Browsing Category

ମନୋରଞ୍ଜନ

ନିଶା ସେବନ କରୁଥିଲେ ଯୁବଗୋଷ୍ଠୀ ! ବଲିଉଡ଼ ଭାଇଜାନ ଦେଖାଇଲେ ଉଚିତ ରାସ୍ତା

ଆପଣ ସମସ୍ତେ ଜାଣନ୍ତି ବଲିଉଡ଼ ଭାଇଜାନ ସଲମାନ ଖାନ୍ ‘ବିଇଙ୍ଗ ହ୍ୟୁମାନ୍’ ନାମକ ଏକ ଏଜେନ୍ସି ଚଳାନ୍ତି । ବିିଇଙ୍ଗ ହ୍ୟୁମାନ ଜରିଆରେ ଟି-ସାର୍ଟ ଓ ଅନ୍ୟ ପ୍ରକାରର ପୋଷାକ ଅନଲାଇନ ଓ ଷ୍ଟୋର ଜରିଆରେ ବିକ୍ରି କରାଯାଏ । ଏବଂ ଏହାର ଏକ ପ୍ରମୁଖ ଅଂଶ ଗରିବ ଓ ଅଭାବୀ ଲୋକଙ୍କ ସାହାଯ୍ୟରେ ଖର୍ଚ୍ଚ…
Read More...

ଫିଲ୍ମ ‘ଟ୍ୟୁବଲାଇଟ’ କାହିଁକି ହେଲା ଫ୍ଲପ୍ ? ଏହାର କାରଣ କହିଲେ ସଲମାନଙ୍କ ପିତା ସଲିମ୍ ଖାନ !

ଏହି ବର୍ଷ ବଲିଉଡର ବିଗ୍ ବଜେଟ୍ ଫିଲ୍ମ ସବୁ ମାନ୍ଦା ପଡିଗଲେ । ସେମିତି କିଛି ଖାସ୍ ପ୍ରଭାବ ଦେଖେଇପାରିଲେ ନାହିଁ । ନିରାଶ ହେଲେ ଦର୍ଶକ । ଦର୍ଶକ ଯାହା ଆଶା କରଥିିଲେ ତାହା ଫିଲ୍ମରୁ ପାଇପାରିଲେ ନାହିଁ । ଏହାର ପ୍ରକୃତ ରାଜ୍ କ’ଣ ହୋଇପାରେ । ଇଦ୍ ଅବସରରେ ରିଲିଜ୍ ହୋଇଥିବା ସଲମାନଙ୍କ…
Read More...

ଅନୀଲଙ୍କ ପାଇଁ ଅମିତାଭଙ୍କୁ ନା ! ଜାଣନ୍ତୁ କାହିଁକି ବିଗ୍ ବିଙ୍କ ସହ ଏକାଠି ଅଭିନୟ କରୁନାହାଁନ୍ତି ମାଧୁରୀ ଦୀକ୍ଷିତ୍

ବଲିଉଡର ମେଗାଷ୍ଟାର୍ ଅମିତାଭ୍ ବଚ୍ଚନ । ଅଭିନୟର ଚିତ୍ର ଚରିତ୍ରର ଜଣେ ମାଇଲଖୁଂଟ । ଯାହାଙ୍କ ଅନେକ ସଫଳତା ଓ ଅନେକ ଯଶ । ସାରା ବିଶ୍ୱରେ ତାଙ୍କର ନାଁ ହିଁ ତାଙ୍କର ପରିଚୟ । ବିଗ୍ ବିଙ୍କ ସହ କାମ କରିବାକୁ କିଏ ବା ନ ଚାହିଁବ । ଆଜି ବି ତାଙ୍କ ସହ କରିବାକୁ ନାୟିକା ମାନଙ୍କ ମଧ୍ୟରେ ଉତ୍ସାହ…
Read More...

