Browsing Category

ମନୋରଞ୍ଜନ

‘ଜୀବନର କେତେ ରଙ୍ଗ’ : ରେଡିଓ ଚକୋଲେଟରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ଗଳ୍ପ ସମାହାର ଏବେ ପୁସ୍ତକରେ

ରେଡିଓ ଚକୋଲେଟରେ ପ୍ରସାରିତ ଓ ଲୋକପ୍ରିୟ ଧାରାବାହିକ ଗଳ୍ପ ସମାହାର ‘ଜୀବନର କେତେ ରଙ୍ଗ’ ଏବେ ପୁସ୍ତକରେ । ଆମ ଓଡିଶା ପ୍ରକାଶନ ପକ୍ଷରୁ ଗାଳ୍ପିକ ମାନସ ପଢିହାରୀଙ୍କ ଗଳ୍ପଗୁଡିକୁ ପୁସ୍ତକ ରୂପ ଦିଆଯାଇଛି । ଏନେଇ ଆମ ଓଡିଶା ଅଫିସ ପରିସରରେ ଏକ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।…
Read More...

ହାପି ବାର୍ଥଡେ ଆଶା : ସୁର ମଲ୍ଲିକାଙ୍କ ଆଜି ୮୩ ତମ ଜନ୍ମଦିନ

ସୁରର ମଲ୍ଲିକା ତଥା ଅଲରାଉଣ୍ଡର ଆଶା ଭୋସଁଲେ । ଯିଏକି ନିଜ ଯାଦୁଗରୀ କଣ୍ଠ ଓ ସୁରର ସରଗମରେ ସମସ୍ତଙ୍କୁ ବାନ୍ଧି ରଖିପାରନ୍ତି । ସଂଗୀତ ଦୁନିଆର ଏହି ରାଣୀଙ୍କର ଆଜି ହେଉଛି ୮୩ ତମ ଜନ୍ମଦିନ । ବୟସର ଏତେ ପାହାଚ ଚଢିବା ପରେ ବି ସେ ନିଜ ସୁରର ଚମକ ବଜାୟ ରଖିଛନ୍ତି । ୧୯୩୩ ମସିହା ଆଜିର…
Read More...

ଗୁଡବାୟ ରଣବୀର : ସଂପର୍କରେ ଫୁଲଷ୍ଟପ୍ ପକାଇଲେ କ୍ୟାଟ୍

ବଲିଉଡର ଦୁଇ ପ୍ରେମୀଯୋଡି କାଟ୍ରିନା ଓ ରଣବୀରଙ୍କୁ ନେଇ ସବୁବେଳେ ଚର୍ଚ୍ଚା । ଅନେକ ଦିନ ଧରି ଏକାଠି ରହୁଥିଲେ ବି ,ଏହି ପ୍ରେମୀଯୋଡି କେବେ ଖୋଲାଖୋଲି ସେୟାର କରିନାହାଁନ୍ତି ସେମାନଙ୍କ ଲଭରିଲେସନକୁ । ହେଲେ ଏବେ ଏକ ଖବର ଫ୍ୟାନ ମାନଙ୍କୁ ଚକିତ କରିଛି । କାଟ୍ରିନା ରଣବୀରଙ୍କୁ ଶେଷରେ ଗୁଡବାୟ…
Read More...

ହିନ୍ଦି ସିନେମା ଜଗତରୁ ଆସିଲା ଐତିହାସିକ ଖବର : ପ୍ରଥମ ଥର ପାଇଁ ଏକାଠି ହେବେ ଅମିତାଭ୍ ଓ ଆମିର୍

ହିନ୍ଦି ସିନେମା ପ୍ରେମୀଙ୍କ ପାଇଁ ଆସିଛି ସବୁଠାରୁ ବଡ ଖୁସି ଖବର । ବଲିଉଡ ଇତିହାସରେ ପ୍ରଥମ ଥର ପାଇଁ ଦୁଇ କିମ୍ବଦନ୍ତୀ ଆକ୍ଟର ଏକାଠି ଗୋଟିଏ ଫିଲ୍ମରେ ନଜର ଆସୁଛନ୍ତି । ବଲିଉଡ ଶେହେନ୍ସାହ ଅଭିତାଭ ବଚ୍ଚନଙ୍କ ସହ ପ୍ରଥମଥର ପାଇଁ ସ୍କ୍ରିନ୍ ସେୟାର୍ କରୁଛନ୍ତି ମିଷ୍ଟର୍ ପରଫେକ୍ଟନିଷ୍ଟ୍…
Read More...

ପରଦାକୁ ଆସୁଛି ଫିଲ୍ମ “ଆଶିକି ୨’ର ସିକ୍ୱେଲ “ଆଶିକି ୩ ‘

୨୦୧୩ ମସିହାରେ ପରଦାରେ ଧୂମ ମଚାଇଥିବା ବଲିଉଡ ଫିଲ୍ମ "ଆଶିକି ୨'ର ସଫଳତା ପରେ ଏବେ ପ୍ରସ୍ତୁତ ହେବାକୁ ଯାଉଛି ଏହାର ସିକ୍ୱେଲ "ଆଶିକି ୩ '। ଏଥିପାଇଁ ବଲିଉଡ ଇଣ୍ଡଷ୍ଟ୍ରୀର ରୋମାଂଟିକ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଓ ଚୁଲବୁଲି ନାୟିକା ଆଲିଆ ଭଟ୍ଟ ସାଇନ କରିଥିବା ଜଣାପଡିଛି । ଏହି ଫିଲ୍ମରେ…
Read More...

