Browsing Category

ମନୋରଞ୍ଜନ

ଶେଷ ହେଲା ଦେଶର ଲୋକପ୍ରିୟ ରିୟଲିଟି ଶୋ’ ବିଗବସ୍ ସିଜନ୍ ୧୩ : ବିଜେତାର ମୁକୁଟ ପିନ୍ଧିଲେ ସିଦ୍ଧାର୍ଥ ଶୁକ୍ଲା , ରନର୍ସ…

ଗତକାଲି ବହୁ ଚର୍ଚ୍ଚିତ ଟେଲିଭିଜନ ଶୋ’ ବିଗ୍ ବସ୍ ସିଜିନ-୧୩ ର ଥିଲା ଗ୍ରାଣ୍ଡ ଫିନାଲେ। ଏଥିରେ ବିଜେତା ହୋଇଛନ୍ତି ସିଦ୍ଧାର୍ଥ ଶୁକ୍ଳା। ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ସମସ୍ତଙ୍କୁ ପଛରେ ପକାଇ ଟିଭି ଅଭିନେତା ସିଦ୍ଧାର୍ଥ ବିଗ୍ ବସ୍ ଟ୍ରଫି ହାସଲ କରିଛନ୍ତି। ଫିନାଲେ ପୂର୍ବରୁ ଅନ୍ଲାଇନ୍…
Read More...

ନାବାଳିକାକୁ ଅସଦାଚରଣ କରି ଫସିଲେ ପ୍ରସିଦ୍ଧ ବଲିଉଡ୍ ଅଭିନେତା : ଥାନାରେ ଏତଲା ରୁଜୁ କଲା ପୋଲିସ୍ ।

ପ୍ରସିଦ୍ଧ ଟିଭି ଏବଂ ସିନେମା ଅଭିନେତା ଶାହବାଜ୍ ଖାନ୍ ଙ୍କ ବିରୁଦ୍ଧରେ ମୁମ୍ବାଇ ପୋଲିସ୍ ଅସଦାଚରଣର ମାମଲା ରୁଜୁ କରିଛନ୍ତି । ସୂଚନା ଅନୁସାରେ , ଜଣେ ନାବାଳିକାଙ୍କୁ ଅସଦାଚରଣର କରିବା ମାମଲାକୁ ନେଇ ତାଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି । ନ୍ୟୁଜ୍ ଏଜେନ୍ସୀ ଏଏନଆଇ ମୁତାବକ ,…
Read More...

ଆଡଭାନିଙ୍କ ଆଖିରେ ଲୁହ ଆଣିଦେଲା “ଶିକାରା” ସିନେମା । ୧୯୯୦ କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ଦେଖି…

ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ସିନେମା “ଶିକାରା” କୁ ଲୋକମାନଙ୍କର ଭଲପାଇବା ମିଳୁଛି । ସିନେମାକୁ ଦେଖିବା ପାଇଁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଗହଳି ମଧ୍ୟ ଲାଗୁଛି । ସିନେମାଟି ଖୁବ୍ ସମ୍ବେଦଳଶୀଳ କାହାଣୀକୁ ନେଇ ଗତି କରିଛି । ୧୯୯୦ ମସିହାରେ କାଶ୍ମୀରରୁ କାଶ୍ମୀର ପଣ୍ଡିତଙ୍କୁ ବାହାର…
Read More...

ଅବହେଳାରେ ଓସ୍କାର ପୁରସ୍କାର ପ୍ରାପ୍ତ ସିନେମାର ବାଳ କଳାକାର : ବସ୍ତି କୁଡିଆରେ ଅବହେଳିତ ଅବସ୍ଥାରେ ବିତୁଛି ଜୀବନ ,…

ଓସ୍କାର ଆୱାର୍ଡ ପୁରସ୍କାର ପ୍ରାପ୍ତ ସିନେମାର କଳାକାର ଅଜହରୁଦ୍ଦିନ ଇସ୍ମାଇଲ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଡୈନୀ ବାୟଲଙ୍କ ଫିଲ୍ମ “ସ୍ଲମଡଗ୍ ମିଲିୟନ”ରେ ଅଜହରୁଦ୍ଦିନ ବାଳ କଳାକାର ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଜରିଆରେ ତାଙ୍କୁ ଅନେକ ସଫଳତା ମିଳିଥିଲା ।…
Read More...

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଯୁବକଙ୍କ ଡ୍ୟାନ୍ସ କରୁଥିବା ଭିଡିଓ , ବଲିଉଡ୍ କଳାକାର ମଧ୍ୟ ପଚାରିଲେ କିଏ ଏ ଯୁବକ ,…

ଆଜିର ସମୟରେ ସୋସିଆଲ୍ ମିଡିଆ ଏମିତି ଏକ ପ୍ଲାଟଫର୍ମ ସାଜିଲାଣି ଯେଉଁଠି ଲୁୁକ୍କାୟିତ କଳାକୁ ସାମ୍ନାକୁ ଆଣି ଲୋକପ୍ରିୟତା ସାଉଁଟିବାରେ ସଫଳ ହେଉଛନ୍ତି ସାଧାରଣ ଜନତା । ଅନେକ ଦକ୍ଷତା ଏହାରି ମାଧ୍ୟମରେ ଲୋକଙ୍କ ସାମ୍ନାକୁ ଆସୁଛି । ଏବେ ରାନୁ ମଣ୍ଡଳ ହିଁ ନେଇନିଅନ୍ତୁ ! ସେ ମଧ୍ୟ ସ୍ୱପ୍ନରେ…
Read More...