ଗମ୍ଭୀର ଅବସ୍ଥାରେ ‘ସତ୍ୟା’ ଓ ‘ରଙ୍ଗୀଲା’ ଫିଲ୍ମର ଅଭିନେତା ! ୧୦ ମାସ ହେଲା କୋମାରେ ଅଛନ୍ତି ନୀରଜ ବୋରା

ଗମ୍ଭୀର ଅବସ୍ଥାରେ ଏବେ ବଲିଉଡ ଅଭିନେତା ନିରଜ ବୋରା । ‘ମନ’, ‘ରଙ୍ଗୀଲା’, ‘ଦୈାଡ଼’, ‘ସତ୍ୟା’. ‘କଂପନୀ’, ‘ୱେଲକମ୍ ବ୍ୟାକ୍’ ଭଳି ଅନେକ ଫିଲ୍ମରେ ବଲିଉଡର ନାମକରା କଳକାରଙ୍କ ସହ ଅଭିନୟ କରିଛନ୍ତି ନିରଜ । ସୂଚନା ଅନୁସାରେ ୧୦ ମାସ ହେଲା ସେ କୋମାରେ । ଗତ ବର୍ଷ ୧୯ ଅକ୍ଟୋବରରେ ହାର୍ଟ ଆଟାକ୍…
Read More...

ମୁମ୍ବାଇରେ ପ୍ରବଳ ବର୍ଷାରେ ଫସିଗଲା ଅନୁପମ ଖେରଙ୍କ କାର୍ !

ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋସିଆଲ ମିଡ଼ିଆରେ ଲୋକମାନେ ଏନେଇ ବିଭିନ୍ନ ଢ଼ଙ୍ଗରେ ଫଟୋମାନ ପୋଷ୍ଟ କରୁଛନ୍ତି । ବର୍ଷା ଯୋଗୁଁ କିପରି ଆପଣ ଅଘଟଣର ଶିକାର ହୋଇପାରନ୍ତି, ବଲିଉଡ଼୍ ଅଭିନେତା ଅନୁପମ ଖେର ଏକଥା ଟ୍ୱିଟର ଜରିଆରେ ଲୋକଙ୍କୁ ଜଣାଇଛନ୍ତି  ।…
Read More...

ପୁଣି ଏକାଠି ହେବେ ବାହୁବଳୀ ହିଟ୍ ଯୋଡ଼ି । ନୂଆ ଆକ୍ସନ ମୁଭିରେ ଏକାଠି କାମ କରିବେ ରାଜମୌଲି ଓ ପ୍ରଭାସ୍

ସାରା ଦେଶରେ ଚହଳ ସୃଷ୍ଟି କରିଥିବା ସିନେମା ବାହୁବଳୀ ଏବଂ ବାହୁବଳୀ-୨ ପରେ ଏବେ ପୁଣି ଥରେ ନିର୍ଦ୍ଦେଶକ ଏସଏସ ରାଜମୌଲି ଏବଂ ସୁପରଷ୍ଟାର ପ୍ରଭାସ ଏକାଠି କାମ କରିବାକୁ ଯାଉଛନ୍ତି । ଆର୍ଥାତ୍ ଉଭୟେ ବର୍ତ୍ତମାନ ଚତୁର୍ଥ ଥର ପାଇଁ ପୁଣି ଏକ ସିନେମା କରିବାକୁ ଯାଉଛନ୍ତି । ତେବେ ରାଜମୌଲି ଏବଂ…
Read More...

ବନ୍ଦ ହେଲା ବିବାଦୀୟ ଧାରାବାହିକ ‘ପହେରେଦାର୍ ପିୟା କି’ ! କେଉଁଠି ଖୁସି ତ କେଉଁଠି ଅସନ୍ତୋଷ

ବିବାଦର ଦେଲା ଅନ୍ତ  । ବନ୍ଦ ହେଲା ବିବାଦୀୟ ଧାରାବାହିକ ‘ପହେରେଦାର୍ ପିୟା କି’ । ସୋମବାର ଦର୍ଶକ ଦେଖିବାକୁ ପାଇନାହାଁନ୍ତି ଏହାର ଏପିସୋଡ୍  । ଜଣେ ୯ ବର୍ଷର ବାଳକ ସହ ଜଣେ ୧୮ ବର୍ଷର ଝିଅର ବିବାହ କାହାଣୀ ଉପରେ ଆଧାରିତ ଏହି ଧାରାବାହିକକୁ ନେଇ ଦୀର୍ଘ ଦିନ ଧରି ବିବାଦ ଚାଲିଥିଲା । ଶେଷରେ…
Read More...