ସରକାର-୩ ରେ ଅମିତାଭ : ପୁଣି ଦେଖେଇବେ ଆଙ୍ଗ୍ରିମ୍ୟାନ୍ ଜଲୱା

ବଲିଉଡ ମେଗାଷ୍ଟାର ଅମିତାଭ । ଯାହାଙ୍କ ନାଁରେ ବି ଫିଲ୍ମ ଚାଲିବାର ଦମ୍ ଥାଏ । ୭୦ ଦଶକରେ ଆଙ୍ଗ୍ରିମ୍ୟାନ ଭାବେ ବଲିଉଡରେ ଖୁବ୍ ଧୁମ୍ ମଂଚାଉଥିଲେ ଏହି ମେଗାଷ୍ଟାର । ଏବେ ପୁଣି ନଜର ଆସିବେ ଫିଲ୍ମ ସରକାରର ସିକ୍ୱେଲରେ । ଅନେକ ଦିନର ଅନୁଧ୍ୟାନ ପରେ ଉଭୟ ଅମିତାଭ ଓ ରାମ ଗୋପାଳ ବର୍ମା ଆରମ୍ଭ…
Read More...

ଫ୍ରାଇଡେ ରିଲିଜରେ ଓଲିଉଡ ପରଦାକୁ ଆସୁଛି ଫିଲ୍ମ “ଚିନି’

ଓଲିଉଡ ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ଫ୍ରାଇଡେ ରିଲିଜରେ ଓଲିଉଡ ପରଦାକୁ ଆସୁଛି ନୂଆ ଫିଲ୍ମ "ଚିନି' । ଏହି ଫିଲ୍ମରେ ସମ୍ବଲପୁରୀ ଓ କୋଶଳୀ ଭାଷାର ତଡକା ରହିଥିବା ବେଳେ ରୋମାଂଟିକ ଯୋଡି ଅମ୍ଳାନ ଓ ବେଙ୍ଗଲି ଅଭିନେତ୍ରୀ ପତ୍ରାଳୀଙ୍କ ମୁଖ୍ୟ ଭୂମିକା ଏହି ଫିଲ୍ମରେ ରହିଛି ।…
Read More...

ଛୋଟ ପରଦାରେ କେମିତି ଥିଲା ବାଦଶାହାଙ୍କ ଜୀବନ : ଭାଇରାଲ ହେଉଛି ସର୍ଟ ଫିଲ୍ମ ୧୯୯୧

ବଲିଉଡ ବାଦଶାହା , ବଲିଉଡ ସୁପରଷ୍ଟାର , ରୋମାଂଟିକ୍ ହିରୋ । ଏମିତି ଅନେକ ଟାଗ୍ ଲାଇନ ତାଙ୍କ ନାଁ ପଛରେ । ସେ କିଏ ଜାଣନ୍ତି ? ସେ ହେଉଛନ୍ତି ଆଖିରେ ଅଖିରେ କଥା କହୁଥିବା ଅଭିନୟ ଜିଆଂଟ ଶାହାରୁଖ ଖାନ୍ । ସମସ୍ତେ ଜାଣନ୍ତି ସିଲଭର ସ୍କ୍ରିନରେ ରାଜ କରିବାର ବହୁ ଆଗରୁ ଶାହାରୁଖଙ୍କ ଯାତ୍ରା…
Read More...

ରିଲିଜ୍ ହେଲା ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’ର ରୋମାଟିଂକ୍ ଟାଇଟେଲ୍ ଟ୍ରାକ୍

ରିଲିଜ୍ ହୋଇଛି ଅପକମିଙ୍ଗ୍ ଫିଲ୍ମ ‘ୟେ ଦିଲ ହୈ ମୁସକିଲ୍’ ଟାଇଟେଲ୍ ଟ୍ରାକ୍ । ଫିଲ୍ମ ମେକର କରଣ ଜୋହର ଟୁଇଟ କରି ଏହି ଭିଡିଓଟିକୁ ସେୟାର କରିଛନ୍ତି । ଏହି ରୋମାଟିଂକ୍ ଟ୍ୟୁନକୁ କମ୍ପୋଜ କରିଛନ୍ତି ପ୍ରୀତମ୍ । ଏହି ଭିଡିଓରେ ପ୍ୟାର, ଦୋସ୍ତି ଓ ବିଚ୍ଛେଦର କାହାଣୀ ସ୍ଥାନପାଇଛି । ଏହି ଫିଲ୍ମ…
Read More...

ସେପ୍ଟେମ୍ବର ୨୩ରେ ରିଲିଜ ହେବ ରାଧିକା ଆପ୍ତେଙ୍କ ‘ପାର୍ଚଡ’

ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ଅଜୟ ଦେବଗନଙ୍କ ହୋମ ପ୍ରଡକ୍ସନ ଫିଲ୍ମ ପାର୍ଚଡ ସେପ୍ଟେମ୍ବର ୨୩ରେ ରିଲିଜ ହେବ । ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ରାଧିକା ଆପ୍ତେ । ସେପ୍ଟେମ୍ବର ୯ରେ ଏହାର ଟ୍ରେଲର ରିଲିଜ ହେବ ବୋଲି ଅଜୟ ଟୁଇଟ କରି ଜଣାଇଛନ୍ତି । ଲୀନା ଯାଦବଙ୍କ ନିର୍ଦେଶନାରେ…
Read More...