛି । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ମେଡିସିନର…
Read More...

ଗାଧୋଇବା ସମୟରେ କିଛି ଜରୁରୀ ଜିନିଷ ପାଣିରେ ମିଶାନ୍ତୁ ! ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ପାଇବେ ମୁକ୍ତି

ଶୀତ ଦିନେ ଥଣ୍ଡା, କାଶ ସମସ୍ୟା ଦେଖାଦେବା ସ୍ୱାଭାବିକ । ଏହି ଶୀତ ଦିନରେ ଅଧିକାଂଶ ଲୋକ ସାଧା ଜଳରେ ଗାଧୋଇଥାନ୍ତି । ଯଦି ଏହି ଜଳରେ କିଛି ଜରୁରୀ ସାମଗ୍ରୀକୁ ବ୍ୟବହାର କରିବା, ତା’ହେଲେ ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇ ପାରିବା । ଆଜି ଆପଣଙ୍କୁ ଏଭଳି କିଛି ଜରୁରୀ ସାମଗ୍ରୀ ବିଷୟରେ…
Read More...

ଜୀବନରେ ୫ଟି ଭୁଲ ! ଯାହାକୁ ବେଶୀ କରିଥାନ୍ତି ଯୁବପିଢୀ

ଆମେ ସମସ୍ତେ ଜୀବନରେ ଅନେକ ଭୁଲ କରିଛନ୍ତି । କିନ୍ତୁ ୧୬ ରୁ ୨୫ ବର୍ଷ ବୟସ ଏକ ଏଭଳି ସମୟ ହୋଇଥାଏ ଯେଉଁଥିରେ ଲୋକେ ବୋଧେ ସବୁଠାରୁ ଅଧିକ ଭୁଲ କରିଥାଏ । ତେବେ ଏହି ଭୁଲରେ ଯଦି କେହି କିଛି ଶିକ୍ଷା ପାଇଲା ତେବେ ସେ ତା ଜୀବନରେ ନିଶ୍ଚୟ ସଫଳତା ହାସଲ କରିଥାଏ ମାତ୍ର ଯଦି ଶିକ୍ଷା ନପାଇ…
Read More...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣର ଉପାୟ

ଆଜିକାଲି ମଣିଷ ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ଟିକେ ଶାନ୍ତି ଖୋଜେ । କିନ୍ତୁ ର୍ଦୁଭାଗ୍ୟବଶତଃ ସେମାନେ ଏହି ଶାନ୍ତି ପାଇବାରୁ ବଂଚିତ ହୋଇ ରୁହନ୍ତି । ଯାହା ଫଳରେ ସେମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପରେ ପୀଡିତ…
Read More...

ଶୀତରେ ଦିନରେ ଖାଆନ୍ତୁ ସୋରିଷ ଶାଗ ! ଭଲ ରହିବ ସ୍ୱାସ୍ଥ୍ୟବସ୍ଥା

ଥଣ୍ଡା ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ଆଉ ଶୀତ ଦିନରେ ଶୀତ ଲାଗିବା ସ୍ୱାଭାବିକ । ତେବେ ଥଣ୍ଡା ସମୟରେ ପ୍ରାୟ ସମସ୍ତଙ୍କୁ ଗରମ ଗରମ ଜିନିଷ ଖାଇବାକୁ ଇଚ୍ଛା ହୋଇଥାଏ । ଶୀତ ଦିନେ ସୋରିଷ ଶାଗ ଖାଇବା ପାଇଁ ଲୋକମାନେ ବହୁ ପସନ୍ଦ କରିଥାନ୍ତି । ସୋରିଷ ଶାଗ କେବଳ ସ୍ୱାଦିଷ୍ଟ ନୁହେଁ, ଏହା…
Read More...

ଫ୍ରୁଟ ଜୁସ ପିଉଛନ୍ତି କି ? ହୋଇପାରନ୍ତି ଟାଇପ ୨ ଡାଇବେଟିସର ଶିକାର !

ଫଳ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । କାରଣ ଫଳରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ । କିନ୍ତୁ ଏହି ଫଳକୁ ଜୁସ କରି ପିଇବା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ନୁହେଁ । କାରଣ ଫଳକୁ ଜୁସ କରି ପିଇବା ଦ୍ୱାରା ଏଥିରେ ଥିବା ପୋଷକତତ୍ତ୍ୱ ବାହାରି ଯାଇଥାଏ । କିନ୍ତୁ ଏ କଥା ବହୁ କମ୍ ଲୋକ…
Read More...

ମୁଣ୍ଡବିନ୍ଧା ସମସ୍ୟା ଦୂର କରିବ ପ୍ରାଣାୟମ ! ଆପଣାନ୍ତୁ କିଛି ଟିପ୍ସ

ଆଧୁନିକ ଜୀବନଶୈଳୀ ଓ କାର୍ଯ୍ୟବ୍ୟସ୍ତତା ଭିତରେ ମୁଣ୍ଡବିନ୍ଧା ଭଳି ସମସ୍ୟା ଏବେ ଏକ ସାଧାରଣ କଥା ହୋଇଗଲାଣି । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକ ପେନକିଲର ଖାଇଥାନ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ପେନକିଲର ଖାଇବା ଦ୍ୱାରା ଶରୀର ଉପରେ ଅନେକ କୁ-ପ୍ରଭାବ ପଡିଥାଏ ।…
Read More...

ଫେସିଆଲ ପରେ ଭୁଲରେ କରନ୍ତୁ ନାହିଁ ଏହି ସବୁ କାମ ! ଚେହେରା ହୋଇପାରେ ଖରାପ

ସୁନ୍ଦର ହେବାପାଇଁ କିଏ ବା ନ ଚାହେଁ । କେହି କେହି ଘରୋଇ ଉପଚାରକୁ ଆପଣାଇଥାନ୍ତି ତ ଆଉ କେହି ପାର୍ଲର ଯିବାକୁ ଭଲପାଆନ୍ତି । ଘରେ ପାର୍ଟି ହେଉ କିମ୍ବା ବାହାରେ, ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ କିଛି କିଛି ପ୍ରୟାସ ଜାରି ରଖିଥାନ୍ତି । ଅଧିକାଂଶ ମହିଳା ପାର୍ଲର ଯିବାକୁ ଭଲପାଆନ୍ତି ।…
Read More...