Browsing Category

ଜୀବନଚର୍ଯ୍ୟା

ଆପଣଙ୍କର ଦାନ୍ତ ହଳଦିଆ ପଡିଯାଇଛି କି ? ତେବେ ବ୍ୟବହାର କରନ୍ତୁ କିଛି ଘରୋଇ ତରିକା

ହଳଦିଆ ଦାନ୍ତକୁ ସୁନ୍ଦର ଓ ଧଳା କରିବା ପାଇଁ ଅନେକ ଉପାୟ ରହିଛି କିନ୍ତୁ ଏଭଳି କିଛି ଫଳ ରହିଛି ଯାହାର ଚୋପାକୁ ଆପଣ ଦାନ୍ତରେ ଘସିବା ଦ୍ୱାରା ଦାନ୍ତଜନିତ ବିଭିନ୍ନ ସମସ୍ୟା ଦୂର ହେବା ସହିତ ଉଜ୍ଜଳ ଦିଶିବ । ତେବେ ଆସନ୍ତୁ ଜାଣିବା ଦାନ୍ତକୁ ଧଳା କରିବା ପାଇଁ କିଛି ଘରୋଇ ଉପାୟ । କଦଳୀ…
Read More...

ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମିଠା !

ଆଜିକାଲି ଅଧିକାଂଶ ଶିଶୁ ମିଠା ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି । ଏଥିପାଇଁ ସେମାନେ ଅଧିକ ମାତ୍ରାରେ ମିଠା ଜାତୀୟ ପାଦାର୍ଥ ଖାଇଥାଆନ୍ତି, ଯଦି କୌଣସି ମିଠା ସେମାନଙ୍କୁ ନମିଳେ ତାହାହେଲେ ସେମାନେ ଚିନି ଖାଇ ମିଠା ଖାଇବାର ଆଶା ପୁରଣ କରିଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଶିଶୁଙ୍କ…
Read More...

ଅଧିକ ଆଣ୍ଟିବାୟୋଟିକ୍ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ୍ . . . .

ଥଣ୍ଡା କାଶ, ଗଳା ସଂକ୍ରମଣ, ଭାଇରାଲ, ନିମୋନିଆ ଓ ପେଟ ସମ୍ମନ୍ଧୀୟ ରୋଗ ଏବେ ଏକ ସାଧାରଣ ସମସ୍ୟା । ଏଥିପାଇଁ ଆଣ୍ଟିବାୟୋଟିକ୍ କିମ୍ବା ଆଣ୍ଟିବ୍ୟାକଟେରିଆଲ ମେଡିସିନ ଦିଆଯାଏ । ତେବେ ଅଧିକ ଆଣ୍ଟିବାୟୋଟିକ୍ ସେବନ କରିବା ଶରୀର ପକ୍ଷେ ହାନିକାରକ । ଆବଶ୍ୟକତା ଠାରୁ ଅଧିକ ସେବନ କରିବା ଦ୍ୱାରା…
Read More...

ନିୟମିତ ଅମୃତଭଣ୍ଡା ଖାଇବା ଦ୍ୱାରା କ’ଣ ଲାଭ ମିଳେ ଆସନ୍ତୁ ଜାଣିବା ?

ଅମତୃତଭଣ୍ଡା ଭିଟାମିନ ଓ ମିନେରାଲ୍ସରେ ଭରପୁର ଥାଏ । ଯାହା ଶରୀରରେ କେବଳ ପାଣିର କମିକୁ ପୁରା କରେ ତା ନୁହଁ ଏହାସହ ଶରୀରକୁ ଜରୁରୀ ପୋଷକ ଯୋଗାଇ ଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଅମୃତଭଣ୍ଡା ଖାଇଲେ କ’ଣ ଲାଭ ମିଳେ ? ୧.ପ୍ରତିଦିନ ଅମତୃତଭଣ୍ଡା ଖାଆନ୍ତୁ ଓ ପତଳା ରୁହନ୍ତୁ -…
Read More...

କଳା ଚା’ ଶରୀର ପାଇଁ ଖୁବ୍ ଫଳପ୍ରଦ ! ଜାଣିରଖନ୍ତୁ ଏହାର ଉପକାରୀ ଗୁଣ

ସକାଳ ଆରମ୍ଭ ହେବା ମାତ୍ରେ ଆମେମାନେ ଆମ ବେଡ଼ ପାଖରେ ଚା’ କପେ ଖୋଜିଥାଉ । ଆଜିକା ସମୟରେ ପ୍ରାୟତଃ ଅଧିକାଂଶ ଲୋକ ଚା’ ପିିଇବାକୁ ପସନ୍ଦ କରିଥାଆନ୍ତି । କିଛି କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଚା’ ନ ପିଇଲେ ସେମାନଙ୍କର ମୁଣ୍ଡ ବ୍ୟଥା ହୋଇଥାଏ । ଆଜିକାଲି ବ୍ୟସ୍ତ ବହୁଳତା ଜୀବନରେ…
Read More...

