Browsing Category

ମନୋରଞ୍ଜନ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! କଳାକାରଙ୍କ ସ୍ୱାଧୀନତା ହସ୍ତକ୍ଷେପ ବେଳେ ଯତ୍ନବାନ ହେବାକୁ କହିଲେ କୋର୍ଟ

ପଦ୍ମାବତୀ ଫିଲ୍ମକୁ ନେଇ ଅନେକ ବିବାଦ ଚାଲିଥିବା ବେଳେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କଳାକାରଙ୍କ ସ୍ୱାଧିନତାକୁ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ । କଳାକାରଙ୍କ ସ୍ୱାଧିନତା ସମ୍ପର୍କରେ କୌଣସି ହସ୍ତକ୍ଷେପ କରିବା ସମୟରେ କୋର୍ଟକୁ ଅଧିକ ଯତ୍ନବାନ ହେବାର ଆବଶ୍ୟକ ବୋଲି…
Read More...

ଫିଲ୍ମି ଫ୍ରାଇଡେରେ ରିଲିଜ ହେଉଛି ‘ତୁହ୍ମାରୀ ସୁଲୁ’ ଓ ‘ଅକ୍ସର-ଟୁ’ ! ‘ତୁହ୍ମାରୀ ସୁଲୁ’ରେ ରେଡିଓ ଜକି ଭୁମିକାରେ ନଜର…

ଆଜି ବଡ଼ପରଦାକୁ ଆସୁଛି ସିନେମା ‘ତୁହ୍ମାରୀ ସୁଲୁ’ । ଏଥିରେ ମୁଖ୍ୟ ଭୁମିକାରେ ବଲିଉଡ଼୍ ଅଭିନେତା ବିଦ୍ୟା ବାଲାନ ଅଭିନୟ କରିଥିବାବେଳେ ମାନବ କୌଲ୍ ଓ ନେହା ଧୂପିଆ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । କମେଡି ଓ ଡ୍ରାମା ଭିତ୍ତିକ ଏହି ସିନେମାରେ ବିଦ୍ୟାଙ୍କୁ ରେଡିଓ ଜକି ଭୂମିକାରେ…
Read More...

ପଦ୍ମାବତୀ ପାଇଁ ଫତୱା! ଦୀପିକାଙ୍କ ନାକ କାଟିବାକୁ ଧମକ

ସଂଜୟ ଲୀଳା ବଂଶାଲୀଙ୍କ ଅପକମିଂ ଚଳଚିତ୍ର ପଦ୍ମାବତୀକୁ ନେଇ ବିବାଦ ଥମିବାର ନାଁ ନେଉନି । ରାଜପୁତ ସମାଜ ଏହି ଫିଲ୍ମକୁ ରିଲିଜ କରାଇ ନଦେବାକୁ ଜିଦ ଧରିବସିଛି । ନିର୍ମାତା ସଂଜୟ ଲୀଳା ବଂଶାଲୀଙ୍କୁ ମୁଣ୍ଡକାଟ ଧମକ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାକ କାଟିବାକୁ ଧମକ ପରେ ଉଗ୍ର…
Read More...

ରାଷ୍ଟ୍ରପତିଙ୍କ ଠାରୁ ନ୍ୟାସନାଲ ଚାଇଲ୍ଡ ଆୱାର୍ଡ ପାଇଲେ ଜାୟରା ବସୀମ

ଦଙ୍ଗଲ ଓ ସିକ୍ରେଟ ସୁପରଷ୍ଟାର ଭଳି ଫିଲ୍ମରେ କାମ କରିଥିବା ଜାୟରା ବସୀମଙ୍କୁ ମିଳିଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ନ୍ୟାସନାଲ୍ ଚାଇଲ୍ଡ ଆୱାର୍ଡ । ଏହି ପୁରସ୍କାର ଜାୟରା ବସୀମଙ୍କୁ ଶିଶୁ ଦିବସ ଅବସରରେ ଦିଆଯାଇଛି । ଜାୟରା ବସୀମଙ୍କ ବ୍ୟତୀତ ବିହାରର ସୁପର-୩୦ର ସଂଚାଳକ ଗଣିତଜ୍ଞ…
Read More...

ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଗ୍ ବି ! କାରର ପଛ ଚକା ବାହରି ଯିବାରୁ ହୋଇଥିଲା ଦୁର୍ଘଟଣା

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଗ୍ ବି । ବିଗତ ସପ୍ତାହରେ ଅମିତାଭ ବଚ୍ଚନ୍ କୋଲକାତାରେ ଏକ କାର ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଯାଇଛନ୍ତି । ସେହି ସମୟରେ ଅଭିତାଭ, ୨୩ ତମ କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହତ୍ସୋବର ଉଦଘାଟନ କରିବା ପାଇଁ କୋଲକାତା ଯାଇଥିଲେ । ସେ କାମ ଶେଷ କରି ଶନିବାର ଦିନ…
Read More...

