Browsing Category

ମନୋରଞ୍ଜନ

ହ୍ରିତିକ୍ ଓ ମୁଁ ବିବାହ କରିଥା’ନ୍ତୁ ! କଙ୍ଗନା ରଣାୱତ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏକ ଟିଭି ସାକ୍ଷାତକାରରେ ନିଜର ଓ ହ୍ରିତିକ୍ ରାଶନଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ଖୋଲିକରି କହିଥିଲେ । ସେ କହିଥିଲେ ହ୍ରିତିକଙ୍କ ସହ ତାଙ୍କର ସଂପର୍କ ଥିଲା ଏବଂ ସେ ହ୍ରିତିକଙ୍କ ସହ ବିବାହ କରିବାକୁ ଚାହୁଁଥିଲେ । ହ୍ରିତିକ୍ ମଧ୍ୟ ନିଜର ପତ୍ନୀ ସୁଜୈନ…
Read More...

ରାଜନୀତିରେ ସାମିଲ ହେବେ ଟଲିଉଡର ସୁପରଷ୍ଟାର ! ‘କମଳ’ରେ କମଲଙ୍କ ନାଁକୁ ନେଇ ଜୋର ଧରିଛି ଚର୍ଚ୍ଚା

ରାଜନୀତିରେ ସାମିଲ ହୋଇପାରନ୍ତି ଅଭିନେତା ତଥା ସିନେମା ନିର୍ମାତା କମଲ ହାସନ । ତେବେ ତାମିଲ ସିନେମା ଜଗତର ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଏବେ କମଲ ହାସନ ମଧ୍ୟ ରାଜନୀତିରେ ଏଂଟ୍ରି ମାରିବାକୁ ମନ ବଳେଇଛନ୍ତି । ଆଉ ଏଥିପାଇଁ ସେ ନିଜର ଅଭିଯାନ ମଧ୍ୟ ଆରମ୍ଭ କରିସାରିଛନ୍ତି । ନିକଟରେ ତାଙ୍କୁ…
Read More...

ଆମିରଙ୍କ ଆଉ ଏକ ବ୍ଲକବଷ୍ଟର ଫିଲ୍ମର ପ୍ରସ୍ତୁତି ! ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ଚୀନରେ କରିବ ଧମାକା

ଆମିର୍ ଖାନଙ୍କ ଫିଲ୍ମ କେବଳ ଭାରତ ନୁହେଁ ସାତ ସମୁଦ୍ର ପାରିର ଦର୍ଶକ ମଧ୍ୟ ଖୁବ୍ ପସନ୍ଦ କରିଥାନ୍ତି । ଏହାର ଏକ ଉଦାହରଣ ଆମିରଙ୍କ ଫିଲ୍ମ ‘ଦଙ୍ଗଲ’ । ଚୀନରେ ରିଲିଜ ହୋଇଥିବା ଆମିରଙ୍କ ଏହି ଫିଲ୍ମ ଅର୍ଥ ଆୟର ସବୁ ରେକର୍ଡ ଭାଂଗି ଦେଇଥିଲା । ସେଠାରେ ଏବେ ଫିଲ୍ମ ‘ଦଙ୍ଗଲ’ର ସଫଳତାକୁ ନେଇ…
Read More...

ପରଦାରେ ନୱାଜୁଦ୍ଦିନଙ୍କ ସହ ନଜର ଆସିବେ ଦଙ୍ଗଲ ଗର୍ଲ !

୨୦୧୬ର ସୁପରହିଟ୍ ଫିଲ୍ମ ଥିଲା ଆମୀର ଖାଁଙ୍କ ଅଭିନୀତ ‘ଦଙ୍ଗଲ’ । ଫିଲ୍ମଟି ସୁଟିଂ ହେବା ଠାରୁ ନେଇ ରିଲିଜ ହେବା ପରେ ମଧ୍ୟ ଖୁବ୍ ଚର୍ଚ୍ଚି ସାଜିଥିଲ । ଏହି ଫିଲ୍ମ ଜରିଆରେ ଆମୀର ଯେତିକି ପ୍ରଶଂସା ପାଇଛନ୍ତି , ତାଙ୍କ ଦୁଇ ଝିଅ ଗୀତା ଓ ବବିତା ଫୋଗତ୍ ଭୂମିକାରେ ଥିବା ଫାତିମା ସନା ଶେଖ୍ ଓ…
Read More...

କମେଡି କିଙ୍ଗଙ୍କୁ ଲାଗିଲା ଆଉ ଏକ ଝଟକା ! ବନ୍ଦ ହେବ ଦ କପିଲ ଶର୍ମା ସୋ’

ଏଣିକି ଦର୍ଶକଙ୍କ ହସରେ ଲାଗିବ ବ୍ରେକ । ୱିକ୍ ଏଣ୍ଡରେ କମେଡି କିଙ୍ଗ କପିଲଙ୍କୁ ଆଉ ଦେଖିବାକୁ ପାଇବେନି ଦର୍ଶକ । ଲୋକଙ୍କୁ କମେଡି ମାଧ୍ୟମରେ ହସାଉଥିବା କପିଲଙ୍କ ସୋ’କିଛିଦିନ ଟିଭି ପରଦାରୁ ବ୍ରେକ ନେବାକୁ ଯାଉଛି । କମେଡି କିଙ୍ଗ କପିଲ ଶର୍ମା ଏବେ ପୂରା ଟେନସନରେ । ଲାଗୁଛି ଶନିଦେବ ତାଙ୍କ…
Read More...

