Browsing Category

ମନୋରଞ୍ଜନ

୭୧ ବର୍ଷର ଅଭିନେତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

ହଲିଉଡ୍ ଜଗତର ସୁପରହିଟ୍ ଅଭିନେତା ସିଲଭେଷ୍ଟର ଷ୍ଟଲୋନ ନାଁରେ ଯୌନଶୋଷଣ ଅଭିଯୋଗ । ଜଣେ ନାବାଳିକାଙ୍କ ସହ ଷ୍ଟଲୋନ ଜବରଦସ୍ତି ଭାବେ ଶାରିରୀକ ସଂର୍ପକ ରଖିଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି । ଏକଥା ଖୋଦ ପୀଡିତା ବୟାନ କରିଛନ୍ତି । ପିଡୀତାଙ୍କ କହିବା ଅନୁସାରେ, ସେ ଷ୍ଟଲୋନଙ୍କର ଜଣେ ବହୁତ…
Read More...

୩୯ ବର୍ଷରେ ପାଦଦେଲେ ସୁସ୍ମିତା ! ଦିନ ଥିଲା ତାଙ୍କ ପାଇଁ ଜୀବନ ହାରିବାକୁ ବି ପଛାଇନଥିଲେ ନିର୍ଦ୍ଦେଶକ

ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ ୟୁନିଭର୍ସ ସୁସ୍ମିତା ସେନଙ୍କୁ ନେଇ ବଲିଉଡ ଇଣ୍ଡଷ୍ଟ୍ରୀରେ ସବୁବେଳେ ଚର୍ଚ୍ଚା । ଅନେକ ସମୟରେ ତାଙ୍କ ଆଫେୟାର୍ସ କୁ ନେଇ ମଧ୍ୟ ଚର୍ଚା ହୋଇଥାଏ । ନିର୍ଦ୍ଦେଶକ ବିକ୍ରମ ଭଟ୍ଟ, ହୋଟେଲ ମାଲିକ ସଂଜୟ ନାରଙ୍ଗ , ଅଭିନେତା ରଣଦୀପ ହୁଦା, ଶିଳ୍ପପତି ଅନୀଲ…
Read More...

ବିଶ୍ୱ ସୁନ୍ଦରୀର ତାଜ ପିନ୍ଧିଲେ ମାନୁସୀ ! ୧୭ ବର୍ଷ ପରେ ଭାରତ ଫେରିଲା ବିଶ୍ୱ ସୁନ୍ଦରୀ ମୁକୁଟ

ଭାରତୀୟ ଯୁବତୀଙ୍କ ମୁଣ୍ଡରେ ବିଶ୍ୱ ସୁନ୍ଦରୀ ମୁକୁଟ । ୨୦୧୭ ମସିହାର ବିଶ୍ୱ ସୁନ୍ଦରୀ ମୁକୁଟ ଜିତିଛନ୍ତି ଦିଲ୍ଲୀ ଝିଅ ମାନୁସି ଚିଲର। ଶନିବାର ଆୟୋଜିତ ହୋଇଥିବା ମିସ୍ ଓ୍ଵାର୍ଲଡ ଗ୍ରାଣ୍ଡ୍ ଫାଇନାଲର ମାନୁସିଙ୍କ ବ୍ୟତୀତ ଅନ୍ୟ ୪ ଜଣ ମଧ୍ୟ ଦୌଡ଼ରେ ସାମିଲ୍ ଥିଲେ। ମାନୁସି ବାକି ସମସ୍ତଙ୍କୁ…
Read More...

ବିବାଦୀୟ ସିନେମା ‘ପଦ୍ମାବତୀ’କୁ ନେଇ କରନୀ ସେନାର ବିକ୍ଷୋଭ ! ବିଭିନ୍ନ ସ୍ଥାନରେ ପୋଡାହେଲା ସିନେମାର ପୋଷ୍ଟର

ରିଲିଜ ବାବଦରେ ସସପେନ୍ସ ବଢୁଥିବାବଳେ ‘ପଦ୍ମାବତୀ’କୁ ନେଇ କରନୀ ସେନାର ବିରୋଧ ଜାରି ରହିଛି । ଆଜି ଗୁରୁଗ୍ରାମରେ କରନୀ ସେନାର କର୍ମୀମାନେ ‘ପଦ୍ମବାତୀ’ର ପୋଷ୍ଟର ଜାଳିବା ସହ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି । କରନୀ ସେନାର ଅଭିଯୋଗ ହେଲା, ସିନେମାରେ…
Read More...

ଘନେଇଲା ‘ପଦ୍ମାବତୀ’ ବିବାଦ ! ବୈଷୟିକ ତ୍ରୁଟି ଦେଖାଇ ଫିଲ୍ମ ଫେରାଇ ଦେଲା ସେନସରବୋର୍ଡ, ମିଳିଲାନି ସାର୍ଟିଫିକେଟ

‘ପଦ୍ମାବତୀ’ କୁ ନେଇ ବିବାଦ ଚାଲିଥିବା ବେଳେ ସେନସର ବୋର୍ଡ ଫିଲ୍ମକୁ ବୈଷୟିକ ତ୍ରୁଟି ଦେଖାଇ ନିର୍ମାତା ପାଖକୁ ଫେରାଇ ଦେଇଛନ୍ତି । ତ୍ରୁଟି ସଂଶୋଧନ ପରେ ଏହାକୁ ଦ୍ୱିତୀୟ ବାର ସମୀକ୍ଷା କରି ଫିଲ୍ମକୁ ପ୍ରମାଣପତ୍ର ଦିଆଯିବ ବୋଲି ସେନସର ବୋର୍ଡ କହିଛନ୍ତି । ଡିସେମ୍ବର ୧ ତାରିଖରେ ସଂଜୟଲୀଲା…
Read More...