୬୨ ବର୍ଷରେ ପାଦ ଥାପିଲେ ଟେଲିଭିଜନ୍ ଧାରାବାହିକର ଭଗବାନ । କଳାକାରଙ୍କ ନିଚ୍ଛକ ଅଭିନୟ ଆଗରେ ଆଜି ବି ଫିକା ପଡିଛନ୍ତି…

ବଲିଉଡ୍ ର ବରିଷ୍ଠ ଅଭିନେତା ଅରୁଣ ଗୋବିଲ୍ ଛୋଟ ଏବଂ ବଡ଼ ପରଦାରେ ନିଜ ନିଚ୍ଛକ ଅଭିନୟର ପରାକାଷ୍ଠା ଦେଖାଇ ସମସ୍ତଙ୍କ ମନକୁ ଜିତିବାରେ ସଫଳ ହୋଇଛନ୍ତି । କିନ୍ତୁ ନିଜ କ୍ୟାରିୟରର ଗୋଟିଏ ଧାରାବାହିକରେ ସେ ଏଭଳିି କାମ କଲେ ଯେ ତାହା ପରବର୍ତ୍ତୀ ସମୟରେ ତାଙ୍କ ଜୀବନର ମୋଡ ବଦଳାଇଦେଲା । ଏହି…
Read More...

ବିବାଦରେ ସିନେମା ‘ଛପାକ୍’ ! ଆସନ୍ତାକାଲି ରିଲିଜ୍ ହେବ କି ନାହିଁ ସନ୍ଦେହ , ସିନେମାରେ କ୍ରେଡିଟ୍ ନ ପାଇ କୋର୍ଟରେ…

ସିନେମା ଛପାକକୁ ନେଇ ବଢୁଛି ବିବାଦ । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ସ ଛପାକ୍୍ ଆସନ୍ତାକାଲି ରିଲିଜ ହେବାକୁ ଯାଉଥିବା ବେଳେ ଏବେ ବିବାଦ ଘେରରେ ଫସିଛି ସିନେମା । ସିନେମାର ଗୋଟିଏ ଦିନ ପୂର୍ବରୁ ଓକିଲ ଅପର୍ଣ୍ଣା ଭଟ୍ଟ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛପାକ୍ ଫିଲ୍ମ…
Read More...

ଆଡ୍ କରି ଅଡୁଆରେ ଅକ୍ଷୟ : ନିରମା ବିଜ୍ଞାପନରେ ମରାଠା ଯୋଦ୍ଧାଙ୍କ ମଜା ଉଡାଇ ବିବାଦରେ ଫସିଲେ ଅଭିନେତା ଅକ୍ଷୟ କୁମାର…

ବିବାଦ ଜାଲରେ ଛନ୍ଦି ହୋଇଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏବିଭିପି ପତାକା ଉଡାଇ ଟ୍ରୋଲ୍ ହେଲେ ଏବେ ନିରମା ବିଜ୍ଞାପନ କରି ବିବାଦ ଭିତରକୁ ପଶିଆସିଛନ୍ତି ଖିଲାଡି କୁମାର । ପ୍ରସିଦ୍ଧ ସର୍ଫ ନିରମା ଆଡ୍ ରେ ମରାଠା ଯୋଦ୍ଧା ରୁପରେ ନିଜକୁ ଦେଖାଇ…
Read More...

ଜେଏନୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭକୁ ସମର୍ଥନ କରି ଅଭିନେତ୍ରୀ ଦୀପିକା ହୋଇଥିଲେ ଟ୍ରୋଲ୍ : ଏବେ ଏବିଭିପି ପତାକା ଉଡାଇ…

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଦେଶର ସବୁଠାରୁ ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ଜେଏନୟୁ କ୍ୟାମ୍ପସ୍ ଯାଇ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭରେ ସାମିଲ ହୋଇ ହଇଚଇ ସୃଷ୍ଟି କରିଦେଇଛନ୍ତି । ରାଜନୀତି ଠାରୁ ଆରମ୍ଭ କରି ସିନେଜଗତରେ ଏନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ଟ୍ୱିଟରରେ ଏବେ ଅଭିନେତା…
Read More...

ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ ରେ ଓଡିଶାର ଗର୍ବ ଏବଂ ଗୌରବର ଚର୍ଚ୍ଚା : ଶ୍ରୀକ୍ଷେତ୍ର ଏବଂ ଅର୍କକ୍ଷେତ୍ରର ଚର୍ଚ୍ଚା…

ଜାତୀୟ ସ୍ତରରେ ଖୁବ୍ ଲୋକପ୍ରିୟତା ସାଉଁଟିଥିବା ରିୟାଲିଟି ଶୋ’ ବିଗବସ୍ ର ବର୍ତ୍ତମାନ ୧୩ ତମ ସଂସ୍କରଣ ଚାଲୁ ରହିଛି । ଏହି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀ ଅଧିକାଂଶ ସମୟରେ ଝଗଡା କରୁଥିବା କିମ୍ବା ପରସ୍ପର ବିରୋଧରେ ଗପୁଥିବାର ହିଁ ଶୁଣିବାକୁ ମିଳିଥାଏ । କିଛି ଦିନ ତଳେ ଜାତୀୟ ସ୍ତରରେ…
Read More...