‘ଆଇଏଫ୍‌ଏଫ୍‌ଆଇ’ର ‘ପର୍ସନାଲିଟି ଅଫ୍‌ ଦି ଇୟର୍‌’ ସମ୍ମାନ ପାଇବେ ଅମିତାଭ

ଗୋଆଠାରେ ଆୟୋଜିତ ହେବାକୁ ଯାଉଥିବା ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ’ (ଆଇଏଫ୍‌ଏଫ୍‌ଆଇ)ରେ ବଲିଉଡ୍‌ର କିଂବଦନ୍ତି ଅଭିତାଭ ବଚ୍ଚନଙ୍କୁ ‘ପର୍ସନାଲିଟି ଅଫ୍‌ ଦି ଇୟର୍‌’ ସମ୍ମାନରେ ଭୂଷିତ କରାଯିବ ବୋଲି ଆଜି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଘୋଷଣା କରିଛି।…
Read More...

ଶିଳ୍ପାଙ୍କ ଏକ ଏଭଳି କାଣ୍ଡ, ଯାହା ଭାଙ୍ଗି ଦେଇଥିଲା ଭାଇଜାନଙ୍କ ହୃଦୟ

ସାଲମାନ ଖାନ ବଲିଉଡ୍ ଜଗତର ଏକ ପ୍ରସିଦ୍ଧ ଅଭିନେତା । ସାଲମାନ ଏପରି ଏକ ମଣିଷ ତାଙ୍କ ଦୃଷ୍ଟିରେ ଯାହାବି ଭଲ ଲାଗିଲା । ସେ ସେହି କାମ ପାଇଁ ସବୁପ୍ରକାର ସହାୟତା ପାଇଁ ପୂରା ରେଡି ଥାନ୍ତି । ସେଥିପାଇଁ ବଲିଉଡ୍ ଦୁନିଆରେ ସାଲମାନ ଖାନ ‘ଗ୍ରାଣ୍ଡ ଫାଦର’ ନାମରେ ବି ପରିଚିତ । ବି-ଟାଉନରେ କେତେକ…
Read More...

କ୍ୟାଟରିନା କୈଫଙ୍କ ସହ ବଡ ପରଦାରେ ଓଡିଆ ପୁଅ । ‘ଟାଇଗର ଜିନ୍ଦା ହୈ’ରେ ନଜର ଆସିବେ ଜିନେଥ

ବଲିଉଡ ଭାଇଜାନଙ୍କ ଅଭିନିତ ଅପକମିଂ ଆକ୍ସନ ସିନେମା ‘ଟାଇଗର ଜିନ୍ଦା ହୈ’ ଚଳିବ ବର୍ଷ ଶେଷ ଭାଗକୁ ପରଦାକୁ ଆସିବାକୁ ଯାଉଛି । ଯେଉଁଥିରେ ଦର୍ଶକ ଦେଖିବାକୁ ପାଇବେ ସଲମାନ ଏବଂ ନାୟିକା କ୍ୟାଟରିନା କୈଫଙ୍କ ରୋମାନ୍ସ । ତେବେ ଏହି ସିନେମାରେ ନଜର ଆସିବେ ଜଣେ ଓଡିଆ ବାଳକ । ଯାହାଙ୍କର ନାଁ ହେଉଛି…
Read More...

ଆୟକର ବିଭାଗ ରାଡାରରେ ବଲିଉଡ ବାଦଶାହା ! ଶାହାରୁଖ ଖାନଙ୍କ ଅଲିବାଗ ଜାଗାକୁ ନେଇ ଅଭିଯୋଗ

ଆୟକର ବିଭାଗର ସ୍କାନରରେ ବଲିଉଡ ବାଦଶାହା ଶାହାରୁଖ ଖାନ । ଶାହାରୁଖ  ଆଲିବାଗ ଜମି କିଣିବାବେଳେ ଜାଲ କାଗଜପତ୍ର ଦେଇଥିବା ନେଇ ଜଣେ ସ୍ୱେଚ୍ଛାସେବୀଙ୍କ ଅଭିଯୋଗର ଛାନଭିନ କରୁଛି ଆୟକର ବିଭାଗ । ଆଲିବାଗରେ ସମୁଦ୍ର କୂଳକୁ ଲାଗି ୧୧ଶହ ବର୍ଗମିଟର ଜମିରେ ଏକ ବିଶାଳ ବଙ୍ଗଳା ତିଆରି କରିଛନ୍ତି…
Read More...

ସୁପରଷ୍ଟାରଙ୍କ ସହ ଫଟୋ ସେୟାର କରି ଅଡୁଆରେ କାଜୋଲ

ବିଗ୍ ବି ଅମିତାଭ ବଚ୍ଚନ ଓ ତାମିଲ ସୁପରଷ୍ଟାର କମଲ ହାସନଙ୍କ ସହ ଫଟୋ ସେୟାର କରି ଅଡୁଆରେ କାଜୋଲ । କୋଲକାତାରେ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ଅମିତାଭ ଓ କମଲ ହାସନଙ୍କ ସହ ସେଲଫି ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ କାଜୋଲ । ଖାଲି ସେୟାର ନୁହେଁ ଏଥିରେ ସେ…
Read More...