ଆଫତାବ ଶିବଦାସାନୀ କଲେ ଦ୍ୱିତୀୟ ବିବାହ ! ରାଜକୀୟ ଢ଼ଙ୍ଗରେ ହାତୀ ଚଢ଼ି ଆସି ନେଇଗଲେ କନ୍ୟା

ଦ୍ୱିତୀୟ ବିବାହ କଲେ ଆଫତାବ ଶିବଦାସାନୀ । ନିକଟରେ ଖବର ଆସୁଛି ବଲିଉଡ଼ ଅଭିନେତା ଆଫତାବ ଶିବଦାସାନୀ ଦ୍ୱିତୀୟ ବିବାହ କରିଛନ୍ତି । ଚମକି ପଡ଼ୁଛନ୍ତି କି ? ଆପଣ ଭାବୁଥିବେ ଆଫତାଭ ତାଙ୍କ ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କାହିଁକି କରୁଛନ୍ତି ? ଆଉ ଉଭୟଙ୍କ ଭିତରେ ସମ୍ପର୍କ ଖରାପ ହେବାର…
Read More...

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସୁଛି ୨ଟି ହିନ୍ଦୀ ସିନେମା ! ‘ବାଦଶାହୋ’ ବନାମ୍‌ ‘ଶୁଭ ମଙ୍ଗଲ ସାବଧାନ୍‌’

ଆଜି ଫିଲ୍ମ ଫ୍ରାଇଡ଼େରେ ପରଦାକୁ ଆସୁଛି ଦୁଇଟି ହିନ୍ଦୀ ସିନେମା । ଏଥିମଧ୍ୟରୁ ଗୋଟିଏ ହେଲା ମଲ୍‌ଟି ଷ୍ଟାରର୍‌ ‘ବାଦ୍‌ଶାହୋ’ ଓ ଅନ୍ୟଟି ହେଲା ‘ଶୁଭ ମଙ୍ଗଲ ସାବଧାନ୍‌’ । ବହୁ ପ୍ରତୀକ୍ଷିତ ‘ବାଦ୍‌ଶାହୋ’ର ନିର୍ମାତା ହେଲେ ଭୂଷଣ କୁମାର୍‌। ଏହାର ନିର୍ଦ୍ଦେଶନା ଦେଇଛନ୍ତି କଚ୍ଚେ ଧାଗେ, ଚୋରି…
Read More...

ପରଦାରେ ଜଷ୍ଟ ମୋହବତ୍ ! ପୁଣି ଏକାଠି ହେଲେ ଆକାଶ-ଅର୍ଚ୍ଚିତା

କନକ ବ୍ୟୁରୋ : ପରଦାରେ ପୁଣି ଏକାଠି ହୋଇଛନ୍ତି ଆକାଶ ଓ ଅର୍ଚ୍ଚିତା । ଲଭ, ରୋମାନ୍ସକୁ ନେଇ ଗଣେଷ ପୂଜାରେ ରିଲିଜ ହୋଇଥିବା ଓଡିଆ ସିନେମା ଜଷ୍ଟ ମୋହବତରେ ଏହି ଯୋଡିକୁ ପୁଣି ଥରେ ଦେଖିବାକୁ ମିଳିଛି । ପୂର୍ବରୁ ଆଲୋ ମୋର କଣ୍ଢେଇ ଓ ଶପଥରେ ନଜର ଆସିଥିବା ଆକାଶ-ଅର୍ଚ୍ଚିତାଙ୍କ ଯୋଡିକୁ ପରଦାରେ…
Read More...

ମଝି ଆକାଶରେ ଝଗଡା ପରଠାରୁ କପିଲ ଶର୍ମାଙ୍କ ପଡିଛି ଶନିଦଶା! ସୋ ଛାଡିଲେ ଆଉ ଜଣେ କଳାକାର । ଏକା ହେଉଛନ୍ତି କମେଡି…

କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଶନିଦଶା ପଡିଛି । ଦ କପିଲ ଶର୍ମା ସୋ’ରୁ ସୁନୀଲ ଗ୍ରୋଭର ବିଦାୟ ନେବା ପରେ କପିଲଙ୍କ ପଛରେ ଯେମିତି ଶନି ପଡି ଯାଇଛନ୍ତି । ସୁନୀଲ ଯିବା ପରେ ସୋ’ର ଟିଆରପି ଖସି ଖସି ଚାଳିଥିବା ବେଳେ ଜଣକ ପରେ ଜଣେ ସାଥୀ କଳାକାର ମଧ୍ୟ ହାତ ଛାଡି ଦେଇଥିଲେ । ତେବେ ଏସବୁ ଭିତରେ…
Read More...

ବିହାର ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟର ହାତ ବଢାଇଲେ ଆମୀର୍ ! ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ପଠାଇଲେ ୨୫ଲକ୍ଷ ଟଙ୍କାର…

ଖାଲିରେ ଆମୀର୍ ଖାନଙ୍କୁ ମିଷ୍ଟର ପରଫେକ୍ଟନିଷ୍ଟ୍ କୁହାଯାଏନି । କେବଳ ରିଲରେ ନୁହେଁ ରିୟଲ୍ ଲାଇଫରେ ମଧ୍ୟ ନାୟକର କାମ କରିଥାନ୍ତି ଆମୀର୍ । ସମାଜ ସେବା ପାଇଁ ଚର୍ଚ୍ଚିତ ମିଷ୍ଟର ପରଫେକ୍ଟନିଷ୍ଟ ଏବେ ବିହାରର ବନ୍ୟା ପ୍ରପୀଡିତ ଲୋକଙ୍କ ପାଇଁ ବଢାଇଛନ୍ତି ସାହାଯ୍ୟର ହାତ । ବନ୍ୟା ଯୋଗୁଁ…
Read More...