ଆପଣଙ୍କ ଫର୍ଣ୍ଣିଚରରେ ଉଈ ଲାଗୁଛି କି ! ଜାଣନ୍ତୁ ,ଉଈ ଲାଗିଲେ କେଉଁ କେଉଁ ଉପାୟ ଆପଣେଇବେ

ପ୍ରାୟତଃ ଲୋକମାନେ ନିଜେ ଘରକୁ ସଜେଇ ରଖିବାକୁ ଚାହାନ୍ତି । ସେଥିପାଇଁ ଅନେକ ଲୋକ କାଠ କିମ୍ବା ପ୍ଲାଏ ବ୍ୟବହାର କରି ଆଲମିରା,ଖଟ,ସୋଫା ଇତ୍ୟାଦି ତିଆରି କରିଥାନ୍ତି । କିନ୍ତୁ ଏଥିରେ ବେଳେ ବେଳେ ଉଈ ଲାଗିଯାଇଥାଏ । ଏହାଯୋଗୁଁ ଅନେକ ଘରେ ଫର୍ଣ୍ଣିଚର ବଦଳାଇ ଥାନ୍ତି । ଏଥିପାଇଁ ସେମାନଙ୍କର…
Read More...

ଜିଭ ଦେଖି ରୋଗ ଚିହ୍ନନ୍ତୁ !

ସାଧାରଣତଃ ଶୀତଦିନ ଆସିବା ମାତ୍ରେ ଅନେକ ଋତୁ ଜନିତ ରୋଗ ମନୁଷ୍ୟ ଶରୀରରେ ଦେଖାଯାଇଥାଏ । ସେଥିପାଇଁ ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । ଏବଂ ଡାକ୍ତର ରୋଗୀଙ୍କର ଜିଭ ଦେଖି ସୁସ୍ଥ ଅଛନ୍ତି କି ନାହିଁ କହିଥାନ୍ତି । ଓରାଲ କେୟାର ଏକ୍ସପର୍ଟ ଡା.ନିର୍ମଲା ଦୁବେ ଙ୍କ ଅନୁସାରେ ଆପଣ…
Read More...

ଜନ୍ତୁ ପୋଷିଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ

ପିଲାମାନେ ଘରେ ପଶୁପକ୍ଷୀ ପାଳିବାକୁ ଭାରି ଭଲପାଆନ୍ତି । ଏହି ପଶୁପକ୍ଷୀମାନଙ୍କ କୌତୁକିଆ ଆଚରଣ ପିଲାମାନଙ୍କୁ ଖୁବ୍ ଆକୃଷ୍ଟ କରିଥାଏ । ସାଧାରାଣତଃ ପିଲାମାନେ ଘରେ କୁକୁର, ବିଲେଇ, ଠେକୁଆ, ଧଳାମୂଷା, ଶୁଆ, ଆଦି ପୋଷିବାକୁ ଭଲ ପାଇଥାନ୍ତି । କିନ୍ତୁ ଏହି ପୋଷା ଜନ୍ତୁମାନଙ୍କୁ ରଖିବାକୁ ନେଇ…
Read More...

ରୋଷେଇ କରିବା ପୂର୍ବରୁ ଧୂଅନ୍ତୁ ନାହିଁ ଏହି ସବୁ ଖାଦ୍ୟ ସାମଗ୍ରୀ !

ସାଧାରଣତଃ ରୋଷେଇ କରିବା ପୂର୍ବରୁ ଆମେ ପନିପରିବାକୁ ବେଶ ଭଲ ଭାବରେ ଧୋଇଥାଉ । କାରଣ ଏହାଦ୍ୱାରା ପନିପରିବାରେ ଲାଗିଥିବା ଧୂଳିମଳି ସଫା ହେବା ସହ ଏଥିରେ ଲାଗିଥିବା ବ୍ୟାକ୍ଟେରିଆ ମଧ୍ୟ ସଫା ହୋଇଥାନ୍ତି । ତେବେ ଏପରି କିଛି ଖାଦ୍ୟ ଅଛି ଯାହାକୁ ରୋଷେଇ କରିବା ପୂର୍ବରୁ ଧୋଇବାର ଆବଶ୍ୟକତା…
Read More...

ହାତ ଗୋଡ କୋମଳ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ବି ବ୍ୟବହାର କରିପାରିବେ ଭେସଲିନ୍

ଶୀତଦିନେ ପରିବେଶ ଶୁଷ୍କ ଯୋଗୁଁ ଶରୀର ମଧ୍ୟ ଶୁଷ୍କ ହୋଇଯାଏ, ଯାହା ଫଳରେ ତ୍ୱଚା ରୁକ୍ଷ ହୋଇ ଫାଟିବା ଆରମ୍ଭ କରିଥାଏ । ଏହା ଯୋଗୁଁ ଓଠ ମଧ୍ୟ ଫାଟିଥାଏ । ଏଥିରୁ ରକ୍ଷା ପାଇବା ଲାଗି ଓଠକୁ ନରମ ଏବଂ ହାତକୁ କୋମଳ ରଖିବାଲାଗି ସମସ୍ତେ ପେଟ୍ରୋଲିୟମ ଜେଲି ବ୍ୟବହାର କରାଯାଏ । ଏହାଛଡା ଫଟା ପାଦକୁ…
Read More...