ବଡ ପରଦାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜୀବନ କାହାଣୀ

ବଡ ପରଦାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ କାହାଣୀ । ସିନେମା ପରଦାରେ ଆସିଛି କେଜ୍ରିୱାଲଙ୍କ ରାଜନୈତିକ ଜୀବନର ଅନେକ ଅକୁହା କଥା । ଆମେରିକାର ମିଡିଆ କମ୍ପାନୀ ୱାଇସ ଦ୍ୱାରା ପ୍ରସ୍ତୁତ ଏହି ସିନେମାର ଟାଇଟଲ ରହିଛି ‘ଆନ୍ ଇନସିଗନିଫିକାଂଟ୍ ମ୍ୟାନ’ । ବିଦେଶ ସହ…
Read More...

ତାତିର ନାଁ ‘ପଦ୍ମାବତୀ’! ବିବାଦ ଘେରରେ ସଂଜୟ ଲୀଳା ଭନସାଲୀଙ୍କ ନିର୍ଦ୍ଦେଶିତ ସିନେମା, ରିଲିଜକୁ ନେଇ ବଢିଲା ଆଶଙ୍କା

ପଦ୍ମାବତୀକୁ ନେଇ କମୁନି କରଣି ସେନାର ବିରୋଧ ଓ ବିକ୍ଷୋଭ । ସାରା ଦେଶରେ ହୁତୁହୁତୁ ହୋଇ ଜଳୁଛି ପଦ୍ମାବତୀ ବିବାଦର ନିଆଁ । ସୁଟିଂ ସେଟରୁ ଆରମ୍ଭ ହୋଇଥିବା ଏହି ବିରୋଧ ଏବେ ସିନେମାଟିର ରିଲିଜକୁ ଆଶଙ୍କାରେ ପକାଇଛି । ରାଜସ୍ଥାନରୁ ଆରମ୍ଭ ହୋଇଥିବା ବିରୋଧ ଏବେ ରାଜ୍ୟ ଡେଇଁ ଭାରତର ବିଭିନ୍ନ…
Read More...

ନୂଆ ବର୍ଷରେ ଶାହାରୁଖ ଦେବେ ସରପ୍ରାଇଜ !

ଏବେ ନିଜର ଆଗାମୀ ଫିଲ୍ମ ପାଇଁ ପୁରା ବ୍ୟସ୍ତ ନାୟକ ପାଲଟିଯାଇଛନ୍ତି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ । ନୂଆ ବର୍ଷରେ ନିଜର ପ୍ରଶଂସକଙ୍କୁ ଦେବେ ସରପ୍ରାଇଜ୍ । ବର୍ତ୍ତମାନ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ଆଗାମୀ ନାମ କରଣ ହୋଇନଥିବା ଫିଲ୍ମର ସୁଟିଂ ରେ ଖୁବ୍ ବ୍ୟସ୍ତ ଅଛନ୍ତି ଶାହାରୁଖ୍ ।…
Read More...

ପରଦାକୁ ଆସିଲା ଦୁଇଟି ବଲିଉଡ ସିନେମା । ‘ତୁହ୍ମାରୀ ସୁଲୁ’ ଟକ୍କର ଦେବ ‘ଅସ୍କର-ଟୁ’

ଫିଲ୍ମ ଫ୍ରାଇଡ଼େରେ ରିଲିଜ ହେଲା ସୁରେଶ ତ୍ରିବେଣୀ ନିର୍ଦ୍ଦେଶିତ ସିନେମା ‘ତୁହ୍ମାରୀ ସୁଲଲୁ’ । ସିନେମାରେ ମୁଖ୍ୟ ଭୁମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ବିଦ୍ୟା ବଲାନ୍ । ଏହା ସହ ମାନବ କୌଲ ଏବଂ ନେହା ଧୁପିଆଙ୍କୁ ମଧ୍ୟ ପ୍ରମୁଖ ଭୁମିକାରେ ଅଭିନୟ କରିଛନ୍ତି । ସିନେମାଟି ଏକ ପାରିବାରିକ…
Read More...

ମମତାଙ୍କ ସହ ବଲିଉଡ୍ ବାଦଶାହାଙ୍କର ରହିଛି ଅତୁଟ ସଂପର୍କ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବଲିଉଡ୍ ବାଦଶାହା ଶାହାରୁଖଙ୍କ ମଧ୍ୟରେ ଥିବା ଉତ୍ତମ ସଂପର୍କ ଏବେ ଆଲୋଚନା ପାଲଟିଛି । ବଲିଉଡର ଏହି ସୁପରଷ୍ଟାର୍, ମମତାଙ୍କୁ ଦିଦି ବୋଲି ସମ୍ବୋଧନ କରି ଆସୁଥିବା ସହ ନିକଟରେ ତାଙ୍କ ଛୋଟିଆ କାରରେ ଲିଫ୍ଟ ବି ନେଇଛନ୍ତି । ଏପରିକି କୋଲକାତାକୁ…
Read More...