କ୍ରିକେଟ ମଇଦାନରୁ ବି-ଟାଉନକୁ ଯାତ୍ରା! ଅକ୍ସର-୨ ଫିଲ୍ମ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି ମାରିବେ କ୍ରିକେଟର ଶ୍ରୀସନ୍ଥ

କ୍ରିକେଟ ମଇଦାନରୁ ବି-ଟାଉନକୁ ଲମ୍ପ । ମ୍ୟାଚ ଫିକ୍ସିଂକୁ ନେଇ ଗତ କିଛି ବର୍ଷଧରି ପଡ଼ିଆ ବାହାରେ ବସିଥିବା କ୍ରିକେଟର ଶ୍ରୀସନ୍ଥ ଏବେ ବଲିଉଡ଼ରେ ନିଜର ଜଲୱା ଦେଖାଇବେ । ପୂର୍ବରୁ ଡ୍ୟାନ୍ସ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିବା ଶ୍ରୀସନ୍ଥଙ୍କ ଏକ ନୂଆ ରୂପ ଦେଖିବାକୁ ଦର୍ଶକ । ଆଗକୁ ରିଲିଜ…
Read More...

ହଜାରେ କୋଟି ଟଙ୍କା ସଂପତ୍ତିର ମାଲିକ ହେଉଛନ୍ତି ନାଗାର୍ଜୁନ ! ହେଲେ ସବୁ କରିଦିଅନ୍ତି ଦାନ, ପଢନ୍ତୁ ସାଉଥର ଏହି…

ସାଉଥ୍ ଇଣ୍ଡଷ୍ଟ୍ରୀକୁ ସାଧାରଣତଃ ଆକ୍ସନ ଏବଂ ରୋମାଂଟିକ ଷ୍ଟାରମାନଙ୍କର ଗନ୍ତାଘର ବୋଲି କୁହାଯାଏ । ଯେଉଁମାନେ କି ପ୍ରତିଟି କ୍ଷେତ୍ରରେ ବଲିଉଡ ଷ୍ଟାରମାନଙ୍କଠାରୁ କମ୍ ନୁହଁନ୍ତି । ଏଭଳି ହିଁ ଜଣେ ନାୟକ ହେଉଛନ୍ତି ନାଗାର୍ଜୁନ । ଯିଏକି ଉଭୟ ରୋମାଂଟିକ୍ ଏବଂ ଆକ୍ସନ ସିନେମାକୁ ବେଶ୍ ଭଲଭାବରେ…
Read More...

ଦର୍ଶକଙ୍କୁ ଝଟକା ! ଏବର୍ଷ ରିଲିଜ ହୋଇପାରିବନି ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ସିନେମା ‘ପଦ୍ମାବତୀ’

‘ପଦ୍ମାବତୀ’ ସିନେମାକୁ ଦେଖିବା ପାଇଁ ଦର୍ଶକ ଚାହିଁ ବସିଛନ୍ତି । କିନ୍ତୁ ଦର୍ଶକଙ୍କ ପାଇଁ ଖବର ଭଲ ନୁହେଁ । କାଣ ଚଳିତ ବର୍ଷ ରିଲିଜ ହୋଇପାରିବନି ରବଣୀର ସିଂ, ଦୀପିକା ପାଦୁକୋନ ଓ ଶାହିଦ କପୁରଙ୍କ ସିନେମା ‘ପଦ୍ମାବତୀ’ । ଆସନ୍ତା ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ସିନେମାର ରିଲିଜକୁ ଟାଳି…
Read More...